Home

ସ୍ବାଧୀନତା ଦିବସ: ସୀମାରେ ଅଗଷ୍ଟ ୧୧ରୁ ୧୭ ପର୍ଯ୍ୟନ୍ତ ବିଏସଏଫ ପକ୍ଷରୁ ଅପରେଶନ ଆଲର୍ଟ…

ଜୈସେଲମେର,୧୦।୮ : ସ୍ବାଧୀନତା ଦିବସକୁ ଦୃଷ୍ଟିରେ ରଖି ଅଗଷ୍ଟ ୧୧ ରୁ ୧୭ ପର୍ଯ୍ୟନ୍ତ ଭାରତ-ପାକିସ୍ଥାନ ଅନ୍ତର୍ଜାତୀୟ ସୀମାରେ ସୀମା ସୁରକ୍ଷା ବଳ (ବିଏସଏଫ) ଅପରେଶନ ଆଲର୍ଟ ଜାରି କରିବ। ଅନୁପ୍ରବେଶ ତଥା ଚୋରା ଚାଲାଣକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକଳାପକୁ…

ଶେହବାଜଙ୍କ ଇସ୍ତଫାକୁ ମୁକ୍ତି ଦିବସ ଭାବେ ପାଳନ କଲା ଇମ୍ରାନଙ୍କ ପାର୍ଟି ପିଟିଆଇ

ଇସଲାମବାଦ,୧୦।୮: ଚଳିତ ସପ୍ତାହରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ କାର୍ଯ୍ୟକାଳ ସରିଛି। ରାଷ୍ଟ୍ରପତି ଆରିଫ ଆଲଭି ବୁଧବାର ରାତିରେ ଶେହବାଜଙ୍କ ସୁପାରିଶ କ୍ରମେ ସଂସଦକୁ ଭଙ୍ଗ କରିଛନ୍ତି। ସରକାରଙ୍କ କାର୍ଯ୍ୟକାଳକୁ ତିନି ଦିନ ପୂର୍ବରୁ ସଂସଦ ଭଙ୍ଗ ହୋଇଛି। ତେବେ…

ଭାଜପା ଘୃଣାର ଦୋକାନ ଖୋଲିଛି ତେଣୁ ପ୍ରେମଭରା ଇସାରା ବି ବୁଝି ପାରୁନି: ରାହୁଲଙ୍କ ଫ୍ଲାଇଙ୍ଗ କିସ୍‌ ମାମଲାରେ ଶିବସେନାର ଜବାବ…

ନୂଆଦିଲ୍ଲୀ,୧୦।୮ : ଶାସକ ଦଳ ଭାଜପା ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଫ୍ଲାଇଙ୍ଗ କିସ୍‌ ଅଭିଯୋଗ ନେଇ ଶିବସେନା (ୟୁବିଟି) ମୁହଁ ଖୋଲିଛି। ଶିବସେନା (ୟୁବିଟି) ରାଜ୍ୟସଭା ଏମପି ପ୍ରିୟଙ୍କା ଚତୁର୍ବେଦୀ ଭାଜପାକୁ ସମାଲୋଚନା କରିଛନ୍ତି। ସେ ରାହୁଲଙ୍କୁ ସମର୍ଥନ କରି କହିଛନ୍ତି…

କୁଏତ୍‌ରେ ‘ବାର୍ବି’ ଚଳଚ୍ଚିତ୍ର ନିଷେଧ

କୁଏତ୍‌,୧୦ା୮: ଗ୍ରେଟାଙ୍କ ‘ବାର୍ବି’ ଚଳଚ୍ଚିତ୍ରକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଇତିମଧ୍ୟରେ ‘ବାର୍ବି’ ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇଛି କୁଏତ। ଲେବାନନରେ ‘ବାର୍ବି’ ଉପରେ ମଧ୍ୟ ନିଷେଧାଦେଶ ଜାରି ହୋଇଛି। ଏକ ରିପୋର୍ଟ ଅନୁଯାୟୀ, କୁଏତ ଏହି ଚଳଚ୍ଚିତ୍ର ଉପରେ…

ବିଶ୍ୱକପ୍‌ ପାଇଁ ଅଗଷ୍ଟ ୨୫ରୁ ଅନ୍‌ଲାଇନ୍‌ ଟିକେଟ୍‌ ବୁକିଂ: ଏମିତି କିଣିପାରିବେ ଟିକେଟ୍‌

ନୂଆଦିଲ୍ଲୀ,୧୦।୮: ୨୦୨୩ କ୍ରିକେଟ ବିଶ୍ୱକପ ୫ ଅକ୍ଟୋବରରୁ ଆରମ୍ଭ ହେଉଛି। ନଭେମ୍ବର ୧୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପର ଅନ୍ତିମ ମ୍ୟାଚ ଖେଳାଯିବ। ବିଶ୍ୱକପ ପାଇଁ ଅନଲାଇନ ଟିକେଟ ବିକ୍ରି ୨୫ ଅଗଷ୍ଟରୁ ଆରମ୍ଭ ହେବ। ଆଇସିସି ବିଶ୍ୱକପ୍ର କାର୍ଯ୍ୟସୂଚୀ…

ଇଡେନ ଗାର୍ଡେନ୍‌ରେ ଲାଗିଲା ନିଆଁ

କୋଲକତା,୧୦।୮: ଭାରତରେ ଦିନିକିଆ ବିଶ୍ୱକପ ଆରମ୍ଭ ହେବାକୁ ୨ ମାସରୁ କମ ସମୟ ବାକି ଅଛି। ଏହି ସମୟରେ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ମେଗା ଇଭେଣ୍ଟ ପାଇଁ ଚାଲିଥିବା ନବୀକରଣ କାର୍ଯ୍ୟ ସମୟରେ ଏକ ଭୟଙ୍କର ଅଗ୍ନି ଘଟଣା ଘଟିଛି।…

ମୋ ସଦସ୍ୟତା ରଦ୍ଦ କରିବା ଭାଜପାର ଲକ୍ଷ୍ୟ: ରାଘବ ଚଢା

ନୂଆଦିଲ୍ଲୀ,୧୦।୮: ଦିଲ୍ଲୀ ଅର୍ଡିନାନ୍ସ ବିଲ ଚୟନ କମିଟିକୁ ପଠାଯିବା ପରେ ‘ନକଲି ଦସ୍ତଖତ’ ନେଇ ବିବାଦରେ ଥିବା ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ, ମୋଦି…

ନୀଳ କଙ୍କଡା ବିବାଦକୁ ନେଇ ଇଟାଲୀ ସରକାର ଖର୍ଚ୍ଚ କରିବେ ୨୬ କୋଟି ଟଙ୍କା

ରୋମ,୧୦।୮: ଇଟାଲୀ ସରକାର ନୀଳ କଙ୍କଡା ବିବାଦକୁ ସମାଧାନ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସରକାର ୨.୯ ମିଲିୟନ ୟୁରୋ ଅର୍ଥାତ୍‌ ପ୍ରାୟ ୨୬ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ଇଟାଲୀରେ ନୀଳ କଙ୍କାଳ ସଂଖ୍ୟା ବହୁତ ବୃଦ୍ଧି…

ଏସିଆ କପ ୨୦୨୩ ପୂର୍ବରୁ ଭାରତର ପ୍ଲାନ ଲିକ…

କୋଲକାତା,୧୦।୮ : ଏସିଆ କପ ୨୦୨୩ ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ବାକି ଅଛି। ଏହି ଟୁର୍ନାମେଣ୍ଟ ୩୧ ଅଗଷ୍ଟରୁ ଆରମ୍ଭ ହେବ। ୨୦୧୮ ବର୍ଷ ପରେ ଭାରତୀୟ ଦଳ ଏସିଆ କପ ଜିତିବାକୁ ପଡ଼ିଆକୁ ଓହ୍ଲାଇବ। ଚଳିତ ବର୍ଷ…

ତିଳକଙ୍କ ଲାଗି ଯୁକ୍ତି ବାଢ଼ିଲେ ଅଶ୍ୱିନ

ନୂଆଦିଲ୍ଲୀ,୧୦।୮: ଅକ୍ଟୋବର ୫ରୁ ବିଶ୍ୱକପ୍‌। ଏଥିଲାଗି ଭାରତୀୟ ଟିମ୍‌ ପ୍ରସ୍ତୁତି ଚଳାଇଥିବା ବେଳେ କେଉଁ ଖେଳାଳିଙ୍କୁ ସୁଯୋଗ ମିଳିବ ତାହାକୁ ନେଇ କଳ୍ପନାଜଳ୍ପନା ବୃଦ୍ଧି ପାଉଛି। ଏଭଳି ସ୍ଥିତିରେ ଶ୍ରେଷ୍ଠ ଅଫ୍‌ ସ୍ପିନର ଭାବେ ପରିଗଣିତ ରବିଚନ୍ଦ୍ରନ ଅଶ୍ୱିନ ଜାତୀୟ ଚୟନକର୍ତ୍ତାଙ୍କୁ…

ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ

ଅମରପାଲି,୧୦ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ଖଣ୍ଡହତା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧିନସ୍ଥ ଅଡାଲ ଗ୍ରାମରେ ଜବରଦଖଲ ଉଚ୍ଛେଦ କରିଛି ପ୍ରଶାସନ। ଅଡାଲ ଗ୍ରାମଦେଇ ମୁର୍ଷୁଣ୍ଢି -ଖଣ୍ଡହତା-ସୁବଳୟାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ରାସ୍ତାଯାଇଛି। ନୂତନ ଭାବେ ରାସ୍ତା…

ଯୌନ ନିର୍ଯାତନାରେ ଗିରଫ ବିସିସିଆଇ ଉପସ୍ଥାପକ ହାର୍ଦ୍ଦିକ ସିଂ କୋହଲ ଖଲାସ

ଲଣ୍ଡନ,୧୦।୮: ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହୋଇଥିବା ବ୍ରିଟିଶ ଶିଖ ରୋଷେୟା ତଥା ବିସିସିଆଇର ପୂର୍ବତନ ଉପସ୍ଥାପକା ହାର୍ଦ୍ଦିକ ସିଂ କୋହଲି ଖଲାସ ହୋଇଛନ୍ତି। ଏକ ଶପଥ ପତ୍ର ଜରିଆରେ ସେ ମୁକ୍ତ ହୋଇଛନ୍ତ କିନ୍ତୁ ପରବର୍ତ୍ତୀ ସମୟରେ ସେ କୋର୍ଟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri