Home

ପୁଣି ବଢୁଛି ଦେଶରେ କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨୨।୪: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୪୫୧ ଜଣ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୫୪ ଜଣଙ୍କ ମୃତ୍ୟୁ ଘଟିଛି। ନୂତନ…

ବିଦ୍ୟୁତ୍‌ ବିଭ୍ରାଟ: ଛାତ୍ରୀଛାତ୍ରଙ୍କ ପରୀକ୍ଷା ନିକଟ, ଚିନ୍ତାରେ ଅଭିଭାବକ

ଦାରିଙ୍ଗବାଡ଼ି,୨୨ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଘନଘନ ବିଦ୍ୟୁତ୍‌କାଟକୁ ନେଇ ଜନ ଅସନ୍ତୋଷ ଦାନା ବାନ୍ଧୁଛି। ଦୀର୍ଘ ଘଣ୍ଟା ଧରି ବିଦ୍ୟୁତ ଅଚଳ ଯୋଗୁ ବ୍ୟବସାୟ ପ୍ରତିଷ୍ଠାନ ସମେତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ଏକ ପ୍ରକାର ଠପ୍‌ ହେଇଯାଉଛି। ବିଶେଷ…

୧୫ ସିଆଇଏସ୍‌ଏଫ୍ ଯବାନଙ୍କୁ ନେଇ ଯାଉଥିବା ବସ ଉପରକୁ ଆତଙ୍କବାଦୀ ଆକ୍ରମଣ, ଜଣେ ଏଏସ୍‌ଆଇ ଶହୀଦ

ଜମ୍ମୁ,୨୨ ।୪: ଜମ୍ମୁର ଚଢା କ୍ୟାମ୍ପ ନିକଟରେ ଶୁକ୍ରବାର ଭୋର ପ୍ରାୟ ୪ଟା ବେଳେ ସିଆଇଏସ୍‌ଏଫ୍‌ର ୧୫ ଯବାନଙ୍କୁ ଡ୍ୟୁଟିରେ ନେଇ ଯାଉଥିବା ଏକ ବସ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ସିଆଇଏସ୍‌ଏଫ୍ ଅଧିକାରୀ କହିଛନ୍ତି ଆତଙ୍କବାଦୀଙ୍କୁ କଡା ଜବାବ…

ମେ’ ୯ରେ ଶେଷ ହୋଇପାରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ, ଭିକ୍ଟ୍ରି ଡେ’ରେ ପୁଟିନ କରିପାରନ୍ତି ଘୋଷଣା

ମସ୍କୋ,୨୨ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୮ ଦିନ ହେଲାଣି । ହେଲେ ଉଭୟ ପଟରୁ ଆକ୍ରମଣ ଏବେବି ଜାରି ରହିଛି । ତେବେ ରୁଷିଆ ମେ’ ୯ରେ ଯୁଦ୍ଧ ଶେଷ କରି ନିର୍ଣ୍ଣାୟକ ବିଜୟ ଘୋଷଣା କରିପାରେ ବୋଲି କୁହାଯାଉଛି ।…

ଖରାଛୁଟିକୁ ନେଇ ବଢୁଛି ଅସନ୍ତୋଷ

ଖୋର୍ଦ୍ଧା ଅଫିସ,୨୨ା୪: ଚଳିତବର୍ଷ ଜୁନ ୧ରୁ ୧୬ ପର୍ଯ୍ୟନ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଖରାଛୁଟି ଘୋଷଣା ହୋଇଥିବା ବେଳେ ଜୁନ ୬ରୁ ୧୬ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟରେ ହେବ ଖରାଛୁଟି। ତେବେ ଜୁନରେ ଖରାଛୁଟିକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।…

ଶାଳିଜଙ୍ଗା ପଞ୍ଚାୟତରେ ଜଳ ସମସ୍ୟା ଉତ୍କଟ

କଳିଙ୍ଗନଗର,୨୨ା୪(ଡି.ଏନ.ଏ.): ଦାନଗଦି ବ୍ଲକ ଅଧୀନ ଶାଳିଜଙ୍ଗା ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ପଞ୍ଚାୟତର କୁଲାପିଟା, ନହୁରାଣୀପଶି, ବାଲିଆପାଳ ମହାନ୍ତ ସାହି, ଗହ୍ମାରୀପାଟିଆ ଓ ବାଘୁଆପାଳ ଆଦି ଗ୍ରାମରେ ପାନୀୟ ଜଳ ଯୋଗାଣ ପାଇଁ ରହିଥିବା ସମସ୍ତ ସରକାରୀ ସେବା…

ଅମଳ ସମୟରେ ଆଳୁ କେଜି ୨୦ ଟଙ୍କା

କେନ୍ଦ୍ରାପଡ଼ା ଅଫିସ,୨୨।୪: ଆଳୁ ଦରରେ ପକ୍ଷୀ ଲାଗିଛି। ଗତ ସପ୍ତାହରେ କେଜି ପ୍ରତି ଦର ୧୬ ଟଙ୍କା ଥିଲା। ଏବେ ବଜାର ଦର ୨୦ ଟଙ୍କାକୁ ଛୁଇଁଛି। ଆସନ୍ତା ନଭେମ୍ବର ଡିସେମ୍ବର ବେଳକୁ କେଜି ପ୍ରତି ୭୦ରୁ ୯୦ ଟଙ୍କା ରହିବ…

ଆଧାର ବିନା ଖାଦ୍ୟ ସୁରକ୍ଷାରୁ ହିତାଧିକାରୀ ବଞ୍ଚିତ: ହାଇକୋର୍ଟଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ

ରସୁଲପୁର,୨୨ା୪(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳରେ ଆଧାର ସଂଯୋଗ ବିନା ଖାଦ୍ୟ ସୁରକ୍ଷା ଯୋଜନାରୁ ଯୋଗ୍ୟ ହିତାଧିକାରୀ ବଞ୍ଚତ୍ତ ହେବା ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ମଙ୍ଗଳବାର ଏକ ତଦନ୍ତକାରୀ ଦଳ ରସୁଲପୁର ବ୍ଲକରେ ପହଞ୍ଚତ୍ ତଦନ୍ତ କରିଛି। ବ୍ଲକ ପ୍ରଶାସନ ସହାୟତାରେ…

ଶିଶୁକନ୍ୟାଙ୍କୁ ଅପହରଣ ପରେ ବିକ୍ରି ଉଦ୍ୟମ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ରାଜଧାନୀରେ ୪ବର୍ଷର ଶିଶୁକନ୍ୟାଙ୍କୁ ଅପହରଣ ପରେ ବିକ୍ରି ଉଦ୍ୟମ ହୋଇଛି। ଘଟଣାର ୪ ଦିନ ପରେ ଇନ୍‌ଫୋସିଟି ଥାନା ପୋଲିସ ବୁଧବାର ସନ୍ଧ୍ୟାରେ ଶିଶୁକନ୍ୟାଙ୍କୁ ଉଦ୍ଧାର କରିବା ସହ ଅପହର୍ତ୍ତାଙ୍କୁ ଗିରଫ କରିଛି। ସେ ହେଲେ ଜଟଣୀ ଥାନା ଅନ୍ତର୍ଗତ…

ଅନ୍ଧାରରେ ଥିବା ଓଡ଼ିଶା ଏବେ ଆଲୋକିତ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମର ୨୭ତମ ପ୍ରତିଷ୍ଠା ଦିବସ ଗୁରୁବାର ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶିଳ୍ପ, ଶକ୍ତି, ଏମ୍‌ଏସ୍‌ଏମ୍‌ଇ ଓ ଗୃହ ବିଭାଗ ମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ କହିଛନ୍ତି,…

ପିଡବ୍ଲ୍ୟୁଡି ରାସ୍ତା ଖୋଳିବାକୁ ବିଏମ୍‌ସି ଦେଉଛି ଅନୁମତି

ଭୁବନେଶ୍ୱର,୨୨।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ସ୍ମାର୍ଟସିଟିର ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ବିଭିନ୍ନ ଯୋଜନାରେ ଉନ୍ନୟନ କାର୍ଯ୍ୟ ଜାରି ରହିଛି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଅନେକ ସମୟରେ ରାସ୍ତାକୁ ମନଇଚ୍ଛା ଖୋଳି ଦିଆଯାଉଥିବା ଦେଖିବାକୁ ମିଳୁଛି। ଭୁବନେଶ୍ୱର…

ମୁଣ୍ଡରେ ହାତ ଦେଲେ ରୋହିତ ଶର୍ମା

ମୁମ୍ବାଇ,୨୨।୪: ଆଇପିଏଲ ୨୦୨୨ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଦୌ ଭଲ ଚାଲିନାହିଁ। ଦଳ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ ଜିତି ନାହିଁ। ଦଳ କ୍ରମାଗତ ୭ଟି ପରାଜୟ ହାସଲ କରିଛି। ଆଇପିଏଲ ଇତିହାସରେ ୫ଥର ଚାମ୍ପିଅନ ଦଳର ଏହା ସବୁଠାରୁ ଖରାପ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri