Posted inUncategorized

ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବ ସ୍କୋଡା

ନୂଆଦିଲ୍ଲୀ,୯।୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ସ୍କୋଡା ଅଟୋ ଇଣ୍ଡିଆ ୨୦୨୩-୨୪ ଆର୍ଥିକ ବର୍ଷରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଛି। ଏପରିକି କମ୍ପାନୀ ତ୍ୱରାନ୍ବିତ ଅଭିବୃଦ୍ଧିର ଏକ ଏଜେଣ୍ଡା ସହ ୨୦୨୩ ପାଇଁ ତା’ର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସ୍ପଷ୍ଟ କରିଥିଲା। ବିଶେଷକରି କମ୍ପାନୀର କାରବାର ୨୦୨୧ ତୁଳନାରେ ୨୦୨୨ରେ ଭଲ ରହିଥିଲା।

ଏପରିକି କମ୍ପାନୀ ତା’ର ବାର୍ଷିକ ବିକ୍ରିକୁ ଦ୍ୱିଗୁଣିତ କରିସାରିଛି। ସେହିଭଳି କମ୍ପାନୀ ବିବିଧ ଉତ୍ପାଦ କାର୍ଯ୍ୟାନୁଷ୍ଠାନ, ନେଟୱର୍କ ବିସ୍ତାର ଯୋଜନା ଏବଂ ଆନୁମାନିକ ତ୍ୱରାନ୍ବିତ ଅଭିବୃଦ୍ଧି ଆଦିରେ ପରିବର୍ତ୍ତନ ସହ କମ୍ପାନୀ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବାର କାର୍ଯ୍ୟକୁ ଆଗକୁ ବଢ଼ାଇଛି। ଏହାର ନେଟୱର୍କକୁ ସମଗ୍ର ଭାରତରେ ବିସ୍ତାର କରିବ ଏବଂ ସମଗ୍ର ଭାରତର ନୂତନ ସହରରେ ପ୍ରବେଶ କରିବ। ଏ ସମ୍ପର୍କରେ ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ୍‌ ନିର୍ଦ୍ଦେଶକ ପିଟର ସ୍ଲୋକ କହିଛନ୍ତି, ୨୦୨୨ରେ କମ୍ପାନୀ ୫୩,୭୨୧ ୟୁନିଟ କାର୍‌ ବିକ୍ରି ସହ ଭାରତରେ ପ୍ରଥମ ଥର ପାଇଁ ୫୦,୦୦୦ବିକ୍ରୟ ମାଇଲଖୁଣ୍ଟ ଅତିକ୍ରମ କରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ ଅଛୁ।


Enter your email to get our daily news in your inbox.

All Right Reserved By Dharitri.Com

ସାପକାମୁଡ଼ା ମୃତ୍ୟୁ କମାଇବାକୁ ସ୍ବତନ୍ତ୍ର ପଦକ୍ଷେପ

ଭୁବନେଶ୍ୱର, ୨୦।୧୨(ବ୍ୟୁରୋ):ରାଜ୍ୟରେ ସାପ କାମୁଡ଼ାଜନିତ ମୃତ୍ୟୁ ବଢ଼ୁଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି। ଏହି ମୃତ୍ୟୁ ସଂଖ୍ୟା କମାଇବା ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ...

ଜେଲରୁ ଭିଡିଓ କଲିଂ କରୁଥିଲେ ନେତା

ଭୁବନେଶ୍ୱର,୨୮ା୫(ବ୍ୟୁରୋ): ଝାରପଡ଼ା ସ୍ପେଶାଲ ଜେଲର କଏଦୀମାନେ ଲୁଚାଇ ରଖିଥିବା ଫୋନ୍‌ରେ ବିଦେଶକୁ ବି କଲ୍‌ କରୁଛନ୍ତି। କିଛିଦିନ ତଳେ ଚଢ଼ାଉବେଳେ ଜଣେ ହାଇପ୍ରୋଫାଇଲ କଏଦୀ ରହୁଥିବା...

ଦିଲ୍ଲୀ ଅବକାରୀ ଦୁର୍ନୀତି: ପୁଣି ୩୫ ସ୍ଥାନରେ ଇଡି ଚଢାଉ

ନୂଆଦିଲ୍ଲୀ,୭।୧୦: ଦିଲ୍ଲୀରେ ହୋଇଥିବା ଅବକାରୀ ନୀତି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି) ଟିମ୍‌ ସର୍ଚ୍ଚ ଅପରେସନ କରୁଛନ୍ତି। ଇଡି ଦଳ...

ଘର ମଧ୍ୟରୁ ବାହାରିଲା ୧୭ ନାଗ ଛୁଆ

ମଧୁବନୀ, ୨୨।୭: ବିହାରର ମଧୁବନ ଜିଲାରୁ ଚକିତ କଲା ଭଳି ଏକ ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କ ଘର ମଧ୍ୟରୁ ୧୭ଟି ନାଗ...

ଜଣେ ଅନ୍ୟ ଜଣଙ୍କର ଶକ୍ତି ପାଲଟିବା ଦରକାର: ଶୁଭଶ୍ରୀ

ସମାଜରେ ଅବହେଳିତ ନାରୀଙ୍କ ପାଇଁ ସେ ପାଲଟିଛନ୍ତି ପ୍ରେରଣାର ଉତ୍ସ। ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ସୋସିଆଲ ଡେଭ୍‌ଲପ୍‌ମେଣ୍ଟ (ଆଇଏସ୍‌ଡି) ନାମକ ଏକ ଅନୁଷ୍ଠାନ ଗଠନକରି ଏହା ମାଧ୍ୟମରେ...

କ୍ୟାଚ୍‌ ଧରୁ ଧରୁ ଦାନ୍ତ ଭାଙ୍ଗିଲା

କଲମ୍ବୋ,୯।୧୨: ଲଙ୍କା ପ୍ରିମିୟର ଲିଗରେ ଅନ୍ତର୍ଜାତୀୟ ଖେଳାଳି କରୁଣାରତ୍ନେ ଆଘାତର ଶିକାର ହୋଇଛନ୍ତି। ଲିଗର ଚତୁର୍ଥ ରାଉଣ୍ଡରେ କ୍ୟାଣ୍ଡି ଫାଲକନ୍ସ ପକ୍ଷରୁ ଖେଳୁଥିବା ଚାମିକା କରୁଣାରତ୍ନେ...

Featured Video Play Icon

ବାହୁଡାରେ ଭାବବିହ୍ୱଳ ହେଲେ ପୁରୀବାସିନ୍ଦା

ନବଦିନାତ୍ମକ ଯାତ୍ରା ଶେଷ ହେବା ପରେ ଆଜି ଭାଈ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିଛନ୍ତି ମହାପ୍ରଭୁ। ଏଥର ବିନା ଭକ୍ତରେ ରଥଟଣା ହେଉଥିବାରୁ ଭକ୍ତଙ୍କ...

କ୍ଷୀର ଏମ୍‌ଏସ୍‌ପି ତୁରନ୍ତ ଲାଗୁ କରାଯାଉ

ଭୁବନେଶ୍ୱର,୬।୩(ବ୍ୟୁରୋ): ଦୁଗ୍ଧର ଲିଟର ପିଛା ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌.ଏସ୍‌.ପି.) ୩୫ ଟଙ୍କା କରିବାକୁ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ଦାବି କରି ଆସୁଛି। ତେବେ ଏହାକୁ...

Advertisement
Archives

Model This Week