କାହିଁକି ଧସୁଛି ଜୋଷୀମଠ
ନୂଆଦିଲ୍ଲୀ,୯ା୧: ଭୂସ୍ଫଳନ ପ୍ରବଣ ଜୋନ୍ ଜୋଷୀମଠରେ ଅବାଧ ନିର୍ମାଣ ସମ୍ପୃକ୍ତ ଅଞ୍ଚଳକୁ ବିପଦ ମୁହଁକୁ ଠେଲିଦେଇଛି। ଏହାର ପ୍ରତିବାଦରେ ହିଲ୍ ଟାଉନ୍ ବାସିନ୍ଦା ଗୁରୁବାର ବନ୍ଦ ପାଳନ କରିଥିଲେ। ସେମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ଦୋକାନବଜାର ବନ୍ଦ ସହ ଚକା…
୪୮%ଙ୍କ ମତ ବିମାନରେ ମଦ୍ୟପାନ ସେବା ବନ୍ଦହେଉ
ନୂଆଦିଲ୍ଲୀ, ୯।୧: ଏୟାର ଇଣ୍ଡିଆ ବିମାନରେ ନିଶାସକ୍ତ ଅବସ୍ଥାରେ ନିୟନ୍ତ୍ରଣ ହରାଇ ପୁରୁଷ ଯାତ୍ରୀ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିବାର ୨ଟି ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର୍ ଧରିଛି। ବିମାନରେ ଯାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ଯାତ୍ରା…
ରାଉରକେଲା ବିମାନବନ୍ଦରରୁ ୬ଗୁଳି ଧରାପଡ଼ିଲା
ରାଉରକେଲା ଅଫିସ,୯ା୧: ରାଉରକେଲା ସହରକୁ ବିମାନସେବା ଆରମ୍ଭ ହେବାର ଦିନକ ପରେ ରବିବାର ସ୍ଥାନୀୟ ବିମାନ ବନ୍ଦରରୁ ଜଣେ ଯାତ୍ରୀଙ୍କଠାରୁ ୬ଟି ଗୁଳି ଧରାପଡିଛି। ଯାତ୍ରୀ ଜଣଙ୍କ ଜଣେ ଔଷଧ ବ୍ୟବସାୟୀ ହୋଇଥିବାବେଳେ ସେ ବିମାନରେ ଚଢ଼ିବା ପୂର୍ବରୁ ସିକ୍ୟୁରିଟି ସ୍କାନରରେ…
ଅର୍ଚ୍ଚନାଙ୍କ ବେଆଇନ ଅର୍ଥ କାରବାର ମାମଲା: ଆଜି ଚାର୍ଜଶିଟ୍ ଦାଖଲ କରିବ ଇଡି
ଭୁବନେଶ୍ୱର,୯।୧(ବ୍ୟୁରୋ): ବେଆଇନ ଅର୍ଥ କାରବାର ମାମଲାରେ ଚର୍ଚ୍ଚିତ ବ୍ଲାକ୍ମେଲର ଅର୍ଚ୍ଚନା ନାଗ, ସ୍ବାମୀ ଜଗବନ୍ଧୁ ଚାନ୍ଦ ଓ ବ୍ୟବସାୟିକ ସହଯୋଗୀ ଖଗେଶ୍ୱର ପାତ୍ର ଝାରପଡ଼ା ଜେଲରେ ରହିଛନ୍ତି। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଏହି ତିନି ଅଭିଯୁକ୍ତଙ୍କ ବିରୋଧରେ…
ଜୋଷୀମଠ ଭୂସ୍ଖଳନପ୍ରବଣ
ଡେରାଡୁନ୍/ନୂଆଦିଲ୍ଲୀ,୯ା୧: ଦେବଭୂମି ରୂପେ ପରିଚିତ ଉତ୍ତରାଖଣ୍ଡର ଛୋଟ ସହର ଜୋଷୀମଠ ଉପରେ ବଡ଼ ବିପଦ ଦେଖାଦେଇଛି। ଚମୋଲି ଜିଲାର ଏହି ଅଞ୍ଚଳରେ ଲଗାତର ଭାବେ ଘର କାନ୍ଥ ଭାଙ୍ଗିବା ସହ ରାସ୍ତା ଧସିବାରେ ଲାଗିଥିବାରୁ ରବିବାର ଏହାକୁ ‘ଭୂସ୍ଖଳନ ପ୍ରବଣ ଜୋନ୍’…
୧୦ ଡିଗ୍ରୀ ତଳେ ୨୧ ସହର ତାପମାତ୍ରା
ଭୁବନେଶ୍ୱର, ୮।୧(ବ୍ୟୁରୋ)- ରାଜ୍ୟରେ ଗତ ଦୁଇ ଦିନ ହେବ ପ୍ରବଳ ଥଣ୍ଡା ପଡ଼ିଛି। ଅଳ୍ପ କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ବଢ଼ିଛି। ରବିବାର ଓଡ଼ିଶାର ୨୧ଟି ସହରରେ ତାପମାତ୍ରା ୧୦ଡିଗ୍ରୀ ତଳେ ରହିଥିଲା। ଏନେଇ…
ପ୍ରସିଦ୍ଧି ଅର୍ଜନକୁ ନେଇ ଏମିତି କହିଲେ କୋହଲି
ନୂଆଦିଲ୍ଲୀ,୮।୧: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ବାଂଲାଦେଶ ବିପକ୍ଷ ଦିନିକିଆ ଏବଂ ଟେଷ୍ଟ ସିରିଜ ପରେ ବିରାଟ କୋହଲି ବିଶ୍ରାମ ନେଉଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରୁ ଦଳକୁ ଫେରିବେ। ଏହି ସିରିଜ ପୂର୍ବରୁ ସେ ଇନଷ୍ଟାଗ୍ରାମରେ…
କ୍ଷମା ମାଗନ୍ତୁ ନୀତୀଶ
ପାଟନା,୮।୧: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ସୁଶୀଲ କୁମାର ମୋଦି ରବିବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ୍ କରିଛନ୍ତି। ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ ନୀତୀଶ ମହିଳାଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ସେ କ୍ଷମା ମାଗିବା…
ଭାଜପା ମୋଦିଙ୍କୁ ଭଗବାନ ବୋଲି କହୁଛି, ଏହା ଏକଛତ୍ରବାଦୀ ଶାସନ ବ୍ୟତୀତ ଆଉ କିଛି ନୁହେଁ: ଖର୍ଗେ
ଚିତ୍ରଦୁର୍ଗ,୮ ।୧: କର୍ନାଟକର ଚିତ୍ରଦୁର୍ଗରେ ରବିବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସରକାରୀ ପଦବି ଖାଲି ରଖିଥିବା ଅଭିଯୋଗ କରି ମଲ୍ଲିକାର୍ଜୁନ ଖର୍ଗେ କହିଛନ୍ତି, ୩୦ ଲକ୍ଷ ସରକାରୀ ପଦବୀ ଖାଲି ରହିଛି,…
ଇତିହାସକୁ ପୁଣିଥରେ ଲେଖିବାର ଆବଶ୍ୟକତା ରହିଛି, ବାମପନ୍ଥୀମାନେ କରିଛନ୍ତି ଏପଟ ସେପଟ: ଆସାମ ମୁଖ୍ୟମନ୍ତ୍ରୀଙ୍କ ବୟାନ
ଗୁଆହାଟି,୮ ।୧: ‘ଦେଶରେ ଇତିହାସକୁ ପୁଣିଥରେ ଲେଖିବାର ଆବଶ୍ୟକତା ରହିଛି, କାରଣ ବାମପନ୍ଥୀମାନେ ସବୁବେଳେ ଆମ ଇତିହାସକୁ ବିକୃତ କରିବାକୁ ଚେଷ୍ଟା କରିଛନ୍ତି ।’ ଏହି ବୟାନ ଦେଇଛନ୍ତି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ସରମା । ଯେଉଁଠାରେ ଭାରତୀୟ ଜନତା…
୬୦୩ ଘରେ ଫାଟ ସୃଷ୍ଟି
ଡେରାଡୁନ,୮।୧: ଉତ୍ତରାଖଣ୍ଡର ଯୋଶୀମଠ ଧସିବାରେ ଲାଗିଛି। ଏହାଦ୍ୱାରା ସେଠାରେ ଥିବା ଘର ଓ ବିଲ୍ଡିଂରେ ଭୟଙ୍କର ଫାଟ ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ ଅନେକ ଘର ଭୁଶୁଡି ମଧ୍ୟ ପଡିଛି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଲୋକେ ଶୀତ କାକରରେ…
‘ଦେଶର ଝିଅମାନେ ଉର୍ଫିଙ୍କଠାରୁ କିଛି ଶିଖିବା ଉଚିତ୍’
ମଡେଲ ଉର୍ଫି ଜାଭେଦ ତାଙ୍କ ଫ୍ୟାଶନ ଷ୍ଟାଇଲ ପାଇଁ ସର୍ବଦା ଚର୍ଚ୍ଚାରେ ଥାନ୍ତି। ସେ ତାଙ୍କର ଅନନ୍ୟ ଡ୍ରେସିଂ ସେନ୍ସ ପାଇଁ ଜଣାଶୁଣା। କିଛି ଲୋକ ଉର୍ଫିଙ୍କ ଫ୍ୟାଶନକୁ ପସନ୍ଦ କରୁଥିବାବେଳେ ଅନେକ ତାଙ୍କୁ ମଧ୍ୟ ଟ୍ରୋଲ କରନ୍ତି। ନିକଟରେ ଗାୟକ…

