ୟେସ୍‌ ୱାଲର୍‌ଡର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୯।୧: ଅନ୍ତଃରାଷ୍ଟ୍ରୀୟ କ୍ଲାଇମେଟ୍‌ ଟେକ୍‌ କମ୍ପାନୀ ୟେସ୍‌ ୱାଲର୍‌ଡ୍‌ କ୍ଲାଇମେଟ୍‌ ଟେକ୍‌ ପିଟିଇ ଲିଃ.ର ନୂତନ ଉତ୍ପାଦ ନିକଟରେ ଉନ୍ମୋଚନ କରାଯାଇଛି। ବିଶେଷ କରି ଘରର ଝରକାଗୁଡିକ ପାଇଁ ବିଶ୍ୱର ପ୍ରଥମ ଶକ୍ତି ଦକ୍ଷ ଗ୍ଲାସ୍‌ ସଲ୍ୟୁଶନର ଶୁଭାରମ୍ଭ କରାଯାଇଛି। ୟେସ୍‌ ୱାର୍ଲଡ ଆମ ପୃଥିବୀକୁ ଗ୍ଲୋବାଲ ୱାର୍ମିଙ୍ଗର ସବୁଠାରୁ ବଡ ସମସ୍ୟାରୁ ସୁରକ୍ଷିତ ରଖିବା ପାଇଁ କ୍ଲାଇମେଟ୍‌ ଟେକ୍ନୋଲୋଜି କ୍ଷେତ୍ରରେ କାର୍ଯ୍ୟ କରୁଛି।

ବୈଜ୍ଞାନିକଙ୍କ ମତରେ ଏହି ବୈପ୍ଳବିକ ଉତ୍ପାଦ ସୂର୍ଯ୍ୟଠାରୁ ଆସୁଥିବା ଉତ୍ତାପକୁ ୮୫% ଯାଏ ହ୍ରାସ କରିଥାଏ। ଏ ସମ୍ପର୍କରେ ୟେସ୍‌ ୱାଲର୍‌ଡ୍‌ର ସିଇଓ ଏବଂ ସେଭ୍‌ ଆର୍ଥ ଆକ୍ଟିଭିଷ୍ଟ ଡ. ସନ୍ଦୀପ ଚୌଧୁରୀ କହିଛନ୍ତି, ୟେସ୍‌ ୱାର୍ଲଡର ୱିଣ୍ଡୋଜ୍‌ ସଲ୍ୟୁଶନର ଫଳାଫଳ ଚମତ୍କାର ଅଟେ। ଏହା ସୂର୍ଯ୍ୟର ଉତ୍ତାପକୁ ୮୫% ଯାଏ ବ୍ଲକ୍‌ କରିବା ସହ ସୂର୍ଯ୍ୟଠାରୁ ଆସୁଥିବା କ୍ଷତିକାରକ ଅତିବାଇଗଣୀ ରଶ୍ମିକୁ ମଧ୍ୟ ୯୨% ଯାଏ ହ୍ରାସ କରୁଛି। ଫଳରେ ୟେସ୍‌ ୱାଲର୍‌ଡ୍‌ର ୱିଣ୍ଡୋଜ୍‌ ସଲ୍ୟୁଶନ ଇନ୍‌ଷ୍ଟଲ ହୋଇଥିବା ସ୍ଥାନଗୁଡିକରେ ବିଦ୍ୟୁତ୍‌ ବିଲ୍‌ ଉପରେ ୫୦% ଯାଏ ସଞ୍ଚୟ କରାଯାଇପାରୁଛି। ଅପରପକ୍ଷରେ କମ୍ପାନୀ ଖୁବଶୀଘ୍ର ବିଶ୍ୱବ୍ୟାପୀ ଏହି ୱିଣ୍ଡୋଜ୍‌ ସଲ୍ୟୁଶନର ଇନ୍‌ଷ୍ଟଲେଶନ ଆରମ୍ଭ କରିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଡିଜ୍‌ର ଆକଳନ; ଭାରତୀୟ ବ୍ୟାଙ୍କଗୁଡ଼ିକର ଚାପଗ୍ରସ୍ତ ସମ୍ପତ୍ତି ବଢିବ

ନୂଆଦିଲ୍ଲୀ,୯-୯: ଦେଶର ବ୍ୟାଙ୍କଗୁଡିକ ଏବେ ସମସ୍ୟା ଦେଇ ଗତି କରୁଥିବା ବେଳେ ବ୍ୟାଙ୍କରପ୍ସି (ଦେବାଳିଆ) ମାମଲାର ସମାଧାନ ବିଳମ୍ବିତ ହେଉଛି। ଏହି କାରଣରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର...

ବଢିବନି ପୋଷାକ ଦର

ନୂଆଦିଲ୍ଲୀ,୩୧।୧୨: ଉଦ୍ୟୋଗୀ ଓ ରାଜ୍ୟ ସରକାରଙ୍କ ବିରୋଧ ପରେ କେନ୍ଦ୍ର ସରକାର କପଡ଼ା ଓ ଜୋତା ଉପରେ ୫ରୁ ୧୨ ପ୍ରତିଶତ ଜିଏସ୍‌ଟି ବୃଦ୍ଧି ନିଷ୍ପତ୍ତିକୁ...

କର୍ମରେ ଆତ୍ମତୃପ୍ତି ହିଁ ସଫଳତା

ପେସା ସରକାରୀ ଚାକିରି ହେଲେ ନିଶା ଥିଲା ଓଡ଼ିଶାର କଳା ସଂସ୍କୃତିକୁ ନେଇ ଉନ୍ନତ ମାନର ହସ୍ତତନ୍ତ ପୋଷାକ ପ୍ରସ୍ତୁତି ସହ ଏହାର ପ୍ରଚାର ପ୍ରସାର...

ଫେବୃୟାରୀ ଯାଏ ୬୦% କ୍ଷମତାରେ ବିମାନ ସେବା

ନୂଆଦିଲ୍ଲୀ: ଆସନ୍ତା ଫେବୃୟାରୀ ମାସ ଯାଏ ଦେଶ ମଧ୍ୟରେ ବିମାନ ସେବା ୬୦% କ୍ଷମତାରେ ଚାଲିବ। କରୋନାକୁ ନଜରରେ ରଖି ୬୦%ସୀମା ମଧ୍ୟରେ ସେବା ଯୋଗାଇଦେବା...

ବଜାରରୁ ୩.୨ ଲକ୍ଷ କୋଟି ଉଠାଇବେ ରାଜ୍ୟ

ନୂଆଦିଲ୍ଲୀ,୯।୪: ଚଳିତ ବର୍ଷ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ରାଜ୍ୟଗୁଡିକ ବଜାରରୁ ୩.୨ ଲକ୍ଷ କୋଟି ଟଙ୍କା ଉଠାଇବେ। ଏ ନେଇ ଅର୍ଥ ମନ୍ତ୍ରଣାଳୟ ସବୁ ରାଜ୍ୟକୁ...

୨୦୨୦ରେ ମାଡି ଆସୁଛି ମାନ୍ଦାବସ୍ଥା

ନୂଆଦିଲ୍ଲୀ,୨୦-୮: ଆସନ୍ତା ଏକ ବର୍ଷ ମଧ୍ୟରେ ୮ବର୍ଷରେ ସବୁଠାରୁ ଭୟଙ୍କର ମାନ୍ଦାବସ୍ଥା ମାଡିଆସୁଛି। ଏକ ତୃତୀୟାଂଶ ଗ୍ଲୋବାଲ ଫଣ୍ଡ ମ୍ୟାନେଜର ଏ ସମ୍ପର୍କରେ ଅନୁମାନ ଦର୍ଶାଇଛନ୍ତି।...

ଡାର୍କନେଟ୍‌ରେ ୧ ଲକ୍ଷ ଲୋକଙ୍କ ଡାଟା

ନୂଆଦିଲ୍ଲୀ,୪।୬: ୧ ଲକ୍ଷରୁ ଅଧିକ ଲୋକଙ୍କ ଆଧାର, ପାନ୍‌ ଏବଂ ପାସ୍‌ପୋର୍ଟ ସମେତ ଅନ୍ୟ ତଥ୍ୟର ସ୍କାନ୍‌ ନଥି ଡାର୍କନେଟ୍‌ରେ ବିକ୍ରି ଲାଗି ଉପଲବ୍ଧ ରହିଛି।...

ମାଞ୍ଚେଷ୍ଟର ସିଟି ସହ ଜିଓର ସହଭାଗିତା

ନୂଆଦିଲ୍ଲୀ,୬।୧: ମାଞ୍ଚେଷ୍ଟର ସିଟି କ୍ଲବ୍‌ ବୁଧବାର ଦେଶର ଅଗ୍ରଣୀ ପ୍ରାଇଭେଟ୍‌ ଟେଲିକମ୍‌ ସଂସ୍ଥା ଜିଓ ସହିତ ତାର ନୂତନ ଆଞ୍ଚଳିକ ଭାଗିଦାରୀ ରୂପେ ଚୁକ୍ତିନାମା କରିଛି...

Advertisement
Archives

Model This Week