Home

ଡ୍ରେନେଜ୍‌କଟ୍‌ ଉନ୍ନତୀକରଣ ନାଁରେ ୨ କୋଟି ହଡ଼ପ

ଡେରାବିଶ,୨୯ା୭(ସ୍ବ.ପ୍ର.): ଜମି ରହୁଥିବା ବର୍ଷାଜଳ ନିଷ୍କାସନ ପାଇଁ ଡ୍ରେନେଜକଟ୍‌ ଉନ୍ନତୀକରଣ କାର୍ଯ୍ୟ କରାନଯାଇ ମିଥ୍ୟା ବିଲ୍‌ କରି ୨ କୋଟି ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ କେନ୍ଦ୍ରାପଡ଼ା ଜିଲାପାଳ ଓ ଡ୍ରେନେଜ୍‌କଟ୍‌ ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟରେ ହୋଇଛି। ଏଭଳି ଘଟଣା ଦେଖିବାକୁ…

ଆଜି ବି ରାଜ୍ୟରେ ହଜାରେ ଡେଇଁଲା କରୋନା

ଭୁବନେଶ୍ୱର,୨୯ା୭(ବ୍ୟୁରୋ): ରାଜ୍ୟରେ ବୁଧବାର ହଜାରେ ଡେଇଁଛି କରୋନା। ଶୁକ୍ରବାର ରାଜ୍ୟରୁ ୧୦୨୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୧,୧୩୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ…

୨୮୫ ପିଲାଙ୍କୁ ୩ ଶିକ୍ଷକ

ନାଉଗାଁ,୨୯ା୭(ସ୍ବ.ପ୍ର): ନାଉଗାଁ ହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୬୧ରେ ସ୍ଥାପନ ହୋଇଥିଲା। ଏହି ବିଦ୍ୟାଳୟକୁ ୫-ଟି ରୂପାନ୍ତରଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ନୂତନ ରୂପରେଖ ଦିଆଯାଇଛି। ବିଦ୍ୟାଳୟରେ ପାଠ ପଢିବା ପାଇଁ ଇ-ଲାଇବ୍ରେରି,୨ଟି ସ୍ମାର୍ଟ କ୍ଲାସ,ଗୋଟିଏ କମ୍ପୁଟର ଲାବ ସହ ଶିକ୍ଷାଦାନ…

ପୁଷ୍ପା ଷ୍ଟାଇଲ୍‌କୁ କରୁଥିଲେ ଫଲୋ, ଘଟିଲା ଏମିତି…

କିଛି ଲୋକ ସେମାନଙ୍କର ଅହଂକାର ଏବଂ ଜିଦ୍‌ ପାଇଁ ନିଜକୁ ଅନ୍ୟମାନଙ୍କଠାରୁ ଭିନ୍ନ କିଛି କରିବାକୁ ଚେଷ୍ଟା କରିଥାନ୍ତି। ବେଳେବେଳେ ଏହି ଅଜବ ଚେଷ୍ଟା ଯୋଗୁ ଅସୁବିଧାରେ ପଡ଼ିଥାନ୍ତି। ଠିକ୍‌ ସେମିତି ଏକ ଘଟଣା ଜଣେ ବ୍ୟକ୍ତିଙ୍କ ସହ ହୋଇଛି। ଯିଏ…

ମୋବାଇଲ ଫାଇନାନ୍ସ ଆଳରେ କୋଟିଏରୁ ଊର୍ଦ୍ଧ୍ୱ ଠକେଇ

ଖୋର୍ଦ୍ଧା ଅଫିସ,୨୯ା୭: ମୋବାଇଲ ଫୋନ ଫାଇନାନ୍ସରେ କରାଇ ଦେବାକୁ କହି କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ ହୋଇଛି। ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର ଏଭଳି ଅଭିଯୋଗ ଆସିଛି। ଫାଇନାନ୍ସ କମ୍ପାନୀର କେତେଜଣ ଅସାଧୁ କର୍ମଚାରୀ ଏବଂ ମୋବାଇଲ ଦୋକାନୀ ମିଳିମିଶି ଏହି…

କୁପୋଷଣର ଶିକାର ୩ ଶିଶୁ

କଟକ ଅଫିସ,୨୯ା୭: ରୌପ୍ୟ ନଗରୀ କଟକ ସହରରେ ଯାଜପୁର ଜିଲାର ନଗଡ଼ା ପରି ଦୃଶ୍ୟ ଦେଖିବାକୁ ମିଳିଛି। ୩ଶିଶୁ ଭୋକ ଓପାସରେ ଆଉଟୁପାଉଟୁ ହେଉଥିବାବେଳେ ଆଖିରୁ ଲୁହ ଶୁଖୁନି। ଖାଦ୍ୟ ଅଭାବରୁ ଅପପୁଷ୍ଟିର ଶିକାର ହୋଇଥିବା ଏହି ୩ ଶିଶୁଙ୍କୁ ଚାଇଲ୍ଡ…

‘ନଭେମ୍ବର ୩୦ରୁ ମେକ୍‌ ଇନ୍‌ କନ୍‌କ୍ଲେଭ’

ଭୁବନେଶ୍ବର,୨୯ା୭(ବ୍ୟୁରୋ): ଇପିକଲ୍‌ ଏବଂ ଫିକି ମଧ୍ୟରେ ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ରେ ସହଯୋଗ ପାଇଁ ଗୁରୁବାର ସ୍ଥାନୀୟ ଏକ ହୋଟେଲରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ…

ଛତୁ, ପରିବା ଚାଷ କରି ମହିଳାମାନେ ସ୍ୱାବଲମ୍ବୀ

ପାରାଦୀପ,୨୯ା୭ (ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବ୍ଲକ ଅଧୀନ ଉତ୍ସବାନନ୍ଦପୁର ପ୍ରଡ୍ୟୁସର ଗ୍ରୁପ (ପିଜି)ର ୩୦ ଜଣ ମହିଳା ଏବେ ଭିନ୍ନ କାମ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେମାନେ ଗାଁରେ ବର୍ଷାଦିନିଆ ପରିବା ଚାଷ କରି ବେଶ୍‌ ଦୁଇ…

ଏମ୍‌ପିଇଡିଏ ସଦସ୍ୟ ହେଲେ ମାନସ ମଙ୍ଗରାଜ

ଭୁବନେଶ୍ବର, ୨୯ା୭(ବ୍ୟୁରୋ): ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ୱ ମିଳିଛି। ସାମୁଦ୍ରିକ ଦ୍ରବ୍ୟ ରପ୍ତାନୀ ଓ ଉନ୍ନୟନ କର୍ତ୍ତୃପକ୍ଷ ତଥା ଏମ୍‌ପିଇଡିଏର ସଦସ୍ୟ ଭାବେ ମାନସ ନିର୍ବାଚିତ ହୋଇଛନ୍ତି। ବୁଧବାର ଏହାର ସଦସ୍ୟ ଭାବେ ସେ ନିର୍ବାଚିତ ହୋଇଛନ୍ତି।…

ଅଗଷ୍ଟ ୫ରୁ ବଢ଼ିବ ବର୍ଷା

ଭୁବନେଶ୍ୱର,୨୯।୭(ବ୍ୟୁରୋ): ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି। ତେବେ ଅଗଷ୍ଟ ୫ରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଲଘୁଚାପରେ ପରିଣତ ହେବ ବୋଲି ଅନୁମାନ କରାଯାଉଛି।…

ୟୁକ୍ରେନର ଦ୍ୱିତୀୟ ବୃହତ୍ତ ପାୱାର ପ୍ଲାଣ୍ଟ ଉପରେ ରୁଷିଆର କବଜା

କ୍ୱିଭ,୨୯ ।୭: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରତିଦିନ ଧ୍ୱଂସର ଚିତ୍ର ଦେଖିବାକୁ ମିଳୁଛି । ଗୁରୁବାର ରୁଷିଆ ସେନା ପୂର୍ବ ଦୋନେସ୍କ ଅଞ୍ଚଳରେ ଥିବା ୟୁକ୍ରେନର ଦ୍ୱିତୀୟ ବୃହତ୍ତ ପାୱାର ପ୍ଲାଣ୍ଟ ଉପରେ କବଜା କରିନେଇଥିବା ଦାବି କରାଯାଇଛି । ଏପଟେ…

ଅବ୍ୟବସ୍ଥା ଘେରରେ କଳାପାହାଡ଼ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟ

ଆଳି,୨୯ା୭(ଡି.ଏନ.ଏ.): ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାର ଉନ୍ନତି କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଅନେକ ସ୍ଥାନରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଅବସ୍ଥା ଶୋଚନୀୟ ଅବସ୍ଥାରେ ରହିଛି। ସର୍ବଶିକ୍ଷା ଅଭିଯାନରେ ସମସ୍ତେ ବିଦ୍ୟାଳୟକୁ ଛାତ ଘର ଓ ଛାତ୍ରୀଛାତ୍ର ଅନୁପାତରେ ଶିକ୍ଷକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri