ଗେହଲଟ୍, ପାଇଲଟ୍ ପୁଣି ମୁହଁ।ମୁହିଁ
ଜୟପୁର, ୩।୧୧: ଏଆଇସିସି ଅଧ୍ୟକ୍ଷ ନିର୍ବାଚନ ଶେଷ ହେବାପରେ ରାଜସ୍ଥାନ କଂଗ୍ରେସରେ କ୍ଷମତା ପାଇଁ ପୁଣି ମୁହଁ।ମୁହିଁ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍। ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ପଦ ଦୌଡ଼ରେ ଥିବା ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ…
ଜଳବାୟୁ ସଙ୍କଟକୁ ପ୍ରାଥମିକତା ଦିଆଯାଉନାହିଁ
ଲଣ୍ଡନ, ୩ା୧୧: ନଭେମ୍ବର ୬ରୁ ୧୮ ପର୍ଯ୍ୟନ୍ତ ଇଜିପ୍ଟରେ ଜାତିସଂଘ ଜଳବାୟୁ ସମ୍ମିଳନୀ କପ୍୨୭ ଅନୁଷ୍ଠିିତ ହେବ। ଉକ୍ତ ସମ୍ମିଳନୀ ପୂର୍ବରୁ ପ୍ରଖ୍ୟାତ ଜଳବାୟୁ କର୍ମୀ ଗ୍ରେଟା ଥନବର୍ଗଙ୍କ ମନ୍ତବ୍ୟ ଏକ ଭିନ୍ନ ବାର୍ତ୍ତ ଦେଇଛି। ଗ୍ରେଟା ଉକ୍ତ ସମ୍ମିଳନୀରେ ଉପସ୍ଥିତ…
ସିଆର୍ପିଏଫ୍, ଆର୍ଏଏଫ୍ରେ ମହିଳାଙ୍କୁ ଗୁରୁଦାୟିତ୍ୱ
ନୂଆଦିଲ୍ଳୀ, ୩।୧୧: ପ୍ରଥମ ଥର ପାଇଁ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆର୍ପିଏଫ୍) ର ଦୁଇ ମହିଳା ଅଫିସର ସୀମା ଧୁଣ୍ଡିଆ ଏବଂ ଆନି ଆବ୍ରାହମଙ୍କୁ ଇନ୍ସ୍ପେକ୍ଟର ଜେନେରାଏ (ଆଇଜି) ପଦ ମିଳିଛି। ଦୁହେଁ ୧୯୮୭ରେ ପ୍ରଥମ ଥର ପାଇଁ ଫୋର୍ସରେ…
୨% ପିଉଛନ୍ତି ଟ୍ୟାପ୍ ପାଣି
ନୂଆଦିଲ୍ଳୀ, ୩।୧୧: ଦେଶର ମୋଟ ଜନସଂଖ୍ୟାର ମାତ୍ର ୨ ପ୍ରତିଶତ ଲୋକଙ୍କ ଘରେ ଟ୍ୟାପ୍ଯୋଗେ ପାନୀୟ ଜଳ ସୁବିଧା ଉପଲବ୍ଧ ରହିଛି। ସୋସିଆଲ ମିଡିଆ ପ୍ଲାଟଫର୍ମର ଏକ ସଂଗଠନ ଲୋକାଲସର୍କଲ ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ ଏବେ ବି ଅନେକଙ୍କ ଘରେ…
ହେମନ୍ତ ସୋରେନଙ୍କୁ ଇଡି ଡାକରା
ରାଞ୍ଚତ୍,୩ା୧୧: ବେଆଇନ ଖଣି ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବୁଧବାର ସମନ କରିଛି। ତାଙ୍କୁ ଗୁରୁବାର ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ଏନେଇ ସୋରେନ କହିଛନ୍ତି, ସେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ। ବିରୋଧୀ…
୬ ରାଜ୍ୟର ୭ ବିଧାନସଭା ଆସନରେ ଉପ-ନିର୍ବାଚନ…
ନୂଆଦିଲ୍ଲୀ,୩।୧୧: ଦେଶର ୬ ଟି ରାଜ୍ୟରେ ୭ ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ପାଇଁ ଗୁରୁବାର ମତଦାନ ଆରମ୍ଭ ହୋଇଛି। ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ମୁଖ୍ୟତଃ ଭାରତୀୟ ଜନତା ପାର୍ଟି ଏବଂ ଆଞ୍ଚଳିକ ଦଳ ମଧ୍ୟରେ। ନଭେମ୍ବର ୬ ରେ ଭୋଟ…
ଦିନକୁ ୪୩ କେଜିର ମାଇକ୍ରୋପ୍ଲାଷ୍ଟିକ ଗିଳୁଛନ୍ତି ବ୍ଲୁ ହ୍ବେଲ୍
ଓ୍ବାଶିଂଟନ୍, ୩।୧୧: ସମୁଦ୍ର ଜଳରେ ମାଇକ୍ରୋପ୍ଲାଷ୍ଟିକର ଉପସ୍ଥିତି କାରଣରୁ ସେଠାରେ ବାସ କରୁଥିବା ପ୍ରାଣୀଙ୍କ ଜୀବନ ଏବେ ବିପଦରେ ପଡ଼ିଯାଇଛି। ତେବେ ପୃଥିବୀର ସବୁଠାରୁ ବିଶାଳ ପ୍ରାଣୀ କୁହାଯାଉଥିବା ତିମିଙ୍କ ଜୀବନ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଉପୁଜିଛି ବୋଲି…
୧୨ ବିଲିୟନ ଡଲାର ରହସ୍ୟ
ନୂଆଦିଲ୍ଲୀ/ ବେଜିଂ, ୩।୧୧: ଦୁଇ ବଡ଼ ଅର୍ଥନୀତି ଚାଇନା ଓ ଭାରତ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ମତଭେଦରୁ ସମ୍ପର୍କରେ ତିକ୍ତତା ରହିଥିଲେ ହେଁ ବାଣିଜି୍ୟକ କାରବାର ଚାଲିଛି। ଏହି କାରବାର ଭିତରେ ଏକ ବଡ଼ ବ୍ୟତିକ୍ରମ ସାମ୍ନାକୁ ଆସିଛି। ଚାଇନାର କହିବା…
ଡେଥ୍ ଓଭର ପାଇଁ ଅର୍ଶଦୀପଙ୍କୁ ପ୍ରସ୍ତୁତ କରୁଥିଲା ଟିମ୍ ଇଣ୍ଡିଆ:ରୋହିତ
ଆଡିଲେଡ୍,୨ା୧୧: ବାଲାଂଦେଶ ବିପକ୍ଷ ମ୍ୟାଚ୍ରେ ହିରୋ ପାଲଟିଛନ୍ତି ଅର୍ଶଦୀପ ସିଂ। ବିଶେଷକରି ଡେଥ୍ ଓଭରରେ ତାଙ୍କ ପ୍ରଭାବଶାଳୀ ବୋଲିଂ ଲାଗି ଭାରତୀୟ ଅଧିନାୟକ ରୋହିତ ଶର୍ମା ତାଙ୍କର ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଡେଥ୍ ବୋଲିଂ ପାଇଁ ଭାରତ ଅର୍ଶଦୀପ ସିଂଙ୍କୁ ପ୍ରସ୍ତୁତ…
୫୦୦ ଲୋକଙ୍କୁ ପକ୍କା ଘର ଦେଲେ ମୋଦି
ନୂଆଦିଲ୍ଲୀ,୨।୧୧:ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିଲ୍ଲୀର କାଲକାଜୀ ଅଞ୍ଚଳରେ ରହୁଥିବା ୫୦୦ ଲୋକଙ୍କୁ ପକ୍କା ଘର ଚାବି ହସ୍ତାନ୍ତର କରିଛନ୍ତି। ପ୍ରଧାନମନ୍ତ୍ରୀ ‘ଇନ-ସିଟୁ ସ୍ଲମ୍ ରିହାବିଲିଟେସନ ପ୍ରୋଜେକ୍ଟ’ ଅନ୍ତର୍ଗତ ଦିଲ୍ଲୀର କାଲକାଜୀରେ ୩,୦୩୪ ନୂତନ ନିର୍ମାଣ ହୋଇଥିବା ଫ୍ଲାଟକୁ ଏକ…
‘ଏତେ ସଂଖ୍ୟାରେ ମୃତଦେହ କେବେ ଦେଖିନାହୁଁ’
ମୋର୍ବି,୨ା୧୧: ଗୁଜରାଟର ମୋର୍ବି ଝୁଲାପୋଲ ଦୁର୍ଘଟଣା ପରେ ଏତେ ଦଶନ୍ଧି ମଧ୍ୟରେ ଏତେ ସଂଖ୍ୟକ ମୃତଦେହ କେବେ ଦେଖି ନାହାନ୍ତି ବୋଲି ସହରର ଶବଦାହ ଏବଂ କବରସ୍ଥାନର କର୍ମକର୍ତ୍ତାମାନେ କହିଛନ୍ତି। ରବିବାର ସନ୍ଧ୍ୟାରେ ମାଛୁ ନଦୀ ଉପରେ ବ୍ରିଟିଶ ଅମଳର ଝୁଲାପୋଲ…
ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେଲେ ପୂଜା ଭଟ୍ଟ
ହାଇଦ୍ରାବାଦ,୨ା୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରାରେ ବୁଧବାର ନିର୍ଦ୍ଦେଶିକା ତଥା ପ୍ରଯୋଜିକା ପୂଜା ଭଟ୍ଟ ସାମିଲ ହୋଇଛନ୍ତି। ହାଇଦ୍ରାବାଦରେ ରାହୁଲ ପଦଯାତ୍ରା କରୁଥିବାବେଳେ ପୂଜା ତାଙ୍କ ସହ ଚାଲି ଚାଲି ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ଏହାର…
Archives


