Home

ମନ୍ତ୍ରୀ ପରେ ଟିଏମ୍‌ସିର ସମସ୍ତ ପଦରୁ ନିଲମ୍ବିତ ହେଲେ ପାର୍ଥ ଚାଟାର୍ଜୀ

କୋଲକାତା,୨୮।୭: ଶିକ୍ଷକ ନୁଯୁକ୍ତି ଦୁର୍ନୀତିରେ ପାର୍ଥ ଚାଟାର୍ଜୀଙ୍କ ନାମ ଆସିବା ପରେ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବଡ଼ ଆକ୍ସନ ନେଇଛନ୍ତି। ଗୁରୁବାର ଦ୍ୱିପ୍ରହରରେ ମନ୍ତ୍ରୀ ପଦରୁ ହଟାଯିବା ପରେ ପାର୍ଥ ଚାଟାର୍ଜୀଙ୍କୁ ଟିଏମ୍‌ସିରୁ ମଧ୍ୟ ନିଲମ୍ବିତ କରାଯାଇଛି।…

ଡକାୟତି ବେଳେ ଗୁଳିମାଡ଼ରେ ଘର ମାଲିକଙ୍କ ପୁଅ ଗୁରୁତର

କୋକସରା,୨୮।୭(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ଥାନା କାଶିବାହଲ ଗାଁ ଚଞ୍ଚରାପଡାରେ ଏକ ଲୁଟ୍‌ ହୋଇଛି। ଗାଁରେ ରହୁଥିବା ଋଷିମଣି ପୂଝାରି (୪୫)ଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ୧୦ରୁ ୧୨ ମୁଖାପିନ୍ଧା ଦୁବୃର୍ତ୍ତ ଘର କବାଟ ଭାଙ୍ଗି ଘରେ ପଶି ପରିବାରଲୋକଙ୍କୁ…

ପୁଣି ଫ୍ୟାଶନ୍‌ର ଜଲଓ୍ବା ଦେଖାଇଲେ ସଚିନଙ୍କ ଝିଅ

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ପୁଣି ନିଜ ଫ୍ୟାଶନର ଜଲଓ୍ବା ଦେଖାଇଛନ୍ତି। ସବୁବେଳେ ନିଜର ନିଆରା ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହୁଥିବା ସାରା ସାରା ପ୍ରସିଦ୍ଧ ଫ୍ୟାଶନ ଡିଜାଇନର୍‌ ଅନୀତା ଡୋଙ୍ଗ୍ରେଙ୍କ ପାଇଁ ଏକ ବ୍ରାଇଡାଲ୍‌ ଫଟୋଶୁଟ କରିଥିଲେ।…

୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଢେଙ୍କାନାଳ ଅଫିସ,୨୮ା୭: ଢେଙ୍କାନାଳ ସହର ରାଧାକୃଷ୍ଣ ବଜାର ଅଞ୍ଚଳରୁ ଗୁରୁବାର ସମ୍ବଲପୁର ଅବକାରୀ ଗୋଇନ୍ଦା ବିଭାଗ, ଢେଙ୍କାନାଳ ଅବକାରୀ ବିଭାଗ ସହାୟତାରେ ଚଢ଼ାଉ କରାଯାଇ ୪୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରାଯାଇଛି। ଘଟଣାରେ ସଂପୃକ୍ତ ଉକ୍ତ ଅଞ୍ଚଳର ରାହୁଲ ସାହୁ ଗିରଫ…

‘ନୋ ଏଣ୍ଟ୍ରି-୨’କୁ ନେଇ ସଲମାନଙ୍କ ବଡ଼ ସୂଚନା

ମୁମ୍ବାଇ: ଭାଇଜାନ ସଲମାନ ଖାନ୍‌ ଦୀର୍ଘ ୧୭ ବର୍ଷ ପରେ ଅଭିନେତା ଅନୀଲ କପୁର ଏବଂ ଫର୍‌ଦ୍ଦିନ ଖାନ୍‌ଙ୍କ ସହ ସ୍କ୍ରିନ୍‌ ସ୍ପେସ୍‌ ଶେୟାର କରିବାକୁ ଯାଉଛନ୍ତି। ଏହି ସମସ୍ତ ଷ୍ଟାର୍‌ଙ୍କୁ ପୁଣି ଥରେ ‘ନୋ ଏଣ୍ଟ୍ରି’ର ସିକ୍ୱେଲରେ ଦେଖିବାକୁ ମିଳିବ।…

ମନ୍ତ୍ରୀ ପଦରୁ ହଟିଲେ ପାର୍ଥ ଚାଟାର୍ଜୀ

କୋଲକତା,୨୮।୭: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ତ୍ରୀ ପଦରୁ ହଟାଇ ଦେଇଛନ୍ତି। ଇଡି ଦ୍ୱାରା ଗିରଫ ହେବା ପରେ ପାର୍ଥଙ୍କୁ ମନ୍ତ୍ରୀ ପଦରୁ ହଟାଇବାକୁ ଦାବି ହୋଇଥିଲା। ଗୁରୁବାର ମମତା…

ଦାନ୍ତ ପାଇଁ ୮ ଲକ୍ଷ ଖର୍ଚ୍ଚ କଲେ ଏହି ବ୍ୟକ୍ତି

ଭଗବାନ ସମସ୍ତଙ୍କୁ ବିଶେଷ ବୈଶିଷ୍ଟ୍ୟ ସହିତ ଦୁନିଆକୁ ପଠାଇଛନ୍ତି। କିନ୍ତୁ କିଛି ଲୋକ ଏହି ବୈଶିଷ୍ଟ୍ୟଗୁଡ଼ିକରେ ପରିବର୍ତ୍ତନ କରିବାକୁ ଚାହିଁଥାନ୍ତି। ଏଥିପାଇଁ ସେମାନେ କସ୍‌ମେଟିକ ସର୍ଜରୀ କରାଇଥାନ୍ତି। କିଛି ଲୋକ ସେମାନଙ୍କ ଦାନ୍ତର ଗଠନକୁ ପରିବର୍ତ୍ତନ କରିଥାନ୍ତି। ଏହା ବ୍ୟତୀତ ହଳଦିଆ…

‘ରାଷ୍ଟ୍ରପତିଙ୍କୁ ଭେଟି କ୍ଷମା ମାଗିବି’

ନୂଆଦିଲ୍ଲୀ,୨୮।୭: କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଦେଶର ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ସମ୍ବୋଧିତ କରିଛନ୍ତି। ଏହି ବିବାଦୀୟ ବିବୃତ୍ତି ଉପରେ ଭାଜପା କଂଗ୍ରେସକୁ ଘେରି ରହିଛି। ଏବେ ଅଧୀର ରଞ୍ଜନ ନିଜେ ଏହି ପ୍ରସଙ୍ଗରେ କ୍ଷମା…

ବରଗଡ଼ ଜିଲାପାଳଙ୍କ ନିର୍ଦ୍ଦେଶ: ନୂଆ ବସ୍‌ଷ୍ଟାଣ୍ଡରେ ଯାତ୍ରୀଗାଡ଼ି ରଖ, ଅନ୍ୟତ୍ର ପାର୍କିଂ କଲେ କାର୍ଯ୍ୟାନୁଷ୍ଠାନ

ବରଗଡ଼ ଅଫିସ, ୨୮।୭- ବରଗଡ଼ ସହରରେ ଘରୋଇ ବସଷ୍ଟାଣ୍ଡ ବିବାଦ ତୀବ୍ର ହେବାରେ ଲାଗିଛି। ନିର୍ମାଣ କାର୍ଯ୍ୟରେ ତୃଟି ଅଭିଯୋଗ କରି ସ୍ଥାନୀୟ ଘରୋଇ ବସ ମାଲିକ ସଂଘ ସେଠାକୁ ଯାତ୍ରୀବାହୀ ବସ ନେଉ ନାହିଁ । ପୁରୁଣା ବସଷ୍ଟାଣ୍ଡରେ ପୂର୍ବଭଳି…

ଅବହେଲାର ଚିତ୍ର: ଗୋଟିଏ ସିରିଞ୍ଜ୍‌ରେ ୩୯ ପିଲାଙ୍କୁ ଦିଆଗଲା କରୋନା ଟିକା

ଭୋପାଳ,୨୮।୭: ମଧ୍ୟପ୍ରଦେଶର ସାଗର ଜିଲାରେ କରୋନା ଟିକାକରଣରେ ଏକ ଚରମ ଅବହେଳା ଦେଖିବାକୁ ମିଳିଛି। ଏଠାରେ ଗୋଟିଏ ଛୁଞ୍ଚିରେ ପ୍ରାୟ ୩୯ ପିଲାଙ୍କୁ କରୋନା ଟିକା ଦିଆଯାଇଛି। ଅଭିଭାବକ ଏହି ବିଷୟରେ ଅଭିଯୋଗ କରିବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା।…

ସେଲ୍‌ଫି ଚକ୍କରରେ ହେଲିକପ୍ଟରରେ କଟିଗଲା ମୁଣ୍ଡ

ଲଣ୍ଡନ,୨୮ା୭: ସୋସିଆଲ ମିଡିଆ ଏବଂ ସେଲ୍‌ଫିର ନିଶା ଏତେ ବଢ଼ିଗଲାଣି ଯେ, କାହା ସହ କେତେବେଳେ କ’ଣ ଘଟୁଛି କହିହେଉ ନାହିଁ। ବ୍ରିଟେନର ଜଣେ ଧନୀ ପରିବାରର ୨୨ ବର୍ଷର ପୁଅ ଜ୍ୟାକ୍‌ ଫେଣ୍ଟନଙ୍କ ମୁଣ୍ଡ ହେଲିକପ୍ଟର ପଙ୍ଖାରେ କଟିଯିବାରୁ ତାଙ୍କର…

ହିଟ୍‌ମ୍ୟାନ୍‌କୁ ପଛରେ ପକାଇ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ହେଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୨୮।୭: ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ରନ୍‌ ସ୍କୋର କରିଥିବା ଖେଳାଳି ଦୌଡ଼ରେ ନ୍ୟୁଜିଲାଣ୍ଡର ଅଭିଜ୍ଞ ଓପନର୍‌ ମାର୍ଟିନ ଗୁପ୍ତିଲ ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ବିରାଟ କୋହଲି ଫର୍ମରେ ନ ଥିବାରୁ ଏହି ଦୁଇ ବ୍ୟାଟ୍ସମ୍ୟାନ୍‌ ଆଗେଇ ଚାଲିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri