Home

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅଭିଯୁକ୍ତ ଦିନେଶ ହେବେ ସରକାରୀ ସାକ୍ଷୀ

ନୂଆଦିଲ୍ଲୀ,୭।୧୧: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଘନିଷ୍ଠ ସହଯୋଗୀ ତଥା ବ୍ୟବସାୟୀ ଦିନେଶ ଆରୋରା ସରକାରୀ ସାକ୍ଷୀ ହେବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏନେଇ ସିବିଆଇ ସୋମବାର ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟରେ ଆବେଦନ କରିଛି।…

ବେଆଇନ ଖଣି ଖନନ ମାମଲାରେ ହେମନ୍ତ ସୋରେନଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୭।୧୧: ବେଆଇନ ଖଣି ଖନନ ଦୁର୍ନୀତି ମାମଲାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆଶ୍ୱସ୍ତି ମିଳିଛି। ଝାଡ଼ଖଣ୍ଡ ହାଇକୋର୍ଟ ତଦନ୍ତ ପାଇଁ ଦେଇଥିବା ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ଖଣି ଲିଜ୍‌ ଆବଣ୍ଟନରେ ଅନିୟମିତତା ଏବଂ ସେଲ୍‌ କମ୍ପାନୀଗୁଡ଼ିକ ଜରିଆରେ…

ରାମବନରୁ ଅଲ୍‌କାଏଦାର ଜଣେ ଆତଙ୍କବାଦୀ ଗିରଫ: ମିଳିଲା ଚାଇନା ନିର୍ମିତ ଗ୍ରେନେଡ୍‌

ରାମବନ,୭।୧୧: ଜମ୍ମୁ ଡିଭିଜନର ରାମବାନ ଜିଲାରେ ସୋମବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ ସୁରକ୍ଷାକର୍ମୀ ଜଣେ ଅଲ୍‌କାଏଦା ଆତଙ୍କବାଦୀଙ୍କ ଗିରଫ କରିବାରେ ସଫଳ ହୋଇଛନ୍ତି। ଏଥିସହ ତାଙ୍କଠାରୁ ଏକ ଚାଇନା ଗ୍ରେନେଡ୍‌ ଜବତ କରାଯାଇଛି। ଗିରଫ ଆତଙ୍କବାଦୀ…

ବଢ଼ିଲା ସୁରକ୍ଷା: ୫ନେତାଙ୍କ ସମେତ ୬ଜଣଙ୍କୁ ମିଳିଲା ବୁଲେଟ ପ୍ରୁଫ୍‌ ଜ୍ୟାକେଟ

ଚଣ୍ଡିଗଡ଼,୭।୧୧: ପଞ୍ଜାବ ଅମୃତସରରେ କିଛି ଦିନ ତଳେ ଦିନ ଦ୍ୱିପ୍ରହରରେ ଶିବସେନା ନେତା ସୁଧୀର ସୁରୀଙ୍କୁ ହତ୍ୟା କରାଯିବା ପରେ ପଞ୍ଜାବ ସରକାର ହିନ୍ଦୁ ନେତାଙ୍କ ସୁରକ୍ଷା ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଲୁଧିଆନାର ୫ଜଣ ହିନ୍ଦୁ ନେତାଙ୍କ ସମେତ ଗୁରୁସିମରନ…

ପଳାତକ ସଞ୍ଜୟ ଭଣ୍ଡାରୀଙ୍କୁ ଭାରତ ଆଣିବାକୁ ଫିଟିଲା ବାଟ: ବ୍ରିଟେନ ଦେଲା ଅନୁମତି

ଲଣ୍ଡନ/ନୂଆଦିଲ୍ଲୀ,୭।୧୧: ଅସ୍ତ୍ରଶସ୍ତ୍ର ଡିଲର ତଥା ପଳାତକ ସଞ୍ଜୟ ଭଣ୍ଡାରୀଙ୍କ ପ୍ରତ୍ୟର୍ପଣ କ୍ଷେତ୍ରରେ ଭାରତକୁ ଏକ ସଫଳତା ମିଳିଛି। ବ୍ରିଟେନର ଓ୍ବେଷ୍ଟମିନ୍‌ଷ୍ଟର କୋର୍ଟ ସଞ୍ଜୟଙ୍କ ଭାରତ ପ୍ରତ୍ୟର୍ପଣ ନେଇ ସୋମବାର ମଞ୍ଜୁରି ପ୍ରଦାନ କରିଛନ୍ତି। ଖୁବ୍‌ଶୀଘ୍ର ତାଙ୍କୁ ଭାରତ ଅଣାଯିବ। ସଞ୍ଜୟଙ୍କ ବିରୋଧରେ…

ଚନ୍ଦ୍ରଗ୍ରହଣ ଲାଗି ପ୍ଲାନେଟାରିୟମ୍‌ରେ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର,୭।୧୧(ବ୍ୟୁରୋ): ଆସନ୍ତାକାଲି ଅର୍ଥାତ ନଭେମ୍ବର ୮ ତାରିଖରେ ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ଭୁବନେଶ୍ୱରବାସୀ ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମାତ୍ର ୬ ମିନିଟ (ସନ୍ଧ୍ୟା ୫ଟା ୫ରୁ ୫ଟା ୧୧)ଯାଏ ଦେଖିପାରିବେ । ପରେ ସନ୍ଧ୍ୟା ୫ଟା…

‘ଅନ୍ୟ ଏକ ଗ୍ରହରୁ ଆସିଛନ୍ତି ସୂର୍ଯ୍ୟକୁମାର’

ଇସଲାମାବାଦ,୭।୧୧: ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି୨୦ ବିଶ୍ୱକପ୍‌ରେ ସେ ଏଯାବତ ୫ ମ୍ୟାଚ୍‌ରେ ୩ ଅର୍ଦ୍ଧଶତକ ମାରିଛନ୍ତି। ଏହାକୁ ନେଇ ପାକିସ୍ତାନର କ୍ରିକେଟରମାନେ ମଧ୍ୟ ତାଙ୍କ ପ୍ରଶଂସାରେ ଶତମୁଖ…

ପଥର ଖଣି ଲିଜ୍‌ ବନ୍ଦ ଦାବି

କେନ୍ଦୁଝର,୭ା୧୧(ସ୍ବ.ପ୍ର.): ବାଂଶପାଳ ବ୍ଲକ ଟଣ ପଞ୍ଚାୟତର ବେଣିଡିହି ଗ୍ରାମରେ ପଥର କ୍ୱାରୀ ଲିଜ୍‌ ଓ କ୍ରସର ବସାଇବାକୁ ଆଦିବାସୀମାନେ ବିରୋଧ କରି ସୋମବାର ଜିଲାପାଳ ଆଶିଷ ଠାକରେଙ୍କୁ ଲିଖିତ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଗ୍ରାମରେ ୩୭୫ ଆଦିବାସୀ ପରିବାର ବସବାସ…

ରୁଷିଆ ଆକ୍ରମଣକୁ ଡରିଲେଣି ଜେଲେନସ୍କି

କ୍ୱିଭ୍‌,୭ା୧୧: ୟୁକ୍ରେନ ଉପରେ ରୁଷିଆର ଅଧିକ ଆକ୍ରମଣ ନେଇ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଭୟଭୀତ ହୋଇପଡ଼ିଛନ୍ତି। ରୁଷିଆ ଆକ୍ରମଣ ଭୟରେ କ୍ୱିଭ୍‌ର ମେୟର ଯଥାଶୀଘ୍ର କ୍ୱିଭ୍‌ ଛାଡ଼ିବାକୁ ପ୍ରସ୍ତୁତ ରହିବାକୁ ବାସିନ୍ଦାଙ୍କୁ ଅନୁରୋଧ କରିଛନ୍ତି। ଏହି ଆକ୍ରମଣରେ ଜଳ ଏବଂ ବିଦ୍ୟୁ…

ଏହି ଅଭିନେତ୍ରୀଙ୍କ ପାଇଁ ଶୁଟିଂ ସେଟ୍‌ରେ ପ୍ରବଳ ରାଗି ଯାଇଥିଲେ ରେଖା

ମୁମ୍ବାଇ: ବଲିଉଡ୍‌ର ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ରେଖା ହେଉଛନ୍ତି ଏମିତି ଜଣେ ଅଭିନେତ୍ରୀ ଯାହାଙ୍କ ମୁହଁରେ ଆଜି ବି ଚମକ ଅକ୍ଷୁଣ୍ଣ ରହିଛି। ତାଙ୍କ ସମୟରେ ତାଙ୍କର ଅଭିନୟ ଏବଂ ଚେହେରା ଉଭୟ ଚର୍ଚ୍ଚାରେ ଥିଲା। ଅନ୍ୟପକ୍ଷରେ ଅଭିନେତ୍ରୀ ରୀନା ରାୟ…

ଅଷ୍ଟ୍ରେଲିଆରେ ଗିରଫ ହେବା ପରେ ଏହି କ୍ରିକେଟରଙ୍କୁ ନିଲମ୍ବନ କଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ

କଲମ୍ବୋ,୭।୧୧: ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସୋମବାର ଏହାର ଜାତୀୟ ଦଳର ଖେଳାଳି ଦନୁଷ୍କା ଗୁନାଥିଲାକାଙ୍କୁ ସମସ୍ତ ପ୍ରକାର କ୍ରିକେଟ ଫର୍ମାଟରୁ ନିଲମ୍ବିତ କରିଛି। ବିଶ୍ୱକପ୍‌ ସମୟରେ ଅଷ୍ଟ୍ରେଲିଆର ଜଣେ ମହିଳାଙ୍କୁ ବଳାତ୍କାର ଅଭଯୋଗରେ ସେ ଗିରଫ ହେବା ପରେ ବୋର୍ଡ ଏହି…

ସାବଧାନ! ଚନ୍ଦ୍ରଗ୍ରହଣ ଦିନ ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ, ଜାଣନ୍ତୁ କ’ଣ କରିବା ଶୁଭ…

ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ବର୍ଷର ଦ୍ୱିତୀୟ ତଥା ଅନ୍ତିମ ଚନ୍ଦ୍ରଗ୍ରହଣ ପଡ଼ିବାକୁ ଯାଉଛି। ଅନେକ ବର୍ଷ ପରେ ଏଭଳି ସଂଯୋଗ ସୃଷ୍ଟି ହୋଇଛି ଯେଉଁଥିରେ ସୂର୍ଯ୍ୟଗ୍ରହଣର ୧୫ ଦିନ ମଧ୍ୟରେ ଚନ୍ଦ୍ରଗ୍ରହଣ ଲାଗୁଛି। ଗ୍ରହଣର ୯ ଘଣ୍ଟା ପୂର୍ବରୁ ସୂତକ କାଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri