Home

ଟେରର ଫଣ୍ଡିଂ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ୮ରାଜ୍ୟରେ ଏନ୍‌ଆଇଏର ଚଢ଼ାଉ, ୨୪୭ ସଦସ୍ୟ ଅଟକ

ନୂଆଦିଲ୍ଲୀ,୨୭।୯: ଟେରର ଫଣ୍ଡିଂ ଉପରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍‌ଆଇଏ) କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସିଙ୍କ ସହାୟତାରେ ପୁଣି ଥରେ ସାରା ଦେଶରେ ପିଏଫ୍‌ଆଇର ଅନେକ ସ୍ଥାନରେ ଚଢ଼ାଉ କରିଛି। ପିଏଫ୍‌ଆଇ ଉପରେ ଏନ୍‌ଆଇଏର ଏହା ଦ୍ୱିତୀୟ…

ମନସ୍କାମନା ପୂରଣ ହେବାରୁ ମଇଁଷିକୁ ଲଣ୍ଡା କଲେ ମାଲିକ

ଲକ୍ଷ୍ନୌ,୨୭।୯: ଉତ୍ତରପ୍ରଦେଶ ହରଦୋଇ ଜିଲାରେ ଏକ ଅଜବ ଘଟଣା ଘଟିଛି। ମନସ୍କାମନା ପୂରଣ ହେବାରୁ ଜଣେ କୃଷକ ନବରାତ୍ରିର ପ୍ରଥମ ଦିନ ମା’ ଦୁର୍ଗା ମନ୍ଦିରରେ ମଇଁଷି ଛୁଆକୁ ଲଣ୍ଡା କରିଛନ୍ତି। କେବଳ ଏତିକି ନୁହେଁ, ଲଣ୍ଡା ପରେ ଗ୍ରାମବାସୀଙ୍କୁ ଭୋଜନ…

ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ମୋଦି

ଟୋକିଓ,୨୭।୯: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତ୍ୟେଷ୍ଟି କ୍ରିୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି। ଏହି ସମୟରେ ସେ ବହୁତ ଭାବପ୍ରବଣ ଦେଖାଯାଉଥିଲେ। ମୋଦିଙ୍କ ବ୍ୟତୀତ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ମଧ୍ୟ ଆବେଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ପହଞ୍ଚିଛନ୍ତି।…

ଆମ ଆଦମୀ ପାର୍ଟିକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ ହାଇକୋର୍ଟ ଆମ୍‌ ଆଦମୀ ପାର୍ଟିକୁ ଏକ ବଡ଼ ଝଟକା ଦେଇଛନ୍ତି। ଲ୍ୟୁଟନାଣ୍ଟ ଗଭର୍ନର ଭି.କେ. ସକ୍ସେନାଙ୍କ ବିରୋଧରେ ଥିବା ସମସ୍ତ ବିବାଦୀୟ ସୋସିଆଲ ମିଡିଆରୁ ପୋଷ୍ଟ ହଟାଇବାକୁ ହାଇକୋର୍ଟ ଦଳକୁ ନିର୍ଦ୍ଦେଶ ଦେଇଛନ୍ତି। ଏଲଜି ଦାଖଲ କରିଥିବା ମାନହାନି…

ମଣିରତ୍ନମଙ୍କ ପାଦ ଛୁଇଁଲେ ନୀଳନୟନା

ବହୁଚର୍ଚ୍ଚିତ ଫିଲ୍ମ ପୋନିୟିନ ସେଲଭମ ୧ ସେପ୍ଟେମ୍ବର ୩୦ ରେ ପ୍ରେକ୍ଷାଳୟକୁ ଆସିବ। ଏହି ବଡ ବଜେଟ୍‌ର ଫିଲ୍ମରେ ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏଥିପାଇଁ ସେ ଆଜିକାଲି ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ନିକଟରେ ଏକ ପ୍ରମୋଶନ ସମୟରେ…

ଦାଉଦ ଇବ୍ରାହିମଙ୍କ ସହଯୋଗୀ ରିୟାଜ୍‌ ଭାଟ୍ଟି ଗିରଫ

ମୁମ୍ବାଇ,୨୭।୯: ମୁମ୍ବାଇ କ୍ରାଇମ ବ୍ରାଞ୍ଚର ଏଇସି (ଆଣ୍ଟି ଏକ୍ସଟୋରସନ ସେଲ) ଅଣ୍ଡରୱାଲର୍‌ଡ ଡନ୍‌ ଦାଉଦ ଇବ୍ରାହିମ ସହଯୋଗୀ ତଥା ଗ୍ୟାଙ୍ଗର ସଦସ୍ୟ ରିୟାଜ ଭାଟ୍ଟିଙ୍କୁ ଗିରଫ କରିଛି। ରିୟାଜ ଭାଟ୍ଟି ଏବଂ ଛୋଟା ଶକିଲଙ୍କ ସମ୍ପର୍କୀୟ ସଲିମ ଫ୍ରୁଟ ଅନ୍ଧେରୀର ଜଣେ…

ତେଜିଲା ହିଜାବ ବିରୋଧୀ ହିଂସା: ସୁରକ୍ଷାବାହିନୀ ଗୁଳିରେ ଟଳିପଡିଲେ ଆଉ ଜଣେ ଯୁବତୀ

ତେହରାନ,୨୭। ୯: ଇରାନରେ ହିଜାବ ବିରୋଧରେ ହିଂସା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏସବୁ ମଧ୍ୟରେ ଇରାନର ସୁରକ୍ଷା ବାହିନୀ ଅତ୍ୟାଚାରର ଆଉ ଏକ ଉଦାହରଣ ସାମ୍ନାକୁ ଆସିଛି। ଏଠାରେ ୨୦ ବଷର୍ର୍ୀୟା ଯୁବତୀ ହଦିସ ନଜାଫିଙ୍କୁ ଅତି ନିର୍ମମ ଭାବେ…

ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୋଦି

ଟୋକିଓ,୨୭।୯: ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଟୋକିଓରେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କୁ ଭେଟିଛନ୍ତି। ଏହି ସମୟରେ ଭାରତ-ଜାପାନ ସମ୍ପର୍କକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଫୁମିଓ କିଶିଡାଙ୍କ ସହ ଦ୍ୱିପାକ୍ଷିକ ବୈଠକ ସମୟରେ ପ୍ରଧାନମନ୍ତ୍ରୀ…

ଦେଶରେ ୩,୨୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୭।୯: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୨୩୦ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ…

ଆଜି ରାଜ୍ୟରେ ୧୬୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୭।୯(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୯୮…

୮ ରାଜ୍ୟର ୨୫ ପିଏଫଆଇ କାର୍ଯ୍ୟାଳୟ ଉପରେ ଚଢାଉ କରିବ ଏନଆଇଏ

ନୂଆଦିଲ୍ଲୀ,୨୭ ।୯: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ସମେତ ଅନ୍ୟ ଏଜେନ୍ସି ଦ୍ୱିତୀୟ ଥର ଲାଗି ପିଏଫଆଇର କାର୍ଯ୍ୟାଳୟ ଉପରେ ଚଢାଉ କରିବ । ଏହି ଚଢାଉ ଦ୍ୱିତୀୟ ରାଉଣ୍ଡ ବୋଲି କୁହାଯାଉଛି । ଏହା ପୂର୍ବରୁ କେରଳର ପିଏଫଆଇ ମେମ୍ବର ଶଫିକ…

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗଦେବେ ମୋଦି

ଟୋକିଓ,୨୭।୯: ସେପ୍ଟେମ୍ବର ୨୭ ଅର୍ଥାତ୍‌ ଆଜି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତ୍ୟେଷ୍ଟିକ୍ରିୟା କରାଯିବ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ଟୋକିଓରେ ପହଞ୍ଚିଛନ୍ତି। ସେଣ୍ଟ୍ରାଲ ଟୋକିଓର ନିପ୍ପନ ବୁଡୋକାନରେ ଭାରତୀୟ ସମୟ ସକାଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri