ଶାହାରୁଖ୍ ପୁଅ ଅବରାମଙ୍କୁ ସ୍ତ୍ରୀଙ୍କଠାରୁ ରଖନ୍ତି ଦୂରେଇ
ବଲିଉଡ୍ ଅଭିନେତା ଶାହାରୁଖ୍ ଖାନ୍ ଏବଂ ସ୍ତ୍ରୀ ଗୌରୀ ଖାନ୍ ଏମିତି ଏକ ଷ୍ଟାର କପଲ ଯିଏକି କ୍ୟାରିୟର ଏବଂ ବ୍ୟକ୍ତିଗତ ଜୀବନରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି। ଏବେ ସେମାନଙ୍କ ବନ୍ଧନ ବହୁତ ଶକ୍ତ କହିଲେ କିଛି ଭୁଲ ହେବ…
ଏହି ରାଜନେତାଙ୍କ ଉପରେ ରାଗିଲେ ସୋନା ମହାପାତ୍ର
ଚେନ୍ନାଇ,୨୬।୩: କଣ୍ଠଶିଳ୍ପୀ ସୋନା ମହାପାତ୍ର ଡିଏମ୍କେ ନେତା ଡିଣ୍ଡିଗୁଲ ଲିୟୋନିଙ୍କ ବିବାଦୀୟ ବୟାନ ଉପରେ ପ୍ରବଳ ରାଗିଛନ୍ତି। ଲିୟୋନି ତାମିଲନାଡୁରୁ ପ୍ରାର୍ଥୀ ହୋଇଛନ୍ତି। ଏକ ନିର୍ବାଚନ ପ୍ରଚାରରେ ସେ ମହିଳାମାନଙ୍କ ଶରୀରକୁ ନେଇ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ, ଦେଶର…
କର୍ଲାମୁଣ୍ଡା ବ୍ଲକ ଶିକ୍ଷା ସହାୟକ ସଂଘର ନୂତନ କର୍ମକର୍ତ୍ତା ଚୟନ: ମନୋଜ ଦାସ ହେଲେ ସଭାପତି
କର୍ଲାମୁଣ୍ଡା,୨୬।୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ କାର୍ଯ୍ୟରତ ୨୦୧୮ ବ୍ୟାଚର କନିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନେଇ କେସିଙ୍ଗାସ୍ଥିତ ବେଲଖଣ୍ଡି ଶିବ ମନ୍ଦିର ପ୍ରାଙ୍ଗଣରେ ଗୁରୁବାର ଏକ ସାଧାରଣସଭା ଅନୁଷ୍ଠିତ ହୋଇଥିଲା। ପୂର୍ବତନ ସଭାପତି ଶିକ୍ଷକ ପ୍ରଶନ୍ନ କୁମାର ସାହୁ ଏହାର ଅଧ୍ୟକ୍ଷତା…
ସୁଜୈନ୍ କହିଲେ, … ମୁଁ ଜଣେ ପୁଅ; ପୂର୍ବତନ ସ୍ବାମୀ ହ୍ରିତିକ ଦେଲେ ଏମିତି କମେଣ୍ଟ
ବଲିଉଡ୍ର ଲୋକପ୍ରିୟ ଅଭିନେତା ହ୍ରିତିକ୍ ରୋଶନ ଏବଂ ସ୍ତ୍ରୀ ସୁଜୈନ ଏବେ ଆଉ ଏକାଠି ରହୁ ନାହାନ୍ତି। ଉଭୟଙ୍କର ଛାଡପତ୍ର ପରେ ସେମାନେ ବହୁତ ଭଲ ବନ୍ଧୁ ହୋଇଛନ୍ତି। ଉଭୟ ଏକାଠି ସେମାନଙ୍କ ୨ ସନ୍ତାନର ଯତ୍ନ ନେଇଥାନ୍ତି। ଖାଲି ସେତିକି…
ନିର୍ବାଚନୀ ବଣ୍ଡ ଉପରେ ଲାଗିବନି ରୋକ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୬।୩: ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ପୂର୍ବରୁ ନୂଆ ନିର୍ବାଚନୀ ବଣ୍ଡ ବିକ୍ରୟ ଉପରେ ରୋକ ଲଗାଇବା ପାଇଁ କରାଯାଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ଆସନ୍ତା ଏପ୍ରିଲ ୧ରୁ ୧୦ ତାରିଖ…
ଟସ୍ ଜିତିଲା ଇଂଲଣ୍ଡ
ପୁଣେ,୨୬।୩:ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଶୁକ୍ରବାର ଆରମ୍ଭ ହୋଇଛି। ପୁଣେରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଇଂଲଣ୍ଡର ଅଧିନାୟକ ଜୋସ ବଟଲର ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ…
ଦିଗପହଣ୍ଡିରେ ଭାରତ ବନ୍ଦ ଶାନ୍ତିପୂର୍ଣ୍ଣ
ଦିଗପହଣ୍ଡି,୨୬।୩(ଡି.ଏନ୍.ଏ.): କେନ୍ଦ୍ର ସରକାରଙ୍କ କୃଷି ବିଲ୍କୁ ବିରୋଧ କରି ସର୍ବଭାରତୀୟସ୍ତରରେ ଗଠିତ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଡାକରା ଦିଆଯାଇଥିବା ଭାରତ ବନ୍ଦକୁ ସଫଳ କରିବା ନିମନ୍ତେ ଦିଗପହଣ୍ଡିରେ ଶୋଭାଯାତ୍ରା କରାଯାଇଛି। ଶୁକ୍ରବାର ସ୍ଥାନୀୟ ବସଷ୍ଟାଣ୍ଡ – ଟାଉନ ଛକରେ ସିପିଆଇ…
ସାଇରସ୍ ମିସ୍ତ୍ରୀଙ୍କୁ ବଡ଼ ଝଟ୍କା
ନୂଆଦିଲ୍ଲୀ୨୬।୩: ଟାଟା ସନ୍ସ ଲିମିଟେଡ୍ ଏବଂ ଶାପୁରଜୀ ପଲୋନଜୀ ଗ୍ରୁପ୍ର ସାଇରସ୍ ମିସ୍ତ୍ରୀ ମାମଲାରେ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଟାଟା ଗ୍ରୁପ ପକ୍ଷରୁ ସାଇରସ ମିସ୍ତ୍ରୀଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ଠିକ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏଥିସହ ସୁପ୍ରିମକୋର୍ଟ ଟାଟା…
ବିଧାନସଭାରେ ଜୟଲଳିଥାଙ୍କର ଚିରି ଦିଆଯାଇଥିଲା ଶାଢ଼ି
ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ତାଙ୍କର ଆମାଗୀ ଫିଲ୍ମ ‘ଥଲାଇଭି’କୁ ନେଇ ବିଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି। ୨ ଦିନ ପୂର୍ବେ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଥିଲା। ଦର୍ଶକ ଏହାକୁ ବହୁତ ପସନ୍ଦ ମଧ୍ୟ କରିଥିଲେ। ଏହା ପରଠାରୁ…
ବ୍ୟକ୍ତିଙ୍କ ପ୍ରାଇଭେଟ ପାର୍ଟରୁ ବାହାରିଲା ୫୯ ଫୁଟର ପୋକ, ଡାକ୍ତର ହେଲେ ଆଶ୍ଚର୍ଯ୍ୟ
ଥାଇଲାଣ୍ଡରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଯେଉଁଠାରେ ଜଣେ ୬୭ ବର୍ଷୀୟ ବ୍ୟକ୍ତିଙ୍କ ପେଟରେ ଦରଜ ହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ପରେ ତାଙ୍କ ପେଟରୁ ୫୯ ଫୁଟର ପୋକ ବାହାରିଥିଲା। ଏହି…
ଛୋଟ ଘଟଣା ଯୋଗୁ ୫ ବର୍ଷର ପୁଅଙ୍କୁ ହରାଇଥିଲେ ଏହି ଲୋକପ୍ରିୟ ଅଭିନେତା, ପରେ ବଦଳି ଯାଇଥିଲା ଜୀବନ
ବମ୍ବେ: ପ୍ରକାଶ ରାଜ୍। ଦକ୍ଷିଣ ଭାରତୀୟ ସିନେମାର ଜଣେ ପରିଚିତ ନାମ। ଆଜି ଅର୍ଥାତ୍ ମାର୍ଚ୍ଚ ୨୬ରେ ସେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ୧୯୬୫ରେ ବାଙ୍ଗାଲୋରରେ ଜନ୍ମ ନେଇଥିଲେ ପ୍ରକାଶ। ଏବେ ୫୬ ବର୍ଷର ହୋଇଛନ୍ତି ଅଭିନେତା। କେବଳ ଅଭିନେତା…
ପଞ୍ଚାୟତ ନିର୍ବାଚନ ପାଇଁ ହେଲା ତାରିଖ ଘୋଷଣା
ଲକ୍ଷ୍ନୌ,୨୬।୩: ଉତ୍ତରପ୍ରଦେଶରେ ନିର୍ବାଚନ ଆୟୋଗ ଶୁକ୍ରବର ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶର ୭୫ଟି ଜିଲାରେ ଚାରିଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଭୋଟ ଏପ୍ରିଲ ୧୫ରେ ହେବ। ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୧୯ରେ,…
Archives


