‘ପଞ୍ଜାବରେ ନିଶା ତ ଆପଣଙ୍କ ସରକାର ସମୟରେ ବ୍ୟାପିଥିଲା’, ଶାହାଙ୍କ ବୟାନର ପ୍ରତିକ୍ରିୟା ଦେଲେ କେଜରିଓ୍ବାଲ
ଚଣ୍ଡିଗଡ଼,୧୮।୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ପଞ୍ଜାବର ଗୁରୁଦାସପୁରରେ ଏକ ରାଲିକୁ ସମ୍ବୋଧିତ କରି ଆମ ଆଦମୀ ପାର୍ଟି(ଏଏପି) ଉପେର ଖୁବ ବର୍ଷିଛନ୍ତି। ଏବେ ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପିର ସଂଯୋଜକ ଅରବିନ୍ଦ କେଜରିଓ୍ବାଲ ଶାହାଙ୍କ ବୟାନର…
ସ୍ତ୍ରୀଙ୍କୁ ଛାତରୁ ଠେଲିଦେଲେ ସ୍ବାମୀ, ଡାକ୍ତରଖାନାରେ ଭର୍ତ୍ତି
ଲକ୍ଷ୍ନୌ,୧୮ା୬: ଉତ୍ତରପ୍ରଦେଶର ଚିତ୍ରକୂଟରେ ଏକ ବିବାହ ସମାରୋହକୁ ବରଯାତ୍ରୀରେ ଆସିଥିବା ଯୁବତୀଙ୍କୁ ରଙ୍ଗ ଲଗାଇବା ପାଇଁ ସ୍ତ୍ରୀ ମନା କରିବାରୁ ସ୍ବାମୀ ରାଗରେ ସ୍ତ୍ରୀଙ୍କୁ ଛାତ ଉପରୁ ଠେଲି ଦେଇଛନ୍ତି। ଏହି ଘଟଣା ମାଣିକପୁର ଥାନା ଅଧୀନସ୍ଥ ଅଣ୍ଟାଡିହ ଗାଁରେ ଦେଖିବାକୁ…
ରୁଷିଆ କବ୍ଜାରେ ଥିବା ଗାଁକୁ ମୁକ୍ତ କରୁଛି ୟୁକ୍ରେନ
କିଭ୍,୧୮ା୬): ରୁଷିଆ-ୟୁକ୍ରେନ ଯୁଦ୍ଧ ନିରନ୍ତର ଜାରି ରହିଛି। ଏହି ସମୟରେ ରୁଷିଆର ଆକ୍ରମଣକୁ ନେଇ ୟୁକ୍ରେନ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇଉଠିଛି। ବର୍ତ୍ତମାନ ୟୁକ୍ରେନ ଦକ୍ଷିଣ ଜାପୋରିଜିଆ ଅଞ୍ଚଳର ଏକ ଗ୍ରାମ ଦଖଲ କରିଛି ୟୁକ୍ରେନ। ରବିବାର ରୁଷିଆର ଜଣେ ଅଧିକାରୀ ଏହା…
୮୪ ଦଙ୍ଗା କଥା ମନେପକାଇ କଂଗ୍ରେସକୁ ଟାର୍ଗେଟ କଲେ ଶାହା
ଚଣ୍ଡିଗଡ଼,୧୮।୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ପଞ୍ଜାବରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ଶିଖ ଦଙ୍ଗା କଥା ମନେପକାଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଏହାସହ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ଉପରେ ବି ଖୁବ…
କୋହଲିଙ୍କ ସମ୍ପତ୍ତି ପରିମାଣ ୧୦୦୦ କୋଟି ଟପିଲା…
କୋଲକାତା,୧୮।୬ : ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ମୋଟ ସମ୍ପତ୍ତି ପରିମାଣ ୧୦୦୦ କୋଟି ଟଙ୍କା ଅତିକ୍ରମ କରିଛି। ଇନଷ୍ଟାଗ୍ରାମରେ ୨୫୨ ନିୟୁତ ଅନୁସରଣକାରୀ ଥିବା କୋହଲିଙ୍କ ନିଟ ମୂଲ୍ୟ ବିଷୟରେ ଷ୍ଟକ ଗ୍ରୋ ଦ୍ୱାରା ଏହି ସୂଚନା ଦିଆଯାଇଛି।…
୨୦୧୪ରେ ଯେମିତି ଆସିଥିଲା ସେପରି ୨୦୨୪ରେ ବିଦାୟ ନେବ ଭାଜପା: ଅଖିଳେଶ…
ଲକ୍ଷ୍ନୌ,୧୮।୬ : ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି ୨୦୧୪ ରେ ଭାଜପା ସେପରି କ୍ଷମତାକୁ ଆସିଥିଲା ଏବେ ୨୦୨୪ରେ ସେଭଳି ବିଦାୟ ନେବ। ପିଡିଏର ଏକତା ଅର୍ଥାତ ପଛୁଆ, ଦଳିତ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଏକତା ଭାଜପା ମିଳିତ…
ବିବାହକୁ ନେଇ ଏମିତି କହିଲେ କାର୍ତ୍ତିକ
ମୁମ୍ବାଇ: ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଇଣ୍ଡଷ୍ଟ୍ରିର ମୋଷ୍ଟ ଏଲିଜବଲ୍ ବ୍ୟାଚଲର। ତାଙ୍କ ଚେହେରା, ହସ ଏବଂ ଷ୍ଟାଇଲ୍ ଉପରେ ସାରା ବିଶ୍ୱର ନଜର। ଝିଅମାନେ କ’ଣ ପୁଅମାନେ ମଧ୍ୟ ତାଙ୍କ ଷ୍ଟାଇଲ୍କୁ ଖୁବ୍ ପସନ୍ଦ କରନ୍ତି। ବି’ ଟାଉନରେ କାର୍ତ୍ତିକ…
ରାଜସ୍ଥାନରେ ଏଏପିର ନିର୍ବାଚନୀ ଶଙ୍ଖନାଦ: ଦେଶରେ ଗଣତନ୍ତ୍ର ଶେଷ ହେବାରେ ଲାଗିଛି କହିଲେ କେଜରିଓ୍ବାଲ…
ଜୟପୁର,୧୮।୬ : ରବିବାର ରାଜସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ପଞ୍ଜାବର ସିଏମ ଭଗଓ୍ବନ୍ତ ମନ ନିର୍ବାଚନୀ ଶଙ୍ଖନାଦ ଆରମ୍ଭ କରିଛନ୍ତି। ଏଏପିର ଉଭୟ ନେତା ରାଜ୍ୟର ଶ୍ରୀ ଗଙ୍ଗନଗରରେ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ବିଦ୍ୟୁତ, ପାନୀୟ ଜଳ,…
ଡିଏମକେ ନେତାଙ୍କ ବିବାଦୀୟ ମନ୍ତବ୍ୟ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଘେରିଲେ ଖୁସବୁ ସୁନ୍ଦର, କହିଲେ ଏହା ଆପଣଙ୍କ ଅପମାନ…
ଚେନ୍ନାଇ୧୮।୬ : ତାମିଲନାଡୁ ଭାଜପା ନେତା ଖୁସବୁ ସୁନ୍ଦର ଡିଏମକେକୁ ଟାର୍ଗେଟ କରିଛନ୍ତି। ବାସ୍ତବରେ ଜଣେ ଡିଏମକେ ନେତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଡିଏମକେ ନେତା ଖୁସବୁ ସୁନ୍ଦରଙ୍କ ବିଷୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏହା…
ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନୀରବ, ଶାନ୍ତି ପାଇଁ ଅପିଲ କେବେ ହେବ: ଜୟରାମ ରମେଶ…
ନୂଆଦିଲ୍ଲୀ,୧୮।୬ : ମଣିପୁରରେ ଚାଲିଥିବା ହିଂସା ବିଷୟରେ ଉଲ୍ଲେଖ କରି ବିରୋଧୀଦଳ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରବିବାର କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସର ସାଧାରଣ ସଚିବ ଜୟରାମ ରମେଶ କହିଛନ୍ତି ବିପର୍ଯ୍ୟୟ ପରିଚାଳନାରେ ଭାରତର ମହାନ ସାମର୍ଥ୍ୟ ପାଇଁ ପ୍ରଧାନମନ୍ତ୍ରୀ…
ବହୁତ ହେଲା ମନ୍ କି ବାତ୍, ଏବେ ମଣିପୁର ପ୍ରସଙ୍ଗରେ କଥା ହେବାର ସମୟ: ଟିଏମସି…
କୋଲକାତା,୧୮।୬ : ରବିବାର ମଣିପୁରରେ ଚାଲିଥିବା ହିଂସା ବିଷୟରେ ଉଲ୍ଲେଖ କରି ବିରୋଧୀଦଳ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଟିଏମସି ଏମପି ମହୁଆ ମୋଇତ୍ର ଟୁଇଟ କରି କହିଛନ୍ତି, ମନ କି ବାତ ବହୁତ ହେଲା। ବର୍ତ୍ତମାନ…
ମଣିପୁର ହିଂସା: ଶାନ୍ତି ପାଇଁ ଏକ ମଶାଲ ନେଇ ଏକଜୁଟ ହେଲେ ମହିଳା…
ଇମ୍ଫାଲ,୧୮।୬ : ମଣିପୁରରେ ହିଂସା ଜାରି ରହିଛି। ସାଧାରଣ ନାଗରିକ ଏହି କାରଣରୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟରେ ଶାନ୍ତି ଆଣିବା ପାଇଁ ମହିଳାମାନେ ଆଗେଇ ଆସିଛନ୍ତି। ରାଜ୍ୟରେ ହୋଇଥିବା ହିଂସାକୁ ନିନ୍ଦା କରିବା ପାଇଁ ଶନିବାର ରାତିରେ ବିଭିନ୍ନ ଜିଲାରେ…
Archives


