Home

୫ ଲକ୍ଷ ଲୋକଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲେ ଏହି ମହିଳା, ସବୁ ବିଗାଡ଼ିଲା ଟାଟୁ, ଜାଣନ୍ତୁ କେମିତି…

ଦୁନିଆରେ ଅନେକ ପ୍ରକାରର ଲୋକଙ୍କ ବିଷୟରେ ଜାଣିଥିବେ। କିଏ ଅର୍ଥ ବଳରେ ନାଁ କରିବାକୁ ଚାହାନ୍ତି ତ କିଏ ଗୀତ ଗାଇ ପ୍ରସିଦ୍ଧ ହେବା ପାଇଁ ଚାହିଁଥାନ୍ତି। କିନ୍ତୁ କିଛି ପାଗଳ ଲୋକ ଅନ୍ୟମାନଙ୍କୁ ଆଘାତ କରି ନାଁ କମାଇବା ପାଇଁ…

ଫିଲ୍ମ ‘ଆଦିପୁରୁଷ’ର ‘ବ୍ରହ୍ମା’ ସାଜିଲେ ଆତଙ୍କବାଦୀ

ମୁମ୍ବାଇ: ନିର୍ଦ୍ଦେଶକ ଓମ ରାଉତଙ୍କ ‘ଆଦିପୁରୁଷ’ରେ ବ୍ରହ୍ମା ଭୂମିକାରେ ଅଭିନୟ କରିଥିବା ଅଭିନେତା ବିଜୟ ଜେ ଆନନ୍ଦଙ୍କୁ ଅକ୍ଷୟ କୁମାରଙ୍କ ଫିଲ୍ମ ‘ବଡେ ମିୟାଁ ଚୋଟ ମିୟାଁ’ରେ ଏକ ଦମଦାର ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି। ବିଜୟ ଏହି ଫିଲ୍ମରେ ଏକ…

ପିସିବିଠାରୁ ୩୬ଗୁଣା ଧନୀ ବିସିସିଆଇ

ନୂଆଦିଲ୍ଲୀ, ୨। ୯: କ୍ରିକେଟ ଏଭଳି ଏକ ଖେଳ ଯାହାର ଲୋକପ୍ରିୟତା କାହିଁରେ କେତେ। ଏଥିରେ ରୋଜଗାର ମଧ୍ୟ ବହୁତ ଅଧିକ। ବିଶ୍ବର ସମସ୍ତ କ୍ରିକେଟ ବୋର୍ଡ ମଧ୍ୟରୁ ଭାରତର ବିସିସିଆଇ ଶୀର୍ଷ ଧନୀ ବୋର୍ଡ ମାନ୍ୟତା ପାଇଛି। ସେହିଭଳି ଦୁନିଆର…

ଅଶୋଧିତ ତୈଳ ଉପରେ ଟିକସ ହ୍ରାସ କଲେ କେନ୍ଦ୍ର ସରକାର, ଡିଜେଲ ଓ ଏଟିଏଫ ରପ୍ତାନିରେ ଟିକସ ବୃଦ୍ଧି

ନୂଆଦିଲ୍ଲୀ,୨।୯: ଦେଶରେ ଉତ୍ପାଦିତ ଅଶୋଧିତ ତୈଳ ଉପରେ ଲଗାଯାଇଥିବା ଟିକସକୁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର। କିନ୍ତୁ ଡିଜେଲ ଓ ଏଟିଏଫ (ବିମାନ ଇନ୍ଧନ) ରପ୍ତାନି ଉପରେ ଥିବା ଟିକସକୁ ବୃଦ୍ଧି କରିଛନ୍ତି। ଏହି ସୂଚନା ଏକ ସରକାରୀ ବିଜ୍ଞପ୍ତିରେ ପ୍ରକାଶ…

ଲିଭ-ଇନ ସମ୍ପର୍କ: ଆହ୍ଲାବାଦ ହାଇକୋର୍ଟ କହିଲେ ଭାରତରେ ବିବାହ ପ୍ରତିଷ୍ଠାନକୁ ନଷ୍ଟ କରିବା ପାଇଁ ଏକ ବ୍ୟବସ୍ଥିତ ଡିଜାଇନ ଭାବେ କାର୍ଯ୍ୟ କରୁଛି…

ଲକ୍ଷ୍ନୌ,୨।୯ : ଲିଭ-ଇନ ସମ୍ପର୍କ ବିଷୟରେ ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଭାରତରେ ବିବାହ ପ୍ରତିଷ୍ଠାନକୁ ନଷ୍ଟ କରିବା ପାଇଁ ଏକ ବ୍ୟବସ୍ଥିତ ଡିଜାଇନ କାର୍ଯ୍ୟ କରୁଛି। ତାଙ୍କ ଲିଭ-ଇନ ପାର୍ଟନରଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରୁଥିବାବେଳେ ହାଇକୋର୍ଟ ଏହି…

ପ୍ରତିବର୍ଷରେ ଡଙ୍ଗାରେ ଠେଲିବାକୁ ପଡ଼େ ଏହି ଭାସମାନ ଦ୍ୱୀପକୁ, କାରଣ ଜାଣିଲେ…

ଆମେରିକାର ଓ୍ବିସ୍କୋନସିନ୍‌ ରାଜ୍ୟରେ ‘ଚିପ୍‌ଓ୍ବା’ ନାମକ ଏକ ହ୍ରଦ ଅଛି। ଯାହାକି ଏକ ଭାସମାନ ଦ୍ୱୀପ। ଏହି ଦ୍ୱୀପ ୪୦ ଏକର ପରିମିତ ସ୍ଥାନରେ ବ୍ୟାପିଛି। ଯାହାର ପୃଷ୍ଠଭୂମି ମାର୍ଶେ। ଏହି ଦ୍ୱୀପକୁ ‘ଚିପ୍‌ଓ୍ବା ଫ୍ଲୋଜ୍‌ ଫ୍ଲୋଟିଂ ବଗ୍‌’ ମଧ୍ୟ କୁହାଯାଏ।…

ସିଇଓ ପଦରୁ ଇସ୍ତଫା ଦେଲେ କୋଟାକ ମହିନ୍ଦ୍ରା ବ୍ୟାଙ୍କର ମୁଖ୍ୟ ଉଦୟ କୋଟାକ

ନୂଆଦିଲ୍ଲୀ,୨।୯: କୋଟାକ ମହିନ୍ଦ୍ରା ବ୍ୟାଙ୍କର ଏମଡି ତଥା ସିଇଓ ଉଦୟ କୋଟାକ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଷ୍ଟକ ଏକ୍ସଚେଞ୍ଜ ଫାଇଲିଂରେ ବ୍ୟାଙ୍କ ଏନେଇ ସୂଚନା ଦେଇଛି। ଉଦୟ କୋଟାକଙ୍କ ପରେ ଦୀପକ ଗୁପ୍ତା ଏମଡି ଏବଂ ସିଇଓ ଭାବରେ କାର୍ଯ୍ୟ…

ଡିଗ୍ରୀ,ଅସ୍ଥାୟୀ ପ୍ରମାଣପତ୍ରରେ ଆଧାର ନମ୍ବର ଉଲ୍ଲେଖ ନ କରିବାକୁ ବିଶ୍ୱବିଦ୍ୟାଳୟଗୁଡ଼ିକୁ ୟୁଜିସିର ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨।୯ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକୁ ଡିଗ୍ରୀ ଏବଂ ଅସ୍ଥାୟୀ ପ୍ରମାଣପତ୍ରରେ ଆଧାର ନମ୍ବର ଉଲ୍ଲେଖ ନ କରିବାକୁ ନିର୍ଦ୍ଦେଶ ଦେଇଛି। ଉଚ୍ଚଶିକ୍ଷା ନିୟାମକଙ୍କ ନିର୍ଦ୍ଦେଶ ଏହି ରିପୋର୍ଟ ମଧ୍ୟରେ ଆସିଛି ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ଦ୍ୱାରା…

ଚ୍ୟାଲେଞ୍ଜ ବିନା ହାଇକୋର୍ଟ ଆଇନକୁ ଅଧିକାରାତୀତ ଘୋଷଣା କରିବା ଠିକ ନୁହେଁ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨।୯ : ସୁପ୍ରିମକୋର୍ଟ କହିଛନ୍ତି ଆଇନର ବ୍ୟବସ୍ଥାକୁ ଖଣ୍ଡନ କରିବାକୁ କିମ୍ବା ଅଧିକାରାତୀତ ଘୋଷଣା କରିବାକୁ ହେଲେ ଏହି ନିୟମକୁ ଚ୍ୟାଲେଞ୍ଜ କରିବା ଏବଂ ଏଥିରୁ ମୁକ୍ତି ପାଇବା ପାଇଁ କୋର୍ଟରେ ନିର୍ଦ୍ଦିଷ୍ଟ ନିବେଦନ କରାଯିବା ଆବଶ୍ୟକ। ଜଷ୍ଟିସ ଜେ.କେ ମହେଶ୍ୱରୀ…

ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ଦିଆଯିବ ପଟ୍ଟା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୯(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଏକ ଐତିହାସକ ନିଷ୍ପତ୍ତି ନେଇ ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବା ପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ ତାଙ୍କର…

ବାଘେଲ ସରକାରଙ୍କୁ ଶାହାଙ୍କ ଟାର୍ଗେଟ: ୩୬ ପ୍ରତିଶ୍ରୁତି ମଧ୍ୟରୁ ୧୯ ଏପର୍ଯ୍ୟନ୍ତ ହୋଇନି ପୂରଣ…

ରାୟପୁର,୨।୯ : ଛତିଶଗଡର ରାୟପୁରରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ମଧ୍ୟରେ କୌଣସି ବିକାଶମୂଳକ କାର୍ଯ୍ୟ କରିନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି। ମୁଁ ତୁମ ସରକାରର ଦଶ…

ବସ୍‌ଷ୍ଟାଣ୍ଡ ପାଇଁ ସ୍ଥାନ ନିରୂପଣ ନେଇ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ରାଇରଙ୍ଗପୁର/ଯଶୀପୁର,୨ା୯(ମନୋରଞ୍ଜନ ତିରିଆ/ସରୋଜ କୁମାର ମହାନ୍ତ): ମୟୂରଭଞ୍ଜ ଜିଲା ଯଶୀପୁରର ବ୍ଲକ୍‌ସ୍ତରୀୟ ବସ୍‌ଷ୍ଟାଣ୍ଡ ବ୍ଲକ୍‌ କାର୍ଯ୍ୟାଳୟ ନିକଟରେ କରାଯିବା ପାଇଁ ସ୍ଥାନ ନିରୂପଣ ନିମନ୍ତେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଏବଂ ଯଶୀପୁର ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ତରଫରୁ ଯଶୀପୁର ତହସିଲଦାର କ୍ରେସେନ୍‌ସିଆ ତିର୍କୀଙ୍କୁ ଦାବିପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?