Home

ଲୋକ ସଭାରେ ଅନାସ୍ଥା ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୨୬।୭ ମଣିପୁର ହିଂସାକୁ ନେଇ ସଂସଦରେ ଉତ୍ତେଜନା ଜାରି ରହିଛି। ଏହି ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ଏକ ଅନାସ୍ତା ପ୍ରସ୍ତାବ ଆଣିବାକୁ ବିରୋଧୀ ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସ ଲୋକ ସଭାରେ ଏକ ଅନାସ୍ତା ପ୍ରସ୍ତାବ ଉପସ୍ଥାପନ କରିଥିଲା, ଯାହା ପରେ ବାଚସ୍ପତି…

ଯମଜ ସନ୍ତାନର ମା’ ହେଲେ ଏହି ଅଭିନେତ୍ରୀ

ଟିଭିର ସବୁଠାରୁ ଲୋକପ୍ରିୟ ଦମ୍ପତି ଗୌତମ ରୋଡେ ଏବଂ ପଙ୍ଖୁରୀ ଅୱସ୍ତି ଯମଜ ସନ୍ତାନର ମାତାପିତା ହୋଇଛନ୍ତି। ସୋସିଆଲ ମିଡିଆରେ ଉଭୟ ଏହି ଖୁସି ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଯମଜ ସନ୍ତାନ ମଧ୍ୟରେ ଗୋଟିଏ ପୁଅ ଏବଂ ଗୋଟିଏ…

ମାତ୍ର ୧୮ ବର୍ଷ ବୟସରେ କ୍ରିକେଟରୁ ଅବସର ନେଲେ ଏହି କ୍ରିକେଟର୍‌

ଇସଲାମାବାଦ୍‌,୨୬।୭: ସାଧାରଣତଃ ବୟସ ବୃଦ୍ଧି ଯୋଗୁ ଖେଳାଳି ଅବସର ନେଇଥାନ୍ତି। କିନ୍ତୁ କ୍ୟାରିୟର୍‌ ଆରମ୍ଭରୁ ଯଦି କିଏ ଅବସର ନିଷ୍ପତ୍ତି ନିଏ ତେବେ ଏହା ନିଶ୍ଚିନ୍ତ ଆଶ୍ଚର୍ଯ୍ୟର ବିଷୟ। ପାକିସ୍ତାନର ଜଣେ ମହିଳା କ୍ରିକେଟର୍‌ ଏମିତି ନିଷ୍ପତ୍ତି ନେଇଛନ୍ତି। ବ୍ୟକ୍ତିଗତ କାରଣରୁ…

ଇଡ଼ି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ଦାବି: ସୁପ୍ରିମ୍‌କୋର୍ଟ ପହଞ୍ଚିଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୨୬।୭ : ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ପୁଣି ଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜୁଲାଇ ୨୭ ରେ ଏହି ମାମଲାର ଶୁଣାଣି ହେବ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ, ଏସ.କେ ମିଶ୍ରଙ୍କ…

ବିନା ହେଲମେଟ-ମଦ୍ୟପାନ କରିଥିଲେ ଷ୍ଟାର୍ଟ ହେବନି ବାଇକ୍‌: ଦିବ୍ୟାଙ୍ଗ ଦ୍ୱାଦଶ ଛାତ୍ର ବିକଶିତ କଲେ ନୂଆ ଉଦ୍ଭାବନ…

ସୋନଭଦ୍ର,୨୬।୭ : ସୋନଭଦ୍ରର ଦ୍ୱାଦଶ ଶ୍ରେଣୀର ଦିବ୍ୟାଙ୍ଗ ଛାତ୍ର ଇନ୍ଦ୍ରଶ କୁମାର ଏକ ନିଆରା ଉଦ୍ଭାବନ କରିଛନ୍ତି। ଏହା ହେଉଛି ଏକ ହେଲମେଟ ଯାହା ସଡ଼କ ଦୁର୍ଘଟଣାକୁ ରୋକିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ଏହାକୁ ବାଇକ ସହିତ…

ଆଇ ଟେଷ୍ଟ ବଦଳରେ ଓପନଏଆଇ ଦେଉଛି କ୍ରିପ୍ଟୋକରେନ୍ସି, ଭାରତ ସମେତ ଅନେକ ଦେଶରେ ଆରମ୍ଭ ହେଲା ଏହି ପ୍ରୋଜେକ୍ଟ

ନ୍ୟୁୟର୍କ,୨୬।୭: ବର୍ତ୍ତମାନ ବିଶ୍ୱର ବହୁ ସଂଖ୍ୟକ ଲୋକ କ୍ରିପ୍ଟୋକରେନ୍ସିରେ ବିନିଯୋଗ କରିବାକୁ ଆଗ୍ରହ ଦେଖାଉଛନ୍ତି। ଇଣ୍ଟରନେଟରେ ଲୋକଙ୍କ ବଢୁଥିବା ନିର୍ଭରଶୀଳତାକୁ ଦେଖି ଡାର୍କ ୱେବ ଏବଂ ଡାର୍କ ନେଟ୍‌ ମଧ୍ୟ ବିଭିନ୍ନ ଉପାୟରେ ଲୁଟିବାକୁ ଲାଗିଛି। ଅନେକ କମ୍ପାନୀ କ୍ରିପ୍ଟୋକରେନ୍ସି କିଣିବା…

ବିଶ୍ୱକପ୍‌ ଜିତିବା ପରେ ବି ଧୋନୀଙ୍କ ଦରମା ଥିଲା ମାତ୍ର ଏତିକି

ନୂଆଦିଲ୍ଲୀ,୨୬।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତିନି ବର୍ଷ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ସେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟର ତାଲିକାରେ ସ୍ଥାନ ପାଇଛନ୍ତି। ଭାରତ ପାଇଁ ତିନୋଟି ଆଇସିସି ଟ୍ରଫି ଜିତିଥିବା ଧୋନୀ…

ପୃଥିବୀ ମୁହାଁ ବିଶାଳକାୟ ଗ୍ରହାଣୁପିଣ୍ଡ: ଆକାର ସାଙ୍ଘାଇ ଟାଓ୍ବାର ଭଳି…

ଓ୍ବାଶିଂଟନ,୨୬।୭ : ମହାକାଶ ଦୁନିଆ ଅନେକ ରହସ୍ୟରେ ପରିପୂର୍ଣ୍ଣ । ବେଳେବେଳେ ଏକ ଗ୍ରହାଣୁ ପିଣ୍ଡ ଯୋଗୁ ବିପଦ ସୃଷ୍ଟି ହୋଇଥାଏ। ସମ୍ପ୍ରତି ଜ୍ୟୋତିର୍ବିଜ୍ଞାନୀମାନେ ଚେତାବନୀ ଦେଇଛନ୍ତି ଏକ ବିଶାଳକାୟ ଗ୍ରହାଣୁପିଣ୍ଡ ପୃଥିବୀ ଆଡକୁ ତୀବ୍ର ବେଗlରେ ମାଡ଼ି ଆସୁଛି। ଯାହା…

କୁରାନ ପୋଡି ନେଇ ଡେନମାର୍କ ଓ ସ୍ବିଡେନ୍‌ରେ ଉଦ୍‌ବେଗ

କୋପେନହାଗେନ, ରାୟଟରା, ୨୬।୭: କୁରାନକୁ ଅସମ୍ମାନ କରିବା କିମ୍ବା ସର୍ବସମ୍ମୁଖରେ ଅଭିବ୍ୟକ୍ତିର ସ୍ବାଧୀନତାର ମୁଖା ପିନ୍ଧାଇ ଜାଳିଦେବା ପ୍ରସଙ୍ଗ ଥମିବାର ନାଁ ନେଉନାହିଁ। ଇସଲାମ ବିରୋଧୀ ଏକ ଛୋଟ ଦଳ ଡେନମାର୍କର ରାଜଧାନୀ କୋପେନହାଗେନ, ଇଜିପ୍ଟ ଏବଂ ତୁର୍କୀର ଦୂତାବାସ ସମ୍ମୁଖରେ…

ମଣିପୁର ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା, ଅନାସ୍ଥା ପ୍ରସ୍ତାବର ନୋଟିସ ଦେଲେ ବିରୋଧୀ

ନୂଆଦିଲ୍ଲୀ,୨୬।୭: ସଂସଦର ମୌସୁମୀ ଅଧିବେଶନର ରାଜ୍ୟ ସଭାର ପ୍ରକ୍ରିୟା ଆରମ୍ଭ ହେବା ପରେ ଏମ୍‌ପିମାନେ କାର୍ଗିଲ ଦିବସ ଏବଂ ଯବାନମାନଙ୍କୁ ଅଭିବାଦନ ଜଣାଇଛନ୍ତି। ଏହା ପରେ ମଣିପୁର ପ୍ରସଙ୍ଗରେ ସଂସଦରେ ଉତ୍ତେଜନା ଆରମ୍ଭ ହୋଇଥିଲା। କେନ୍ଦ୍ର ବିରୋଧରେ ବିରୋଧୀମାନେ ଅନାସ୍ଥା ପ୍ରସ୍ତାବ…

ମୋଦି ୨୦୧୮ ରେ ୨୦୨୩ ର ଅବିଶ୍ୱାସର ପ୍ରସ୍ତାବର ପୂର୍ବାନୁମାନ କରିଥିଲେ, ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ…

ନୂଆଦିଲ୍ଲୀ,୨୬।୭ : ବୁଧବାର କଂଗ୍ରେସ ଏବଂ ଭାରତ ରାଷ୍ଟ୍ରୀୟ ସମିତି ଲୋକସଭାରେ ସରକାରଙ୍କ ବିରୋଧରେ ଏକ ଅବିଶ୍ୱାସ ପ୍ରସ୍ତାବ ଆଣିଥିବାବେଳେ ସୋସିଆଲ ମିଡ଼ିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୧୮ ର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ, ପ୍ରଧାନମନ୍ତ୍ରୀ ମୋଦି…

୨୦୧୬ ବ୍ରୁସଲେସ୍‌ ବମିଂ : ୮ଜଣଙ୍କୁ ଦୋଷୀ ଦୋଷୀ ସାବ୍ୟସ୍ତ କଲେ ବେଲଜିୟମ ହାଇକୋର୍ଟ

ବ୍ରୁସଲେସ,୨୬।୭: ବ୍ରୁସଲେସ୍‌ର ୨୦୧୬ ଇସଲାମୀ ବମ୍‌ ବିସ୍ଫୋଟ ମାମଲାରେ ବେଲଜିୟମର ଏକ ବଡ ଅଦାଲତ ନିଜ ରାୟ ଦେଇଛନ୍ତି। କୋର୍ଟ ମାମଲାରେ ଜଡିତ ୬ଅପରାଧୀଙ୍କୁ ହତ୍ୟା ଏବଂ ଦୁଇ ଜଣଙ୍କୁ ଆତଙ୍କବାଦ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri