ସଲମାନଙ୍କ ବୟାନ ରେକର୍ଡ କରିବ ମୁମ୍ବାଇ ପୋଲିସ
ମୁମ୍ବାଇ,୬।୬: ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିବା ଘଟଣା ପରେ ମୁମ୍ବାଇ ପୋଲିସ ବର୍ତ୍ତମାନ ଆକ୍ସନ ମୁଡରେ ଆସିଯାଇଛି। ଖୁବ୍ଶୀଘ୍ର ମୁମ୍ବାଇ ପୋଲିସ ଅଭିନେତାଙ୍କ ବୟାନ ରେକର୍ଡ କରିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଜୁନ ୫ ଅର୍ଥାତ୍ ରବିବାର…
ବାରାଣସୀ ବିସ୍ଫୋରଣ ଘଟଣାର ୧୬ବର୍ଷ ପରେ ଆସିଲା ରାୟ: ବଲିଉଲ୍ଲାହଙ୍କୁ ଫାଶୀ
ବାରାଣସୀ,୬।୬: ୨୦୦୬ରେ ଉତ୍ତରପ୍ରଦେଶ ବାରାଣସୀରେ ସିରିଏଲ୍ ବ୍ଲାଷ୍ଟ ମାମଲାର ସୋମବାର ରାୟ ପ୍ରକାଶ ପାଇଛି। ଦୀର୍ଘ ୧୬ବର୍ଷ ପରେ ଗାଜିଆବାଦ ଜିଲା ସ୍ବତନ୍ତ୍ର କୋର୍ଟ ଏହି ମାମଲାର ବିଚାର କରି ଦୋଷୀଙ୍କ ବିରୋଧରେ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ବାରାଣସୀ ବିସ୍ଫୋରଣ ଘଟଣାର…
କ୍ରିକେଟ୍ ଇତିହାସରେ ଏମିତି ରେକର୍ଡ, ଯାହା ଆଜି ବି ଅତୁଟ
କିମ୍ବଦନ୍ତୀ କ୍ରିକେଟର ବ୍ରାଏନ ଚାଲର୍ସ ଲାରା କ୍ରିକେଟ ପଡ଼ିଆରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ। ରେକର୍ଡ କରିବା ସହିତ ସେ ଅନେକ ମହାନ କ୍ରିକେଟରଙ୍କ ରେକର୍ଡ ମଧ୍ୟ ଭାଙ୍ଗିଥିଲେ। ଜୁନ ୬ ଲାରା ପାଇଁ ଏକ ବିଶେଷ ଦିନ। ୧୯୯୪ରେ ଏହି…
ଚାଷୀଙ୍କ କାର୍ଯ୍ୟକୁ ଆହୁରି ସହଜ କରିବେ ଧୋନୀ
ଚେନ୍ନାଇ,୬।୬:ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଡ୍ରୋନ କମ୍ପାନୀ ଗରୁଡର ଅଂଶଧନ କିଣିଛନ୍ତି। ଏହି କମ୍ପାନୀ ଡ୍ରୋନ ତିଆରି କରେ ଏବଂ ଦେଶରେ କୃଷି ସମ୍ବନ୍ଧୀୟ ପ୍ରଣାଳୀରେ ଉନ୍ନତି ଆଣେ। ଗରୁଡ କମ୍ପାନୀ ଡ୍ରୋନ ମାଧ୍ୟମରେ ଚାଷୀଙ୍କ କାର୍ଯ୍ୟକୁ ସହଜ…
୧୫୦ କୋଟି କ୍ଲବ୍ରେ ‘ବିକ୍ରମ’
ଅଭିନେତା କମଲ ହାସନଙ୍କ ଫିଲ୍ମ ‘ବିକ୍ରମ’ ବକ୍ସ ଅଫିସରେ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମ ୧୦୦ କୋଟି କ୍ଲବରେ ପ୍ରବେଶ କରିଛି। କମଲ ହାସନଙ୍କ ଫିଲ୍ମ ସହିତ ଅକ୍ଷୟ କୁମାରଙ୍କ ‘ସମ୍ରାଟ ପୃ୍ଥ୍ବୀରାଜ’ ଜୁନ୍ ୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। କିନ୍ତୁ…
୨୨,୮୫୦ ଫୁଟ ଉଚ୍ଚତାରେ ଯୋଗ କଲେ ଆଇଟିବିପି ଯବାନ
ନୂଆଦିଲ୍ଲୀ,୬।୫: ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ପୁଣି ଥରେ ଏକ ବିରଳ ସଫଳତା ହାସଲ କରିଛନ୍ତି। ୮ମ ଅନ୍ତର୍ଜାତୀୟ ଯୋଗ ଦିବସ ପୂର୍ବରୁ ଉତ୍ତରାଖଣ୍ଡ ହିମାଳୟର ୨୨,୮୫୦ ଫୁଟ ଉଚ୍ଚତାରେ ଯୋଗ କରି ଆଇଟିବିପି ଯବାନମାନେ ରେକର୍ଡ ସୃଷ୍ଟି କରିଛନ୍ତି। ଗତ…
ନୁପୁରଙ୍କ ଗିରଫ ଦାବି କଲେ ଓଓ୍ବାଇସି
ନୂଆଦିଲ୍ଲୀ,୬।୬: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଭାଜପା ମୁଖପାତ୍ର ନୁପୁର ଶର୍ମାଙ୍କ ବିବାଦୀୟ ବିବୃତ୍ତିକୁ ନେଇ ରାଜନୀତି ଥମିବାର ନାଁ ନେଉ ନାହିଁ। ଗୋଟିଏ ପଟେ ଆରବ ଦେଶଗୁଡିକ ଭାଜପା ବିରୋଧରେ ମୋର୍ଚ୍ଚା ଖୋଲିଥିବାବେଳେ, ଏବେ ବିରୋଧୀ ମଧ୍ୟ ଭାଜପାକୁ ଟାର୍ଗେଟ କରିଛନ୍ତି।…
ଅମରନାଥ ଯାତ୍ରା ପୂର୍ବରୁ ‘ଷ୍ଟିକି ବୋମା’ ନେଇ ସରକାରଙ୍କ ଚିନ୍ତା ବଢ଼ିଲା…
ଶ୍ରୀନଗର, ୬।୬ : ଜମ୍ମୁ-କଶ୍ମୀରର ସୁରକ୍ଷା ବାହିନୀ ଅମରନାଥ ଯାତ୍ରାର ତାରିଖ ପାଖେଇ ଆସୁଥିବାରୁ ’ଷ୍ଟିକି ବୋମା’ ବିଷୟରେ ଚିନ୍ତିତ ଅଛନ୍ତି। ଏହାକୁ ନେଇ ସରକାରଙ୍କ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। କେତେକ ଆତଙ୍କବାଦୀ ଗୋଷ୍ଠୀ ଏଭଳି ବୋମା ବ୍ୟବହାର କରୁଥିବା…
ଦେଶରେ କମୁଛି ମୁସଲମାନଙ୍କ ସଂଖ୍ୟା, ପ୍ରଜନନ ହାର ୨.୩ ପ୍ରତିଶତ…
ନୂଆଦିଲ୍ଲୀ, ୬।୬ : ଦେଶରେ ମୁସଲମାନଙ୍କର ସଂଖ୍ୟା ଗତ ୨୦ ବର୍ଷ ମଧ୍ୟରେ କମିବାରେ ଲାଗିଛି। ସେମାନଙ୍କର ପ୍ରଜନନ ହାରରେ ବନ ଧରଣର ହ୍ରାସ ଦୃଷ୍ଟି ଗୋଚର ହୋଇଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ(ଏନଏଫଏଚଏସ)ର ସର୍ବଶେଷ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ…
ଖୁବ୍ଶୀଘ୍ର ନଜର ଆସିବେ ଏହି ଯୋଡ଼ି
ମୁମ୍ବାଇ: ବଲିଉଡ୍ର ସୁପର ପାଓ୍ବାରଫୁଲ୍ ଅଭିନେତା ରଣବୀର ସିଂ ଏବେ ଚର୍ଚ୍ଚାରେ। ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଅଭିନେତ୍ରୀ ସାମନ୍ଥା ରୁଥ୍ପ୍ରଭୁଙ୍କ ସହିତ ତାଙ୍କୁ ଦେଖିବାକୁ ମିଳିଛି। ଏହି ଫଟୋଟି ସାମନ୍ଥା ତାଙ୍କ…
ଓଜନକୁ ପ୍ରଭାବିତ କରେ ମୃଦୁ ପାନୀୟ
ଆଜିକାଲି ମୃଦୁ ପାନୀୟର ଚାହିଦା କାହିଁରେ କେତେ। ବିଶେଷଭାବରେ ଯୁବପିଢ଼ିଙ୍କ ଦ୍ୱାରା ଏପରି ପାନୀୟ କେତେ ଆଦୃତ ତାହା କହିବା ଅନାବଶ୍ୟକ। ଏବେ ତ ବିବାହ, ଭୋଜି କିମ୍ବା କୌଣସି କାର୍ଯ୍ୟକ୍ରମରେ ମୃଦୁପାନୀୟ ପରିବେଷଣ ସାଧାରଣ କଥା ପାଲଟି ଗଲାଣି। ହେଲେ…
ହାଇପର ଭିଟାମିନୋସିସ୍
ଶରୀର ସୁସ୍ଥ, ନୀରୋଗ ଓ ଦୀର୍ଘାୟୁ ନିମନ୍ତେ ଭିଟାମିନ୍ ବା ଜୀବସାର ନିତାନ୍ତ ପ୍ରୟୋଜନ। ଏହା ଶରୀରର ମସ୍ତିଷ୍କ, ଅସ୍ଥି, ତ୍ୱଚା ଏବଂ ରକ୍ତକୁ ସୁସ୍ଥ ରଖିଥାଏ। ବ୍ୟାଧି ପ୍ରତିରୋଧକ କ୍ଷମତା ବଢ଼ାଇଥାଏ। ଏହା ଆମ ପ୍ରକୃତିରୁ ବିଭିନ୍ନ ଆହାର, ଔଷଧ,…
Archives


