କ୍ୟାନ୍ସର ଟ୍ୟୁମର ଚିହ୍ନଟର ନୂଆ ଉପାୟ
କଥାରେ ଅଛି- ‘କ୍ୟାନ୍ସର ନୋ ଆନ୍ସର’। ହେଲେ ବର୍ତ୍ତମାନର ଉନ୍ନତ ଜ୍ଞାନକୌଶଳ ବିଶିଷ୍ଟ ଚିକିତ୍ସା ପ୍ରଣାଳୀରେ କ୍ୟାନ୍ସରକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ କରାଯାଇ ତାହାର ଚିକିତ୍ସା କରାଯାଇପାରୁଛି। ହେଲେ ଏହା ଗୁରୁତର ଅବସ୍ଥାରେ ଥିଲେ ରୋଗୀ ମୃତ୍ୟୁମୁଖରେ ପଡିବାର ଯଥେଷ୍ଟ ଆଶଙ୍କା…
ଝିଅକୁ ହରାଇଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ,୩।୫: କlରୋନା ସାରା ଦେଶରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏହି ଭୂତାଣ ସଂକ୍ରମିତ ହେଉଥିବାବେଳେ ହଜାର ହଜାର ଲୋକ ଏଥିରେ ପ୍ରାଣ ହରାଉଛନ୍ତି। ସୋମବାର କେନ୍ଦ୍ରମନ୍ତ୍ରୀ ଥାଭର ଚାନ୍ଦ ଗେହଲୋଟଙ୍କ ଝିଅ ଯୋଗିତା…
ବିଶ୍ୱର ସବୁଠୁ ଗରିବ ଦେଶ: ଲୋକେ ଘାସପତ୍ର, ଝିଣ୍ଟିକା ଖାଇ ବଞ୍ଚନ୍ତି
ବିଶ୍ୱର ଅନେକ ଦେଶରେ କରୋନା ମହାମାରୀ ତା’ର କାୟା ବିସ୍ତାର କରିଚାଲିଛି। ଏଭଳି ପରିସ୍ଥିତିରେ ଆଫ୍ରିକା ମହାଦେଶର ମାଡାଗାସ୍କରରେ ବାସ କରୁଥିବା ହଜାର ହଜାର ଲୋକ ଜଙ୍ଗଲୀ ଘାସ ପତ୍ର ଏବଂ ଝିଣ୍ଟିକା ଖାଇ ଭୋକ ମେଣ୍ଟାଉଛନ୍ତି। ମାଡାଗାସ୍କରରେ ଲଗାତର ମରୁଡ଼ି…
ନିର୍ବାଚନ ଫଳାଫଳ ପରେ ପଶ୍ଚିମବଙ୍ଗରେ ହିଂସା: ଏପର୍ଯ୍ୟନ୍ତ ଗଲାଣି ୪ ଜୀବନ
କୋଲକାତା, ୩।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳରେ ତୃଣମୂଳ କଂଗ୍ରେସ ଏକ ବଡ଼ ବିଜୟ ହାସଲ କରିଛି। ନିର୍ବାଚନରେ ଟିଏମ୍ସି ଭାଜପାକୁ ପରାସ୍ତ କରିଥିବା ସତ୍ତ୍ୱେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସବୁଠାରୁ ହାଇପ୍ରୋଫାଇଲ୍ ଆସନ ଭାବରେ ବିବେଚନା କରାଯାଉଥିବା ନନ୍ଦିଗ୍ରାମରୁ…
ମାତ୍ର ୩୨ ବର୍ଷରେ କ୍ରିକେଟ୍କୁ ବାଏ ବାଏ କହିଲେ ଏହି ପ୍ରସିଦ୍ଧ କ୍ରିକେଟର୍
କଲମ୍ବୋ,୩।୫: ଶ୍ରୀଲଙ୍କା ଅଲରାଉଣ୍ଡର ଥିସାରା ପେରେରା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ୨୦୦୯ରେ ଭାରତ ବିପକ୍ଷ ଏକଦିବସୀୟ ମ୍ୟାଚ୍ରେ ପେରେରା ଶ୍ରୀଲଙ୍କା ପାଇଁ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ। ଦୁଇ ବର୍ଷ ପରେ ସେ ଟେଷ୍ଟ ଖେଳିବାର ସୁଯୋଗ ପାଇଲେ। ସେ…
ଅକ୍ସିଜେନ୍ ଅଭାବରୁ ୨୪ ଘଣ୍ଟାରେ ୨୪ ରୋଗୀଙ୍କ ଜୀବନ ଗଲା
ବେଙ୍ଗାଲୁରୁ,୩।୫: କର୍ନାଟକର ଚାମରାଜନଗର ଜିଲାରେଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଥିବା ଜିଲା ହସ୍ପିଟାଲରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪ ରୋଗୀଙ୍କ ମୃତ୍ୟୁ ଘଟିଛି। ଏଥିରେ କରୋନା ସଂକ୍ରମିତ ରୋଗୀ ମଧ୍ୟ ସାମିଲ ଅଛନ୍ତି। କୁହାଯାଉଛି ଯେ ଏହି ରୋଗୀମାନେ…
ଚର୍ମ ସମସ୍ୟା ଓ ମୋବାଇଲ
ଆଜିକାଲି ମୋବାଇଲ ବ୍ୟବହାର କରିବା ଏକ ସାଧାରଣ କଥା ପାଲଟି ଗଲାଣି। କାରଣ କେବଳ କାହା ସହ କଥାବାର୍ତ୍ତା ହେବା ନୁହେଁ, ବିଭିନ୍ନ ବିଷୟରେ ଜାଣିବାର ଏହା ହେଉଛି ଏକ ସହଜ ମାଧ୍ୟମ। ତେବେ ଏହାର ଆବଶ୍ୟକତାଠାରୁ ଅଧିକ ବ୍ୟବହାର ସ୍ବାସ୍ଥ୍ୟଜନିତ…
ମେଡିକାଲ ଅକ୍ସିଜେନ୍
ହସ୍ପିଟାଲରେ ବ୍ୟବହୃତ ଅକ୍ସିଜେନ୍ ସିଲିଣ୍ଡର : ସାଧାରଣତଃ କୌଣସି ହସ୍ପିଟାଲରେ ବ୍ୟବହୃତ ଅକ୍ସିଜେନ୍ ସିଲିଣ୍ଡରର କ୍ଷମତା ୭ ଘନ ମିଟର (୭ କ୍ୟୁବିକ ମିଟର) ହୋଇଥାଏ, ଯାହାର ଉଚ୍ଚତା ପ୍ରାୟ ୪.୫ ଫୁଟ। ଏହାର ଆୟତନ ମାତ୍ର ୪୭ ଲିଟର ହୋଇଥିଲାବେଳେ…
ଉଚ୍ଚ ରକ୍ତଚାପର ଆୟୁର୍ବେଦୀୟ ଉପଚାର
ବର୍ତ୍ତମାନ ବ୍ୟସ୍ତବହୁଳ ଜୀବନଶୈଳୀ ମନୁଷ୍ୟକୁ ଅନେକାଂଶରେ ରୋଗାକ୍ରାନ୍ତ କରିଛି। କେତେଗୁଡିଏ ରୋଗ ଏବଂ ସେଗୁଡିକର ପ୍ରମୁଖ ଲକ୍ଷଣ ସମୂହ ମନୁଷ୍ୟର ଜୀବନଶୈଳୀକୁ ଦୁର୍ବିଷହ କରିଦେଇଛି। ସେପରି ରୋଗଗୁଡିକ ମଧ୍ୟରୁ ଉଚ୍ଚ ରକ୍ତଚାପ (Hypertension) ଅନ୍ୟତମ। ଏହା ଏକ ସ୍ଥାୟୀ ଭେଷଜ ରୋଗ,…
‘ଫନି’କୁ ପୂରିଲା ୨ ବର୍ଷ: ଏବେବି ବାତ୍ୟା ନାଁ ଶୁଣିଲେ ଥରି ଉଠୁଛି ଛାତି
ଭୁବନେଶ୍ୱର,୩।୫(ବ୍ୟୁରୋ): ଆଜିର ଠିକ୍ ଏହି ଦିନରେ ଅର୍ଥାତ୍ ମେ’ ୩ରେ ଓଡ଼ିଶାରେ ତାଣ୍ଡବ ରଚିଥିଲା ‘ଫନି’। ୨୦୧୯ ମେ’ ୩ରେ ଓଡ଼ିଶାରେ ଫନି ତା’ର କରାଳ ରୂପ ଦେଖାଇଥିଲା। ଏଥିରେ ଛାରଖାର ହୋଇଯାଇଥିଲା ଅନେକ ଗାଁ। ବିଶେଷକରି ପୁରୀ ଜିଲା ଅଧିକ…
ବେଙ୍ଗାଲୁରୁ-କୋଲକାତା ଆଇପିଏଲ୍ ମ୍ୟାଚ୍ ବାତିଲ: ଜାଣନ୍ତୁ କାହିଁକି
ଅହମ୍ମଦାବାଦ,୩।୫: ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚକୁ ବାତିଲ କରାଯାଇଛି। କେକେଆର ଦଳର ଦୁଇ ଖେଳାଳି କରୋନା ପଜିଟିଭ ଚିହ୍ନଟ ହେବା ଏହା ପରେ…
ସିବିଏସ୍ଇ ଢାଞ୍ଚାରେ ମାଟ୍ରିକ ମୂଲ୍ୟାଙ୍କନ: ଦଶମ ଟେଷ୍ଟ ଏବଂ ନବମ ବାର୍ଷିକ ପରୀକ୍ଷା ନମ୍ବର ଦାଖଲ ପାଇଁ ନିର୍ଦ୍ଦେଶ
କଟକ ଅଫିସ,୩।୫: କରୋନା ମହାମାରୀ ଯୋଗୁ ସରକାର ଚଳିତବର୍ଷ ମାଟ୍ରିକ ପରୀକ୍ଷା ବାତିଲ କରିଛନ୍ତି। ତେବେ ପରୀକ୍ଷା ଫଳ ପ୍ରକାଶ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏନେଇ ସମସ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଜିଲା ଶିକ୍ଷାଧିକାରୀ ଛାତ୍ରୀଛାତ୍ରଙ୍କ…

