କେନ୍ଦ୍ର ମନ୍ତ୍ରୀଙ୍କୁ ବ୍ଲାକମେଲ୍ କରିବା ଉଦ୍ୟମ, ୨ଜଣଙ୍କୁ ଗିରଫ କଲା କ୍ରାଇମ୍ବ୍ରାଞ୍ଚ
ନୂଆଦିଲ୍ଲୀ,୨୬।୭: କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ସେକ୍ସଟୋର୍ସନ୍ କଲ କରି ବ୍ଲାକମେଲ୍ କରିବାକୁ ଉଦ୍ୟମ ଘଟଣା ସାମ୍ନାକୁ ଆସିଛି। ଏନେଇ ଦିଲ୍ଲୀ ପୋଲିସ କମିଶନରଙ୍କ ନିକଟରେ ଅଭିଯୋଗ କରାଯିବା ପରେ ୨ ଜଣଙ୍କୁ ଗିରଫ କରାଯାଇଛି। ତେବେ ଖାଦ୍ୟ ପ୍ରକ୍ରିୟାକରଣ…
‘ଇସ୍ତଫା ଦେବାର କୌଣସି ପ୍ରଶ୍ନ ନାହିଁ, ଯଦି କେନ୍ଦ୍ର କହିବ…’
ଇମ୍ଫାଲ,୨୬।୭: ମଣିପୁର ମୁଖ୍ୟମନ୍ତ୍ରୀ ଏନ୍. ବିରେନ ସିଂ ସ୍ପଷ୍ଟ କରିଛନ୍ତି ଯେ, ସେ ତାଙ୍କ ପଦରୁ ଇସ୍ତଫା ଦେବେ ନାହିଁ। ଜାରି ରହିଥିବା ହିଂସାକାଣ୍ଡ ଯୋଗୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି…
ଷ୍ଟମ୍ପ ଭାଙ୍ଗି ଅମ୍ପାୟାରଙ୍କ ସହ କଥା କଟାକଟି…ଭାରତୀୟ ଅଧିନାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଆଇସିସି
ନୂଆଦିଲ୍ଲୀ,୨୬।୭: ନିକଟରେ ଭାରତୀୟ ମହିଳା କ୍ରିକେଟ ଟିମ୍ ବାଲାଂଦେଶ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଖେଳିଥିଲା। ଏହି ସିରିଜ ଯେତିକି ରୋମାଞ୍ଚକର ଥିଲା ସେତିକି ଥିଲା ବିବାଦୀୟ। ସିରିଜର ପ୍ରଥମ ଦୁଇ ମ୍ୟାଚ୍ରେ ଦଳଦ୍ୱୟ ୧-୧ ମ୍ୟାଚ୍ ଜିତିଥିଲେ।…
ବର୍ଷାରେ ପୁଣି ବେହାଲ ରାଜଧାନୀ; ନୋଏଡାର ସମସ୍ତ ସ୍କୁଲ ଛୁଟି ଘୋଷଣା
ନୂଆଦିଲ୍ଲୀ,୨୬।୭: କିଛି ଦିନର ବ୍ୟବଧାନରେ ପୁଣି ଦିଲ୍ଲୀ-ଏନ୍ସିଆର୍କୁ ଫେରିଛି ବର୍ଷା। ବୁଧବାର ସକାଳୁ ପ୍ରବଳ ବର୍ଷା ଲାଗି ରହିଥିବାରୁ ନର୍ସରୀଠାରୁ ଆରମ୍ଭ କରି ଦ୍ୱାଦଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ । ଏନେଇ ନୋଏଡା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।…
ଯୁବରାଜଙ୍କ ମା’ଙ୍କୁ ବ୍ଲାକ୍ମେଲ କରି ମାଗିଥିଲେ ୪୦ ଲକ୍ଷ, ମହିଳାଙ୍କୁ ବାନ୍ଧିଲା ପୋଲିସ
ନୂଆଦିଲ୍ଲୀ,୨୬।୭: ଭାରତୀୟ ଟିମ୍ର ପୂର୍ବତନ ତାରକା ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂହଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାଙ୍କ ମା’ ଶବନମ ସିଂହଙ୍କୁ ଧମକ ଦେବା ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ମହିଳାଜଣଙ୍କ ତାଙ୍କୁ ମିଥ୍ୟା କେସ୍ରେ ଫସାଇଦେବାକୁ ଧମକ…
ୟୁକ୍ରେନ୍କୁ ୪୦୦ ମିଲିୟନ ଡଲାରର ଅତିରିକ୍ତ ସାମରିକ ସହାୟତା ପଠାଇବ ଆମେରିକା
ଓ୍ବାଶିଂଟନ,୨୬।୭: ପ୍ରାୟ ଦେଢ ବର୍ଷ ଧରି ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଚାଲିଛି ଏବଂ ଆମେରିକା କ୍ରମାଗତ ଭାବରେ ୟୁକ୍ରେନ୍କୁ ସାମରିକ ସହାୟତା ପଠାଉଛି। ଏହି ସମୟରେ ଆମେରିକାର ବୈଦେଶିକ ବିଭାଗ ନୂତନ ସାମରିକ ସହାୟତା ଘୋଷଣା କରିଛି। ୟୁକ୍ରେନ୍କୁ ୪୦୦ ମିଲିୟନ ଆମେରିକୀୟ…
ଦ୍ରାସରେ କାର୍ଗିଲ ବିଜୟ ଦିବସର ମୁଖ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଜନାଥ ସିଂ
ନୂଆଦିଲ୍ଲୀ,୨୬।୭: ୨୪ ତମ କାର୍ଗିଲ ବିଜୟ ଦିବସ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଯୁଦ୍ଧ ସ୍ମାରକକୁ ଚୂଡାନ୍ତ ରୂପ ଦିଆଯାଇଛି। ୧୯୯୯ରେ ଏହି ଦିନ ଭାରତ ଦୁନିଆର ସବୁଠାରୁ ଦୁର୍ଗମ ଯୁଦ୍ଧକ୍ଷେତ୍ରରେ ଏକ ଦ୍ରାସରେ ପାକିସ୍ତାନକୁ ବାହାର କରି ବିଜୟ ହାସଲ…
ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବେ ବିରୋଧୀ, ଅଧୀର ରଞ୍ଜନଙ୍କ ଘୋଷଣା
ନୂଆଦିଲ୍ଲୀ,୨୬।୭: ସଂସଦର ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ମଧ୍ୟ ଗୃହ ଉତ୍ତେଜନାପୂର୍ଣ୍ଣ ଥିଲା। ମଙ୍ଗଳବାର ଲୋକ ସଭା ଓ ରାଜ୍ୟ ସଭାରେ ବହୁ ଅସନ୍ତୋଷ ଦେଖାଦେଇଥିଲା। ମଣିପୁର ହିଂସା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତି ସମ୍ପର୍କରେ ବିରୋଧୀ ଦାବି ଜାରି…
ମଣିପୁରକୁ ଆଂଶିକ ଫେରିଲା ଇଣ୍ଟରନେଟ୍ ସେବା
ନୂଆଦିଲ୍ଲୀ,୨୬ା୭: ମଣିପୁରରେ ଜାତିଆଣ ହିଂସା ଯୋଗୁ ଦୁଇ ମାସରୁ ଊର୍ଦ୍ଧ୍ୱ ଇଣ୍ଟରନେଟ୍ ସେବା ବନ୍ଦ ରହିବା ପରେ ମଙ୍ଗଳବାର ଆଂଶିକ ଫେରିଛି। ଯେଉଁମାନେ ଷ୍ଟାଟିକ୍ ଆଇପି ସଂଯୋଗ ନେଇଛନ୍ତି, ସେମାନେ ସୀମିତ ଇଣ୍ଟରନେଟ୍ ସେବା ଉପଲବ୍ଧ କରିପାରିବେ ବୋଲି ରାଜ୍ୟ ସରକାରଙ୍କ…
ଆଜି ଦେଶର ସର୍ବବୃହତ କନ୍ଭେନଶନ ସେଣ୍ଟରର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପ୍ରଗତି ମଇଦାନରେ ଥିବା ଅନ୍ତର୍ଜାତୀୟ ପ୍ରଦର୍ଶନୀ-ସହ-କନଭେନସନ ସେଣ୍ଟର (ଆଇଇସିସି) କମ୍ପ୍ଲେକ୍ସକୁ ଦେଶ ପାଇଁ ଉତ୍ସର୍ଗ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଦାବି କରିଛି ଯେ ଏହା ବିଶ୍ୱର ଅଗ୍ରଣୀ ପ୍ରଦର୍ଶନୀ ଏବଂ ସମ୍ମିଳନୀ କମ୍ପ୍ଲେକ୍ସ…
ରାଜ୍ୟରେ ମହିଳାଙ୍କ ପାଇଁ କାହିଁକି ଲାଗୁ ହୋଇନି ସଂରକ୍ଷଣ: କେନ୍ଦ୍ରକୁ ସୁପ୍ରିମ୍କୋର୍ଟଙ୍କ ପ୍ରଶ୍ନ…
ନୂଆଦିଲ୍ଲୀ,୨୫।୭ : ମଙ୍ଗଳବାର ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ତାଗିଦ କରିଛନ୍ତି। ଭାଜପା ଶାସିତ ରାଜ୍ୟଗୁଡିକ ବିରୋଧରେ ଦୃଢ଼ ଆଭିମୁଖ୍ୟ ଗ୍ରହଣ ନ କରି ଥିବାରୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡରେ…
ପୂର୍ବତନ ଭାଜପା ବିଧାୟକ ଲୋଡିଲେ ଇଛାମୃତ୍ୟୁ ଅନୁମତି, ୬ ବର୍ଷ ଧରି ଜେଲରେ…
ଧାନବାଦ,୨୫।୭ : ଝାଡ଼ଖଣ୍ଡର ଜଣେ ପୂର୍ବତନ ବିଧାୟକ କୋର୍ଟରୁ ଇଛାମୃତ୍ୟୁ ଦାବି କରିଛନ୍ତି। ଏହି ମାମଲା ଧାନବାଦ ସହ ଜଡିତ ଯେଉଁଠାରେ ପୂର୍ବତନ ଡେପୁଟି ମେୟର ନୀରଜ ସିଂଙ୍କ ହତ୍ୟା ମାମଲାରେ ଭାଜପାର ପୂର୍ବତନ ଝରିଆ ବିଧାୟକ ସଞ୍ଜୀବ ସିଂ ୨୦୧୭…
Archives


