ବିଭିନ୍ନ ଦାବିରେ ରେଳରୋକୋ
ପାରଳାଖେମୁଣ୍ଡି,୧୦ା୬(ଡି.ଏନ୍.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ରେଳ ଷ୍ଟେଶନରେ ଶୁକ୍ରବାର ସକାଳୁ ସ୍ଥାନୀୟ ଲୋକେ ବିଭିନ୍ନ ଦାବି ନେଇ ରେଳରୋକୋ କରିଛନ୍ତି। ଦାବିଗୁଡ଼ିକ ମଧ୍ୟରେ ଷ୍ଟେଶନର ଦୋହରୀକରଣ, ପାନୀୟ ଜଳ ବ୍ୟବସ୍ଥା, ଷ୍ଟେଶନରେ ପ୍ରେକ୍ଷାଳୟ ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ। ୩୦ ମିନିଟ୍ ଧରି…
ବଢିଚାଲିଛି ସଂକ୍ରମଣ
ନୂଆଦିଲ୍ଲୀ,୧୦।୬: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭,୫୮୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୮ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ…
ଜମ୍ମୁ-କଶ୍ମୀରର ଭଦ୍ରୱାହରେ କର୍ଫ୍ୟୁ ପରେ ଇଣ୍ଟରନେଟ ସେବା ବନ୍ଦ
ଶ୍ରୀନଗର,୧୦ ।୬: ଜମ୍ମୁ-କଶ୍ମୀରରେ କିଛିଦିନ ହେବ ଲାଗି ରହିଥିବା ଟାର୍ଗେଟ କିଲିଂକୁ ନେଇ ପରିବେଶ ଗରମ ଥିବା ବେଳେ ଏବେ ସାଂପ୍ରଦାୟିକ ଉତ୍ତେଜନାକୁ ଦେଖି ଜମ୍ମୁ-କଶ୍ମୀର ପୋଲିସ ଡୋଡା ଜିଲାର ଭଦ୍ରୱାହ ସହରରେ ଫ୍ଲାଗ ମାର୍ଚ୍ଚ କରିବା ପରେ ସେଠାରେ କର୍ଫ୍ୟୁ…
ରାଜ୍ୟରୁ ୨୦ ପଜିଟିଭ୍ ଚିହ୍ନଟ, ୧୨,୮୮,୫୯୬ରେ ପହଞ୍ଚିଲାଣି ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୨୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୫୯୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୨ ଜଣ ଚିହ୍ନଟ ହୋଇଥିବା…
ବିଶ୍ୱ ରେକର୍ଡ ସୃଷ୍ଟି କରିବାର ସୁଯୋଗ ହରାଇଲା ଭାରତ
ନୂଆଦିଲ୍ଲୀ,୧୦।୬: ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟିମ ଇଣ୍ଡିଆକୁ ୭ ଉଇକେଟରେ ପରାସ୍ତ କରିଛି। ଏହି ଲଜ୍ଜାଜନକ ପରାଜୟ ସହିତ ଟିମ ଇଣ୍ଡିଆ ଏକ ବଡ଼ ବିଶ୍ୱ ରେକର୍ଡ ସୃଷ୍ଟି କରିବାର ସୁଯୋଗ…
ଚମକାଇଲା ଓୱାଇସିଙ୍କ ଦଳ, ଭାଜପାକୁ ହରାଇବାକୁ ଶିବସେନା ନେତୃତ୍ୱ ଏମଭିଏକୁ ଦେବ ଭୋଟ
ମୁମ୍ବାଇ,୧୦ ।୬: ମହାରାଷ୍ଟ୍ରର ୬ ରାଜ୍ୟ ସଭା ଆସନ ଲାଗି ଶୁକ୍ରବାର ନିର୍ବାଚନ ହେବାକୁ ଯାଉଛି । ଠିକ୍ ଏହା ପୂର୍ବରୁ ଅସଦୁଦ୍ଦିନ ଓୱାଇସିଙ୍କ ଦଳ ଏଆଇଏମ୍ଆଇଏମ୍ ଶିବସେନା ନେତ୍ୟତ୍ୱ ମହାବିକାଶ ଅଘାଡି ପ୍ରାର୍ଥୀଙ୍କୁ ଭୋଟ ଦେବ ବୋଲି କହିଛି ।…
ଭାରତୀୟ କ୍ରିକେଟ୍ ଇତିହାସରେ ପ୍ରଥମଥର ଘଟିଲା ଏମିତି
ନୂଆଦିଲ୍ଲୀ,୧୦।୬: ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୭ ଉଇକେଟ ନେଇ ଭାରତକୁ ପରାସ୍ତ କରିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ଚାରି ଉଇକେଟ ହରାଇ…
ଝିଟିପିଟି ସହ ବନ୍ଧୁତା କରି ଚର୍ଚ୍ଚାରେ ପୋଲିସ ଅଫିସର
ସମ୍ପର୍କ ଏମିତି ଏକ ଶବ୍ଦ ଯାହାର କଳନା ନାହିଁ। ସେ ମଣିଷ ମଣିଷ ମଧ୍ୟରେ ହେଉ କି ପଶୁ ମଣିଷ ମଧ୍ୟରେ। କେତେବେଳେ କେଉଁ ପରିସ୍ଥିତିରେ ଗଢ଼ି ଉଠେ କହି ହୁଏ ନାହିଁ। ମଣିଷ-ମଣିଷ ମଧ୍ୟରେ ସମ୍ପର୍କ ବଢ଼ିବା ସାଧାରଣ କଥା।…
ବଡ଼ପୁଟରେ କଙ୍ଗାରୁ କୋର୍ଟ
ନୟାଗଡ଼ ଅଫିସ,୧୦।୬: ନୟାଗଡ଼ ଜିଲା ଶରଣକୂଳ ଥାନା ବଡ଼ପୁଟ ଗାଁରେ ବ୍ୟକ୍ତିଗତ ଜମିରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍)ରେ ରାସ୍ତା ନିର୍ମାଣକୁ ବିରୋଧ କରିବାରୁ ଏକ ପରିବାରକୁ କଙ୍ଗାରୁ କୋର୍ଟରେ ଦଣ୍ଡିତ କରାଯାଇଛି ।…
କାନପୁରରେ ୧୪୪ ଧାରା ଜାରି, ସମ୍ବେଦନଶୀଳ ଜିଲାରେ ଡ୍ରୋନ ରଖିବ ନଜର
କାନପୁର,୧୦ ।୬: କାନପୁରରେ ହୋଇଥିବା ହିଂସା ପରେ ଏବେ ପ୍ରଥମ କରି ଶୁକ୍ରବାର ନମାଜ ହେବାକୁ ଯାଉଛି । ଏହାକୁ ନେଇ ପ୍ରଶାସନ ହାଇ ଆଲର୍ଟରେ ଅଛି । ଏହାକୁ ଦୃଷ୍ଟିରେ ରଖି ୧୪୪ ଧାରା ଲାଗୁ କରାଯାଇଛି । କାନପୁର…
୨ଦିନ କହି ସପ୍ତାହେ ବିତିଲା: ଫଳ ଶୂନ
ଡେରାବିଶ, ୧୦ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକରେ ସପ୍ତାହକ ତଳେ ପାନୀୟ ଜଳ ସମସ୍ୟାକୁ ନେଇ ବ୍ଲକ ଅଧ୍ୟକ୍ଷା ପ୍ରଭାତୀ ମଲ୍ଲିକ ଏକ ସ୍ବତନ୍ତ୍ର ବୈଠକ ଡାକି ଏହାର ଆଶୁ ସମାଧାନ ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସବୁ ସମସ୍ୟା…
ଟଙ୍କା ଖର୍ଚ୍ଚ ସତ୍ତ୍ୱେ ସୁଦୃଢ଼ ହେଉନି ନଦୀବନ୍ଧ
କେନ୍ଦ୍ରାପଡ଼ା ଅଫିସ,୧୦ା୬: ବନ୍ୟା ମୁକାବିଲା ପାଇଁ ଜିଲାସ୍ତରୀୟ ବୈଠକ ହେଉଛି। ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପ୍ରଣୟନ ସହ ଅନୁଦାନ ଯୋଗାଉଛନ୍ତି। ମାତ୍ର ଏହି ଅନୁଦାନ ଟଙ୍କା ଖର୍ଚ୍ଚ ସତ୍ତ୍ୱେ କେନ୍ଦ୍ରାପଡ଼ା ଜିଲାରେ ନଦୀବନ୍ଧ…
Archives


