Home

ବ୍ରହ୍ମାଣ୍ଡର ପ୍ରଥମ ରଙ୍ଗୀନ ଚିତ୍ର ଜାରି କଲା ନାସା

ନ୍ୟୁୟର୍କ,୧୨।୭: ଆମେରିକାର ସ୍ପେସ ଏଜେନ୍ସି ନାସା ପକ୍ଷରୁ ଗାଲାକ୍ସି ବା ବ୍ରହ୍ମାଣ୍ଡର ପ୍ରଥମ ରଙ୍ଗୀନ ଚିତ୍ର ଜାରି କରାଯାଇଛି। ଦୁନିଆର ସର୍ବବୃହତ ତଥା ଶକ୍ତିଶାଳୀ ମହାକାଶ ଟେଲିସ୍କୋପ ‘ଜେମ୍ସ ୱେବ ଟେଲିସ୍କୋପ’ ଦ୍ୱାରା ଏହି ଚିତ୍ର ଉତ୍ତୋଳନ କରାଯାଇଛି। ଏହି ଚିତ୍ରରେ…

ଶେଷରେ ମୁଣ୍ଡ ନୁଆଁଇବେ ଉଦ୍ଧବ ଠାକ୍‌ରେ!

ମୁମ୍ବାଇ,୧୨।୭: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଆପାତତଃ ରାଜି ହୋଇଛନ୍ତି। ଦଳର ଏମ୍‌ପିଙ୍କ ସହ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଏନେଇ ଶିବସେନା ପକ୍ଷରୁ କୌଣସି ଆନୁଷ୍ଠାନିକ…

ଦେଶ ଛାଡିବା ଯୋଜନାରେ ଥିଲେ ରାଷ୍ଟ୍ରପତିଙ୍କ ଭାଇ, ବିମାନବନ୍ଦରରେ ଧରାପଡିଲେ

କଲମ୍ବୋ,୧୨।୭: ଶ୍ରୀଲଙ୍କାର ଅବସ୍ଥା ଅନିୟନ୍ତ୍ରିତ ହେବାରେ ଲାଗିଛି। ଦେଶରେ ଅର୍ଥନୈତିକ ସଙ୍କଟକୁ ନେଇ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଏବଂ ତାଙ୍କ ପରିବାରକୁ ପ୍ରବଳ ବିରୋଧର ସାମ୍ନା କରିବାକୁ ପଡିଛି। ସୋମବାର ବିଳମ୍ବିତ ରାତିରେ ରାଷ୍ଟ୍ରପତିଙ୍କ ସାନ ଭାଇ ବାସିଲ ରାଜପାକ୍ସେ ଦେଶ…

ଆରଏସଏସ କାର୍ଯ୍ୟାଳୟ ଉପରକୁ ବୋମା ମାଡ଼

ଥିରୁଭାନନ୍ତପୁରମ୍‌,୧୨।୭: କେରଳର କନ୍ନୁର ଜିଲାର ପାୟାନ୍ନୁରରେ ଥିବା ଆରଏସଏସ କାର୍ଯ୍ୟାଳୟରେ ଉପରେ ବୋମା ମାଡ଼ କରାଯାଇଛି। ମଙ୍ଗଳବାର ସକାଳେ ଏହି ଘଟଣା ଘଟିଥିବା ପାୟାନ୍ନୁର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ବୋମା ମାଡ଼ରେ ବିଲ୍ଡିଂର ଝରକା କାଚ ଭାଙ୍ଗି ଯାଇଛି। କିଏ…

ଥମୁନି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୨।୭: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩,୬୧୫ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୨୦ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ମାମଲା…

ଆଜି ରାଜ୍ୟରେ ୫୦୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର,୧୨।୭: (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ…

ଦେଶର ଅଧିକାଂଶ ରାଜ୍ୟରେ ପ୍ରଳୟ୍‌ଙ୍କରୀ ବର୍ଷା, ମହାରାଷ୍ଟ୍ରରେ ୮୩, ଗୁଜରାଟରେ ୬୩ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୨ ।୭: ଦେଶର ଅଧିକାଂଶ ରାଜ୍ୟରେ ପ୍ରବଳ ବର୍ଷା ଓ ବନ୍ୟା ଫଳରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ମହାରାଷ୍ଟ୍ର, ଗୁଜରାଟ, ହିମାଚଳ ପ୍ରଦେଶ ଓ କର୍ନାଟକରେ ସ୍ଥିତି ସଙ୍ଗିନ ହୋଇଯାଇଛି । ଏସବୁ ରାଜ୍ୟରେ ଆଜିବି ବର୍ଷାକୁ ନେଇ…

କାର-ଅଟୋ ଧକ୍କା: ଚାଲିଗଲା ୩ ଜୀବନ, ୭ ଗୁରୁତର

ସୋନପୁର,୧୨।୭(ନି. ପ୍ର. ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଖାରି ନିକଟସ୍ଥ ବଡ଼ବାହାଲିଠାରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ଅଟୋ ମଧ୍ୟରେ ଧକ୍କା ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଗୁରୁତର ହୋଇଛନ୍ତି।…

ଆଜି ପ୍ରଥମ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଲଣ୍ଡନ,୧୨।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆଜି କେନିଙ୍ଗଷ୍ଟନ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ। ଇଂଲଣ୍ଡ ବିପକ୍ଷରେ ଟି -୨୦ ସିରିଜ ଜିତିଥିବା ଟିମ ଇଣ୍ଡିଆ ମନୋବଳ ବେଶ୍‌ ଦୃଢ ରହିଛି। ଏହା…

ସରିଲା ଅଧରପଣା ନୀତି

ପୁରୀ ଅଫିସ,୧୨।୭: ରଥ ଉପରେ ସୋମବାର ତିନି ଦିଅଁଙ୍କ ଅଧରପଣା ନୀତି ସମ୍ପାଦିତ ହୋଇଛି। ରାଘବଦାସ ମଠ, ବଡ଼ ଓଡ଼ିଆ ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୋଟିଏ ଲେଖାଏ ରଥରେ ଦିଅଁଙ୍କୁ ଅଧରପଣା ଲାଗି କରାଯାଇଛି। ପାଣିଆ ଆପଟ ସେବକମାନେ…

ଶେଷରେ ପୁଅର ଝଲକ ଦେଖାଇଲେ ଭାରତୀ

ଟିଭି ଇଣ୍ଡଷ୍ଟ୍ରିର କମେଡି କୁଇନ ଭାବରେ ଜଣାଶୁଣା ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟା ଛୋଟ ପରଦା ସବୁଠୁ ଚର୍ଚ୍ଚିତ କପଲ୍‌ମାନଙ୍କ ମଧ୍ୟରୁ ଅନ୍ୟତମ। ସେମାନଙ୍କର ଯୋଡିକୁ ଦର୍ଶକ ବହୁତ ପସନ୍ଦ କରନ୍ତି। ଦୁଇମାସ ପୂର୍ବେ ଅର୍ଥାତ୍‌ ଏପ୍ରିଲରେ, ହର୍ଷ ଏବଂ…

ଶ୍ରୀଲଙ୍କାକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ମିଳିତ ଜାତିସଂଘ

ନ୍ୟୁୟର୍କ,୧୨।୭: ଶ୍ରୀଲଙ୍କାରେ ଚାଲିଥିବା ହିଂସାକୁ ନିନ୍ଦା କରିଛନ୍ତି ମିଳିତ ଜାତିସଂଘର ମହାସଚିବ ଜେନେରାଲ ଆଣ୍ଟୋନିଓ ଗୁଟେରସ। ଶ୍ରୀଲଙ୍କାର ଘଟଣାକ୍ରମ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଶ୍ରୀଲଙ୍କାକୁ ସମର୍ଥନ କରିବାକୁ ମିଳିତ ଜାତିସଂଘ ପ୍ରସ୍ତୁତ ଅଛି। ଏକ ନୂତନ ସରକାର ଗଠନ ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?