Home

ଓଏନଜିସି ତୈଳକମ୍ପାନୀରେ ଭୟାବୟ ଅଗ୍ନିକାଣ୍ଡ

ଗୌହାଟୀ,୨୧।୭: ଆସାମ ଶିବସାଗରର ଅୟଲ ଆଣ୍ଡ ନାଚରାଲ ଗ୍ୟାସ କର୍ପୋରେଶନ(ଓଏନଜିସି) ତୈଳକମ୍ପାନୀରେ ଭୟାବୟ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବା ପାଇଁ ତୁରନ୍ତ ପୋଲିସ ଏବଂ ଓଏନଜିସି ଦମକଳ ବାହିନୀଙ୍କୁ ନିୟୋଜିତ କରାଯାଇଛି।

ଭାରତ-ପାକିସ୍ତାନ ମ୍ୟାଚ୍‌ ଲାଗି ଡାକ୍ତରଖାନାରେ ଶଯ୍ୟା ବୁକ୍‌ କରୁଛନ୍ତି ପ୍ରଶଂସକ, ହୋଟେଲରେ ସ୍ଥାନ ମିଳୁନି

ଅହମ୍ମଦାବାଦ,୨୧।୭: ଭାରତରେ ଖେଳାଯିବ ବିଶ୍ୱକପ୍‌ ୨୦୨୩। ଅକ୍ଟୋବର ୧୫ରେ ଟିମ୍‌ ଇଣ୍ଡିଆ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଲାଗି ଏବେଠାରୁ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଲାଣି। ମ୍ୟାଚ୍‌କୁ ନେଇ ଅହମ୍ମଦାବାଦ ହୋଟେଲରେ କୌଣସି…

ପୁଣି ନକଲି କଫ୍‌ ସିରପ ପିଇ ୬ ଶିଶୁ ମୃତ, ଭାରତକୁ ସାହାର୍ଯ୍ୟ ମାଗିଲା ହୁ

ଲଣ୍ଡନ,୨୧।୭: ନକଲି କଫ ସିରପ ଯୋଗୁ ପୁଣି କିଛି ଶିଶୁଙ୍କ ମୃତ୍ୟୁ ହୋଇଛି। ନକଲି କଫ ସିରପ ପିଇବା ଯୋଗୁ କାମେରୁନରେ ୬ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ୨୦୨୨ ମସିହାରେ ଗାମ୍ବିଆ, ଉଜବେକିସ୍ତାନ ଏବଂ ଇଣ୍ଡୋନେସିଆରେ କଫ୍‌ ସିରପ ପିଇ ୩୦୦ରୁ…

ସାମ୍ନାକୁ ଆସିଲା ସୀମା-ସଚିନଙ୍କ ବିବାହର ଫଟୋ, ମଥାରେ ସିନ୍ଦୁର ଲଗାଇ…

ନୋଏଡା,୨୧।୭: ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦାରଙ୍କୁ ନେଇ ଲଗାତାର ଅନୁସନ୍ଧାନ ଜାରି ରହିଛି। ସୀମା ନେପାଳ ଦେଇ ପାକିସ୍ତାନରୁ ଆସି ଗ୍ରେଟର ନୋଏଡାରେ ପ୍ରେମିକ ସଚିନଙ୍କ ସହ ରହି ଆସୁଥିଲେ। ଏହି ଘଟଣା ଜଣାପଡ଼ିବା ପରେ ୟୁପି…

ଚାଇନାର ବୈଦେଶିକ ମନ୍ତ୍ରୀ ନିଖୋଜ, ଗାର୍ଲଫ୍ରେଣ୍ଡଙ୍କ ହାତ ଥିବା ସନ୍ଦେହ

ବେଜିଂ,୨୧।୭: ଚାଇନାର ବୈଦେଶିକ ମନ୍ତ୍ରୀ କିଛି ଦିନ ଧରି ନିଖୋଜ ଅଛନ୍ତି। ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗଙ୍କୁ ତିନି ସପ୍ତାହ ପୂର୍ବରୁ ଅର୍ଥାତ୍‌ ୨୫ ଜୁନ୍‌ରେ ଦେଖାଯାଇଥିଲା ତେବେ ଏହାରି ଭିତରେ ସୂଚନା ମିଳିଛି କି, ଚାଇନାର ବୈଦେଶିକ ମନ୍ତ୍ରଣାଳୟ ଜୁଲାଇ…

ମଣିପୁର ମାମଲା: ୧୧ ଦିନ ପାଇଁ ପୋଲିସ ହେପାଜତକୁ ଗଲେ ୪ ଅଭିଯୁକ୍ତ

ଇମ୍ଫାଲ,୨୧।୭: ମଣିପୁରରେ ୨ ଆଦିବାସୀ ମହିଳାଙ୍କ ସହ ହୋଇଥିବା ବର୍ବରତା ମାମଲାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। କୋର୍ଟ ଅଭିଯୁକ୍ତମାନଙ୍କୁ ୧୧ ଦିନ ପାଇଁ ପୋଲିସ ହେପାଜତକୁ ପଠାଇଥିବା ନେଇ ଶୁକ୍ରବାର ପୋଲିସ ସୂଚନା ଦେଇଛି। ପ୍ରକାଶ ଯେ, ମଣିପୁରରେ ଆଦିବାସୀ…

ଜନସଂଖ୍ୟା ବଢିବା ପରିବର୍ତ୍ତେ ଚାଇନାରେ ମରୁଛନ୍ତି ଲୋକ, ୨୦୨୨ରେ ମଲେଣି ୧.୪କୋଟି ଲୋକ

ଶତାଦ୍ଦୀ ଶତାଦ୍ଦୀ ଧରି ବିଶ୍ୱର ସବୁଠାରୁ ଜନବହୁଳ ଦେଶ ଚାଇନାରେ ବର୍ତ୍ତମାନ ଭୟଙ୍କର ସମସ୍ୟା ଦେଇ ଗତି କରୁଛି। ୨୦୨୨ ମସିହାରେ, ଚାଇନାରେ ଜନ୍ମ ଅପେକ୍ଷା ଅଧିକ ମୃତ୍ୟୁସଂଖ୍ୟା ରେକର୍ଡ କରାଯାଇଛି। ଦେଶ ବର୍ତ୍ତମାନ ବୃହତ୍ତ ଜନସଂଖ୍ୟା ଦେଶ ନୁହେଁ ଅଧିକ…

ଡେଙ୍ଗୁକୁ ନେଇ ଡବ୍ଲୁଏଚଓର ଚେତାବନୀ, ଭାଙ୍ଗିପାରେ ସମସ୍ତ ରେକର୍ଡ

ଜେନେଭା,୨୧।୭: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଡେଙ୍ଗୁ ଜ୍ୱରକୁ ନେଇ ଚେତାବନୀ ଦେଇଛି। ଡବ୍ଲୁଏଚଓ କହିଛି ଚଳିତ ବର୍ଷର ଡେଙ୍ଗୁ ଜ୍ୱର ସମସ୍ତ ରେକର୍ଡ ଭାଙ୍ଗିପାରେ। ଏହାର କାରଣକୁ ନେଇ କୁହାଯାଇଛି କି ଗ୍ଲୋବାଲ ଓ୍ବାର୍ମିଂ କାରଣରୁ ଡେଙ୍ଗୁ କରାଉଥିବା ମଶାଙ୍କୁ ଲାଭ…

‘ଇଣ୍ଡିଆ’ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଆସନ୍ତା ସପ୍ତାହରେ ମଣିପୁର ଯାଇପାରନ୍ତି ବିରୋଧୀ ଦଳ ନେତା

ନୂଆଦିଲ୍ଲୀ,୨୧।୭: ମଣିପୁରରେ ହିଂସା ଜାରି ରହିଥିବା ବେଳେ ବୁଧବାର ଦୁଇ ମହିଳାଙ୍କ ସହ ହୋଇଥିବା ବର୍ବରତାର ଏକ ଭିଡିଓ ଭାଇରାଲ ହୋଇଯାଇଛି। ଏହି ଭିଡିଓ ଏବେ ଅନେକ ପ୍ରଶ୍ନ ଉଠାଇଛି ଆଉ ଏହାକୁ ନେଇ ବିରୋଧୀ ଏବେ ସରକାରଙ୍କୁ ଟାର୍କେଟ କରିଛନ୍ତି।…

ଇଣ୍ଡୋନେସିଆରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ହେବେ ସନ୍ଦୀପ ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ,୨୧।୭: ଆଇଏଫଏସ ଅଧିକାରୀ ସନ୍ଦୀପ ଚକ୍ରବର୍ତ୍ତୀଙ୍କୁ ଇଣ୍ଡୋନେସିଆ ରିପବ୍ଲିକରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରାଯାଇଛି। ବୈଦେଶିକ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇଛି। ସନ୍ଦୀପ ଚକ୍ରବର୍ତ୍ତୀ ବର୍ତ୍ତମାନ ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅଛନ୍ତି।

ପୁଣିଥରେ ନିର୍ମାଣ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ, ନଜର ଆସିବେ ଏହି ସୁପରଷ୍ଟାର

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ମୁଭି ‘ଟୟଲେଟ ଏକ ପ୍ରେମ କଥା’ର ପ୍ରଡ୍ୟୁସର ପ୍ରେରଣା ଆରୋରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ ପ୍ଲାନ କରୁଛନ୍ତି। ଲିଡ ରୋଲରେ ସେ ଅମିତାଭ ବଚ୍ଚନଙ୍କୁ ନେବାକୁ ଚାହୁଁଛନ୍ତି। ପ୍ରେରଣାଙ୍କୁ ଲାଗୁଛି ନରେନ୍ଦ୍ର ମୋଦିଙ୍କଠାରୁ ଅଧିକ ହ୍ୟାଣ୍ଡସମ,…

ଓ୍ବେବସାଇଟ୍‌ରେ ଇ-ସିଗାରେଟ୍‌ ବ୍ୟାନ୍‌କୁ ଉଲ୍ଲଘଂନ ସମ୍ପର୍କରେ ସୂଚନା ଦେବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଲା କେନ୍ଦ୍ର, ନଜରରେ ୬ ଇ-ସିଗାରେଟ୍‌ ବିକ୍ରୟ ଓ୍ବେବସାଇଟ୍‌

ନୂଆଦିଲ୍ଲୀ,୨୧।୭: ଦେଶରେ ୨୦୧୯ ଠାରୁ ଇ-ସିଗାରେଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ତଥାପି ଏହା କିଛି ଅନଲାଇନ ସପିଂ ସାଇଟ୍‌ ଏବଂ ଖୁଚୁରା ଆଉଟଲେଟମାନେ ବେଆଇନ ଭାବେ ଏହାକୁ ବିକ୍ରି କରୁଛନ୍ତି। ତେବେ ଏନେଇ କଠୋର ହୋଇଛନ୍ତି କେନ୍ଦ୍ର ସରକାର। ସବୁ ରାଜ୍ୟମାନଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri