ସାଥୀର ମୃତ୍ୟୁ ପରେ ବି ଛାଡ଼ିକି ଯାଇ ନ ଥିଲା ପକ୍ଷୀ, ଭିଡିଓ ଦେଖିଲେ…
ପ୍ରେମ ହେଉଛି ଏହି ଦୁନିଆର ଏକମାତ୍ର ଅନୁଭବ, ଯାହାକି ଦୁନିଆର ପ୍ରତ୍ୟେକ ଜୀବକୁ ବାନ୍ଧି ରଖିଥାଏ। ଏପରିକି ସେମାନଙ୍କ ଭାଷା ବୁଝି ନ ପାରି ମଧ୍ୟ ଆପଣ ଜାଣିପାରିବେ ଯେ, ସେମାନେ ପ୍ରେମର ଭାବନା ପ୍ରକାଶ କରୁଛନ୍ତି। ଆମେ ଭାବୁ ପ୍ରେମ…
ସଫଳତା ପାଇବା ପାଇଁ ଏହି ୫ କଥାକୁ କରନ୍ତୁ ପରିତ୍ୟାଗ
ମହାନ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ କହିଛନ୍ତି, ବାରମ୍ବାର ପ୍ରତିବନ୍ଧକ ଆସୁଛି, ଯଦି ଆମେ ସଫଳତା ପାଇପାରୁ ନାହୁଁ, ତେବେ ଲକ୍ଷ୍ୟ ନୁହେଁ, କାର୍ଯ୍ୟ କରିବାର ପଦ୍ଧତିକୁ ପରିବର୍ତ୍ତନ କରିବା ଉଚିତ। ସଫଳତା ପାଇବା ପାଇଁ ୫ଟି କଥାକୁ ପରିତ୍ୟାଗ କଲେ…
ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍: ଯୁଦ୍ଧ ବିମାନ ଇଞ୍ଜିନ ଉତ୍ପାଦନ କରିବ ଭାରତ
ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ଆମେରିକାର କମ୍ପାନୀ ଜିଇ ଏରୋସ୍ପେସ ଭାରତରେ ଯୁଦ୍ଧ ବିମାନ ଇଞ୍ଜିନର ମିଳିତ ଉତ୍ପାଦନ ପାଇଁ ହିନ୍ଦୁସ୍ତାନ ଏରୋନେଟିକ୍ସ((ହଲ) ଲିମିଟେଡ ସହିତ ଚୁକ୍ତିନାମା ସ୍ବାକ୍ଷର କରିଛି। ଏହାପୂର୍ବରୁ ହ୍ବାଇଟ ହାଉସ କହିଥିଲା, ଏଠାରେ…
ବାହାନଗା ହାଇସ୍କୁଲ ୫-ଟି ଉପକ୍ରମରେ ହେବ ପୁନଃନିର୍ମାଣ
ଭୁବନେଶ୍ୱର,୨୨ା୬(ସୁନିତ୍ ମିଶ୍ର): ବାଲେଶ୍ୱର ଜିଲାର ବାହାନଗା ହାଇସ୍କୁଲର ୫-ଟି ଉପକ୍ରମରେ ପୁନଃନିର୍ମାଣ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ କୋଟି ୪୯ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅର୍ଥ ମଞ୍ଜୁର କରାଯାଇଛି। ସୂଚନାଯୋଗ୍ୟ, ଗତ…
ପ୍ରତିରକ୍ଷା ଏବଂ ଶିଳ୍ପ କ୍ଷେତ୍ରରେ ନୂଆ ମାଇଲଖୁଣ୍ଡ ସ୍ଥାପନ କରିବ କି ମୋଦିଙ୍କ ଆମେରିକା ଗସ୍ତ
ନୂଆଦିଲ୍ଲୀ/ଓ୍ବାଶିଂଟନ୍,୨୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ତେବେ ମୋଦିଙ୍କ ଗସ୍ତକୁ ଭାରତ ପାଇଁ ଐତିହାସିକ ମୁହୂର୍ତ୍ତ ବୋଲି କୁହାଯାଉଛି। ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଏକ ନୂଆ ଦିଗ ଦେଖାଇବ ବୋଲି ଆଲୋଚନା କରାଯାଉଛି।…
ଛତିଶଗଡ଼ରେ ଗଢିବାକୁ ପଡିବ ଭାଜପା ସରକାର: ଶାହା
ରାୟପୁର,୨୨।୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଛତିଶଗଡ଼ରେ ଭାରତୀୟ ଜନତା ପାର୍ଟି(ଭାଜପା)ର ନିର୍ବାଚନ ବିଗୁଲ ଫୁଙ୍କିଛନ୍ତି। ଦୁର୍ଗରେ ଗୁରୁବାର ସେ କହିଛନ୍ତି ୨୦୨୩ରେ ଛତିଶଗଡ଼ରେ ଭାଜପାର ସରକାର ଗଠନ କରିବାକୁ ହେବ। ପୂର୍ବତନ ମୁଖ୍ୟମନ୍ତ୍ରୀ ରମନ ସିଂଙ୍କୁ ଟାର୍ଗେଟ କରି ସେ…
ହୋଲି ପ୍ରତିବନ୍ଧକ ପ୍ରତ୍ୟାହାର କଲେ ସରକାର
ଇସଲାମାବାଦ,୨୨ା୬: ପାକିସ୍ତାନ ବିଶ୍ୱବିଦ୍ୟାଳୟରେ ହୋଲି ଖେଳିବାକୁ ବାରଣ କରିବା ନିଷ୍ପତ୍ତି ପ୍ରତ୍ୟାହାର କରାଯାଇଛି। ପାକିସ୍ତାନ ସରକାର ଏହାର ଆଦେଶକୁ ନେଇ ଅସୁବିଧାରେ ପଡ଼ିବା ପରେ ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଷ୍ଟ୍ରାଟେଜିକ ସଂସ୍କାର ୟୁନିଟର ମୁଖ୍ୟ ସଲମାନ ସୁଫି…
ରାମାୟଣକୁ ନେଇ ସବୁବେଳେ ବିବାଦ: ଦୀପିକା
ମୁମ୍ବାଇ: ସାରା ଦେଶରେ ରାମାୟଣ କଥାବସ୍ତୁ ଉପରେ ଆଧାରିତ ପୌରାଣିକ ଫିଲ୍ମ ‘ଆଦିପୁରୁଷ’ ଉପରେ ପ୍ରତିବନ୍ଧକ ଲଗାଯିବା ଦାବିରେ ଅଭିନେତ୍ରୀ ଦୀପିକା ଚିଖାଲିଆଙ୍କ ଏକ ଭିଡିଓ ଚର୍ଚ୍ଚାରେ ରହିଛି। ରାମନାଥ ସାଗରଙ୍କ ରାମାୟଣରେ ମାତା ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା…
ତମନ୍ନାଙ୍କୁ ନିଜର ଆଇକନ କହିଲେ ବିଜୟ
ମୁମ୍ବାଇ: କିଛି ଦିନ ମଧ୍ୟରେ ତମନ୍ନା ଭାଟିଆ ଏବଂ ବିଜୟ ବର୍ମା ନିଜ ଲଭ୍ ଲାଇଫ୍କୁ ନେଇ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ତେବେ ସେମାନଙ୍କର ଆଗାମୀ ୱେବ ସିରିଜ ‘ଲଷ୍ଟ ଷ୍ଟୋରୀ ୨’ ରିଲିଜ ହେବାକୁ ଯାଉଛି। ଯେଉଁଥିରେ ଦୁହେଁ ଏକାଠି…
ବାଇଡେନଙ୍କ ସହ ପ୍ରେସ କନଫରେନ୍ସ କରିବେ ମୋଦି, ଦୁଇଟି ପ୍ରଶ୍ନର ଦେବେ ଉତ୍ତର
ଓ୍ବାଶିଂଟନ,୨୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଆମେରିକା ଗସ୍ତରେ ଅଛନ୍ତି। ଜୁନ ୨୧ରେ ସେ ଆମେରିକାରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ସେଠାରେ ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଫାଷ୍ଟ ଲେଡଇ ଜିଲ ବାଇଡେନଙ୍କୁ…
ରାଣୀବର ପାହାଡ଼ରୁ ମରମ ଚୋରି
ଗଞ୍ଜାମ,୨୨।୬(ବିଦ୍ୟାଧର ସାହୁ )ରାଣୀବର ପାହାଡ଼ରୁ ମରମ ଚୋରି ହୋଇଥିବା ଅଭିଯୋଗ ହୋଇଛି l ଉକ୍ତ ଚୋରି ମରମ ଗଞ୍ଜାମ ବ୍ଲକ ରମ୍ଭା ଥାନା କାଠଗସ୍ଥିତ ପଠାଣ ବସାଠାରେ ହୋଇଥିବା ଜଣା ପଡିଛି l ମରମ ଚୋରି ଘଟଣାକୁ ଗଞ୍ଜାମ ତହସିଲଦାର ଅରୁଣ…
ଆହାର କେନ୍ଦ୍ର ପରିଚାଳନା ପାଇଁ ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୨ା୬(ସୁନିତ୍ ମିଶ୍ର): ରାଜ୍ୟର ବିଭିନ୍ନ ସ୍ଥାନରେ ଆହାର କେନ୍ଦ୍ର ପରିଚାଳନା ପାଇଁ ଗଠିତ ରାଜ୍ୟସ୍ତରୀୟ ଆହାର କମିଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସୂଚନାଯୋଗ୍ୟ, ୨୦୧୫-୧୬ରୁ ୨୦୨୧-୨୨ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ…
Archives


