Home

ବେଆଇନ କଳାପଥର ଚାଲାଣ ଜାରି

ଯାଜପୁର/କବାଟବନ୍ଧ, ୧୧ା୮(ହର୍ଷବର୍ଦ୍ଧନ ବେହେରା/ଦିଲୀପ ବିଶ୍ୱାଳ): ସଞ୍ଜ ହେଲେ ବେଆଇନ ପଥର ଉତ୍ତୋଳନ କରିବାକୁ ବ୍ଲାଷ୍ଟିଂ ଚାଲିଛି। ସେହି ଶବ୍ଦ ଅଞ୍ଚଳବାସୀଙ୍କ ଛାତି ଥରାଇ ଦେଉଛି। ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନସ୍ଥ ଡଙ୍କାରୀ ଓ ବାରମାଣ ମୌଜାରେ ଏବେ ଏଭଳି ପରିସ୍ଥିତି…

୧୦ ପିଲା ଡ୍ରପ୍‌ଆଉଟ ଚିହ୍ନଟ

ଯାଜପୁର,୧୧ା୮(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲା ସମଗ୍ର ଶିକ୍ଷା ୨୦୨୩-୨୪ ବର୍ଷରେ ପ୍ରବନ୍ଧ(ପ୍ରୋଜେକ୍ଟ ଏପ୍ରାଇଜାଲ ବଜେଟିଂ ଆଚିଭ୍‌ମେଣ୍ଟ ଏଣ୍ଡ ଡାଟା ହ୍ୟାଣ୍ଡଲିଂ) ସିଷ୍ଟମ ପୋର୍ଟାଲରେ ୧୦ ଜଣ ଡ୍ରପ୍‌ଆଉଟ(ଅଧାରୁ ସ୍କୁଲ ଛାଡିଥିବା) ପିଲାଙ୍କୁ ଚିହ୍ନଟ କରି ଅପ୍‌ଲୋଡ କରାଯାଇଛି। ଜୁଲାଇ ୨୬…

ଲୋକ ସଭାରୁ ଗୋଟିଏ ଦିନ ପାଇଁ ସସ୍‌ପେଣ୍ଡ ହେଲେ ଅଧୀର ରଞ୍ଜନ

ନୂଆଦିଲ୍ଲୀ,୧୦।୮: କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଲୋକ ସଭାରୁ ଗୋଟିଏ ଦିନ ପାଇଁ ସସ୍‌ପେଣ୍ଡ ହୋଇଛନ୍ତି। ଯେପର୍ଯ୍ୟନ୍ତ ପ୍ରାଇଭେଲିଜ କମିଟିରେ ମାମଲା ବିଚାରାଧୀନ ଅଛି ଏବଂ ତଦନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେ ଗୃହରୁ ନିଲମ୍ବିତ ରହିବେ। ସଂସଦୀୟ ବ୍ୟାପାର…

ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟବେଳେ ବିରୋଧୀଙ୍କ କକ୍ଷତ୍ୟାଗ

ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ନିଜ ମନ୍ତବ୍ୟ ରଖୁଛନ୍ତି। ଏହି ସମୟରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ମଧ୍ୟରେ ବିରୋଧୀ କକ୍ଷତ୍ୟାଗ କରିଛନ୍ତି। ମଣିପୁରକୁ ନେଇ ବିରୋଧୀମାନେ ଲଗାତାର ନାରାବାଜି…

‘କ୍ଷେତକୁ ଯାଇ ଭିଡିଓ ଶୁଟିଂ କରାଯାଉଛି…’, ରାହୁଲଙ୍କୁ ମୋଦିଙ୍କ ଟାର୍ଗେଟ୍‌

ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ହୋଇଥିବା ଆଲୋଚନାର ଜବାବ ଦେଇଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ନାମ ନ ନେଇ ସେ କହିଛନ୍ତି ଯେ, କ୍ଷେତରେ…

ଖରାପ ସମୟ ଦେଇ ଗତି କରୁଛନ୍ତି କି? ଚାଣକ୍ୟଙ୍କ ଏହି ୩ କଥା ମାନିଲେ ଜିତିଯିବେ…

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା କରିଥିଲେ। ଚାଣକ୍ୟ ରାଜନୀତି ସହ କୁଟନୀତିରେ ପାରଙ୍ଗମ ଥିଲେ। ସେ ଜୀବନରେ ନିଜର ଅଭିଜ୍ଞତା…

ବାରମ୍ବାର ପିଲାକୁ ଦୃଷ୍ଟି ଲାଗୁଛି କି? ଆପଣାନ୍ତୁ ଏସବୁ ଉପାୟ…

କଥାରେ ଅଛି କୁଦୃଷ୍ଟି ପଡ଼ିଲେ କିଛି ବି ଉଧାଏ ନାହିଁ। ମଣିଷର ଘର, ପଦୋନ୍ନତି, ଦୋକାନଠାରୁ ଆରମ୍ଭ କରି ଅନେକ ଜିନିଷ ଉପରେ ଖରାପ ନଜର ପଡ଼ିଥାଏ। ବିଶେଷକରି ଛୋଟ କଅଁଳ ଶିଶୁଙ୍କୁ ଦୃଷ୍ଟି ଲାଗେ ବୋଲି କୁହାଯାଏ। ଏପରି ହେଲେ…

‘ଜି ଲେ ଜରା’ରୁ ବାହାର ହୋଇନାହାନ୍ତି ପିସି, ଆସନ୍ତା ବର୍ଷ ହେବ ଶୁଟିଂ

ବମ୍ବେ: ଘୋଷଣା ପରଠାରୁ ଚର୍ଚ୍ଚାରେ ଫିଲ୍ମ ‘ଜି ଲେ ଜରା’। ଏଥିରେ ପ୍ରିୟଙ୍କା ଚୋପ୍ରା, ଆଲିଆ ଭଟ୍ଟ ଏବଂ କଟ୍ରିନା କୈଫ ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ଲଗାତାର ଭାବେ ଏହାର ଷ୍ଟାରକାଷ୍ଟରେ ପରିବର୍ତ୍ତନ କରାଯାଉଥିବା ବେଳେ ଏବେ ନୂଆ ଅପ୍‌ଡେଟ୍‌ ସାମ୍ନାକୁ…

ୟୁରୋ ବ୍ୟାଗ୍‌ ସ୍ଥାନରେ ରୋଗୀଙ୍କୁ ଲଗାଇଲେ ଖାଲି ବୋତଲ, ଛଟପଟ ହୋଇ ମୃତ୍ୟୁ

ପାଟନା,୧୦।୮: ବିହାରରେ ସରକାରୀ ଡାକ୍ତରଖାନାଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଦୟନୀୟ। ଜମୁଇ ସଦର ଡାକ୍ତରଖାନାର ଏକ ଘଟଣା ସ୍ବାସ୍ଥ୍ୟ ବିଭାଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଠାରେ ଜଣେ ଗୁରୁତର ରୋଗୀଙ୍କୁ ପରିସ୍ରା କରିବା ଲାଗି ୟୁରୋ ବ୍ୟାଗ୍‌ ବଦଳରେ କୋଲ୍ଡ ଡ୍ରିଙ୍କର…

୨୦୨୪ରେ ପୁଣି କ୍ଷମତାକୁ ଫେରିବ ଭାଜପା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦।୮: ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ମନ୍ତବ୍ୟ ରଖୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ୨୦୨୪ ରେ ପୁଣି କ୍ଷମତାକୁ ଭାଜପା ଫେରିବ। ୨୦୧୮ରେ ବି ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଥିଲେ, ତାହା ସେମାନଙ୍କର ଫ୍ଲୋରଟେଷ୍ଟ…

ସୋନି-ଜି ମିଶ୍ରଣକୁ ଏନ୍‌ସିଏଲ୍‌ଟିର ସବୁଜ ସଙ୍କେତ

ନୂଆଦିଲ୍ଲୀ,୧୦।୮: ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି) ଗୁରୁବାର ଜି ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ ଏବଂ ଜାପାନର ସୋନି(ବର୍ତ୍ତମାନ କୁଲଭର ମାକ୍ସ ଏଣ୍ଟରଟେନ୍‌ମେଣ୍ଟ)ର ମିଶ୍ରଣକୁ ଅନୁମୋଦନ କରିଛି। ୨୦୨୧ରେ ମିଶ୍ରଣ ନେଇ ଉଭୟ କମ୍ପାନୀ ରାଜି ହୋଇଥିଲେ। ଏଚ୍‌.ଭି ସୁବା ରାଓ ଏବଂ…

ସ୍ବାମୀଙ୍କୁ ଡନ୍‌ ଭୂମିକାରେ ଦେଖି ଏମିତି କହିଲେ ଦୀପିକା

ଫିଲ୍ମ ‘ଡନ୍‌-୩’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଅପେକ୍ଷାର ଅନ୍ତ ହୋଇଛି। ଫିଲ୍ମର ଅଫିସିଆଲ ଟିଜର ରିଲିଜ ହୋଇଛି। ଏଥିରେ ରଣବୀର ଡନ୍‌ ଭୂମିକାରେ ନଜର ଆସିଛନ୍ତି। ଏହି ଫିଲ୍ମର ପୂର୍ବ ୨ଟି ପାର୍ଟରେ କେବଳ ଶାହରୁଖ ଖାନ୍‌ ଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri