Home

ରାଜୌରୀ ଆକ୍ରମଣ ଘଟଣାରେ ୫୦ ଅଟକ

ଜମ୍ମୁ,୧୧ା୧: ଜମ୍ମୁ-କଶ୍ମୀରର ରାଜୌରୀ ଜିଲାରେ ଜାନୁୟାରୀ ୧ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ରାଜ୍ୟ ପୋଲିସ ୫୦ ଜଣଙ୍କୁ ଅଟକ ରଖି ଜେରା କରୁଛିି। ରାଜୌରୀର ଧାଙ୍ଗ୍ରି ଗ୍ରାମରେ ଆତଙ୍କବାଦୀ ଆକ୍ରମଣରେ ୭ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ…

ବାଇଡେନ୍‌ଙ୍କ ଘରୋଇ ଅଫିସ୍‌ରେ ଗୋଇନ୍ଦା ଦସ୍ତାବିଜ୍‌

ଓ୍ବାଶିଂଟନ,୧୧ା୧: ଜୋ ବାଇଡେନ୍‌ ଆମେରିକାର ଉପରାଷ୍ଟ୍ରପତି ଥିବା ସମୟରେ ତାଙ୍କ ଘରୋଇ କାର୍ଯ୍ୟାଳୟରୁ ଅନେକ ଗୋଇନ୍ଦା ଦସ୍ତାବିଜ୍‌ ମିଳିଛି। ସେଥିରେ ୟୁକ୍ରେନ୍‌, ଇରାନ ଏବଂ ବ୍ରିଟେନ୍‌ର ଗୋପନ ତଥ୍ୟ ରହିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ଗତବର୍ଷ ବାଇଡେନ୍‌ଙ୍କ ଘରୋଇ କାର୍ଯ୍ୟାଳୟରୁ ୧୦ଟି…

ମାଡ଼ିିଲାଣି ମାନ୍ଦାବସ୍ଥା

ଓ୍ବାଶିଂଟନ,୧୧ା୧: ୨୦୨୩ ବିଶ୍ୱ ଅର୍ଥନୀତି ପାଇଁ ଏକ ବିପଜ୍ଜନକ ବର୍ଷ ହେବାକୁ ଯାଉଛି। କାରଣ ଯେଉଁ ମାନ୍ଦାବସ୍ଥାକୁ ନେଇ ଅର୍ଥନୀତିଜ୍ଞମାନେ ଚିନ୍ତା କରୁଥିଲେ ତାହା ଆସିସାରିଛି। ଆମେରିକା, ୟୁରୋପ ଓ ଚାଇନା ଭଳି ବୃହତ୍‌ ଅର୍ଥନୀତିରେ ଦୁର୍ବଳ ଅଭିବୃଦ୍ଧି ଯୋଗୁ ବୈଶ୍ୱିକ…

ଗୁଲାମ ନବୀଙ୍କୁ ରମେଶଙ୍କ କଟାକ୍ଷ…

ଶ୍ରୀନଗର,୧୦।୧ : କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ମଙ୍ଗଳବାର ଗୁଲାମ ନବୀ ଆଜାଦଙ୍କ ପାର୍ଟିକୁ ନେଇ କଟାକ୍ଷ କରିଛନ୍ତି। ନିକଟରେ ଆଜାଦଙ୍କ ଦଳର ଅନେକ ନେତା କଂଗ୍ରେସକୁ ଫେରିଛନ୍ତି। ଏହା ପରେ ଜୟରାମ ରମେଶ ସୋସିଆଲ ମିଡିଆରେ ମନ୍ତବ୍ୟ ଦେବାବେଳେ…

ଶ୍ରୀଲଙ୍କା ସଙ୍କଟ ଘନେଇଲା: ସରକାରୀ କର୍ମଚାରୀଙ୍କ ଜାନୁୟାରୀ-ଫେବୃୟାରୀ ଦରମା ନେଇ ଅନିଶ୍ଚିତତା…

କଲମ୍ବୋ,୧୦।୧ : ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଘନେଇବାରେ ଲାଗିଛି। ଉତିମଧ୍ୟରେ ସମସ୍ତ ମନ୍ତ୍ରଣାଳୟକୁ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରମସିଙ୍ଘେ ଏକ ବିଶେଷ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁଯାୟୀ, ଚଳିତ ବର୍ଷର ବଜେଟରେ ସେମାନଙ୍କୁ ଦିଆଯାଇଥିବା ଆନୁମାନିକ ଖର୍ଚ୍ଚକୁ ପାଞ୍ଚ ପ୍ରତିଶତ ହ୍ରାସ…

୧୩ରୁ ଆରମ୍ଭ ହେବ ହକି ବିଶ୍ୱକପ୍‌: ମ୍ୟାଚ୍‌ ଦେଖିବା ଲାଗି ଏଲ୍‌ଇଡି ଟିଭି ବ୍ୟବସ୍ଥା

ପୁରୀ ଅଫିସ, ୧୦ା୧: ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍‌। ଚଳିତ ଥର ଏହାକୁ ଓଡ଼ିିଶା ଆୟୋଜନ କରୁଛି। ଏହାକୁ ସ୍ମରଣୀୟ ଓ ଆକର୍ଷଣୀୟ କରିବା ପାଇଁ ପୁରୀ ଜିଲା ପ୍ରଶାସନ ପକ୍ଷରୁ ବିବିଧ କାର୍ଯ୍ୟକ୍ରମର…

ଚିତ୍ରକୋଣ୍ଡା ଜଳଭଣ୍ଡାରରେ ୪୦୧୨ ପକ୍ଷୀ

ଚିତ୍ରକୋଣ୍ଡା,୧୦ା୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବନାଞ୍ଚଳ ଆନୁକୂଲ୍ୟରେ ବନାଞ୍ଚଳ ଅଧିକାରୀ ବଳରାମ ନାୟକଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ଚିତ୍ରକୋଣ୍ଡା ଜଳଭଣ୍ଡାରରେ ପକ୍ଷୀଗଣନା କରାଯାଇଛି। ମୋଟ ୪୦୧୨ ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି। ବନ ବିଭାଗର ବୋଟ୍‌ରେ ଚିତ୍ରକୋଣ୍ଡା ସ୍ପିଲବାଇ ଲଞ୍ଚ ଘାଟରୁ ଆଲାମପକା ଏବଂ…

ବିନା ନୋଟିସରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଚାକରିରୁ ବାହାର କରାଯାଇ ପାରିବ ନାହିଁ: ହାଇକୋର୍ଟ…

ଥରୁଭାନନ୍ତପୁରମ୍‌,୧୦।୧ : କେରଳ ହାଇକୋର୍ଟ କହିଛନ୍ତି ଯେ କାର୍ଯ୍ୟରେ ଅସନ୍ତୋଷଜନକ ପ୍ରଦର୍ଶନ ଯୋଗୁ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ପୂର୍ବ ସୂଚନା ବିନା ଚାକରିରୁ ବାହାର କରାଯାଇପାରିବ ନାହିଁ। ବରଖାସ୍ତ ହେବା ପୂର୍ବରୁ କର୍ମଚାରୀଙ୍କୁ ନୋଟିସ ଦିଆଯିବା ଉଚିତ ବୋଲି କୋର୍ଟ କହିଛନ୍ତି। ୱାୟାନାଡ…

ବୃନ୍ଦାବନରୁ ଫେରି ଶତକ ମାରିଲେ କୋହଲି, ପ୍ରଶଂସକ କହିଲେ ‘ବାବା ଜି କି ଜୟ ହୋ’

ଗୁଆହାଟି,୧୦।୧: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଶତକ ମାରିବାରେ ସଫଳ ହୋଇଛନ୍ତି। ମ୍ୟାଚ୍‌ରେ ସେ ୧୧୩ ରନ୍‌ର ଇନିଂସ ଖେଳିଥିଲେ। ଏହା ତାଙ୍କ କ୍ୟାରିୟରର ୪୫ତମ ଶତକ ଥିଲା। ତେବେ ଏହି ଶତକ ପରେ…

କାନାଡାରେ ଗୋଟାବାୟା-ମହିନ୍ଦାଙ୍କ ବିରୋଧରେ ପ୍ରତିବନ୍ଧକ…

ଅଟଓ୍ବା/କଲମ୍ବୋ,୧୦।୧ : ନାଗରିକ ବିବାଦର ମାନବିକ ଅଧିକାରର ଉଲ୍ଲଂଘନ ପାଇଁ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଏବଂ ମହିନ୍ଦା ରାଜପକ୍ଷେ, ସେମାନଙ୍କ କର୍ମଚାରୀ ସୁନୀଲ ରତ୍ନାୟକେ ଏବଂ ଲ୍ୟୁଟନାଟ କମାଣ୍ଡର ଚନ୍ଦନା ପି ହେଟିଆରିଚିଥେଙ୍କ ସମେତ କାନାଡା ସରକାର ଶ୍ରୀଲଙ୍କାର ଚାରିଜଣ…

ଶେଷଯାଏ ଲଢ଼ିଲେ ଶ୍ରୀଲଙ୍କା ଅଧିନାୟକ

ଗୁଆହାଟି,୧୦।୧: ପ୍ରଥମ ଦିନିକିଆରେ ଦମ୍‌ଦାର ବିଜୟରୁ ଯାତ୍ରା ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ଦଳ ବିରୋଧୀ ଟିମ୍‌କୁ ବିଶାଳ ୩୭୪ରନ୍‌ର ଟାର୍ଗେଟ ଦେଇଥିଲା। ଜବାବରେ ଶ୍ରୀଲଙ୍କା ୫୦ ଓଭର ସୁଦ୍ଧା ୮ ଉଇକେଟ ହରାଇ ୩୦୬ ରନ୍‌…

ପ୍ରଥମ ମ୍ୟାଚରେ ଟିମ୍‌ ଇଣ୍ଡିଆର ଦମଦାର ବିଜୟ, ଲଢୁଆ ବ୍ୟାଟିଂ ସତ୍ତ୍ୱେ ହାରିଲା ଶ୍ରୀଲଙ୍କା…

ଗୁଆହାଟୀ,୯।୧ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମଙ୍ଗଳବାର ଗୁଆହାଟିର ବାରସାପରା କ୍ରିକେଟ ଷ୍ଟାଡିୟମରେ ତିନିଟିକିଆ ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚରେ ଟିମ୍‌ ଇଣ୍ଡିଆ ଭ୍ରମଣକାରୀ ଦଳ ଶ୍ରୀଲଙ୍କାକୁ ପରାଜିତ କରିଛି। ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଶ୍ରୀଲଙ୍କା ଶେଷରେ ପରାଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?