Home

ଦମ୍ପତିଙ୍କଠାରୁ ମିଳିଲା ୪୫ ପିସ୍ତଲ

ନୂଆଦିଲ୍ଲୀ, ୧୪ା୭: ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବୁଧବାର ଏକ ଭାରତୀୟ ଦମ୍ପତିଙ୍କ ନିକଟରୁ ୪୫ ପିସ୍ତଲ ଜବତ ହୋଇଛି। ଘଟଣାରେ ଉଭୟଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଜଗଜିତ୍‌ ସିଂ ଏବଂ ଯଶବିନ୍ଦର ସିଂ। ନ୍ୟାଶନାଲ ସିକ୍ୟୁରିଟି ଗାର୍ଡ(ଏନ୍‌ଏସ୍‌ଜି)ର…

ଜାଣନ୍ତି କାହା ସହାୟତାରେ ରାତାରାତି ମାଳଦ୍ୱୀପ ପଳାଇଲେ ଗୋଟାବାୟା

କଲମ୍ବୋ,୧୩ା୭: ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ଏଠାରେ ରାଜନୈତିକ ଉତ୍ତେଜନା ମଧ୍ୟ ଦେଖାଦେଇଛି। ଫଳରେ ଜଣକ ପରେ ଜଣେ ନେତା ଦେଶ ଛାଡୁଛନ୍ତି। ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ମଧ୍ୟ ତାଙ୍କ ପରିବାର ସହିତ ରାତାରାତି…

ଗୋଟାବାୟା ରାଜପାକ୍ସେଙ୍କୁ ଶରଣ ଦେଇ ଫସିଲେ ମାଳଦ୍ୱୀପ ସରକାର

ମାଲେ,୧୩।୭: ଶ୍ରୀଲଙ୍କାରେ ଜାରି ରାଜନୈତିକ ଏବଂ ଆର୍ଥିକ ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ବୁଧବାର ମାଳଦୀପରେ ଶରଣ ନେଇଛନ୍ତି। ଏହାକୁ ନେଇ ମାଳଦ୍ୱୀପରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି। ଗୋଟାବାୟାଙ୍କୁ ମାଳଦ୍ୱୀପରେ ଶରଣ ଦେବାକୁ ନେଇ ସରକାରଙ୍କ ନିଷ୍ପତ୍ତିକୁ ସେଠାରେ…

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ୨ ପରିବାର ବାସହୀନ

କୋକସରା,୧୩ା୭(ଡି.ଏନ୍‌.ଏ.): ଲଗାଣ ବର୍ଷାରେ କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଭିର୍କାପଡ଼ାର ୨ ଗରିବ ପରିବାରଙ୍କ ଘର ଭାଙ୍ଗି ଯାଇଛି। ଫଳରେ ପରିବାରକୁ ଧରି ନିରାଶ୍ରୟ ହୋଇ ଭଙ୍ଗା ଘରର ଏକ କୋଣରେ ଆଶ୍ରୟ ନେଇଛନ୍ତି। ଅଭିଯୋଗ ଅନୁସାରେ, ଭିର୍କାପଡ଼ାର…

ସଫଳତା ପାଇବାର ୫ ମୂଳ ମନ୍ତ୍ର, ସମସ୍ତ କାର୍ଯ୍ୟରେ ପାଇବେ ସିଦ୍ଧି

ଆଚାର୍ଯ୍ୟ ଚାଣକ୍ୟ ନିଜର ଅନୁଭବକୁ ନେଇ ଜୀବନର ରହସ୍ୟସବୁକୁ ନେଇ ନିଜର ନୀତିଶାସ୍ତ୍ର ପ୍ରସ୍ତୁତ କରିଛନ୍ତି। ଏସବୁ ନୀତିକୁ ଅନୁସରଣ କଲେ ଜୀବନର ଚ୍ୟାଲେଞ୍ଜ ସହ ଲଢ଼ିବାକୁ ସାହସ ମିଳିଥାଏ। ଏଥିସହ ଏଥିରେ କୁହାଯାଇଥିବା ଉପାୟସବ ସଫଳତା ମାର୍ଗରେ ଚାଲିବା ଲାଗି…

ରୁଷିଆ-ୟୁକ୍ରେନ ମଧ୍ୟରେ ଆଲୋଚନା ଆରମ୍ଭ

ଇସ୍ତାନବୁଲ,୧୩।୭: ତୁର୍କୀର ଇସ୍ତାନବୁଲରେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଜାରି ରହିଛି। ଯଦି ଏହି କଥାବାର୍ତ୍ତା ସଫଳ ହୁଏ, ତେବେ ସମଗ୍ର ବିଶ୍ୱରେ ଖାଦ୍ୟ ସାମଗ୍ରୀ ବୃଦ୍ଧି ସମସ୍ୟାରୁ କିଛିଟା ମୁକ୍ତି ମିଳିବ। ମିଳିତ ଜାତିସଂଘ ଏବଂ…

ସଲମାନ ମାଗିଲେ ୧୦୫୦ କୋଟି !

ବମ୍ବେ: ଟେଲି ପରଦାରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିଆଲିଟି ଶୋ’ ମଧ୍ୟରୁ ଗୋଟିଏ ହେଉଛି ‘ବିଗ୍‌ବସ୍‌’। ଖୁବ୍‌ଶୀଘ୍ର ଦର୍ଶକ ଏହାକୁ ପରଦାରେ ଦେଖିବାକୁ ପାଇବେ। ଏବେ ଏହି ଶୋ’କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ସେଇଟି ହେଲା ଦବଙ୍ଗ ଖାନ…

ଜୁଲାଇ ୧୭ରେ ଭାରତ-ଚାଇନା ସେନା କମାଣ୍ଡରଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୧୩।୭: ପୂର୍ବ ଲଦାଖ ନିକଟବର୍ତ୍ତୀ ଏଲଏସିରେ ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଜୁଲାଇ ୧୭ରେ ଦୁଇ ଦେଶର ସେନା କମାଣ୍ଡରମାନେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ଯାଉଛନ୍ତି। ଏଲଏସର ବିବାଦୀୟ ଅଞ୍ଚଳର ସମାଧାନ ପାଇଁ ୧୬ତମ ରାଉଣ୍ଡର…

‘ମୋ ନାଁରେ କରାଯାଉଛି ଅପପ୍ରଚାର’

ନୂଆଦିଲ୍ଲୀ,୧୩।୭: ପୂର୍ବତନ ଉପରାଷ୍ଟ୍ରପତି ହମିଦ୍‌ ଅନସାରୀଙ୍କୁ ନେଇ ପାକିସ୍ତାନୀ ଖବରଦାତା ନୁସରତ ମିର୍ଜା କରିଥିବା ଦାବି ଭାରତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ଏନେଇ ବୁଧବାର ଅନସାରୀ ଏକ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ମୁଁ ତାଙ୍କୁ କେବେ ଡାକିଥିଲି ନା…

ଲଣ୍ଡନରେ ପହଞ୍ଚିଲେ ଏହି ଦମ୍ପତି, ପାଳନ କରିବେ ପ୍ରଥମ ବିବାହ ବାର୍ଷିକୀ

ମୁମ୍ବାଇ: ଅଭିନେତ୍ରୀ ଦିଶା ପରମାର, ସ୍ବାମୀ ତଥା ଗାୟକ ରାହୁଲ ବୈଦଙ୍କ ବିବାହକୁ ଜୁଲାଇ ୧୬ରେ ବର୍ଷେ ପୂରିବ। ସେଥିପାଇଁ ଏହି ଦମ୍ପତି ଲଣ୍ଡନରେ ପହଞ୍ଚିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏହି ଛୁଟି ବିଷୟରେ ସୂଚନା ଦେଇଛନ୍ତି ଦିଶା। ସ୍କଟଲ୍ୟାଣ୍ଡର ଗ୍ଲାସ୍‌ଗୋରେ ଫଟୋଟି ଉଠାଯାଇଛି।…

ବାଇକ୍‌ ଭାଙ୍ଗିଲା ହାତୀ, ଅଳ୍ପକେ ବର୍ତ୍ତିଲେ ଚାଳକ

କେନ୍ଦୁଝର,୧୩ା୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ବୃଦ୍ଧି ପାଉଥିବାରୁ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ବଢୁଛି। ବନ ବିଭାଗ ପକ୍ଷରୁ ହାତୀମାନଙ୍କୁ ଘଉଡ଼ାଇବା ସହ ମାଇକରେ ସତର୍କତା ସୂଚନା ଦେବା ସହ ହାତୀ ପାଖକୁ ନ ଯିବାକୁ ସଚେତନତା ସୃଷ୍ଟି…

ମାଗଣା ବୁଷ୍ଟର ଡୋଜ୍‌ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ

ଭୁବନେଶ୍ୱର,୧୩।୭(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣାରେ ବୁଷ୍ଟର ଡୋଜ ପ୍ରଦାନ କରାଯିବା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନ ପରିପ୍ରେକ୍ଷୀରେ ଦେଶରେ ମାଗଣା କୋଭିଡ ଟିକା ପ୍ରଦାନ କରିବା ଲାଗି ଏକ ସ୍ବତନ୍ତ୍ର ଡ୍ରାଇଭ୍‌ ଆରମ୍ଭ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?