Home

‘ଅଟିଜିମ୍‌ ପିଲାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଯାଉ’

ଭୁବନେଶ୍ୱର,୧୨।୧୨: ଅଟିଜିମ୍‌ ଦିବସ ସହ ଅଟିଜିମ୍‌ ଥେରାପି ସେଣ୍ଟର (ଏଟିସି) ର ବାର୍ଷିକ ଉତ୍ସବ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଡିଏଭି ପବ୍ଲିକ୍‌ ସ୍କୁଲର ଆକ୍ଟିଭିଟି ହଲ୍‌ରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର…

ଗଛ କାଟି ଜଙ୍ଗଲ ନଷ୍ଟ କରାଯାଉଛି, ହେଉନି କାର୍ଯ୍ୟାନୁଷ୍ଠାନ

ଜଗତ୍‌ସିଂହପୁର ଅଫିସ,୧୨ା୧୨: ଜଗତ୍‌ସିଂହପୁର ଜିଲାରେ ପ୍ରତିବର୍ଷ ଶହ ଶହ ସଂଖ୍ୟାରେ ଚାରା ରୋପଣ କରାଯାଉଛି। ବନ ବିଭାଗ ପକ୍ଷରୁ ଏନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଥିବା କୁହାଯାଉଛି। ମାତ୍ର ଏସବୁ କେବଳ ପ୍ରହସନ ପାଲଟିଥିବା ପରି ମନେହେଉଛି। ଜିଲାର ଅନେକ…

ମହାକାଶରେ ଆକର୍ଷଣୀୟ ତାରକାପୁଞ୍ଜ

ଓ୍ବାଶିଂଟନ୍‌: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା)ର ହବଲ ସ୍ପେସ୍‌ ଟେଲିସ୍କୋପ ଆକର୍ଷଣୀ ତାରକାପୁଞ୍ଜର ଫଟୋ ଉତ୍ତୋଳନ କରିଛି। ଉକ୍ତ ଫଟୋ ସବୁ ନାସା ପକ୍ଷରୁ ସୋସିଆଲ ମିଡିଆରେ ଜାରି କରାଯାଇଛି। ଶେୟାର ଫଟୋରେ ଗୋଲାକାର ଆକୃତିରେ ତାରା ସବୁ ଏକତ୍ରିତ…

ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଯିବ ପାର୍କ

ପଟ୍ଟାମୁଣ୍ଡାଇ,୧୨ା୧୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ଦକ୍ଷିଣଦିଆ-ତାତନା ରାସ୍ତାର ମହାବୀଣାଠାରେ ଗତ ସ୍ବାୟତ୍ତ ଶାସନ ଦିବସରେ ଉଦ୍‌ଘାଟନ ହୋଇଥିଲା ସ୍ମାର୍ଟ ପାର୍କ। ଏହା ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଛି। ପାର୍କରେ ଲାଗିଥିବା ଗଛ ସବୁ ଶୁଖିଗଲାଣି, ଲାଗିଥିବା ଲାଇଟ୍‌…

କୋଣାର୍କ ଇନ୍‌ଫ୍ରାକୋର୍‌ର ୨ୟ ଉତ୍କର୍ଷ କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର,୧୨।୧୨: କୋଣାର୍କ ଇନ୍‌ଫ୍ରାକୋରର ୨ୟ ଉତ୍କର୍ଷ କେନ୍ଦ୍ର ସମ୍ବଲପୁରରେ ଉଦଘାଟିତ ହୋଇଯାଇଛି। ଏପରିକି ଭୁବନେଶ୍ୱରର ଦ ଗ୍ରାଣ୍ଡ ଶିବା ହୋଟେଲରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କମ୍ପାନୀର ୨ୟ ‘ଏକ୍ସିଲେନ୍ସ ସେଣ୍ଟର ବା ଉତ୍କର୍ଷ କେନ୍ଦ୍ର’ର ଉଦ୍‌ଘାଟନ ସମ୍ପର୍କରେ ଘୋଷଣା କରାଯାଇଥିଲା।…

ମାଇଁଲାବ୍‌ ପକ୍ଷରୁ ନୂତନ ଡିଭାଇସ ଉନ୍ମୋଚିତ

ନୂଆଦିଲ୍ଲୀ,୧୨।୧୨: ମାଇଁଲାବ୍‌ ପକ୍ଷରୁ ନିକଟରେ କେତେକ ନୂତନ ଡିଭାଇସର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି କୋଭିଡ-୧୯ ପାଇଁ ଡାଇଗ୍ନୋସିସ ଉଦ୍ଭାବନକୁ ଟେକ୍ନୋଲୋଜି ଭିତ୍ତିକ କରାଯାଇଛି। ଏପରିକି ଏହାକୁ ଆଗେଇ ନେବା ପରେ ଯକ୍ଷ୍ମା ଚିହ୍ନଟ କରିବା ଲାଗି ପ୍ରଥମ କରି ଭାରତରୁ…

ବିକଳ୍ପ ବ୍ୟବସ୍ଥା ଆପଣେଇଲେ ସରକାର

ରସୁଲପୁର,୧୨ା୧୨(ଡି.ଏନ.ଏ.): ରାଜ୍ୟରେ ଅଙ୍ଗନୱାଡି କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ନଭେମ୍ବର ୨୧ରୁ ଆନ୍ଦୋଳନ ଆରମ୍ଭ ହୋଇ ୨୧ଦିନରେ ପହଞ୍ଚତ୍ଲାଣି। ଫଳରେ ଅଧିକାଂଶ ଅଙ୍ଗନୱାଡି କେନ୍ଦ୍ରରେ ତାଲା ଝୁଲୁଛି। କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ଘରକୁ ରାଶନ ସାମଗ୍ରୀ ଯୋଗାଇବା କାର୍ଯ୍ୟ ଠପ୍‌…

ନୟାଗଡ଼ ସହରରେ ‘ଟ୍ରେଣ୍ଡ୍‌ସ ମ୍ୟାନ୍‌’

ଭୁବନେଶ୍ୱର,୧୨।୧୨: ରିଲାଏନ୍ସ ରିଟେଲର ପ୍ରମୁଖ ବ୍ରାଣ୍ଡ୍‌ ‘ଟ୍ରେଣ୍ଡସ’ର ପୁରୁଷ ବର୍ଗଙ୍କ ସ୍ବତନ୍ତ୍ର ଷ୍ଟୋର ‘ଟ୍ରେଣ୍ଡ୍‌ସ ମ୍ୟାନ୍‌’ ପକ୍ଷରୁ ନୟାଗଡ଼ ସହରରେ ପ୍ରଥମ ତଥା ନୂଆ ଟ୍ରେଣ୍ଡସ ମ୍ୟାନ୍‌ ଷ୍ଟୋର୍‌ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ୧୭୪୦ବର୍ଗଫୁଟ ପରିମିତ ସ୍ଥାନରେ ନିର୍ମିତ ଏହି…

‘ଛାତ୍ରସମାଜ ବିବେକାନୁମୋଦିତ କାର୍ଯ୍ୟ କରିବା ଆବଶ୍ୟକ’

ଭୁବନେଶ୍ୱର,୧୨।୧୨: ବର୍ତ୍ତମାନ ସମୟରେ ଶିକ୍ଷାକୁ ଏକ ମାଧ୍ୟମ ନ କରି ଛାତ୍ର ସମାଜ ବିବେକାନୁମୋଦିତ କାର୍ଯ୍ୟ କରିବା ଓ ସତ୍ୟନିଷ୍ଠ ରହିବା ଆବଶ୍ୟକ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ସେଞ୍ଚୁରିଅନ ୟୁନିଭର୍ସିଟି (ସିୟୁ) ପାରଳାଖେମୁଣ୍ଡି କ୍ୟାମ୍ପସର ୧୦ମ ସମାବର୍ତ୍ତନ ଉତ୍ସବରେ…

ଆରମ୍ଭ ହେଲାଣି ଖରିଫ ଧାନର ଅଭାବୀ ବିକ୍ରି

କେନ୍ଦ୍ରାପଡ଼ା ଅଫିସ,୧୨ା୧୨: କେନ୍ଦ୍ରାପଡ଼ା ଜିଲାର ଖରିଫ ଧାନଚାଷୀ ମଣ୍ଡି ଅପେକ୍ଷାରେ ଅଛନ୍ତି। ଗତ ନଭେମ୍ବର ଶେଷ ସପ୍ତାହ ସୁଦ୍ଧା ଅଧିକାଂଶ ଚାଷୀ ଧାନ ଅମଳ କରିଥିଲେ ମଧ୍ୟ ମଣ୍ଡି ଖୋଲି ନ ଥିବାରୁ ବିକ୍ରି କରିପାରିନାହାନ୍ତି। ଏହି ଅଭାବୀ ବିକ୍ରିର ସୁଯୋଗ…

ମହିଳା ଶୋଭାଯାତ୍ରାର ନେତୃତ୍ୱ ନେବେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୨।୧୨(ଆଇଏଏନ୍‌ଏସ୍‌): କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଏବେ ରାଜସ୍ଥାନରେ ପହଞ୍ଚତ୍ଛି। ସମସ୍ତ ରାଜ୍ୟ ରାଜଧାନୀରେ ମହିଳା ଶୋଭାଯାତ୍ରା କରିବା ଲାଗି ଦଳ ଯୋଜନା କରିଛି। ଏଥିରେ ମହିଳାଙ୍କ ପାଇଁ ଦଳର ଇସ୍ତାହାର ସମ୍ପର୍କରେ ଘୋଷଣା କରାଯିବ। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା…

ତୃତୀୟ ନୁହେଁ ମୁଖ୍ୟ ସାମ୍ମୁଖ୍ୟ ଗଢ଼ାହେବ: ନୀତୀଶ

ପାଟନା,୧୨।୧୨: ୨୦୨୪ ଲୋକ ସଭା ନିର୍ବାଚନ ଲାଗି ତୃତୀୟ ସାମ୍ମୁଖ୍ୟ ନୁହେଁ, ମୁଖ୍ୟ ସାମ୍ମୁଖ୍ୟ ଗଢ଼ାହେବ ବୋଲି ବିହାର ମୁଖ୍ୟମନ୍ତ୍ରୀ ତଥା ସଂଯୁକ୍ତ ଜନତା ଦଳ (ଜେଡିୟୁ) ନେତା ନୀତୀଶ କୁମାର ରବିବାର କହିଛନ୍ତି। ଦଳୀୟ ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ନୀତୀଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri