Home

ହୀରା ବ୍ୟବସାୟୀଙ୍କ ଉଦାରତା: ୧୦୦୦ କର୍ମଚାରୀଙ୍କୁ ମାଗଣାରେ ବୁଲାଇନେଲେ ଉତ୍ତରାଖଣ୍ଡ

ସୁରଟ,୭ା୧୧: ପ୍ରତିବର୍ଷ ଦୀପାବଳି ଅବସରରେ କମ୍ପାନୀ ଏବଂ ଶିଳ୍ପପତିମାନେ ସେମାନଙ୍କ କର୍ମଚାରୀମାନଙ୍କୁ ଉପହାର ପ୍ରଦାନ କରିଥାନ୍ତି। ସବୁବେଳେ ଶୁଣିବାକୁ ମିଳେ, କମ୍ପାନୀର ମାଲିକ କର୍ମଚାରୀମାନଙ୍କୁ ଉପହାର ସ୍ବରୂପ ଏକ କାର୍‌, ସୁନା କିମ୍ବା ଫ୍ଲାଟ୍‌ ଦେଇଥାନ୍ତି। କିନ୍ତୁ ଏଥର ଉପହାର ଟିକେ…

ସୋସିଆଲ ମିଡିଆରେ ବିତାଉଥିଲେ ୧୪ ଘଣ୍ଟାରୁ ଅଧିକ ସମୟ, ଘଟିଲା ଏମିତି…

ଆଜିର ସମୟରେ ଲୋକମାନଙ୍କର ଫୋନ୍‌ ନିଶା ଏତେ ଯେ, ସେମାନେ ଏଥିରୁ ଦୂରେଇ ରହି ପାରୁନାହାନ୍ତି। ଦିନସାରା ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ, ହ୍ବାଟ୍ସଆପ୍‌, ଟୁଇଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ରହିବା ପରେ ସେମାନେ ବାସ୍ତବ ଦୁନିଆରୁ ବିଚ୍ଛିନ୍ନ ହୋଇ ଭର୍ଚୁଆଲ ଦୁନିଆରେ…

ପ୍ରେମିକଙ୍କ ହାତ ଧରିଲେ ଗାୟିକା

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଗାୟିକା ପଲକ ମୁଚ୍ଛଲ। ଦୀର୍ଘଦିନର ପ୍ରେମିକ ମିଥୁନଙ୍କ ହାତ ଧରିଛନ୍ତି ସେ। ନିଜ ଜୀବନର ଏହି ଖାସ୍‌ ଉତ୍ସବରେ ପଲକ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ। ସେହିଭଳି ମିଥୁନ ଅଫ୍‌ ହ୍ବାଇଟ୍‌ ରଙ୍ଗର ଶେରଓ୍ବାନୀ…

ଚାଇନାରେ ପଢୁଥିବା କେଉଁ ଭାରତୀୟ ଛାତ୍ରଙ୍କୁ ମିଳିବ ଲାଇସେନ୍ସ ଜାଣନ୍ତୁ…

ବେଜିଂ,୭ା୧୧: ପ୍ରତିବର୍ଷ ବହୁ ସଂଖ୍ୟକ ଭାରତୀୟ ଛାତ୍ରୀଛାତ୍ର ଡାକ୍ତରୀ ଅଧ୍ୟୟନ ପାଇଁ ଚାଇନା ଯାଇଥାନ୍ତି। ତେବେ କରୋନା ଅବଧି ସମୟରେ ହଜାର ହଜାର ଭାରତୀୟ ଛାତ୍ରୀଛାତ୍ରଙ୍କୁ ଘରକୁ ଫେରିବାକୁ ପଡ଼ିଥିଲା। ଏହି କାରଣରୁ ଅନେକ ପିଲା ସେମାନଙ୍କ ପାଠପଢ଼ା ଶେଷ ବି…

ସ୍ବାମୀଙ୍କ ଭୟରେ ଘରୁ ବାହାରିବାକୁ ଡରୁଥିଲେ ଅଭିନେତ୍ରୀ, ଏବେ ବଖାଣିଲେ ଦୁଃଖ

ବମ୍ବେ: କିଛି ଦିନର ଡେଟିଂ ପରେ ବିବାହ। ଏବେ ଛାଡ଼ପତ୍ର ପର୍ଯ୍ୟନ୍ତ କଥା ପହଞ୍ଚିବା ପରେ ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରି ଆସୁଛନ୍ତି ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ ଏବଂ ଭାଉଜ ଚାରୁ ଅସୋପା। ନିକଟରେ ରାଜୀବ ଚାରୁଙ୍କ…

ବଳାତ୍କାର ମାମଲାରେ ମୃତ୍ୟୁ ଦଣ୍ଡାଦେଶ ହୋଇଥିବା ୩ ଦୋଷୀଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୭।୧୧ : ଦିଲ୍ଲୀର ଚାୱଲା ଅଞ୍ଚଳରେ ୨୦୧୨ ମସିହାରେ ୧୯ ବର୍ଷର ଯୁବତୀଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୩ ଜଣ ଦୋଷୀଙ୍କୁ ସୁପ୍ରିମକୋର୍ଟ ସୋମବାର ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ୧୦ ବର୍ଷ ପୁରୁଣା ଏହି ବଳାତ୍କାର…

ଆସନ୍ତାକାଲି ବନ୍ଦ ରହିବ ମା’ ତାରିଣୀଙ୍କ ମନ୍ଦିର

ଘଟଗାଁ,୭ା୧୧(ଡି.ଏନ୍‌.ଏ.): ଆସନ୍ତା ୮ ତାରିଖ ମଙ୍ଗଳବାର ଘଟଗାଁସ୍ଥିତ ମା’ ତାରିଣୀଙ୍କ ମନ୍ଦିର ବନ୍ଦ ରହିବ। ଏହିଦିନ ଚନ୍ଦ୍ର ଗ୍ରହଣ ଯୋଗୁ ମା’ଙ୍କ ନୀତିକାନ୍ତି ବନ୍ଦ ରହିବା ନେଇ ମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ରାତି ୩ରୁ ୫ମଧ୍ୟରେ ମା’ଙ୍କ ସମସ୍ତ…

ଗ୍ରହଣ-ପରାଗ: ବିଶ୍ୱାସ, ଅନ୍ଧବିଶ୍ୱାସ

”ଚାଇନାର ଲୋକମାନେ ଚନ୍ଦ୍ର ଓ ସୂର୍ଯ୍ୟକୁ ଯଥାକ୍ରମେ ଗ୍ରହଣ କିମ୍ବା ପରାଗ ସମୟରେ ଏକ ଡ୍ରାଗନ ଗିଳି ଦେଉଥିବାର ବିଶ୍ୱାସ କରନ୍ତି। ସେହିପରି ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜର ଆଦିମ ଅଧିବାସୀମାନେ ଏହି ସମୟରେ ଚନ୍ଦ୍ର ଓ ସୂର୍ଯ୍ୟଙ୍କୁ ଆକାଶରେ କୁକୁର ହେଟାବାଘ…

ଆସାମ-ମେଘାଳୟ ମିଳିତ ଭାବେ ଉମିୟମ ହ୍ରଦର କରିବେ ବିଶ୍ୱସ୍ତରୀୟ ବିକାଶ…

ଗୁଆହାଟି/ଶିଲଂ,୭।୧୧ : ଆସାମ ଏବଂ ମେଘାଳୟ ମିଳିତ ଭାବେ ଉମିୟମ ହ୍ରଦକୁ ଜଳ କ୍ରୀଡା ପାଇଁ ବିଶ୍ୱସ୍ତରୀୟରେ ପରିଣତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମେଘାଳୟର ଉମିୟମ ହ୍ରଦରେ ରାଇଜିଂ ସନ ଫେଷ୍ଟିଭାଲ ୨୦୨୨ର ସମାରୋହରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା…

ଝୁଲାପୋଲ ଦୁର୍ଘଟଣା ମାମଲାରେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ…

ଅହମଦାବାଦ,୭।୧୧ : ଗୁଜରାଟ ହାଇକୋର୍ଟ ମୋରବି ଝୁଳାପୋଲ ଦୁର୍ଘଟଣା ନେଇ ସ୍ବତଃପ୍ରବୃତ୍ତ ଭାବେ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ମାମଲାରେ ଗୁଜରାଟ ସରକାରଙ୍କ ଅଧିକାରୀମାନଙ୍କୁ କୋର୍ଟ ନୋଟିସ ଜାରି କରିଛନ୍ତି। ଯେଉଁ ବିଭାଗର ଅଧିକାରୀଙ୍କଠାରୁ ଉତ୍ତର ଲୋଡା ଯାଇଛି ସେଥି ମଧ୍ୟରେ…

ଟି-୨୦ ବିଶ୍ୱକପ୍‌ ସେମିଫାଇନାଲ, ଫାଇନାଲରେ ବର୍ଷା ହେଲେ କିଏ ହେବ ବିଜେତା

ନୂଆଦିଲ୍ଲୀ,୭।୧୧: ଆଇସିସି ଟି-୨୦ ବିଶ୍ୱକପ ବର୍ତ୍ତମାନ ଶେଷ ଆଡକୁ ଗତି କରୁଛି। ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡର ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହି ଟୁର୍ନାମେଣ୍ଟରେ ବର୍ଷା ଆୟୋଜକ ଅଷ୍ଟ୍ରେଲିଆ ସମେତ ଅନେକ ବଡ ଦଳର ଖେଳକୁ ନଷ୍ଟ କରିଦେଇଛି।…

ବନ୍ଧୁକରୁ ଗୁଳି ଫୁଟି ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୭ା୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନାଠାରୁ ମାତ୍ର ୨ଶହ ମିଟର ଦୂର ପଞ୍ଚାୟତ କାର୍ଯ୍ୟାଳୟଏବଂ ବ୍ଲକ କାର୍ଯ୍ୟାଳୟ ନିକଟରେ ବନ୍ଧୁକରୁ ଗୁଳି ଫୁଟି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଯୁବକ ଜଣକ କୋଟଗଡ଼ ଥାନା ଅଞ୍ଚଳର ଏଲିଅ ସୁନାମାଝି ବୋଲି ପ୍ରାଥମିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri