Home

ନାଇଜରରେ ନୂଆ ଯୁଦ୍ଧର ପଦଧ୍ୱନୀ: ସୁନା ଭଣ୍ଡାର ମୋହରେ ରୁଷିଆ-ଆମେରିକା…

ଅବୁଜା,୬।୮ : ସାମରିକ କ୍ଷମତା ଦଖଲ ପରଠାରୁ ନାଇଜର ବିଶ୍ୱର ମହାଶକ୍ତି ମଧ୍ୟରେ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି। ନାଇଜରକୁ ଦଖଲ କରିବାକୁ ରୁଷିଆ ଏବଂ ଆମେରିକା ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ମାମଲା ଏତେ ଗମ୍ଭୀର ଆମେରିକାର ସମର୍ଥକ ପଡୋଶୀ ଦେଶର ଏକ…

ବିଶ୍ୱକପ୍‌ ଜିତିବା ନେଇ ଏମିତି କହିଲେ ରୋହିତ

ନୂଆଦିଲ୍ଲୀ,୬।୮: ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କୁ ୩୬ ବର୍ଷ ବୟସ ହୋଇଛି। ଆସନ୍ତା ବର୍ଷ ଜୁନ ମାସରେ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ମିଳିତ ଭାବେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ରେ ଅବତରଣ କରିବାର ସମ୍ଭାବନା କମ ରହିଛି। ରୋହିତଙ୍କ…

ହଠାତ ଅସ୍ତ୍ରଶସ୍ତ୍ର କାରଖାନାରେ ପହଞ୍ଚିଲେ କିମ୍‌, ଯୁଦ୍ଧ ପ୍ରସ୍ତୁତି ପାଇଁ ଦେଲେ ନିର୍ଦ୍ଦେଶ…

ପ୍ୟୋଙ୍ଗୟାଙ୍ଗ,୬।୮ : ଉତ୍ତର କୋରିଆର ଏକଛତ୍ରବାଦୀ କିମ ଜୋଙ୍ଗ ଉନ ଦେଶର ପ୍ରମୁଖ ଅସ୍ତ୍ରଶସ୍ତ୍ର ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି କାରଖାନା ଆଣବିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ପାଇଁ ଯାନବାହନ ଉତକ୍ଷେପଣ ଆଦି ନିର୍ମାଣ କରିଥାଏ। ସେନାକୁ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜାଇବା…

ରାମ ମନ୍ଦିର ଉଦଘାଟନରେ ବିରୋଧୀ ଦଳର କେତେକ ନେତାଙ୍କୁ ନିମନ୍ତ୍ରଣ କରିବ ନାହିଁ ଟ୍ରଷ୍ଟ, ମୁଖ୍ୟମନ୍ତ୍ରୀଙ୍କୁ ବି ମିଳିବ ନାହିଁ ସୁଯୋଗ

ନୂଆଦିଲ୍ଲୀ,୬।୮: ଅଯୋଧ୍ୟାରେ ଭଗବାନ ରାମଙ୍କ ମନ୍ଦିରର ଉଦଘାଟନକୁ ନେଇ ଯୋରସୋରରେ ପ୍ରସ୍ତୁତି ଚାଲିଛି। ମନ୍ଦିରର ଐତିହାସିକ ଉଦଘାଟନ ଦିବସକୁ ଦେଶ-ବିଦେଶରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରିବାର ଯୋଜନା ରହିଛି। ଦେଶର ପ୍ରମୁଖ ବିରୋଧୀ ଦଳର ବହୁ ବରିଷ୍ଠ ନେତାଙ୍କୁ…

ଗାଈକୁ ଏମିତି ଶିକାର କଲା ବାଘ, ଭିଡିଓ ଦେଖିଲେ…

ରଣଥମ୍ବାର ଜାତୀୟ ଉଦ୍ୟାନରେ ଏକ ୭ ବର୍ଷର ବାଘ ‘ଜୟ’ ଏକ ଗାଈ ଉପରେ ଆକ୍ରମଣ କରିଥିବାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଆକ୍ରମଣ ସମୟରେ ବାଘ ‘ଜୟ’ ଶିକାରୀ ଭାବରେ ଏକ ଅଦ୍ଭୁତ ଶକ୍ତି ପ୍ରଦର୍ଶନ କରିଛି। ଏହି…

ମା’ ହେଲେ ଇଲିଆନା

ବଲିଉଡ୍‌ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ମା’ ହୋଇଛନ୍ତି। ସେ ଏକ ସ୍ବତନ୍ତ୍ର ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କୁ ମା’ ହେବାର ଖବର ଦେଇଛନ୍ତି। ଗତ ଅଗଷ୍ଟ ୧ରେ ଇଲିଆନା ତାଙ୍କ ପୁଅକୁ ସ୍ବାଗତ କରିଥିଲେ ଏବଂ ତାଙ୍କ ନାମ କୋଆ ଫିନିକ୍ସ ଡୋଲାନ…

ଶରଦଙ୍କ ପାଇଁ ନୂଆ ଝଟକା: ଅଜିତଙ୍କ ଦଳରେ ଜୟନ୍ତ ସାମିଲ ହେବା ନେଇ ଚର୍ଚ୍ଚା…

ମୁମ୍ବାଇ,୬।୮ : ଅଜିତ ପାୱାର ଶାସକ ଭାଜପା ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେସେନା ସରକାରରେ ଯୋଗଦେବାର ପ୍ରାୟ ଏକ ମାସ ପରେ ବର୍ତ୍ତମାନ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ବିଧାନସଭା ପାର୍ଟି ନେତା ତଥା ରାଜ୍ୟ ୟୁନିଟ ମୁଖ୍ୟ ଜୟନ୍ତ ପାଟିଲ…

ରାହୁଲ ଗାନ୍ଧୀଙ୍କୁ ଡରିଗଲେ ସରକାର: ସଞ୍ଜୟ ରାଉତ

ନୂଆଦିଲ୍ଲୀ,୬।୮: ମୋଦି ସରନେମ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇଛନ୍ତି। ବର୍ତ୍ତମାନ ତାଙ୍କର ସଂସଦର ସଦସ୍ୟତା ନେଇ ରାଜନୀତି ଆରମ୍ଭ ହୋଇଛି। ଶିବସେନା (ୟୁବିଟି) ର ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତ ଲୋକ ସଭା ବାଚସ୍ପତି…

ଗର୍ଭବତୀ ମହିଳାଙ୍କ ପାଇଁ ଖୁସି ଖବର: ପୋଷ୍ଟ ପାର୍ଟମ ଡିପ୍ରେଶନ ଔଷଧକୁ ମଞ୍ଜୁରୀ ଦେଲା ଆମେରିକା…

ଓ୍ବାଶିଂଟନ,୬।୮ : ଆମେରିକାର ଗର୍ଭବତୀ ମହିଳାଙ୍କ ପାଇଁ ଖୁସି ଖବର ଆସିଛି। ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ପୋଷ୍ଟ ପାର୍ଟମ ଡିପ୍ରେଶନ ଔଷଧକୁ ମଞ୍ଜୁରୀ ଦେଇଛନ୍ତି। ପ୍ରସବ ପରେ ମହିଳାମାନଙ୍କଠାରେ ଏଭଳି ସ୍ଥିତି ଦେଖାଦେଇଥାଏ। ଏଥିରେ ମହିଳାମାନେ ସନ୍ତାନ ଜନ୍ମ କରିବା…

ବ୍ରିଜରୁ ୫୦ ଫୁଟ ତଳକୁ ଖସିପଡିଲା ବସ୍‌: ୩ ମୃତ୍ୟୁ, ୨୫ ଆହତ

ରାଞ୍ଚି,୬।୮: ରାଞ୍ଚିରୁ ଝାଡଖଣ୍ଡର ଗିରିଡିହକୁ ଆସୁଥିବା ଏକ ବସ ବ୍ରିଜ ତଳକୁ ଖସି ପଡ଼ିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୫ ଜଣ ଆହତ ହୋଇଛନ୍ତି। ବ୍ରିଜ୍‌ ରେଲିଂ ଭାଙ୍ଗିବାରୁ ବସ୍‌ଟି ନଦୀରେ ଖସିପଡିଥିଲା। ବସ୍‌ରେ ତିରିଶରୁ ଅଧିକ ଯାତ୍ରୀ…

ଦୁଃଖ ବଖାଣିଲେ ବିପାଶା

ବଲିଉଡ ଅଭିନେତ୍ରୀ ବିପାଶା ବସୁ ଦୀର୍ଘ ଦିନ ଧରି ଚଳଚ୍ଚିତ୍ରଠାରୁ ଦୂରରେ ଅଛନ୍ତି। ବିବାହର ୬ ବର୍ଷ ପରେ ବିପାଶା ଏବଂ ତାଙ୍କ ସ୍ବାମୀ କରଣ ସିଂ ଗ୍ରୋଭର ଗତ ବର୍ଷ ଝିଅ ଦେବୀଙ୍କୁ ସ୍ବାଗତ କରିଥିଲେ। ଦେବୀ ଜନ୍ମ ବେଳେ…

ତୃତୀୟ ଶ୍ରେଣୀରେ ବି ପାଠ ପଢ଼ିପାରିବେ ନାହିଁ ବାଳିକା: ତାଲିବାନର କଡ଼ା ନିର୍ଦ୍ଦେଶ…

କାବୁଲ,୬।୮ : ଆଫଗାନିସ୍ତାନରେ ତାଲିବାନ ଅଧିକାରୀମାନେ ୧୦ ବର୍ଷରୁ ଅଧିକ ବୟସ୍କ ବାଳିକାମାନଙ୍କୁ ପ୍ରାଥମିକ ବିଦ୍ୟାଳୟ ତୃତୀୟ ଶ୍ରେଣୀରେ ପାଠପଢ଼ିବାକୁ ବାରଣ କରିଛନ୍ତି। ତାଲିବାନ ଶାସିତ ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀମାନେ ଗଜନୀ ପ୍ରଦେଶର ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ସ୍ବଳ୍ପକାଳୀନ ପ୍ରଶିକ୍ଷଣ କ୍ଲାସକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri