୧୫୦ କୋଟି କ୍ଲବ୍ରେ ‘ବିକ୍ରମ’
ଅଭିନେତା କମଲ ହାସନଙ୍କ ଫିଲ୍ମ ‘ବିକ୍ରମ’ ବକ୍ସ ଅଫିସରେ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମ ୧୦୦ କୋଟି କ୍ଲବରେ ପ୍ରବେଶ କରିଛି। କମଲ ହାସନଙ୍କ ଫିଲ୍ମ ସହିତ ଅକ୍ଷୟ କୁମାରଙ୍କ ‘ସମ୍ରାଟ ପୃ୍ଥ୍ବୀରାଜ’ ଜୁନ୍ ୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। କିନ୍ତୁ…
୨୨,୮୫୦ ଫୁଟ ଉଚ୍ଚତାରେ ଯୋଗ କଲେ ଆଇଟିବିପି ଯବାନ
ନୂଆଦିଲ୍ଲୀ,୬।୫: ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ପୁଣି ଥରେ ଏକ ବିରଳ ସଫଳତା ହାସଲ କରିଛନ୍ତି। ୮ମ ଅନ୍ତର୍ଜାତୀୟ ଯୋଗ ଦିବସ ପୂର୍ବରୁ ଉତ୍ତରାଖଣ୍ଡ ହିମାଳୟର ୨୨,୮୫୦ ଫୁଟ ଉଚ୍ଚତାରେ ଯୋଗ କରି ଆଇଟିବିପି ଯବାନମାନେ ରେକର୍ଡ ସୃଷ୍ଟି କରିଛନ୍ତି। ଗତ…
ନୁପୁରଙ୍କ ଗିରଫ ଦାବି କଲେ ଓଓ୍ବାଇସି
ନୂଆଦିଲ୍ଲୀ,୬।୬: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଭାଜପା ମୁଖପାତ୍ର ନୁପୁର ଶର୍ମାଙ୍କ ବିବାଦୀୟ ବିବୃତ୍ତିକୁ ନେଇ ରାଜନୀତି ଥମିବାର ନାଁ ନେଉ ନାହିଁ। ଗୋଟିଏ ପଟେ ଆରବ ଦେଶଗୁଡିକ ଭାଜପା ବିରୋଧରେ ମୋର୍ଚ୍ଚା ଖୋଲିଥିବାବେଳେ, ଏବେ ବିରୋଧୀ ମଧ୍ୟ ଭାଜପାକୁ ଟାର୍ଗେଟ କରିଛନ୍ତି।…
ଅମରନାଥ ଯାତ୍ରା ପୂର୍ବରୁ ‘ଷ୍ଟିକି ବୋମା’ ନେଇ ସରକାରଙ୍କ ଚିନ୍ତା ବଢ଼ିଲା…
ଶ୍ରୀନଗର, ୬।୬ : ଜମ୍ମୁ-କଶ୍ମୀରର ସୁରକ୍ଷା ବାହିନୀ ଅମରନାଥ ଯାତ୍ରାର ତାରିଖ ପାଖେଇ ଆସୁଥିବାରୁ ’ଷ୍ଟିକି ବୋମା’ ବିଷୟରେ ଚିନ୍ତିତ ଅଛନ୍ତି। ଏହାକୁ ନେଇ ସରକାରଙ୍କ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। କେତେକ ଆତଙ୍କବାଦୀ ଗୋଷ୍ଠୀ ଏଭଳି ବୋମା ବ୍ୟବହାର କରୁଥିବା…
ଦେଶରେ କମୁଛି ମୁସଲମାନଙ୍କ ସଂଖ୍ୟା, ପ୍ରଜନନ ହାର ୨.୩ ପ୍ରତିଶତ…
ନୂଆଦିଲ୍ଲୀ, ୬।୬ : ଦେଶରେ ମୁସଲମାନଙ୍କର ସଂଖ୍ୟା ଗତ ୨୦ ବର୍ଷ ମଧ୍ୟରେ କମିବାରେ ଲାଗିଛି। ସେମାନଙ୍କର ପ୍ରଜନନ ହାରରେ ବନ ଧରଣର ହ୍ରାସ ଦୃଷ୍ଟି ଗୋଚର ହୋଇଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ(ଏନଏଫଏଚଏସ)ର ସର୍ବଶେଷ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ…
ଖୁବ୍ଶୀଘ୍ର ନଜର ଆସିବେ ଏହି ଯୋଡ଼ି
ମୁମ୍ବାଇ: ବଲିଉଡ୍ର ସୁପର ପାଓ୍ବାରଫୁଲ୍ ଅଭିନେତା ରଣବୀର ସିଂ ଏବେ ଚର୍ଚ୍ଚାରେ। ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଅଭିନେତ୍ରୀ ସାମନ୍ଥା ରୁଥ୍ପ୍ରଭୁଙ୍କ ସହିତ ତାଙ୍କୁ ଦେଖିବାକୁ ମିଳିଛି। ଏହି ଫଟୋଟି ସାମନ୍ଥା ତାଙ୍କ…
ଓଜନକୁ ପ୍ରଭାବିତ କରେ ମୃଦୁ ପାନୀୟ
ଆଜିକାଲି ମୃଦୁ ପାନୀୟର ଚାହିଦା କାହିଁରେ କେତେ। ବିଶେଷଭାବରେ ଯୁବପିଢ଼ିଙ୍କ ଦ୍ୱାରା ଏପରି ପାନୀୟ କେତେ ଆଦୃତ ତାହା କହିବା ଅନାବଶ୍ୟକ। ଏବେ ତ ବିବାହ, ଭୋଜି କିମ୍ବା କୌଣସି କାର୍ଯ୍ୟକ୍ରମରେ ମୃଦୁପାନୀୟ ପରିବେଷଣ ସାଧାରଣ କଥା ପାଲଟି ଗଲାଣି। ହେଲେ…
ହାଇପର ଭିଟାମିନୋସିସ୍
ଶରୀର ସୁସ୍ଥ, ନୀରୋଗ ଓ ଦୀର୍ଘାୟୁ ନିମନ୍ତେ ଭିଟାମିନ୍ ବା ଜୀବସାର ନିତାନ୍ତ ପ୍ରୟୋଜନ। ଏହା ଶରୀରର ମସ୍ତିଷ୍କ, ଅସ୍ଥି, ତ୍ୱଚା ଏବଂ ରକ୍ତକୁ ସୁସ୍ଥ ରଖିଥାଏ। ବ୍ୟାଧି ପ୍ରତିରୋଧକ କ୍ଷମତା ବଢ଼ାଇଥାଏ। ଏହା ଆମ ପ୍ରକୃତିରୁ ବିଭିନ୍ନ ଆହାର, ଔଷଧ,…
ପଞ୍ଜାବରେ ଗ୍ୟାଙ୍ଗଓ୍ବାର ଆଶଙ୍କା, ଜେଲ ପାଲଟିଛି ସୁରକ୍ଷିତ ସ୍ଥାନ, ଜେଲରେ ରହି ଅପରାଧ ପରିଚାଳନା…
ଚଣ୍ଡିଗଡ଼, ୬।୬ : ପଞ୍ଜାବର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୋସେୱାଲାଙ୍କୁ କିଏ ହତ୍ୟା କଲା, ଏହାର ରହସ୍ୟ ଏପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ। ଏହି ହତ୍ୟା ପଛରେ ପଞ୍ଜାବରେ କେତେକ ଗ୍ୟାଙ୍ଗ ଉପରେ ସନ୍ଦେହ ପ୍ରକାଶ ପାଇଛି। ଏହି ଗ୍ୟାଙ୍ଗଗୁଡିକର ସବୁଠାରୁ…
‘ଦେଶ ଗୃହଯୁଦ୍ଧ ଆଡକୁ ବଢୁଛି’
ପାଟନା,୬।୬: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦେଶ ଏବେ ଗୃହଯୁଦ୍ଧ ଅଭିମୁଖେ ଯାଉଥିବା ସେ ଅଭିଯୋଗ କରିଛନ୍ତି। ସମ୍ପୂର୍ଣ୍ଣ କ୍ରାନ୍ତି ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଲାଲୁ ଯାଦବ…
ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ନୂଆ କଏନ୍ ଲୋକାର୍ପିତ…
ନୂଆଦିଲ୍ଲୀ, ୬।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ସ୍ବତନ୍ତ୍ର ନୂଆ କଏନ୍ ସିରିଜ ଲୋକାର୍ପିତ କରିଛନ୍ତି। ଏହି ସ୍ବତନ୍ତ୍ର ସିରିଜରେ ୧ ଟଙ୍କା, ୨ ଟଙ୍କା, ୫ ଟଙ୍କା, ୧୦ ଟଙ୍କା ଏବଂ…
ପୁଣି କୋଇଲା ଟ୍ରେନ୍ରେ ଲାଗିଲା ନିଆଁ
ନିରାକାରପୁର,୬ା୬(ଡି.ଏନ୍.ଏ.): ପୁଣିଥରେ କୋଇଲା ନିଆଁ ଲାଗିଛି। ଖବର ପାଇଁ ନିଆଁକୁ ଆୟତ୍ତ କରିଛି ଟାଙ୍ଗୀ ଅଗ୍ନିଶମ ବାହିନୀ। ସୂଚନା ଥାଉକି, ପୂର୍ବତଟ ରେଳବାଇ କାଳୁପଡ଼ା ଘାଟ ରେଳ ଷ୍ଟେଶନର ୪ ନମ୍ବର ଟ୍ରାକ୍ରେ ରଖାଯାଇଥିବା କୋଇଲା ବୋଝେଇ ମାଲଗାଡ଼ିର ଏକ ବଗିରେ…
Archives


