କଂଗ୍ରେସ କାର୍ଯ୍ୟାଳୟର ନାମ ବଦଳାଇ ହଜ୍ ହାଉସ୍ ରଖିଲେ ବଜରଙ୍ଗ ଦଳ…
ଅହମଦାବାଦ,୨୨।୭ : କିଛି ବଜରଙ୍ଗ ଦଳର କର୍ମକର୍ତ୍ତା ଶୁକ୍ରବାର ଗୁଜୁରାଟ କଂଗ୍ରେସ ରାଜ୍ୟ ମୁଖ୍ୟାଳୟ ଭବନରେ ପୋଷ୍ଟର ଲଗାଇଛନ୍ତି। ସେଥିରେ ପାର୍ଟି କାର୍ଯ୍ୟାଳୟର ନାମ ହଜ ହାଉସରେ ପରିବର୍ତ୍ତନ କରାଯାଇଛି। ବଜରଙ୍ଗ ଦଳର ସହଯୋଗୀ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) କହିଛି…
ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ: ପ୍ରଥମ ଭାରତୀୟ ଭାବେ ଟ୍ରିପଲ ଜମ୍ପ ଫାଇନାଲରେ ପ୍ରବେଶ କଲେ ଏଲଡୋଶ ପଲ
ଓରେଗନ,୨୨।୭: ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ଟ୍ରିପଲ ଜମ୍ପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ଭାରତର ଏଲଡୋଶ ପଲ ଦମଦାର ପ୍ରଦର୍ଶନ କରିଛନ୍ତି। ସେ ଯୋଗ୍ୟତା ପର୍ଯ୍ୟାୟର ଗ୍ରୁପ ଏରେ ରହିଥିଲେ। ସେ ଗ୍ରୁପ ପର୍ଯ୍ୟାୟରେ ୬ଷ୍ଠ ଓ ଓଭର ଅଲ ୧୨ତମ ସ୍ଥାନରେ…
ପରଲୋକରେ ବିଜୁବାବୁଙ୍କ ବ୍ୟକ୍ତିଗତ ସଚିବ
ଚୌଦ୍ୱାର,୨୨ା୭(ଡି.ଏନ୍.ଏ.): ସ୍ତମ୍ଭକାର ତଥା ବିଜୁବାବୁଙ୍କ ବ୍ୟକ୍ତିଗତ ସଚିବ ଗୌରମୋହନ ଷଡ଼ଙ୍ଗୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ବିଜୁବାବୁ ୧୯୮୫ରୁ ୧୯୯୩ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସ୍ବର୍ଗତ ଗୌରମୋହନ ତାଙ୍କର ବ୍ୟକ୍ତିଗତ ସଚିବ ଥିଲେ। ଶୁକ୍ରବାର…
ପନ୍ତଙ୍କୁ ମୋଟା କହିଲେ ପାକିସ୍ତାନ କ୍ରିକେଟର୍
ନୂଆଦିଲ୍ଲୀ,୨୨।୭: ଇଂଲଣ୍ଡ ବିପକ୍ଷ ଶେଷ ଦିନିକିଆ ମ୍ୟାଚରେ ଶତକ ହାସଲ ପରେ ଭାରତୀୟ ଉଇକେଟ୍ କିପର୍ ରିଷଭ ପନ୍ତ ପ୍ରାୟତଃ ଚର୍ଚ୍ଚାରେ ରହୁଛନ୍ତି। ଟେଷ୍ଟ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିବା ପରେ ପନ୍ତ ମଧ୍ୟ ଦିନିକିଆରେ ଭାରତ ପାଇଁ ମ୍ୟାଚ ବିଜୟୀ…
‘ସନ୍ନି ଦେଓଲଙ୍କ ପାଇଁ ମୁମ୍ବାଇରେ ବଙ୍ଗଳା କିଣିଛି’
ମୁମ୍ବାଇ: ଖିଲାଡି ବୟ ଅକ୍ଷୟ କୁମାର କରଣ ଜୋହରଙ୍କ ଶୋ’ ‘କଫି ଓ୍ବିଥ୍ କରଣ-୭’ରେ ନଜର ଆସିଥିଲେ। ଶୋ’ରେ ଅକ୍ଷୟ ମୁମ୍ବାଇର ଜୁହୁ ଅଞ୍ଚଳରେ ନିଜର ବିଳାସପୂର୍ଣ୍ଣ ବଙ୍ଗଳା କିଣିବାର ଏକ ରୋଚକ କାହାଣୀ କହିଥିଲେ। ନିର୍ଦ୍ଦେଶକ ରାଜକୁମାର କୋହଲିଙ୍କ ଫିଲ୍ମ…
ହତ୍ୟା ଅପରାଧରେ ଆଜୀବନ କାରାଦଣ୍ଡକୁ କମାଇ ହେବ କି? ସୁପ୍ରିମ୍କୋର୍ଟ ନୋଟିସ ଜାରି କଲେ…
ନୂଆଦିଲ୍ଲୀ,୨୨।୭ : ହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡାଦେଶ କ୍ଷେତ୍ରରେ ବ୍ୟକ୍ତିଗତ ସୁରକ୍ଷା ଅଧିକାର ଅଧାରରେ ଏହାର ସମୟ ସୀମାକୁ କମ୍ କରାଯାଇ ପାରିବ କି ବୋଲି ଦର୍ଶାଇ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ଏକ ନୋଟିସ ଜାରି ହୋଇଛି। ମଧ୍ୟପ୍ରଦେଶ…
‘ଯୁଦ୍ଧ ବନ୍ଦ କରିବାକୁ ହେଲେ ଜେଲନ୍ସ୍କିଙ୍କୁ ମାନିବାକୁ ପଡ଼ିବ ପୁଟିନଙ୍କ ଏହି ସର୍ତ୍ତ’
କ୍ୱିଭ୍,୨୨ା୭: ବେଲାରୁଷର ରାଷ୍ଟ୍ରପତି ଆଲେକଜାଣ୍ଡାର୍ ଲୁକାଶଙ୍କୋ କହିଛନ୍ତି, ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ପାଶ୍ଚାତ୍ୟ ଦେଶଗୁଡ଼ିକ ଆଗକୁ ଆସିବା ଉଚିତ୍। ସେ ଏହା ମଧ୍ୟ କହିଛନ୍ତି, ଏହାକୁ ରୋକିବା ଏବଂ ପରମାଣୁ ଯୁଦ୍ଧର ବିପଦକୁ ଏଡ଼ାଇବା ପାଇଁ ୟୁକ୍ରେନ ରୁଷିଆର…
ଶିକ୍ଷାନୁଷ୍ଠାନ ନିକଟରେ ସିଗାରେଟ ବିକ୍ରି-ଧୂମପାନ ବୟସ ୧୮ରୁ ୨୧କୁ ବୃଦ୍ଧି ଆବେଦନ ଉପରେ ଶୁଣାଣି କରିବାକୁ ମନା କଲେ ଏସ୍ସି…
ନୂଆଦିଲ୍ଲୀ,୨୨।୭ : ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ସିଗାରେଟ ବିକ୍ରି ଏବଂ ଧୂମପାନ ବୟସ ୧୮ରୁ ୨୧କୁ ବୃଦ୍ଧି କରିବା ନେଇ କରାଯାଇଥିବା ଏକ ଆବେଦନ ଉପରେ ସୁପ୍ରିମ୍କୋର୍ଟ(ଏସ୍ସି) ଶୁଣାଣି କରିବାକୁ ମନା କରିଦେଇଛନ୍ତି। ଶୀର୍ଷକୋର୍ଟ କହିଛନ୍ତି ଯଦି ପବ୍ଲିସିଟି ଚାହୁଁଛନ୍ତି ତେବେ…
ଓମ୍ ପ୍ରକାଶଙ୍କୁ ମିଳିଲା ଓ୍ବାଇ ସୁରକ୍ଷା
ଲକ୍ଷ୍ନୌ,୨୨।୭: ଉତ୍ତରପ୍ରଦେଶର ଜହୁରାବାଦର ବିଧାୟକ ତଥା ଏସ୍ବିଏସ୍ପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓମ୍ ପ୍ରକାଶ ରାଜଭରଙ୍କୁ ‘ଓ୍ବାଇ’ ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି। ୟୁପି ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି ସୁରକ୍ଷା ତାଙ୍କୁ ଦିଆଯାଇଛି। ସୂଚନାଯୋଗ୍ୟ, ଗୁରୁବାର ତଥା ରାଷ୍ଟ୍ରପତି ଫଳାଫଳ ଦିନ ହିଁ…
ଟି-୨୦ ବିଶ୍ୱକପ୍ ପୂର୍ବରୁ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ସିରିଜ ଖେଳିବ ଭାରତ
ନୂଆଦିଲ୍ଲୀ, ୨୨ା୭: ଆଇସିସି ଟି୨୦ ବିଶ୍ୱକପ୍ରେ ଭାଗ ନେବାକୁ ଯିବା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଏକ ଟି୨୦ କ୍ରିକେଟ ସିରିଜ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି୨୦ ସହ ଏକ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ। ଖବର…
ମକା ଦାମ୍ ଶୁଣି ମନ୍ତ୍ରୀ ଆଶ୍ଚର୍ଯ୍ୟ
ଭୋପାଳ,୨୨।୭: କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା ମଧ୍ୟପ୍ରଦେଶର ମାଣ୍ଡଲାର ଏମ୍ପି ଫଗାନ ସିଂ କୁଲାସ୍ତେଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ଗୋଟିଏ ମକାର ମୂଲ୍ୟ ୧୫ ଟଙ୍କା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏତେ…
ପ୍ରିୟଙ୍କାଙ୍କ ବୋଲ୍ଡ ଡ୍ୟାନ୍ସ , ଭିଡିଓ ଦେଖିଲେ…
ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଇଣ୍ଡଷ୍ଟ୍ରିର ଏମିତି ଜଣେ ଅଭିନେତ୍ରୀ ଯିଏ କି ବଲିଉଡ୍ଠାରୁ ହଲିଉଡ୍ ପର୍ଯ୍ୟନ୍ତ ନିଜର ଦକ୍ଷ ଅଭିନୟ ପ୍ରଦର୍ଶନ କରିଛନ୍ତି। ପ୍ରିୟଙ୍କା ଏପର୍ଯ୍ୟନ୍ତ ନିଜ କ୍ୟାରିୟରରେ ସଫଳତା ହାସଲ ପାଇଁ ଦିନରାତି ପରିଶ୍ରମ କରିଛନ୍ତି। ଅଭିନୟ…
Archives


