Home

ଏହି ଖେଳାଳିଙ୍କ ଆଇପିଏଲ୍‌ ଖେଳିବା ସ୍ବପ୍ନ ଚୁର୍‌ମାର୍‌

ନୂଆଦିଲ୍ଲୀ,୧୨।୨: ସ୍ପଟ ଫିକ୍ସିଂ ଅଭିଯୋଗରୁ ମୁକ୍ତ ହେବା ପରେ କ୍ରିକେଟକୁ ଫେରିଥିବା ଏସ୍‌.ଶ୍ରୀସନ୍ତଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ଆଇପିଏଲର ୧୪ତମ ସିଜନ ପାଇଁ କୌଣସି ଫ୍ରାଞ୍ଚଇଜ ତାଙ୍କୁ ନିଲାମରେ ତାଲିକାଭୁକ୍ତ କରିନାହାଁନ୍ତି। ଫେବୃଆରୀ ୧୮ରେ ଚେନ୍ନାଇରେ ଖେଳାଳି ନିଲାମ ହେବାକୁ…

ମହାନଦୀରେ ପ୍ରସ୍ତାବିତ ନଦୀ ଭିତ୍ତିକ ବନ୍ଦର

ମହାକାଳପଡ଼ା,୧୨।୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲାର ଉପକୂଳ ମହାକାଳପଡ଼ା ବ୍ଲକ ସ୍ଥାନୀୟ ରାମନଗର ଓ ବରକନ୍ଧା ପଞ୍ଚାୟତର ଆଖଡ଼ାଶାଳୀ ନିକଟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦର ନିର୍ମାଣ ହେବ। ହେଲେ ଏହି ଅଞ୍ଚଳର ବହୁ ପାରମ୍ପରିକ ମତ୍ସ୍ୟଜୀବୀ…

ଇଂଲଣ୍ଡକୁ ବଡ ଝଟ୍‌କା: ଦ୍ୱିତୀୟ ଟେଷ୍ଟରୁ ବାଦ୍‌ ପଡିଲେ ଏହି ଖେଳାଳି

ଚେନ୍ନାଇ,୧୨।୨: ଇଂଲଣ୍ଡ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ ଖେଳି ପାରିବେ ନାହିଁ। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ଇସିବି) ଏକ ବିବୃତ୍ତିରେ କହିଛି ଯେ ଶନିବାରଠାରୁ ଚେନ୍ନାଇରେ ଡାହାଣ କହୁଣୀ ଯନ୍ତ୍ରଣା…

ଏହି ଅଭିନେତ୍ରୀଙ୍କ ପୁଅର ପ୍ରଥମ ଫଟୋ ଆସିଲା ସାମ୍ନାକୁ

ଛୋଟ ପରଦାରେ ନାଗିନ ଭାବେ ଲୋକପ୍ରିୟ ଅଭିନେତ୍ରୀ ଅନୀତା ହସନନ୍ଦାନୀ ଫେବୃୟାରୀ ୯ରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଅନୀତାଙ୍କ ସ୍ବାମୀ ରୋହିତ ରେଡ୍ଡି ଏହି ଖୁସି ଖବର ଇନ୍‌ଷ୍ଟାଗ୍ରାମରେ ଲେଖି ଜଣାଇଥିଲେ। ଏବେ ସେ ପୁଅର ପ୍ରଥମ ଫଟୋ…

ଫିଟ୍‌ନେସ୍‌ ଟେଷ୍ଟରେ ବିଫଳ ହେଲେ ୬ ଭାରତୀୟ ଖେଳାଳି, ବଢିଲା ଚିନ୍ତା

ବେଙ୍ଗାଲୁରୁ,୧୨।୨: ଭାରତୀୟ କ୍ରିକେଟରଙ୍କ ଫିଟନେସ ଟେଷ୍ଟରେ ୬ ଖେଳାଳି ବିଫଳ ହୋଇଛନ୍ତି। ଚଳିତ ସପ୍ତାହରେ ନ୍ୟାସନାଲ କ୍ରିକେଟ ଏକାଡେମୀ (ଏନସିଏ)ରେ ୬ ଜଣ ଭାରତୀୟ କ୍ରିକେଟର ଚାଲୁଥିବା ଦୁଇ କିଲୋମିଟର ଫିଟନେସ ଟେଷ୍ଟରେ ବିଫଳ ହୋଇଛନ୍ତି। ଏଥିରେ ଉଇକେଟ କିପର ବ୍ୟାଟ୍ସମ୍ୟାନ…

ଗୁଲାମ ନବୀଙ୍କ ପରେ ମଲ୍ଲିକାର୍ଜୁନ ହେବେ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ,୧୨ ।୨: ରାଜ୍ୟ ସଭାରୁ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ବିଦାୟ ନେବା ପରେ ଏବେ ଦଳ ତା’ର ନେତା ବାଛି ସାରିଛି । ବଜେଟ ଅଧିବେଶନର ଶେଷ ଦିନରେ ଅର୍ଥାତ୍ ୧୫ ଫେବୃୟାରୀରେ ବିରୋଧୀ ଦଳ ନେତା…

ପଶ୍ଚିମବଙ୍ଗରେ ଲଢି ଜିତନ୍ତୁ ଅମିତ ଶାହା, ତାଙ୍କୁ ରାଜ୍ୟର ଗୃହ ମନ୍ତ୍ରୀ କରିଦେବି: ମମତା

କୋଲକାତା,୧୨।୨: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ଦେଖାଦେଇଛି। ଖାସ୍‌ ଭାବେ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟ ବାକ୍‌ଯୁଦ୍ଧ ଲାଗି ରହିଛି। ନିକଟରେ ଏକ ସାକ୍ଷାତକାରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପା ଉପରେ ବର୍ଷିଛନ୍ତି। ନିକଟରେ ଏକ…

ଐତିହ୍ୟ ବାଇ-ଲ’ ପ୍ରତ୍ୟାହାର ହେଉ

ଭୁବନେଶ୍ୱର (ବ୍ୟୁରୋ)/ଖୋର୍ଦ୍ଧା ଅଫିସ,୧୨।୨: ଶ୍ରୀମନ୍ଦିର ପରେ ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନ୍‌ଏମ୍‌ଏ)ର ଐତିହ୍ୟ ଉପନିୟମ (ବାଇ-ଲ)କୁ ବିରୋଧ କରାଯାଇଛି। ପ୍ରସ୍ତାବିତ ବାଇ-ଲ’ ଚିଠାକୁ ପ୍ରତ୍ୟାହାର କରିନେବା ଲାଗି ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ତଥା ଖୋର୍ଦ୍ଧା…

ଆଜି ଟୁଇନ୍‌ ସିଟିରେ ଘନ କୁହୁଡ଼ି, ମୁହଁକୁ ମୁହଁ ଦେଖାଯାଉନି

ଭୁବନେଶ୍ୱର,୧୨।୨(ବ୍ୟୁରୋ): ଶୁକ୍ରବାର ସକାଳେ ଟୁଇନ୍‌ ସିଟି ଅର୍ଥାତ୍‌ କଟକ ଭୁବନେଶ୍ୱରରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ସକାଳୁ ଅତି ନିକଟରୁ ମଧ୍ୟ ମୁହଁକୁ ମୁହଁ ଦେଖାଯାଉନି। ଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ସେହିପରି ରାଜ୍ୟର ବିଭିନ୍ନ ଜିଲାରେ ମଧ୍ୟ କୁହୁଡ଼ି…

ଆଇନ୍‌ ଛାତ୍ରୀ ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ଖାଦ୍ୟ: ମେସେଜ୍‌ ଆସିଲା ‘ଦୁଃଖିତ ପ୍ରିୟେ, ତୁମ ଖାଇବା ଖାଇନେଲି’; ଆଉ ତା’ ପରେ..

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ରେ ଖାଇବା ଅର୍ଡର କରିବା ଏବେ ଅଭ୍ୟାସରେ ପରିଣତ ହେଲାଣି। ଘରେ ବସି ମନପସନ୍ଦର ଖାଇବା ମିଳୁଥିବାରୁ ଯେକେହି ଉପଲବ୍ଧ ଥିବା ଆପ୍‌ରୁ ଖାଇବା ମଗାଉଛନ୍ତି। ହେଲେ ଅନେକ ସମୟରେ ଡେଲିଭରି ବୟ/ଡ୍ରାଇଭରମାନଙ୍କ ଅଜବ କାରନାମା ଚର୍ଚ୍ଚାର କାରଣ ପାଲଟୁଛି।…

ବିରଳ ରୋଗରେ ପୀଡ଼ିତ ତିନି ବର୍ଷର ଶିଶୁ: ୨ ଇଞ୍ଚ୍‌ କାଟିବା ପରେ ବି ବଢୁଛି ଜିଭ

ଆମେରିକାର ଜଣେ ତିନି ବର୍ଷର ବାଳକ ବିରଳ ରୋଗରେ ପୀଡିତ ଅଛନ୍ତି। ଏହି ରୋଗଟି ହେଉଛି ବେକ୍‌ଓ୍ବିଥ୍‌-ଓ୍ବିଡ୍‌ମ୍ୟାନ୍‌ ସିଣ୍ଡ୍ରୋମ୍‌(ବିଡବ୍ଲୁଏସ)। ଏହି ରୋଗରେ ଆକ୍ରାନ୍ତ ହେଲେ ଶରୀରର ବିଭିନ୍ନ ଅଙ୍ଗ ବଢିବାକୁ ଲାଗେ। ୧୫ ହଜାର ଶିଶୁଙ୍କ ମଧ୍ୟରୁ ଜଣଙ୍କୁ ଏଭଳି ବିରଳ…

ଅସୁରକ୍ଷିତ ଭାବେ କାମ କରୁଛନ୍ତି ଶ୍ରମିକ

ମହାକାଳପଡ଼ା,୧୨।୨(ଡି.ଏନ.ଏ.): ଘରକୁ ପାଇପ୍‌ ଯୋଗେ ପାନୀୟଜଳ ପହଞ୍ଚାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ ବିପୁଳ ଅର୍ଥ ଖର୍ଚ୍ଚ ହେଉଛି। ଅପରପକ୍ଷେ ଅନେକ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଦେଖାଦେଉଥିବା ବେଳେ ଲୋକ ପାଣି ମୁନ୍ଦେ ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri