ଶାହାଙ୍କ ନୂଆ ରେକର୍ଡ଼; ସଂସଦର ୫୮ ବର୍ଷର ଇତିହାସରେ ଦେଲେ ସବୁଠାରୁ ଲମ୍ବା ଭାଷଣ
ନୂଆଦିଲ୍ଲୀ, ୧୦। ୮: ସଂସଦରେ ମୋଦି ସରକାରଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଉପରେ ଦୁଇ ଦିନ ଧରି ଚର୍ଚ୍ଚା ହେଉଛି। ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ବୟାନବାଜି ଜାରି ରହିଛି। ପ୍ରସ୍ତାବ ଆଲୋଚନାର ଜବାବରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା…
ସଂସଦର ମର୍ଯ୍ୟାଦା ବଜାୟ ରଖିବା ଜରୁରୀ: ଦେବେଗୌଡା
ନୂଆଦିଲ୍ଲୀ,୧୦।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡା ଗୁରୁବାର ସଂସଦୀୟ ପ୍ରକ୍ରିୟାରେ ବ୍ୟାଘାତ ନେଇ ଦୁଃଖ ପ୍ରକାଶ କରିଛନ୍ତି। ୯୦ ବର୍ଷୀୟ ଜେଡିଏସ ସୁପ୍ରିମୋ କହିଛନ୍ତି, ସଂସଦରେ ସମସ୍ତେ ସମ୍ମାନ ଓ ମର୍ଯ୍ୟାଦା ବଜାୟ ରଖିଲେ ହିଁ ଗଣତନ୍ତ୍ର ରକ୍ଷା ହୋଇପାରିବ। ଆଜିକାଲି…
ନିର୍ବାଚନ କମିଶନ ନିଯୁକ୍ତିରେ ହେବ ପରିବର୍ତ୍ତନ
ନୂଆଦିଲ୍ଲୀ,୧୦ା୮: ଦେଶର ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଏବଂ ନିର୍ବାଚନ ଆୟୋଗ (ଇସି )ଙ୍କ ନିଯୁକ୍ତି ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠର ନିଷ୍ପତ୍ତି ବଦଳାଇବାକୁ କେନ୍ଦ୍ର ସରକାର ପାର୍ଲାମେଣ୍ଟରେ ଏକ ବିଲ୍ ଆଗତ କରିଛନ୍ତି। ସିସି ଏବଂ ଇସି ନିଯୁକ୍ତି ପାଇଁ ଗଠିତ…
‘ଚାଇନା ଉପରେ ଆଲୋଚନା ହେଉ, ଏହାର ମୂଳୋତ୍ପାଟନ କରାଯାଉ’: ଓଓ୍ବାଇସି
ନୂଆଦିଲ୍ଲୀ,୧୦।୮: ମୋଦି ସରକାର ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳରେ ପ୍ରଥମ ଥର ଲାଗି ଗୁରୁବାର ଅନାସ୍ଥା ପ୍ରସ୍ତାବର ସାମ୍ନା କରିବାକୁ ଯାଉଛନ୍ତି। ଗୁରୁବାର ଦ୍ୱିତୀୟ କାର୍ଯ୍ୟକାଳରେ ମୋଦି ସରକାର ପ୍ରଥମ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଛନ୍ତି। ସରକାରଙ୍କ ବିରୋଧରେ ଏହି ଅନାସ୍ଥା ପ୍ରସ୍ତାବ…
ଟାଟା ପାଓ୍ବାର କାର୍ଯ୍ୟାଳୟ ଘେରିଲେ ୩ ପଞ୍ଚାୟତ ବାସିନ୍ଦା
ବେଗୁନିଆପଡ଼ା,୧୦ା୮(ସୁଶାନ୍ତ କୁମାର ପଟ୍ଟନାୟକ): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ୩ ପଞ୍ଚାୟତବାସୀ ଗୁରୁବାର କୋଦଳା ଟାଟା ପାଓ୍ବାର ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଦୈନିକ ୮ରୁ ୯ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍କାଟ୍ ହେଉଥିବା ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଭେଟି…
ଫ୍ୟାନ୍ସଙ୍କୁ ଧରିଲା ‘ରଜନୀ ଫିଭର’
ଚେନ୍ନାଇ: ସାଉଥ୍ ସୁପରଷ୍ଟାର ରାଜନୀକାନ୍ତଙ୍କ ଜେଲର୍ ଫିଲ୍ମ ଗୁରୁବାର ଥ୍ରେଟରରେ ରିଲିଜ୍ ହୋଇଛି। ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଛି। ଫିଲ୍ମ ରିଲିଜ୍ ହେବା ପରେ ଚେନ୍ନାଇରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। #WATCH | Tamil…
ସିଜେଆଇଙ୍କୁ ଅପିଲ କଲେ ବିବେକ ଅଗ୍ନିହୋତ୍ରୀ
ମୁମ୍ବାଇ: ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କ ମୁଭି ‘କଶ୍ମୀର ଫାଇଲସ୍’ ଧମାଲ କରିଥିଲା। ବିବାଦକୁ ନେଇ ଏହି ମୁଭି ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଥିଲା। ଏହି ଫିଲ୍ମରେ କଶ୍ମୀରୀ ପଣ୍ଡିତଙ୍କ ଯନ୍ତ୍ରଣା ଦେଖାଯାଇଛି। ବର୍ତ୍ତମାନ ବିବେକ ଅଗ୍ନିହୋତ୍ରୀ ‘କାଶ୍ମୀର ଫାଇଲସ୍: ଅନରିପୋର୍ଟେଡ’…
୫-ଟି ଆଇଟି ଉପଦେଷ୍ଟାଙ୍କ ସ୍କୁଲ ଓ ମୋ’ ସେବା କେନ୍ଦ୍ର ପରିଦର୍ଶନ
ପାଟଣା,୧୦ା୮(ବୀରକିଶୋର ଦାଶ): ଓଡ଼ିଶା ସରକାର ଆଇଟି ଡିପାର୍ଟମେଣ୍ଟର ଉପଦେଷ୍ଟା ଅନୁଭବ ପଟ୍ଟନାୟକ କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ବ୍ଲକର ବିଭିନ୍ନ ୫ -ଟି ହାଇସ୍କୁଲ ସହ ମୋ ସେବାକେନ୍ଦ୍ର ପରିଦର୍ଶନ କରିଛନ୍ତି। ପାଟଣା ବ୍ଲକ ମୁଖ୍ୟାଳୟ ଗୋପୀନାଥ ନାରାୟଣ ସରକାରୀ…
ନିଜକୁ ଗୁଗୁଲ କଲା ପରେ କଙ୍ଗନା ଦେଖୁଛନ୍ତି ଏହି ପେଜ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଅଧିକାଂଶ ସମୟରେ ନିଜର ବେବାକ ବୟାନକୁ ନେଇ ଥାଆନ୍ତି ଚର୍ଚ୍ଚାରେ। ସେ ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତାମତ ଦେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଏଥି ସହିତ, ସେ ସୋସିଆଲ ମିଡିଆ ମାଧ୍ୟମରେ ଅନେକ ଲୋକଙ୍କୁ…
ଘରୋଇ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ପିଲାଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ
ଭୁବନେଶ୍ୱର,୧୦ା୮(ଅସମାପିକା ସାହୁ): ରାଜ୍ୟର ଘରୋଇ ତଥା ଅଣଅନୁଦାନପ୍ରାପ୍ତ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପରି ମାଗଣା ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ୫-ଟି ଉପକ୍ରମରେ ଏହି ଯୋଜନା ହାତକୁ ନିଆଯାଇଛି।…
ଶାହାଙ୍କୁ ଉପଦେଶ ଦେଲେ କପିଲ ସିବ୍ବଲ
ନୂଆଦିଲ୍ଲୀ,୧୦।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଲୋକ ସଭାରେ ମୋଦି ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ ବିବୃତ୍ତି ଦେବା ପରେ ରାଜ୍ୟ ସଭା ଏମପି କପିଲ ସିବଲ ପ୍ରତିକ୍ରିୟା ଦେଇଛନ୍ତି। ଶାହାଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି ଯେ ଅମିତ…
ଓଡ଼ିଶା ମିଡ୍ ଡେ ମିଲ୍ ଓ୍ବାର୍କର୍ସ ୟୁନିୟନର ବିକ୍ଷୋଭ
କେନ୍ଦୁଝର,୧୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା ମିଡ୍ ଡେ ମିଲ୍ ଓ୍ବାର୍କର୍ସ ୟୁନିୟନ ପକ୍ଷରୁ ଆଠ ଦଫା ଦାବିରେ ଏକ ରାଲି ଓ ବିକ୍ଷୋଭ ଜିଲା ମୁଖ୍ୟାଳୟରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାର ବିଭିନ୍ନ ଅଞ୍ଚଳର ପାଚକ/ପାଚିକା ସାମିଲ ଥିଲେ। ଏହି…
Archives


