Home

ମଣିପୁର ହିଂସାକୁ ନେଇ କଂଗ୍ରେସକୁ ଟାର୍ଗେଟ କଲେ ହିମନ୍ତ

ନୂଆଦିଲ୍ଲୀ,୧୩।୮: ୱାୟାନାଡ ଏମପି ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟରେ ‘ଦେଶର ସେନା ଗୋଟିଏ ଦିନରେ ମଣିପୁରରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିପାରିବ’ ବୋଲି କଂଗ୍ରେସ ଓ ଭାଜପା ମଧ୍ୟରେ ବିବାଦ ଲାଗି ରହିଛି। ଏବେ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ…

‘ମୋଦି-ଶାହା ଆମ ସ୍କୁଲରେ ପାଠ ପଢିଛନ୍ତି’, ଲୋକ ସଭାରେ ମୋଦିଙ୍କ ଭାଷଣକୁ ନେଇ ପ୍ରତିକ୍ରିୟା ଦେଲେ ଖାର୍ଗେ

ନୂଆଦିଲ୍ଲୀ,୧୩।୮: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶନିବାର ଛତିଶଗଡରେ ଏକ ସାଧାରଣ ସଭାରେ ସମ୍ବୋଧିତ କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଖୁବ ବର୍ଷିଛନ୍ତି। ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଯେ ମଣିପୁର ଉପରେ ପ୍ରଧାନମନ୍ତ୍ରୀ ମୋଦି ଉତ୍ତର ଦେଇନାହାଁନ୍ତି। ଏହା ବଦଳରେ…

ମଣିପୁର ହିଂସାକୁ ନେଇ ଆକ୍ସନରେ ସିବିଆଇ, ଆଉ ନଅଟି ମାମଲାର କରିବ ଯାଞ୍ଚ

ନୂଆଦିଲ୍ଲୀ,୧୩।୮: ମଣିପୁର ହିଂସା ସହ ଜଡିତ ୯ଟି ମାମଲା ସିବିଆଇ ଦ୍ୱାରା ତଦନ୍ତ କରାଯିବ ଏବଂ ଏଜେନ୍ସି ଦ୍ୱାରା ଯାଞ୍ଚ କରାଯାଉଥିବା ମୋଟ ମାମଲା ୧୭ ହୋଇଯିବ। ଅଧିକାରୀ କହିଛନ୍ତି ଯେ ମଣିପୁର ହିଂସା ସହ ଜଡିତ ଆଉ ୯ଟି ଘଟଣାର…

ବିଲରେ କରୁଥିଲେ କାମ, ଚାଷୀଙ୍କୁ ଦଳିଦେଲା ହାତୀ

ଖମାର,୧୩ା୮(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଖମାର ବନଖଣ୍ଡ ଅନ୍ତର୍ଗତ ବାରକୋଟିଆ ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ରବିବାର ଘନ ମୁଣ୍ଡା ନାମକ ଜଣେ ଚାଷୀ ବିଲକୁ କାମ କରିବାକୁ ଯାଇଥିବା ବେଳେ…

ରୋମାନ୍ସ କରିବେ ଶାହାରୁଖ

ମୁମ୍ବାଇ: ଦୀର୍ଘଦିନ ପରେ ରୋମାନ୍ସର ବାଦଶାହା ଶାହାରୁଖ ଖାଁ ନିଜ ପ୍ରଶଂସକଙ୍କ ପାଇଁ ରୋମାଣ୍ଟିକ୍‌ ଟ୍ରାକ ନେଇ ଆସିବାକୁ ପ୍ରସ୍ତୁତ ହେଲେଣି। ଶାହାରୁଖଙ୍କ ଅଭିନୀତ ମୁଭି ‘ଯଓ୍ବାନ’ର ଏକ ଗୀତ ରିଲିଜ ହେବାକୁ ଯାଉଛି। ଏହାଏକ ରୋମାଣ୍ଟିକ ସଙ୍ଗ ‘ଚଲେୟା’, ଯେଉଁଥିରେ…

ଭାରତ-ୱେଷ୍ଟଇଣ୍ଡିଜ ଟି -୨୦ ସିରିଜର ପଞ୍ଚମ ମ୍ୟାଚ୍‌: ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ…

ଫ୍ଳୋରିଡା,୧୩।୮ : ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି -୨୦ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚ ଫ୍ଲୋରିଡାର ସେଣ୍ଟ୍ରାଲ ବ୍ରାଉଡର୍‌ ରିଜିଓନାଲ ପାର୍କ ଷ୍ଟାଡିୟମରେ ରବିବାର ସନ୍ଧ୍ୟା ୮ଟାରେ ଖେଳାଯିବ। ସମ୍ପ୍ରତି ଏହି ସିରିଜ ୨-୨ ରେ ରହିଛି। ପ୍ରଥମ…

ଏତେ ଟଙ୍କା ଖର୍ଚ୍ଚ କରି ମଣିଷରୁ କୁକୁର ପାଲଟିଲେ, ମାତ୍ର କୁକୁର ପରି ଜୀବନ ଜିଇଁବାକୁ ଚାହାନ୍ତି ନାହିଁ ଏହି ବ୍ୟକ୍ତି

ଟୋକିଓ,୧୩ା୮: ଜାପାନର ଜଣେ ବ୍ୟକ୍ତି ଯିଏ କି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ମଣିଷରୁ କୁକୁର ରୂପ ନେଇଥିଲେ। ଏହା ପରେ ଲୋକମାନେ ଭାବୁଥିବେ ସେ ବୋଧେ କୁକୁର ପରି ଜୀବନ ଜିଉଁଛନ୍ତି। ମାତ୍ର ନା। ସେ କୁକୁର ପରି ବଞ୍ଚିବାକୁ…

‘ଏ ସବୁ ବନ୍ଦ କର ନଚେତ…’, ସୀମା ହଇଦରଙ୍କ ଉପରେ ନିର୍ମାଣ ହେଉଥିବା ଫିଲ୍ମକୁ ନେଇ ଚେତାବନୀ ଦେଲା ରାଜ ଠାକରେଙ୍କ ଦଳ

ମୁମ୍ବାଇ,୧୩।୮: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ ରାଜ ଠାକରେଙ୍କ ପାର୍ଟି ମହାରାଷ୍ଟ୍ର ନବନିର୍ମାନ ସେନା (ଏମଏନଏସ)ର ଜଣେ ନେତା ଚେତାବନୀ ଦେଇଛନ୍ତି। ସୀମା ହାଇଦାର ଏବଂ ସଚିନ ମୀନାଙ୍କ ପ୍ରେମ କାହାଣୀ ଉପରେ ଏକ ଫିଲ୍ମ ନିର୍ମାଣ କରାଯାଉଛି। ଯେଉଁଥିରେ…

ଏନଡିଏରେ ସାମିଲ ହେବା ଖବରକୁ ନେଇ ସ୍ପଷ୍ଟ କଲେ ଜୟନ୍ତ ଚୌଧୁରୀ

ଲକ୍ଷ୍ନୌ,୧୩।୮: ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ ଏନଡିଏର ସାମିଲ ହେବାକୁ ନେଇ କିଛି ଦିନ ହେବ ଆଲୋଚନା ହେଉଛି। ଏହାରି ଭିତରେ ଜୟନ୍ତ ଚୌଧୁରୀ ତଥା ରାଜ୍ୟ ସଭା ଏମପି ନିଜେ କହିଛନ୍ତି, ଆଲୋଚନା କରାଯାଉଥିବା ଖବର ଉପରେ ଆଦୌ ଧ୍ୟାନ…

ହର ଘର ତ୍ରିରଙ୍ଗା ଅଭିଯାନ: ୬୦୦ କୋଟିରୁ ଅଧିକ କାରବାର ଆଶା…

ନୂଆଦିଲ୍ଲୀ,୧୩।୮ : ଭାଜପାର ହର ଘର ତ୍ରିରଙ୍ଗା ଅଭିଯାନ ଯୋଗୁ ବଜାରରେ ୬୦୦ କୋଟିରୁ ଅଧିକ ଟଙ୍କା କାରବାର କରିବ ବୋଲି ଆକଳନ କରାଯାଇଛି। ଦେଶର ପ୍ରତ୍ୟେକ ନାଗରିକଙ୍କ ଘରେ ତ୍ରିରଙ୍ଗା ଲଗାଇବାକୁ ଦଳ ଯୋଜନା କରିଛି। କେନ୍ଦ୍ର ସରକାରଙ୍କ ମନ୍ତ୍ରୀ,…

ରାମ ଜନ୍ମଭୂମୀ ପୂଜାରୀଙ୍କୁ ମିଳିବ ସରକାରୀ ସ୍ତରର ସୁବିଧା, ଦରମା ବୃଦ୍ଧି, ଘର ସହ ମିଳିବ ଛୁଟି

ଅଯୋଧ୍ୟା,୧୩।୮: ରାମ ଜନ୍ମଭୂମୀ ପୂଜାରୀଙ୍କ ପାଇଁ ଆସୁଛି ଶୁଭ ଦିନ। ଏବେ ପୂଜାରୀ ଓ କର୍ମଚାରୀଙ୍କୁ ସରକାରୀ ସ୍ତରର ସୁବିଧା ଯୋଗାଇ ଦେବାକୁ ପ୍ରସ୍ତୁତି ଚାଲିଛି। ଶ୍ରୀ ରାମ ଜନ୍ମଭୂମୀର ମୁଖ୍ୟ ସ୍ଥପତି ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ ଶ୍ରୀ…

ୟୁକ୍ରେନର ୩ ଡ୍ରୋନ୍‌କୁ ଖସାଇଲା ରୁଷିଆ

ମସ୍କୋ,୧୩ା୮: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେବାର ନାଁ ନେଉନି। ପରସ୍ପର ପ୍ରତି ଆକ୍ରମଣ ପ୍ରତିଆକ୍ରମଣ ଜାରି ରଖିଛନ୍ତି। ରବିବାର ୟୁକ୍ରେନ ଦ୍ୱାରା କରାଯାଇଥିବା ଡ୍ରୋନ୍‌ ଆକ୍ରମଣକୁ ଇତିମଧ୍ୟରେ ରୁଷିଆ ଖଣ୍ଡନ କରିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ରୁଷିଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri