ଭାରତରେ ଥିବା ନିଆରା ଗାଁ, ଯେଉଁଠି କେହି କରିପାରିବେ ନାହିଁ ଦୁଇ ମହଲା ଘର…
ଦୁନିଆରେ ଏଭଳି ଅନେକ ସ୍ଥାନ ରହିଛି, ଯେଉଁଠାରେ ଲୋକେ ରହିବାକୁ ପସନ୍ଦ କରିଥାନ୍ତି। ଏସବୁ ସ୍ଥାନ ନିଜସ୍ବ ସ୍ବତନ୍ତ୍ରତାକୁ ନେଇ ପରିଚିତ। ଏହି କ୍ରମରେ ଭାରତରେ ଏଭଳି ଏକ ଗାଁ ବିଷୟରେ କହିବୁ ଯେଉଁଠାରେ ଦୁଇ ମହଲା ଘର କରିବା ନିଷେଧ।…
ବ୍ରିଟେନର ହିତ ପାଇଁ ଭାରତ ସହ ମୁକ୍ତ ବାଣିଜ୍ୟ ଚୁକ୍ତିରେ ରାଜି ହେବୁ: ସୁନକ
ଲଣ୍ଡନ,୬।୯:ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫ୍ଟିଏ) ଉପରେ ବ୍ରିଟେନ ସହ ଭାରତର ଆଲୋଚନା ଜାରି ରହିଛି। ତେବେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ମୁକ୍ତ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସୁନକ କହିଛନ୍ତି ଯେ, ତାଙ୍କ ଦେଶ କେବଳ…
ଅମ୍ବାନୀଙ୍କଠାରୁ ବି ମହଙ୍ଗା ସେହ୍ବାଗଙ୍କ ସ୍କୁଲ; ଜାଣନ୍ତୁ ଏହାର ଫିସ୍, କ୍ରିକେଟରଙ୍କ ରୋଜଗାର…
ନୂଆଦିଲ୍ଲୀ,୬।୯: ନିଜର ବିସ୍ଫୋରକ ବ୍ୟାଟିଂକୁ ନେଇ ପରିଚିତ ବିରେନ୍ଦ୍ର ସେହ୍ବାଗଙ୍କ ‘ସେହ୍ବାଗ ଇଣ୍ଟରନ୍ୟାଶନାଲ ସ୍କୁଲ’ ବେଶ ଲୋକପ୍ରିୟ। ୨୩ ଏକର ଜମିରେ ପରିବ୍ୟାପ୍ତ ଏହି ସ୍କୁଲ ୩୦୦ ଛାତ୍ରୀଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିଲା। ୨୦୧୪ରେ ସେହ୍ବାଗ ସ୍କୁଲ ଖୋଲିବାକୁ ୨୦-୩୦ କୋଟି…
୪୫ ମହିଳାଙ୍କୁ ବଳାତ୍କାର ପରେ ଅଶ୍ଳିଳ ଭିଡିଓ କରି ବ୍ଲାକ ମେଲ କରୁଥିଲେ ପାକିସ୍ତାନ ସ୍କୁଲର ପ୍ରିନ୍ସପାଲ
କରାଚି,୬।୯: ପାକିସ୍ତାନର କରାଚିରୁ ଏକ ଛାତିଥରା ଖବର ସାମ୍ନାକୁ ଆସିଛି। ସେଠାରେ ଜଣେ ସ୍କୁଲ ପ୍ରିନ୍ସପାଲଙ୍କୁ ୪୫ ଜଣରୁ ଊର୍ଦ୍ଧ୍ୱ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଗିରଫ କରାଯାଇଛି। ପାକିସ୍ତାନର ଖବରକାଗଜ ‘ଡନ ନ୍ୟୁଜ’ର ରିପୋର୍ଟ ଅନୁଯାୟୀ ଅଭିଯୁକ୍ତ ପ୍ରିନ୍ସପାଲଙ୍କ ମୋବାଇଲରୁ…
‘ଏମାନେ ଦେଶର ଇତିହାସ ପରିବର୍ତ୍ତନ କରି ବାପୁଙ୍କ ନାମରୁ ନରେନ୍ଦ୍ର ମୋଦି କରିବାକୁ ଚାହୁଁଛନ୍ତି’
ପାଟନା,୬।୯: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ସେପ୍ଟେମ୍ବର ୯ରେ ଜି-୨୦ ରାତ୍ରୀ ଭୋଜନ ପାଇଁ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ୍ ଭାରତ ପକ୍ଷରୁ ନିମନ୍ତ୍ରଣ ପଠାଇଛନ୍ତି। ଏ ସମ୍ପର୍କରେ ବିରୋଧୀ ଦଳର ନେତାମାନେ କେନ୍ଦ୍ରରେ କ୍ଷମତାରେ ଥିବା ଭାଜପାକୁ ଟାର୍ଗେଟ୍…
ନୂଆ ନୁହେଁ ପୁରୁଣା ପାର୍ଲାମେଣ୍ଟ ହାଉସରେ ହେବ ବିଶେଷ ଅଧିବେଶନ
ନୂଆଦିଲ୍ଲୀ,୬।୯: ସଂସଦର ବିଶେଷ ଅଧିବେଶନ ନୂଆ ସଂସଦ ଭବନରେ ବା ପାର୍ଲାମେଣ୍ଟ ହାଉସରେ ନ ହୋଇ ପୁରୁଣା ବିଲଡିଂରେ ହେବ। ଏହାପରେ ୧୯ ସେପ୍ଟେମ୍ବର ଅର୍ଥାତ୍ ଗଣେଶ ଚତୁର୍ଥୀରେ ଏହା ନୂଆ ସଂସଦ ଭବନକୁ ସିପ୍ଟ କରାଯିବ। ଏହି ସୂଚନା ସମାଚାର…
ଦେଶର ନାମ ବଦଳାଇବା ବିବାଦରେ ଆଉ ଏକ ବିବାଦ ଯୋଡିଲା ‘ପ୍ରାଇମ ମିନିଷ୍ଟର ଅଫ ଭାରତ’
ନୂଆଦିଲ୍ଲୀ,୬।୯: ଗତ କିଛି ଦିନ ହେବ ‘ଭାରତ’ ଏବଂ ‘ଇଣ୍ଡିଆ’ କୁ ନେଇ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଇଣ୍ଡୋନେସିଆ ଗସ୍ତକୁ ନେଇ ସରକାରୀ ନୋଟରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ନୂତନ ପରିବର୍ତ୍ତନ ଅଧୀନରେ ପ୍ରଧାନମନ୍ତ୍ରୀ…
ସଂସଦର ସ୍ବତନ୍ତ୍ର ଅଧିବେଶନ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ,୬।୯: ସଂସଦର ସ୍ବତନ୍ତ୍ର ଅଧିବେଶନ କେନ୍ଦ୍ର ସରକାର ଡାକିବା ପରଠାରୁ ଏହାକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ଏକ ଦେଶ-ଏକ ନିର୍ବାଚନ ଠାରୁ ଆରମ୍ଭ କରି ଇଣ୍ଡିଆର ନାମ ଭାରତ ପର୍ଯ୍ୟନ୍ତ ପରିବର୍ତ୍ତନ ହେବା ନେଇ ସ୍ବତନ୍ତ୍ର ଅଧିବେଶନ ଡକାଯାଇଥିବା କୁହାଯାଇଛି।…
ବିଗ୍ ବି’ଙ୍କୁ ମିଳିଲା ବିଶ୍ୱକପ୍ର ଗୋଲଡେନ୍ ଟିକେଟ୍
ଆଜିକାଲି ଅମିତାଭ ବଚ୍ଚନ କୁଇଜ୍ ଶୋ’ ‘କୌନ ବନେଗା କରୋଡପତି’ର ୧୫ତମ ସିଜନ ହୋଷ୍ଟ କରୁଛନ୍ତି। ପ୍ରତ୍ୟେକ ଥର ପରି ଲୋକମାନେ ଅମିତାଭ ବଚ୍ଚନଙ୍କ ମଜାଳିଆ ଶୈଳୀକୁ ପସନ୍ଦ କରୁଛନ୍ତି। ଏହି ଶୋ’ ମାଧ୍ୟମରେ ଅମିତାଭ ବଚ୍ଚନ କ୍ରିକେଟ୍କୁ କେତେ ପସନ୍ଦ…
ଭାରତୀୟ ସେନାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସାନ ଭାଇଙ୍କୁ ପଦୋନ୍ନତି
ଲକ୍ଷ୍ନୌ,୬।୯: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସାନ ଭାଇ ଶୈଳେନ୍ଦ୍ର ମୋହନ ବିଷ୍ଟଙ୍କ ଭାରତୀୟ ସେନାରେ ପଦୋନ୍ନତି ହୋଇଛି। ସେ ଏବେ ସୁବେଦାର ମେଜର ହୋଇଛନ୍ତି। ଶୈଳେନ୍ଦ୍ର ଏବେ ଗଢଓ୍ବାଲ ରେଜିମେଣ୍ଟର ହୋଇଥିବା ବେଳେ ଭାରତ-ଚାଇନା ସୀମାରେ ଥିବା ମାଣା ବର୍ଡରରେ…
ଚଳିତମାସରେ ପରିଣୀତି-ରାଘବଙ୍କ ପଡ଼ିବ ହାତଗଣ୍ଠି
ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏମ୍ପି ରାଘବ ଚଢା ସାତ ଜନ୍ମର ସାଥି ହେବାକୁ ଯାଉଛନ୍ତି। ଖବ୍ଶୀଘ୍ର ଉଭୟଙ୍କ ହାତଗଣ୍ଠି ପଡିବ। ସେପ୍ଟେମ୍ବର ୨୫ରେ ଉଭୟ ବିବାହ କରିବେ ବୋଲି କୁହାଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କୁହାଯାଉଛି ଯେ…
ଇଣ୍ଡିଆ ବନାମ ଭାରତ: ଇଣ୍ଡିଆ ନାମକୁ ହଟାଇବା ପାଇଁ କ’ଣ କହୁଛି ସମ୍ବିଧାନ
ନୂଆଦିଲ୍ଲୀ,୬।୯: ଇଣ୍ଡିଆ ବନାମ ଭାରତକୁ ନେଇ ଦେଶରେ ରାଜନୀତି ଜୋର ଧରିବାରେ ଲାଗିଛି। ଜି-୨୦ ଶିଖର ସମ୍ମିଳନୀ ଅବସରରେ ରାଷ୍ଟ୍ରପତିଙ୍କ ତରଫରୁ ଅତିଥିଙ୍କୁ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରାଯାଇଥିଲା। ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ୍…

