ବିବାହର ୧୦ ଦିନ ପରେ ଖୁସି ଖବର ପାଇଲେ ଆଲିଆ
ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ବିବାହ ପରେ ନିଜ କାମକୁ ଫେରିଛନ୍ତି। ରଣବୀର ରଶ୍ମିକା ମନ୍ଦନାଙ୍କ ସହ ‘ଆନିମଲ’ ଫିଲ୍ମର ଶୁଟିଂ ଆରମ୍ଭ କରିଥିବାବେଳେ ଆଲିଆ ମଧ୍ୟ ନିଜ ପ୍ରୋଜେକ୍ଟରେ କାମ କରୁଛନ୍ତି। ଫିଲ୍ମ ଗଙ୍ଗୁବାଇ କାଠିଆୱାଡିରେ…
ଟୁଇଟର୍ରୁ ପରାଗଙ୍କୁ ବିଦା କଲେ ଦେବାକୁ ପଡିବ ମୋଟା ଅଙ୍କର ରାଶି
ଓ୍ବାଶିଂଟନ୍୨୬।୪: ଟୁଇଟର୍ର ନୂଆ ମାଲିକ ହୋଇଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ। ୪୪ ବିଲିୟନ ଡଲାରରେ ସେ ଏହାର ମାଲିକାନା ହାସଲ କରିଛନ୍ତି। ତେବେ ମସ୍କ ଟୁଇଟର୍କୁ କିଣିବା ପରେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲଙ୍କ ଭବିଷ୍ୟତ ନେଇ…
ଟଙ୍କା ଖର୍ଚ୍ଚ କରିବା ପୂର୍ବରୁ ସ୍ତ୍ରୀଙ୍କଠାରୁ ଅନୁମତି ନିଅନ୍ତି ଶାହିଦ୍
ବଲିଉଡ୍ ଅଭିନେତା ଶାହିଦ କପୁରଙ୍କ ଅଭିନୀତ ଫିଲ୍ମ ‘ଜର୍ସି’ ନିକଟରେ ରିଲିଜ ହୋଇଯାଇଛି। ଫିଲ୍ମକୁ ଦର୍ଶକମାନେ ମଧ୍ୟ ପସନ୍ଦ କରୁଛନ୍ତି। ‘ଜର୍ସି’ ହେଉଛି ସାଉଥ ଫିଲ୍ମ ଜର୍ସିର ହିନ୍ଦୀ ରିମେକ। ଦକ୍ଷିଣରେ ନିର୍ମିତ ଫିଲ୍ମ ‘ଜର୍ସି’ ଜାତୀୟ ପୁରସ୍କାର ଲାଭ କରିଥିଲା।…
ବିଦ୍ୟୁତ୍ କାଟ୍କୁ ନେଇ ପ୍ରଶ୍ନ ଉଠାଇଲେ ଧୋନୀଙ୍କ ସ୍ତ୍ରୀ
ରାଞ୍ଚି,୨୬।୨: ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବାବେଳେ ବିଦ୍ୟୁତ୍ କାଟ୍ ଲୋକଙ୍କ ସମସ୍ୟାକୁ ଆହୁରି ବଢାଇ ଦେଇଛି। ନିକଟରେ ଭାରତର ପୂର୍ବତନ କ୍ରିକେଟ ଅଧିନାୟକ ଏମଏସ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ଧୋନୀ ବିଦ୍ୟୁତ୍ କାଟ୍କୁ ନେଇ ଏକ ଟୁଇଟ କରିଛନ୍ତି। ଟୁଇଟ୍…
ପୁଣି ବଢୁଛି କରୋନା ସଂକ୍ରମଣ
ନୂଆଦିଲ୍ଲୀ,୨୬।୪: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଧୀରେ ଧୀରେ ବଢିବାରେ ଲାଗିଛି। ଗତ କିଛିଦିନ ହେବ ସଂକ୍ରମଣ ହଜାରେ ତଳେ ଥିବାବେଳେ ମଙ୍ଗଳବାର ତାହା ବୃଦ୍ଧି ପାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ…
ଗତ ୨୪ ଘଣ୍ଟାରେ ରାଜ୍ୟରେ ୯ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର,୨୬।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୪ ଜଣ…
୩ଟି ବଡ଼ ସଫଳତା ହାସଲ କଲେ ଶିଖର ଧାୱନ
ମୁମ୍ବାଇ,୨୬।୪: ଆଇପିଏଲ ୨୦୨୨ର ୩୮ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସର ଓପନର୍ ଶିଖର ଧାୱନ ୩ଟି ବଡ଼ ସଫଳତା ହାସଲ କରିଛନ୍ତି। ଏହି ମ୍ୟାଚ୍ରେ ୩୬ ବର୍ଷୀୟ ଧାୱନ ଆଇପିଏଲରେ ନିଜର ୨୦୦ତମ ମ୍ୟାଚ ଖେଳିବାକୁ ଓହ୍ଲାଇଥିଲେ। ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ…
୨୮ ବର୍ଷ ସାନ ଯୁବତୀଙ୍କୁ ବିବାହ କରିବେ ୬୬ ବର୍ଷୀୟ କ୍ରିକେଟର୍
କୋଲକତା,୨୬।୪:ଭାରତର ପୂର୍ବତନ କ୍ରିକେଟର ତଥା ସମୀକ୍ଷକ ଅରୁଣ ଲାଲ ୬୬ ବର୍ଷ ବୟସରେ ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି। ତାଙ୍କର ଭାବି ସ୍ତ୍ରୀ ବୁଲବୁଲ ସାହାଙ୍କୁ ୩୮ ବର୍ଷ ବୟସ। ଉଭୟଙ୍କ ବୟସରେ ୨୮ ବର୍ଷର ପାର୍ଥକ୍ୟ ଅଛି। ଅରୁଣ…
ଟୁଇଟର୍ର ମାଲିକ ହେଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି
ଓ୍ବାଶିଂଟନ୍,୨୬।୪: ଅନେକ ଦିନର ଚର୍ଚ୍ଚା ପରେ ଶେଷରେ ଟୁଇଟର୍ ଦୁନିଆର ମାଲିକାନା ହାସଲ କରିଛନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ। ଟୁଇଟର ଇଙ୍କ୍ ୪୪ ବିଲିୟନ ଡ଼ଲାରରେ ଟୁଇଟର୍କୁ ବିକ୍ରି କରିଛି। ଏ ବାବଦରେ କମ୍ପାନୀ ବୋର୍ଡ ଅନୁମୋଦନ…
ଓଡ଼ିିଶାକୁ ସର୍ବୋତ୍କୃଷ୍ଟ ଷ୍ଟାର୍ଟ ଅପ୍ ହବ୍ କରାଯିବ
କଟକ ଅଫିସ, ୨୬।୪:ଭାରତ ସରକାରଙ୍କ ଏସ୍ଟିପିଆଇ ବିଭାଗର ପୂର୍ବତନ ମହାନିର୍ଦ୍ଦେଶକ ଡ. ଓମ୍କାର ରାୟ ସୋମବାର ଷ୍ଟାର୍ଟ ଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଓଡ଼ିଶାକୁ ସମଗ୍ର ଦେଶରେ ସର୍ବୋତ୍କୃଷ୍ଟ ଷ୍ଟାର୍ଟ ଅପ୍ ହବ୍ କରାଯିବ ବୋଲି…
୩୫ ନେତାଙ୍କୁ ନୋଟିସ୍, ୨ ଡ୍ରାଇଭର ଗିରଫ
ଭୁବନେଶ୍ୱର,୨୬।୪(ବ୍ୟୁରୋ):ରାଜଧାନୀରେ ଡ୍ରାଇଭର ମହାସଂଘ ପକ୍ଷରୁ ଗତ ୧୮ ତାରିଖରେ ହୋଇଥିବା ହିଂସାତ୍ମକ ଆନ୍ଦୋଳନ ଘଟଣାକୁ ନେଇ କମିଶନରେଟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଇନକୁ ହାତକୁ ନେଇ ବ୍ୟାପକ ହିଂସା ଘଟାଇଥିବା ହଜାର ହଜାର ଡ୍ରାଇଭରଙ୍କ ମଧ୍ୟରୁ ୨ଜଣଙ୍କୁ କ୍ୟାପିଟାଲ ଥାନା…
ଜବରଦଖଲ ସହରକୁ ସଙ୍କୁଚିତ କରୁଛି
କେନ୍ଦ୍ରାପଡ଼ା ଅଫିସ,୨୬ା୪:କେନ୍ଦ୍ରାପଡ଼ା ପୌରାଞ୍ଚଳ ମାତ୍ର ୧୪ଟି ଗାଁକୁ ନେଇ ୧୫୩ ବର୍ଷ ପୂର୍ବେ ଗଠନ ହୋଇଥିଲା। କ୍ରମବର୍ଦ୍ଧିଷ୍ଣୁ ରାଜ୍ୟର ଏହି ସର୍ବପୁରାତନ ପୌରାଞ୍ଚଳ ଇତିମଧ୍ୟରେ ବିକଶିତ ହୋଇଛି। ତେବେ କୌଣସି ମାଷ୍ଟର ପ୍ଲାନ୍ ନ ଥିବାରୁ ପ୍ରକଳ୍ପଗୁଡ଼ିକର ଉପଯୋଗିତା ରହୁନାହିଁ। ମନମୁଖି…
Archives


