Home

କାର୍‌ ଉପରେ ମାଡ଼ିଗଲା କାର୍‌, ଦୁଇ ଗୁରୁତର

ସାରସକଣା,୨ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧିନସ୍ଥ ୧୮ ନଂ ଜାତୀୟ ରାଜପଥ ସଂକୁଚା ନିକଟରେ କାର୍‌ ଉପରେ ଅନ୍ୟ ଏକ କାର୍‌ ମାଡ଼ିଯିବାରୁ ୨ଜଣ ଗୁରୁତର ଥିବା ଜଣାଯାଇଛି। ପ୍ରକାଶ ଯେ, ଝାରପୋଖରିଆ ପଟୁ ଯାଉଥିବା ଏକ କାର୍‌ ଭାରସାମ୍ୟ…

ଗ୍ୟାସ୍‌ ଟାଙ୍କିରୁ ଦୋକାନରେ ଲାଗିଲା ନିଆଁ

ସାକ୍ଷୀଗୋପାଳ,୨ା୧୧(ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳରେ ଅଁଳାନବମୀ ଉପଲକ୍ଷେ ଆୟୋଜିତ ସାଂସ୍କୃତିକ ସମାରୋହ ଶ୍ରୀରାଧା ଉତ୍ସବ ପଡ଼ିଆରେ ଏକ ଜଳଖିଆ ଦୋକାନରେ ବୁଧବାର ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିଲା। ମସଲାଦୋସା ପ୍ରସ୍ତୁତ କରୁଥିବା ଏହି ଦୋକାନରେ ଲାଗିଥିବା ରନ୍ଧନ ଗ୍ୟାସ ଟାଙ୍କିରେ ନିଆଁ ଲାଗିଯାଇ…

ରାତି ପାହିଲେ ଧାମନଗର ଉପନିର୍ବାଚନ: ୧୦୦ ମିଟର ଭିତରେ କଥାବାର୍ତ୍ତା ହେଲେ ବନ୍ଧା ହେବେ

ଭୁବନେଶ୍ୱର,୨ା୧୧(ବ୍ୟୁରୋ): ରାତି ପାହିଲେ ଧାମନଗର ଉପନିର୍ବାଚନ। ଏଥିପାଇଁ ଶେଷ ହୋଇଛି ପାଇଁ ସମସ୍ତ ପ୍ରସ୍ତୁତି । ଗୁରୁବାର ସକାଳ ୭ଟାରୁ ସନ୍ଧ୍ୟା ୬ଯାଏ ଭୋଟଗ୍ରହଣ କରାଯିବ। ତେବେ ସକାଳ ୭ଟାରୁ ସନ୍ଧ୍ୟା ସାଢ଼େ ୬ ଯାଏ ଏକ୍‌ଜିଟ୍‌ ପୋଲ୍‌ ଉପରେ କଟକଣା…

ଏତେ ବଦଳିଗଲେଣି ‘କଚ୍ଚା ବାଦାମ୍‌’ ଫେମ୍‌ ଭୁବନ; କହିଲେ ‘ଏବେ ମୁଁ ସେଲିବ୍ରିଟି’

ବମ୍ବେ: ସୋସିଆଲ ମିଡିଆରେ ଗୋଟିଏ ଗୀତ ଭାଇରାଲ ହେବା ପରେ ରାତାରାତି ଷ୍ଟାର ପାଲଟିଥିଲେ ‘କଚ୍ଚା ବାଦାମ’ ଫେମ୍‌ ଭୁବନ ବାଦକାର। ଏବେ ସେ ପୁଣି ଥରେ ଆଉ ଏକ ନୂଆ ଗୀତ ସହ ଫେରିଛନ୍ତି। ଗୀତର ରିଲିଜକୁ ନେଇ ଭୁବନ…

ବିଶିଷ୍ଟ ସାମାଜିକ କର୍ମୀ ଇଲା ଭଟ୍ଟଙ୍କ ପରଲୋକ

ନୂଆଦିଲ୍ଲୀ,୧୧।୨: ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ସାମାଜିକ କର୍ମୀ (ମହିଳା ଅଧିକାର କର୍ମୀ) ଏଲା ଭଟ୍ଟଙ୍କ ପରଲୋକ ଘଟିଛି। ସେ ୮୯ ବର୍ଷ ବୟସରେ ଅହମ୍ମଦାବାଦର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମହିଳା ସଶକ୍ତିକରଣରେ ଇଲା ଏକ ଗୁରୁତ୍ୱପୂର୍ଣ୍ଣ…

ଭାରତ ବିପକ୍ଷ ମ୍ୟାଚ୍‌ରେ ସବୁବେଳେ ବିଜୟ ଦ୍ୱାରଦେଶରୁ ଆମେ ଫେରୁଛୁ: ବାଲାଂଦେଶ ଅଧିନାୟକ

ଆଡିଲେଡ,୨।୧୧: ଟି୨୦ ବିଶ୍ୱକପ୍‌ ୨୦୨୨ର ସୁପର-୧୨ ମୁକାବିଲାରେ ବାଲାଂଦେଶ ବିପକ୍ଷ ମ୍ୟାଚ୍‌ରେ ୫ ରନ୍‌ରେ ବିଜେତା ହୋଇଛି ଟିମ୍‌ ଇଣ୍ଡିଆ। ବୁଧବାର ଖେଳାଯାଇଥିବା ଏହି ରୋମାଞ୍ଚକର ମୁକାବିଲାରେ ହାରିବାକୁ ନେଇ ବାଲାଂଦେଶ ଅଧିନାୟକ ଶାକିବ ଅଲ ହସନ ଦୁଃଖ ପ୍ରକାଶ କରିଛନ୍ତି।…

ଏଥର ଘରୁ ଭୋଟ ଦେଲେ ଦେଶର ପ୍ରଥମ ମତଦାତା

କିନୌର,୨।୧୧: ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ସ୍ବାଧୀନ ଭାରତର ପ୍ରଥମ ଭୋଟର ଶ୍ୟାମ ସରନ ନେଗି ବୁଧବାର ପ୍ରଥମ ଥର ପାଇଁ କିନୌରର କାଲପାସ୍ଥିତ ତାଙ୍କ ଘରୁ ପୋଷ୍ଟାଲ୍‌ ବାଲାଟ୍‌ ଜରିଆରେ ନିଜର ଭୋଟ ଦେଇଛନ୍ତି। ୧୦୫ ବର୍ଷିୟ ଶ୍ୟାମ ସରନ…

ଜୀବନରେ ଥରେ ନୁହେଁ, ଅନେକ ଥର ପ୍ରେମରେ ପଡ଼ିଥାନ୍ତି ଏହି ରାଶିର ବ୍ୟକ୍ତିବିଶେଷ; ଜଣଙ୍କ ପାଖରେ ମନ ରୁହେନା !

ଅନେକେ କୁହନ୍ତି ପ୍ରକୃତ ପ୍ରେମ ଜୀବନରେ ଥରେ ମାତ୍ର ହୁଏ। ହେଲେ କିଛି ଏପରି ଥାନ୍ତି ଯେଉଁମାନେ ବାରମ୍ବାର ପ୍ରେମରେ ପଡ଼ିଥାନ୍ତି। ଜ୍ୟୋତିଷଶାସ୍ତ୍ର ମୁତାବକ ପ୍ରେମ ଜୀବନ ଉପରେ ଗ୍ରହମାନଙ୍କ ପ୍ରଭାବ ରହିଛି। ଜଣେ ଜୀବନରେ କେତେ ଥର ଏବଂ କେବେ…

ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ସଫଳତା:ଇଣ୍ଟରସେପ୍ଟର ଏଡି-୧ ମିଶାଇଲ୍‌ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ,୨।୧୧: ଭାରତ ଦ୍ୱିତୀୟ ପର୍ଯ୍ୟାୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରତିରକ୍ଷା ଇଣ୍ଟରସେପ୍ଟର ଏଡି-୧ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣକୁ ସଫଳତାର ସହ ସମାପ୍ତ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ବିଭିନ୍ନ ସ୍ଥାନରେ ସ୍ଥିତ ସମସ୍ତ…

ମସ୍କଙ୍କୁ କେଆର୍‌କେଙ୍କ କଟାକ୍ଷ: ‘ମାସକର କିଏ ଦେବ, ଏକାଥରକେ ୫ ବର୍ଷର ଅଗ୍ରୀମ ପଠାଇବି; ଲିଙ୍କ ଦିଅ’

ନୂଆଦିଲ୍ଲୀ,୨।୧୧: ଟେସଲା ସିଇଓ ଏଲୋନ୍‌ ମସ୍କ ଟୁଇଟର ମାଲିକ ହେବା ପରେ ଏହି ପ୍ଲାଟଫର୍ମ ବ୍ୟବହାରକାରୀଙ୍କୁ ବ୍ଲୁ ଟିକ୍‌ ଲାଗି ୮ ଡଲାର ଦେବାକୁ ହେବ ବୋଲି ଘୋଷଣା କରିଛନ୍ତି। ଏହାପରେ ମସ୍କଙ୍କୁ ସମସ୍ତ ପ୍ଲାଟଫର୍ମରେ ତିବ୍ର ସମାଲୋଚନା କରାଯାଉଛି। ଏହି…

ଯୌତୁକ ହତ୍ୟା ମାମଲାର ରାୟ ପ୍ରକାଶ: ସ୍ବାମୀ, ଶ୍ୱଶୁର, ନଣନ୍ଦଙ୍କୁ ୧୪ ବର୍ଷ ଜେଲ୍‌ ଦଣ୍ଡାଦେଶ

ଭବାନୀପାଟଣା,୨ା୧୧(ସ୍ବ.ପ୍ର.): କଳାହାଣ୍ଡି ଜିଲା କେଗାଁ ଥାନା ଅନ୍ତର୍ଗତ ଡଙ୍ଗାପଖାନ ଗ୍ରାମରେ ୨୦୧୪ରେ ହୋଇଥିବା ଯୌତୁକ ଜନିତ ହତ୍ୟା ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ଏହି ମାମଲାରେ ଭବାନୀପାଟଣା ଅତିରିକ୍ତ ଜିଲା ଓ ଦୌରାଜଜ୍‌ ଶୁଭଞ୍ଜନ ମହାନ୍ତି ଶୁଣାଣି କରି ଅଭିଯୁକ୍ତ…

ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ଦେଗଗଡ଼/ରିଆମାଳ,୨ା୧୧(ଡି.ଏନ୍‌.ଏ.): କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ତୋଟାବାରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ତ୍ରୀଙ୍କ ପରକୀୟା ପ୍ରୀତିକୁ ସନ୍ଦେହ କରି ଏକ ଠେଙ୍ଗାରେ ପିଟିବା ସହିତ ପଥରରେ ଛେଚି ହତ୍ୟା କରିବା ପରେ ସ୍ବାମୀ ଫେରାର ହୋଇଯାଇଛନ୍ତି। ମୃତ ମହିଳା ଜଣକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri