Home

ଶ୍ରୀଲଙ୍କା ଫେରିବେ ଗୋଟାବାୟା

କଲମ୍ବୋ, ୨୭ା୭: ଶ୍ରୀଲଙ୍କାବରେ ଜନଆନ୍ଦୋଳନ ମୁଣ୍ଡ ଟେକିବା ପରେ ପଳାୟନ କରିଥିବା ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଶୀଘ୍ର ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି। ମଙ୍ଗଳବାର ସେଠାକାର ସର୍ବଦଳୀୟ ସରକାରର ଜଣେ ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି। ଗଣମାଧ୍ୟମ ମନ୍ତ୍ରୀ…

ରାତାରାତି ଶୋ’ରୁ ବାହାର ହେଲେ ଅନୁପମାଙ୍କ ଗେହ୍ଲା ପୁଅ

ବମ୍ବେ: ଷ୍ଟାର ପ୍ଲସରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ଅନୁପମା’ଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର। ଶୋ’ରେ ଅନୁପମାଙ୍କ ଗେହ୍ଲା ପୁଅ ଭାବେ ନଜର ଆସୁଥିବା ଅଭିନେତା ପାରସ କଲନାବତଙ୍କୁ ବାହାର କରିଦିଆଯାଇଛି। ନିର୍ଦ୍ଦେଶକ ରାଜନ ଶାହି ଏହା ସ୍ପଷ୍ଟ କରିଛନ୍ତି। ସେ…

୨ ଭାରତୀୟ ଯବାନ ନିହତ ଘଟଣା, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜରୁରୀ: ଜୟଶଙ୍କର

ନୂଆଦିଲ୍ଲୀ/କିନ୍‌ସାସା,୨୭ା୭: ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋ ସାଧାରଣତନ୍ତ୍ରରେ ଜାତିସଂଘ ବିରୋଧୀ ବିକ୍ଷୋଭ ଉଗ୍ର ହେବାରେ ଲାଗିଛି। ସ୍ଥାନୀୟ ବିଦ୍ରୋହୀଙ୍କ ହିଂସାତ୍ମକ ଆନ୍ଦୋଳନବେଳେ ୧୦ ଜଣଙ୍କ ଜୀବନ ଯାଇଛି। ସେମାନଙ୍କ ମଧ୍ୟରେ ୨ ଭାରତୀୟ ଯବାନ ଅଛନ୍ତି। ଉଭୟ ଯବାନ ରାଜସ୍ଥାନ ବାସିନ୍ଦା। ଦୁହେଁ…

ହଠାତ୍‌ ବେହୋସ ହୋଇପଡ଼ିଲେ ଉପସ୍ଥାପକ: ସୁନକ୍‌-ଟ୍ରସ୍‌ ବିତର୍କ ବାତିଲ

ଲଣ୍ଡନ, ୨୭ା୭: ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ ପାଇଁ ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ଏବଂ ବହିର୍ବ୍ୟାପାର ମନ୍ତ୍ରୀ ଲିଜ୍‌ ଟ୍ରସ୍‌ଙ୍କ ମଧ୍ୟରେ ମଙ୍ଗଳବାର ବିତର୍କ ହୋଇଥିଲା। ଦ ସନ୍‌ ଏବଂ ଟକ୍‌ ଟିଭିରେ ଏହି ଡିବେଟ୍‌ ଚାଲିଥିବା ବେଳେ ଉପସ୍ଥାପକ କେଟ୍‌…

ଆଜି ଅନ୍ତିମ ଦିନିକିଆ: କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଓହ୍ଲାଇବ ଟିମ୍‌ ଇଣ୍ଡିଆ

ପୋର୍ଟ ଅଫ୍‌ ସ୍ପେନ୍‌,୨୬ା୭: ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ଅନ୍ତିମ ମୁକାବିଲା ବୁଧବାର ଖେଳାଯିବ। ପ୍ରଥମ ୨ ମୁକାବିଲାକୁ ଜିତି ଭାରତ ପ୍ରଥମରୁ ସିରିଜରେ ବିଜୟ ହାସଲ କରିସାରିଛି। ଏବେ ସିରିଜର ଅନ୍ତିମ ମୁକାବିଲାକୁ ଜିତି କ୍ଲିନ୍‌ ସୁଇପ୍‌…

ବିଷାକ୍ତ ମଦ ପିଇ ୩୦ ମୃତ୍ୟୁ: ତଦନ୍ତ ପାଇଁ ଗଠନ ହେଲା ୩ଜଣିଆ କମିଟି

ଅହମଦାବାଦ,୨୭ା୭: ଭାଜପା ଶାସିତ ଗୁଜରାଟରେ ବିଷାକ୍ତ ମଦ ପିଇ ୩୦ ଜଣଙ୍କ ଜୀବନ ଯାଇଛି। ଆହୁରି ୫୧ଜଣ ଅସୁସ୍ଥ ହୋଇ ସରକାରୀ ହସ୍ପିଟାଲଗୁଡ଼ିକରେ ଭର୍ତ୍ତି ହୋଇଛନ୍ତି। ଚିକିତ୍ସାଧୀନ ବ୍ୟକ୍ତିଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।…

ଆଜି ଭାରତ ଏବଂ ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ତ୍ରିନିଦାଦ,୨୭।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ବୁଧବାର ତ୍ରିନିଦାଦର କ୍ୱିନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ। ପୂର୍ବରୁ ସିରିଜ୍‌ ଜିତି ସାରିଥିବା ଭାରତୀୟ ଦଳ ଏହି ମ୍ୟାଚ୍‌…

ପାକ୍‌ ଅଧିକୃତ କଶ୍ମୀରରେ ଆଇଏସ୍‌ଆଇର ଷଡ଼ଯନ୍ତ୍ର, ଏକାଧିକ ଆତଙ୍କବାଦୀ ଶିବିର ସକ୍ରିୟ…

ଶ୍ରୀନଗର, ୨୬।୭ : ବାଲାକୋଟରେ କଡ଼ା ଜବାବ ପାଇବା ପରେ ମଧ୍ୟ ପାକିସ୍ତାନ ଏହାର ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ କରି ନାହିଁ। ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସ୍‌ ଆଇ ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟ ପୂର୍ବଭଳି ଜାରି ରଖିଛି। ସିଏନଏନ ନ୍ୟୁଜ…

କାରଗିଲ୍‌ ଦିବସରେ ବଡ଼ ନିଷ୍ପତ୍ତି, ସେନା ପାଇଁ କିଣାଯିବ ୨୮,୭୩୨ କୋଟିର ଅସ୍ତ୍ରଶସ୍ତ୍ର…

ନୂଆଦିଲ୍ଲୀ, ୨୬।୭ : କାରଗିଲ୍‌ ବିଜୟ ଦିବସ ଅବସରରେ ସଶସ୍ତ୍ର ବାହିନୀର ଆଧୁନିକୀକରଣ ଦିଗରେ ପଦକ୍ଷେପ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମଙ୍ଗଳବାର ୨୮,୭୩୨ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଅସ୍ତ୍ରଶସ୍ତ୍ର କ୍ରୟ ପ୍ରସ୍ତାବକୁ ଅନୁମୋଦନ…

ବୁଧବାର ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷାଫଳ

ଭୁବନେଶ୍ୱର, ୨୬।୭(ବ୍ୟୁରୋ)- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ସିଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ବୁଧବାର ଅପରାହ୍ନ ୪ଟାରେ ପ୍ରକାଶ ପାଇବ। ସେହିପରି ଏହାର ସପ୍ତାହକ ପରେ ଯୁକ୍ତ୨ କଳା ରେଜଲ୍ଟ ପ୍ରକାଶ ପାଇବ ବୋଲି ମଙ୍ଗଳବାର…

୧୭ ବର୍ଷରେ ମା’ଙ୍କୁ ହରାଇଥିଲେ; ଉଭଣୀଙ୍କ ପାଇଁ ଆଜି ସଫଳ କ୍ରିକେଟର ପାଲଟିଛନ୍ତି ‘ସାର୍‌ ଜାଡେଜା’

ନୂଆଦିଲ୍ଲୀ,୨୬।୭: ଟିମ୍‌ ଇଣ୍ଡିଆର ଅଲରାଉଣ୍ଡରମାନଙ୍କ ମଧ୍ୟରୁ ରବିନ୍ଦ୍ର ଜାଡେଜା ଜଣେ। ସେ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ୍‌ ହେବା ସାଙ୍ଗକୁ ସ୍ପିନ ବୋଲର ମଧ୍ୟ। ପ୍ରଶଂସକଙ୍କ ଗହଣରେ ସେ ‘ସାର୍‌ ଜାଡେଜା’ ନାମରେ ପରିଚିତ। ତେବେ ଆଜିର ଏହି ସଫଳ ଅଲରାଉଣ୍ଡରଙ୍କୁ ଏହି…

ଉର୍ଫିଙ୍କଠାରୁ କମ୍‌ ସୁନ୍ଦର ନୁହନ୍ତି ତାଙ୍କ ମା’

ବମ୍ବେ: ବିଗ୍‌ବସ୍‌ ଓଟିଟି ଫେମ୍‌ ଉର୍ଫି ଜାଭେଦ ସର୍ବଦା ନିଜର ଅଜବ ଫ୍ୟାଶନକୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ବେଳେବେଳେ ନିଜର ପୋଷାକ ଚୟନକୁ ନେଇ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଇଥାଏ। ହେଲେ ଉର୍ଫିଙ୍କ ଭଳି ତାଙ୍କ ମା’ ମଧ୍ୟ ବେଶ ସୁନ୍ଦର।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri