Home

ଓଡ଼ିଶା ଆସିବେ ମଲ୍ଲିକାର୍ଜୁନ-ପ୍ରିୟଙ୍କା

ଭୁବନେଶ୍ୱର,୧୩।୧(ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଓ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଫେବୃୟାରୀରେ ଓଡ଼ିଶା ଆସିବେ । ଉଭୟ ଦଳର ‘ହାଥ୍‌ ସେ ହାଥ୍‌ ଯୋଡୋ’ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଶୁକ୍ରବାର ସୂଚନା ଦେଇଛନ୍ତି।…

ମୁରଲୀ ମନୋହରଙ୍କୁ ଭେଟିଲେ ଶାହା: ପାଦ ଛୁଇଁ ନେଲେ ଆଶୀର୍ବାଦ

ମୁମ୍ବାଇ,୧୩।୧: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଭାଜପାର ବରିଷ୍ଠ ନେତା ଡା. ମୁରଲୀ ମନୋହର ଯୋଶୀଙ୍କୁ ତାଙ୍କ ବାସଭବନ ୬ ରାୟସୀନାରେ ଭେଟିଛନ୍ତି। ଏହି ସାକ୍ଷାତକାର ସମୟରେ ଶାହା ମୁରଲୀ ମନୋହରଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ଏହାପରେ…

ପ୍ରାୟ ୧ଘଣ୍ଟା ଧରି ଚାଲିଲା ଏଲ୍‌ଜି-କେଜ୍‌ରିଓ୍ବାଲଙ୍କ ବୈଠକ

ନୂଆଦିଲ୍ଲୀ,୧୩।୧: ଦିଲ୍ଲୀରେ କେଜ୍‌ରିୱାଲ ସରକାର ଏବଂ ଲେଫ୍ଟନାଣ୍ଟ ଗଭର୍ନର(ଏଲ୍‌ଜି) ବିନୟ ସାକ୍ସେନାଙ୍କ ମଧ୍ୟରେ ବିବାଦ ଜାରି ରହିଛି। ଇତିମଧ୍ୟରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଏଲ୍‌ଜି ବିନୟ ସାକ୍ସେନାଙ୍କ ସହ ଏକ ବୈଠକ କରିଥିଲେ। ଏହି ବୈଠକ ଏଲ୍‌ଜି ସଚିବାଳୟରେ ଅନୁଷ୍ଠିତ…

ମେଘାଳୟରେ ଲଗାତର ଦ୍ୱିତୀୟ ଦିନରେ ବିଧାୟକଙ୍କ ଇସ୍ତଫା

ଶିଲଂ,୧୩।୧: ମେଘାଳୟ ବିଧାନସଭା ନିର୍ବାଚନ ପ୍ରସ୍ତୁତି ମଧ୍ୟରେ କେଏଚ୍‌ଏନ୍‌ଏମ୍‌ ପାର୍ଟିକୁ ବଡ଼ ଝଟ୍‌କା ଲାଗିଛି। ଅସୁବିଧାର ସମ୍ମୁଖୀନ ହୋଇଛି। କେଏଚ୍‌ଏନ୍‌ଏମ୍‌ ନେତା ଆଡେଲବର୍ଟ ନୋନ୍‌ଙ୍ଗ୍ରୁମ୍‌ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଆଡେଲବର୍ଟ…

ଅଭିଯୁକ୍ତ ଶଙ୍କରଙ୍କ ଯୁକ୍ତି: ବିମାନରେ ସେ ନୁହନ୍ତି, ବରଂ ମହିଳା ନିଜେ ନିଜ ଉପରେ କରିଥିଲେ ପରିସ୍ରା…

ନୂଆଦିଲ୍ଲୀ,୧୩।୧: ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳାଙ୍କ ଉପରେ ପରିସ୍ରା କରିବା ମାମଲାରେ ନୂଆ ମୋଡ। ଅଭିଯୁକ୍ତ ଶଙ୍କର ମିଶ୍ର କୋର୍ଟରେ ଭିନ୍ନ କାହାଣୀ ଉପସ୍ଥାପନ କରିଛନ୍ତି। ସେ ନୁହନ୍ତି ବରଂ ମହିଳା ନିଜେ ପରିସ୍ରା କରିଥିବା ଶଙ୍କର କହିଛନ୍ତି। ଏପରିକି…

ବିହାରରେ ବାଘ ଆତଙ୍କ: ଭୟଭୀତ ଅବସ୍ଥାରେ ଲୋକେ

ପାଟନା,୧୩।୧: ବିହାରରେ ପୁଣି ଥରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ସୀତାମାରିରେ ଗତ ୫ ଦିନ ଧରି ଏକ ବାଘ ଆତଙ୍କ ସୃଷ୍ଟି କରିଛି। ପରିସ୍ଥିତି ଏଭଳି ହୋଇଛି ଯେ ଲୋକେ ଘରୁ ବାହାରିବା ବନ୍ଦ କରିଦେଇଛନ୍ତି। ବାଘ ଆକ୍ରମଣରେ ଏଯାବତ…

ଧୋନୀଙ୍କ ସନ୍ନ୍ୟାସକୁ ନେଇ ବଡ଼ ଖୁଲାସା: ପନ୍ତଙ୍କ ସମେତ ଦୁଇଜଣ ପୂର୍ବରୁ ଜାଣିଥିଲେ…

ନୂଆଦିଲ୍ଲୀ,୧୩।୧: ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ଦୁଇଥର ବିଶ୍ୱକପ୍‌ ବିଜେତା ମହେନ୍ଦ୍ର ସିଂହ ଧୋନୀ ସବୁବେଳେ ତାଙ୍କ ନିଷ୍ପତ୍ତିକୁ ନେଇ ଚମକାଇଥାନ୍ତି। ସେଭଳି କିଛି ୨୦୨୦ ଅଗଷ୍ଟ ୧୫ରେ ହୋଇଥିଲା। ଏହି ଦିନ ଧୋନୀ ହଠାତ୍‌ ସନ୍ନ୍ୟାସ ନେବା ନେଇ…

ଉତ୍ତେଜିତ ଭାଷଣ ମାମଲା: ବୟାନ ରେକର୍ଡ ପାଇଁ କୋର୍ଟରେ ପହଞ୍ଚିଲେନି ଆଜମ ଖାନ୍‌

ଲକ୍ଷ୍ନୌ,୧୩।୧: ଏସ୍‌ପି ନେତା ଆଜମ ଖାନ୍‌ଙ୍କ ସହ ଜଡିତ ୩ଟି ମାମଲାରେ ଶୁକ୍ରବାର ଉତ୍ତରପ୍ରଦେଶ ରାମପୁରର ଏମ୍‌ପି- ଏମ୍‌ଏଲ୍‌ଏ କୋର୍ଟରେ ଶୁଣାଣି ହେବାର ଥିଲା। ଯେଉଁଥିରେ ଉତ୍ତେଜିତ ଭାଷଣ ମାମଲାରେ ଆଜମ ଖାନ୍‌ଙ୍କୁ କୋର୍ଟରେ ହାଜର ହୋଇ ବୟାନ ରେକର୍ଡ କରିବାର…

କଥା ରଖିଲା କଂଗ୍ରେସ, ହିମାଚଳ ପ୍ରଦେଶର ପ୍ରଥମ କ୍ୟାବିନେଟ ବୈଠକରେ ଲାଗୁ ହେଲା ପୁରୁଣା ପେନସନ ଯୋଜନା

ଶିମଲା,୧୩ ।୧: ହିମାଚଳ ପ୍ରଦେଶରେ ସୁଖବିନ୍ଦର ସିଂ ସୁଖୁ ସରକାର ଓଲଡ ପେନସନ ସ୍କିମ ଲାଗୁ କରିଛନ୍ତି । ହିମାଚଳ ପ୍ରଦେଶ କ୍ୟାବିନେଟର ପ୍ରଥମ ବୈଠକରେ କଂଗ୍ରେସ ସରକାର ପୁରୁଣା ପେନସନ ସ୍କିମକୁ ପୁଣିଥରେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ।…

ଇଶାନଙ୍କ ସହ ମନଖୁସିରେ ନାଚିଲେ କୋହଲି

କୋଲକାତା,୧୩।୧: ସେଲିବ୍ରେଶନ ମୁଡ୍‌ରେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ବିରାଟ କୋହଲି। ଶ୍ରୀଲଙ୍କା ବିପକ୍ଷରେ ଇଡେନ ଗାଡେନ୍ସରେ ଖେଳାଯାଇଥିବା ମ୍ୟାଚ୍‌ ପରେ ସେ ଓପନର୍‌ ଇଶାନ କିଶନଙ୍କ ସହ ନାଚିଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଦୁର୍ଘଟଣା ପରେ ପ୍ରଥମ ଥର ଗୋଡ଼ରେ ଛିଡ଼ା ହେଲେ ରିଷଭ ପନ୍ତ

ମୁମ୍ବାଇ,୧୩।୧: ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ନିକଟରେ ଦୁର୍ଘଟଣାର ଶିକାର ହୋଇଥିବା ରିଷଭ ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ଭାରତୀୟ ଉଇକେଟ କିପର ତଥା ବ୍ୟାଟ୍ସମ୍ୟାନ ବର୍ତ୍ତମାନ ମୁମ୍ବାଇର କୋକିଲାବେନ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସର୍ଜରୀ ପରେ…

ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଅନ୍ତିମ ଦିନିକିଆ ପୂର୍ବରୁ ବେଙ୍ଗାଲୁରୁ ଫେରିଲେ…

କୋଲକାତା,୧୩।୧: ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ଭଲ ପ୍ରଦର୍ଶନ କରୁଛି ଟିମ୍‌ ଇଣ୍ଡିଆ। ଆରମ୍ଭରୁ ଦୁଇଟି ମ୍ୟାଚ୍‌ ଜିତି ଦଳ ସିରିଜ ଉପରେ ଆଗୁଆ କବ୍ଜା କରିଛି। ଏବେ ଦୁଇ ଟିମ୍‌ ମଧ୍ୟରେ ଅନ୍ତିମ ମୁକାବିଲା ରବିବାର(ଜାନୁୟାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?