Home

ଅନାସ୍ଥା ପ୍ରସ୍ତାବ ଈଶ୍ୱରଙ୍କ ଆଶୀର୍ବାଦ: ମୋଦି

ନୂଆଦିଲ୍ଲୀ,୧୦।୮: ଶେଷରେ ଅନାସ୍ଥା ପ୍ରସ୍ତାବକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଲୋକ ସଭାରେ ମତ ରଖିଛନ୍ତି। ଏହି ସମୟରେ ସେ କଂଗ୍ରେସ ସମେତ ପ୍ରାୟ ସମସ୍ତ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ମୁଁ ଦେଶର…

ଆମେରିକା ମିଡିଆ ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଲେ ରାଣା ସନାଉଲ୍ଲାହ

ପାକିସ୍ତାନ,୧୦।୮: ଆମେରିକାର ପ୍ରକାଶନ ଦ୍ୱାରା ପ୍ରକାଶିତ ଏକ ସମ୍ବାଦ ରିପୋର୍ଟରେ ବ୍ୟବହୃତ ଉତ୍ସ ଦଲିଲର ସତ୍ୟତା ଜାଣିବା ପାଇଁ ପାକିସ୍ତାନର ବିଦାୟୀ ଅନ୍ତରୀଣ ମନ୍ତ୍ରୀ ରାଣା ସାନାଉଲ୍ଲାହ ଗୁରୁବାର ପ୍ରଶ୍ନ ଉଠାଇଛନ୍ତି।ସେ ଏହାର ଯାଞ୍ଚ ଦାବି କରିଛନ୍ତି। ଗତ ବର୍ଷ ଇମ୍ରାନ…

‘ସମବାୟ ବିଭାଗର ପ୍ରତି ସଭାସମିତିରେ କରାଯିବ ବୃକ୍ଷରୋପଣ’

ଭୁବନେଶ୍ୱର,୧୦ା୮(ଅସମାପିକା ସାହୁ): ଜଳବାୟୁ ପରିବର୍ତ୍ତନରୁ ପରିବେଶ ପ୍ରତି ସୃଷ୍ଟି ହୋଇଥିବା ବିପଦକୁ ମୁକାବିଲା କରିବା ପାଇଁ ପ୍ରତିଟି ସ୍ତରରେ ପ୍ରତିବଦ୍ଧତାର ସହ ପ୍ରୟାସ ଆରମ୍ଭ ସ୍ବରୂପ ସରକାରୀ ବିଭାଗରେ ଏକ ବୃକ୍ଷ ଚାରାରେ ଜଳଦାନ ସହ ସଭା ଓ ଉତ୍ସବର ଶୁଭାରମ୍ଭ…

ପ୍ଲେ ଷ୍ଟୋରରୁ ୪୩ ମୋବାଇଲ ଆପ୍‌ ହଟାଇଲା ଗୁଗଲ୍‌

ନୂଆଦିଲ୍ଲୀ,୧୦।୮: ଗୁଗଲ ପ୍ଲେ ଷ୍ଟୋରରୁ ଭାଇରସ ଥିବା ୪୩ଟି ମୋବାଇଲ ଆପ ହଟାଇଛି। ଏହି ଆପଗୁଡିକ ଗୁଗଲ ପ୍ଲେ ଡେଭଲପର୍‌ ପଲିସି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଏହି ଆପଗୁଡ଼ିକ ଫୋନର ସ୍କ୍ରିନ ବନ୍ଦ ହେବା ପରେ ମଧ୍ୟ ବିଜ୍ଞାପନ ଦେଖାଉଥିଲା।…

ସିଦ୍ଦାରାମାୟା-ଶିବକୁମାରଙ୍କ ବିରୋଧରେ ଥିବା ୯ଟି ମାମଲା ପ୍ରତ୍ୟାହାର କଲେ ସରକାର

ଉଭୟ ନେତାଙ୍କ ବିରୋଧରେ ପଞ୍ଜୀକୃତ କୋଭିଡ ୧୯ ନିୟମ ଉଲ୍ଲଂଘନ ମାମଲାକୁ ରାଜ୍ୟ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ସୂଚନାଯୋଗ୍ୟ, ୨୦୨୨ରେ କର୍ନାଟକ ମହାମାରୀ ରୋଗ ଅଧିନିୟମ ଅନୁଯାୟୀ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଏବଂ ଉପ ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ଏବଂ ଅନ୍ୟମାନଙ୍କ…

ମଲାଇକାଙ୍କ ସହ ହେଲା ଏମିତି କିଛି…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ସେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବାକୁ ପ୍ରାୟତଃ ନିଜର ଫଟୋ ଏବଂ ଭଡ଼ିଓଗୁଡ଼ିକୁ ଶେୟାର କରିଥାନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କ ସୌନ୍ଦର୍ଯ୍ୟ ଏବଂ ଷ୍ଟାଇଲ୍‌କୁ ପ୍ରଶଂସା କରିବାରେ…

ପ୍ରଧାନମନ୍ତ୍ରୀ ମୋଦି ଭଗବାନ ନୁହଁନ୍ତି: ଖାର୍ଗେ

ନୂଆଦିଲ୍ଲୀ,୧୦।୮: ମଣିପୁର ହିଂସାକୁ ନେଇ ସଂସଦରେ ତାତି କମିବାର ନାଁ ଧରୁନି। ୧୬୭ ଅଧୀନରେ ଆଲୋଚନା ପାଇଁ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ଦାବି କରିଆସୁଛନ୍ତି। ଏହା ଉପରେ ଶାସକ ସଦସ୍ୟମାନେ ଆପତ୍ତି କରିବା ମାତ୍ରେ ଖାର୍ଗେ ରାଗିଯାଇଥିଲେ। ମଲ୍ଲିକାର୍ଜୁନ…

ହାଓ୍ବାଇ ଜଙ୍ଗଲରେ ଭୟଙ୍କର ଅଗ୍ନୀକାଣ୍ଡ! ଜୀବନ ବଞ୍ଚାଇବାକୁ ସମୁଦ୍ରକୁ ଡେଇଁଲେ ଲୋକେ

ହଓ୍ବାଇ ଦ୍ୱିପ,୧୦।୮: ହାଓ୍ବାଇ ଦ୍ୱିପରେ ଲାଗିଥିବା ଜଙ୍ଗଲ ନିଆଁରେ ଏବେ ପର୍ଯ୍ୟନ୍ତ ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ହାୱାଇ ଦ୍ୱୀପରେ ଜଙ୍ଗଲୀ ନିଆଁ ଲାଗିବା ସହ ଲାହିନା ସହର ସମ୍ପୂର୍ଣ୍ଣ ରୂପେ ପୋଡି ପାଉଁଶ ହୋଇଯାଇଛି। ମାଉଇ କାଉଣ୍ଟି ସରକାର…

ମଣିପୁରର ଆଉ ଜଣେ ମହିଳା ବଖାଣିଲେ ଭୟାବହତାର କାହାଣୀ, ମାମଲା ରୁଜୁ

ଇମ୍ଫାଲ,୧୦।୮: ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣା ପରେ ଏବେ ଆଉ ଏକ ଗ୍ୟାଙ୍ଗରେପ ମାମଲା ସାମ୍ନାକୁ ଆସିଛି। ମେ ମାସ ଆରମ୍ଭରେ ଉତ୍ତର-ପୂର୍ବ ରାଜ୍ୟରେ ଜାତି ସଂଘର୍ଷ ପରେ ରିଲିଫ କ୍ୟାମ୍ପରେ ରହୁଥିବା ଜଣେ ପୀଡିତା ପୋଲିସ…

ମୋଦିଙ୍କ ଲୋକ ସଭା ସ୍ପିଚ ପୂର୍ବରୁ ଭାଜପା ସେୟାର କଲା ପୁରୁଣା ଭିଡିଓ

ନୂଆଦିଲ୍ଲୀ,୧୦।୮: ଲୋକ ସଭାରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାସ୍ଥା ପ୍ରସ୍ତାବର ଜବାବ ଦେବା ପୂର୍ବରୁ ବିରୋଧୀଙ୍କୁ ଟାର୍ଗେଟ କରି ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ଏକ ପୁରୁଣା ଭିଡିଓ ସେୟାର କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକ ସଭାରେ ପୁରୁଣା…

କଂଗ୍ରେସ ହାତ ଛାଡିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ

ରାୟପୁର,୧୦।୮: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ଆଦିବାସୀ ନେତା ଅରବିନ୍ଦ ନେତମ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାକୁ ଅଲ ଇଣ୍ଡିଆ କଂଗ୍ରେସ କମିଟି ତଥା ରାଜ୍ୟ କଂଗ୍ରେସ ସଭାପତି ଦୀପକ ବାଜଙ୍କ ନିକଟକୁ ପଠାଇଛନ୍ତି। ଏଆଇସିସିକୁ ପଠାଯାଇଥିବା…

କ୍ୟାନସର ପୀଡ଼ିତା ସ୍ତ୍ରୀଙ୍କୁ ନିଜ ହାତରେ ଖୁଆଇଦେଲେ ନବଜୋତ୍‌ ସିଂ ସିଦ୍ଧୁ

ନୂଆଦିଲ୍ଲୀ,୧୦ା୮: ରୋଡ୍‌ ରେଜ୍‌ ମାମଲାରେ ଜେଲରୁ ବାହାରିବା ପରେ ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ୍‌ ସିଂ ସିଦ୍ଧୁ ଆଜିକାଲି ଏକ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି। ଯେତେବେଳେ ସେ ଜାଣିବାକୁ ପାଇଲେ ଯେ, ତାଙ୍କ ସ୍ତ୍ରୀ ଡକ୍ଟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri