Home

ଗୋବିନ୍ଦାଙ୍କ ଗୀତରେ ଭାଉଜଙ୍କ ଜବରଦସ୍ତ ଡ୍ୟାନ୍ସ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ଲୋକମାନେ ବିଭିନ୍ନ ପ୍ରକାରର ଭିଡିଓ ଶେୟାର କରିଥାନ୍ତି। ଏହି ଭିଡିଓଗୁଡ଼ିକ ମଧ୍ୟରୁ କିଛି ହୃଦୟକୁ ସ୍ପର୍ଶ କରିଥାଏ। ଆଉ କିଛି ବେଶ୍‌ ମଜାଳିଆ ହୋଇଥାଏ। ଏବେ ସେମିତି ଏକ ଡ୍ୟାନ୍ସ ଭିଡିଓ ଖୁବ୍‌…

ଟିକା ନେଇଥିବା ଲୋକ ମଧ୍ୟ ଏକ୍ସବିବି.୧.୫ ଭାରିଆଣ୍ଟରେ ଆକ୍ରାନ୍ତ ହେବା ଆଶଙ୍କା: ଆମେରିକା ରିପୋର୍ଟ…

ଓ୍ବାଶିଂଟନ,୭।୧ : ଆମେରିକାର ବିଶେଷଜ୍ଞମାନେ କହିଛନ୍ତି ଯେ କରୋନାର ଏକ୍ସବିବି.୧.୫ ଭାରିଆଣ୍ଟ ଅଧିକ ସଂକ୍ରାମକ। ଏହା ଏତେ ସଂକ୍ରାମକ ଯେ କରୋନାଭାଇରସ ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି। ପୂର୍ବରୁ ସଂକ୍ରମିତ ହୋଇଥିବା ୮୦ ଆମେରିକୀୟ ପୁନର୍ବାର ସଂକ୍ରମିତ…

ପାକିସ୍ତାନରେ ଦରଦାମ ଆକାଶ ଛୁଆଁ,ତେଲ-୫୮୦,ପିଆଜ-୨୮୦,ଟମାଟୋ-୯୦…

ଇସଲାମାବାଦ,୭।୧ : ପାକିସ୍ତାନରେ ନଗଦ ସଙ୍କଟ ମଧ୍ୟରେ ମୁଦ୍ରାସ୍ଫୀତି ବେଲଗାମ ହୋଇଛି। ଖାଦ୍ୟ ସାମଗ୍ରୀ ଇନ୍ଧନ ସାମଗ୍ରୀର ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିବା ସହିତ ମୁଦ୍ରାସ୍ଫୀତି ପୂର୍ବ ବର୍ଷ ତୁଳନାରେ ପ୍ରାୟ ୩୧ ପ୍ରତିଶତ ବୃଦ୍ଧି ପାଇଛି। ପାକିସ୍ତାନ ପରିସଂଖ୍ୟାନ ବ୍ୟୁରୋ…

ଦୁବାଇରେ କ୍ୟାରିୟରର ଅନ୍ତିମ ଟୁର୍ନାମେଣ୍ଟ ଖେଳିବେ ସାନିଆ

ନୂଆଦିଲ୍ଲୀ,୭।୧: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ସନ୍ନ୍ୟାସ ନେଇ ଘୋଷଣା କରିଛନ୍ତି। ଆସନ୍ତା ଫେବୃୟାରୀ ୧୯ରେ ଖେଳାଯିବାକୁ ଥିବା ଦୁବାଇ ଟେନିସ ଚାମ୍ପିୟନଶିପ୍‌ ତାଙ୍କ କ୍ୟାରିୟରର ଅନ୍ତିମ ଟୁର୍ନାମେଣ୍ଟ ହେବ ବୋଲି ସେ କହିଛନ୍ତି। ୩୬ ବର୍ଷୀୟ ସାନିଆ ଡବଲ୍ସରେ…

ଗଞ୍ଜେଇ ଚାଷ ନଷ୍ଟ ବେଳେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ

କୋରୁକୋଣ୍ଡା,୭ା୧(ଡି.ଏନ୍‌.ଏ.): ଗଞ୍ଜେଇ ଚାଷ ନଷ୍ଟ ବେଳେ ପୋଲିସକୁ ଶନିବାର ଆକ୍ରମଣ ହୋଇଛି। ସ୍ଥାନୀୟ ଲୋକଙ୍କ ଆକ୍ରମଣରେ ୩ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ଏଥିରେ ଜଣେ ହୋମଗାର୍ଡଙ୍କୁ ମଧ୍ୟ ଗ୍ରାମବାସୀ ଅଟକ ରଖିଛନ୍ତି। ସୂଚନାନୁଯାୟୀ ଏସ୍‌ଡିପିଓଙ୍କ ନେତୃତ୍ୱରେ ମାଲକାନଗିରି…

୧୦୦ ଦିନ ପୂରଣ କଲା ‘କାନ୍ତାରା’

ମୁମ୍ବାଇ: ୨୦୨୨ରେ ଫିଲ୍ମ ‘କାନ୍ତାରା’ ଦର୍ଶକଙ୍କ ହୃଦୟକୁ ଛୁଇଁଯାଇଛି। ଫିଲ୍ମଟି ବ୍ଲକବଷ୍ଟର ତାଲିକାରେ ଆଉ ଏକ ଗୌରବ ଯୋଡ଼ିଛି, ଯାହା ଭାରତର ହୃଦୟରୁ ‘କାନ୍ତାରା’ ଆକର୍ଷଣୀୟ ହୋଇଛି। ଏହି ଫିଲ୍ମଟି ପ୍ରଥମ ଦିନରୁ ହିଁ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ…

ମହାତ୍ମା ଗାନ୍ଧୀ-ନେଲସନ ମଣ୍ଡେଲାଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା, ନିନ୍ଦା କଲେ ଭାରତୀୟ ହାଇ କମିଶନ…

ଭିକ୍ଟୋରିଆ,୭।୧ : ଭିକ୍ଟୋରିଆର ଶାନ୍ତି ପାର୍କରେ ମହାତ୍ମା ଗାନ୍ଧୀ ଏବଂ ନେଲସନ ମଣ୍ଡେଲାଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରିବା କାର୍ଯ୍ୟକୁ ନିନ୍ଦା କରିଥିବା ଭାରତୀୟ ହାଇ କମିଶନ ଶନିବାର କହିଛନ୍ତି। ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇ କମିଶନ ସିସେଲ୍ଚ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ…

ଆହୁରି ଦୁଇଦିନ ପ୍ରବଳ ଶୀତରେ ଥରିବ ରାଜ୍ୟ, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୭ା୧(ବ୍ୟୁରୋ): ରାଜ୍ୟର ଅଧିକାଂଶ ଜିଲା ଆହୁରି ଦୁଇଦିନ ପ୍ରବଳ ଶୀତରେ ଥରିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ରାତିର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ କମିବ। ତେଣୁ ଶନିବାର ଏବଂ ରବିବାର କିଛି ଜିଲା…

ଏୟାର ଇଣ୍ଡିଆରେ ମହିଳାଙ୍କ ଉପରେ ପରିସ୍ରା ମାମଲା: ଅଭିଯୁକ୍ତ ୧୪ ଦିନିଆ ନ୍ୟାୟିକ ହେପାଜତରେ…

ନୂଆଦିଲ୍ଲୀ,୭।୧ : ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ସହ-ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗରେ ଅଭିଯୁକ୍ତ ଶଙ୍କର ମିଶ୍ରଙ୍କୁ ପଟିଆଲା ହାଉସ କୋର୍ଟ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।ଅଭିଯୁକ୍ତ ଗତ ବର୍ଷ ନଭେମ୍ବର ୨୬ ରେ ନ୍ୟୁୟର୍କରୁ ଦିଲ୍ଲୀ…

୩ ଘଣ୍ଟା ଯାଏ ଚାଲିଲା ସର୍ଜରି

ମୁମ୍ବାଇ,୭।୧: କାର୍‌ ଦୁର୍ଘଣାରେ ଆହତ ହୋଇଥିବା ଭାରତୀୟ ଷ୍ଟାର କ୍ରିକେଟର ରିଷଭ ପନ୍ତଙ୍କ ଗୋଟିଏ ସର୍ଜରି ଶେଷ ହୋଇଛି। ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ୩ ଘଣ୍ଟା ଧରି ତାଙ୍କର ଲିଗାମେଣ୍ଟ ସର୍ଜରୀ ଚାଲିଥିଲା। ଅପରେଶନ ପରେ ପନ୍ତ ଭଲ ଅନୁଭବ କରୁଛନ୍ତି।…

ଭାରତ ଯୋଡୋ ଯାତ୍ରାର ଉଦ୍ଦେଶ୍ୟ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ନୁହେଁ: ଜୟରାମ ରମେଶ…

ନୂଆଦିଲ୍ଲୀ,୭।୧ : ହରିୟାଣାର ପାନିପତରୁ କଂଗ୍ରେସର ଭାରତ ଯୋଡା ଯାତ୍ରା ଶନିବାର ସକାଳେ କର୍ନଲ ଜିଲ୍ଲାରେ ପହଞ୍ଚିଛି। ଏହି ସମୟରେ ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସର ଅନ୍ୟ ବରିଷ୍ଠ ନେତାମାନେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ କଂଗ୍ରେସର ବରିଷ୍ଠ ନେତା ଜୟରାମ…

‘ପାକିସ୍ତାନରୁ ବନ୍ୟା କମିନାହିଁ ବରଂ ବିଶ୍ୱର ଧ୍ୟାନ କମିଛି’

ଇସଲାମାବାଦ,୭ା୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କହିଛନ୍ତି, ଗତ ଗ୍ରୀଷ୍ମଋତୁରେ ଦେଶରେ ହୋଇଥିବା ଭୟଙ୍କର ବର୍ଷା ଓ ବନ୍ୟାରେ ୧୭୦୦ ଲୋକ ପ୍ରାଣ ହରାଇଛନ୍ତି। ସ୍ବିଜରଲାଣ୍ଡର ଆକାର ଏକ ବୃହତ ଅଞ୍ଚଳ ଜଳମଗ୍ନ ହୋଇ ୩୩ ନିୟୁତ ଲୋକ ପ୍ରଭାବିତ ହୋଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?