ଶେଷ ହେବ ରାଜଦ୍ରୋହ ଆଇନ: ଅମିତ ଶାହା
ନୂଆଦିଲ୍ଲୀ,୧୧।୮: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଲୋକ ସଭାରେ ଘୋଷଣା କରିଛନ୍ତି, ରାଜଦ୍ରୋହ ଆଇନକୁ ଶେଷ କରାଯାଉଛି। ଏହାକୁ ନେଇ ସରକାରଙ୍କ ପକ୍ଷରୁ ଏକ ପ୍ରସ୍ତାବ ଉପସ୍ଥାପନ କରାଯାଇଛି। ଗତ କିଛି ଦଶକ ହେବ ଚାଲି ଆସୁଥିବା ଏହି ଆଇନକୁ…
ନିର୍ବାଚନ ପରେ ଶୁଣାଣି କରାଯାଉ: ଡୋନାଲ୍ଡ ଟ୍ରମ୍ପ
ଓ୍ବାଶିଂଟନ୍,୧୧।୮: ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ନିଜର ପରାଜୟର ଫଳାଫଳକୁ ଆଗ୍ରାହ୍ୟ କରିବା ମାଲାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେବେ କୋର୍ଟରେ ତାଙ୍କ ପକ୍ଷରୁ କୁହାଯାଇଥିଲା କି, ଏହି ମାମଲାର ଶୁଣାଣି ଆସନ୍ତା ଆମେରିକା ନିର୍ବାଚନ ପରେ…
ଏସିଆ କପ୍ର ହାଇବ୍ରିଡ୍ ମଡେଲ
ଏସିଆ କପ୍ କ୍ରିକେଟର ୧୬ଶ ସଂସ୍କରଣ ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଯାଉଛି। ଭାରତ ମ୍ୟାଚ ଖେଳିବାକୁ ପାକିସ୍ତାନ ଯିବ ନାହିଁ ବୋଲି ମନାକରିବା ପରେ ପ୍ରତିଯୋଗିତାର ଆୟୋଜନକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା। ଆଇସିସିର ହସ୍ତକ୍ଷେପ ଫଳରେ ଟୁର୍ନାମେଣ୍ଟକୁ ହାଇବ୍ରିଡ୍…
ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଆଇପିଏସ ଅନଲାଇନରେ ନେଲେ ଭାଜପାର ସଦସ୍ୟତା
ନୂଆଦିଲ୍ଲୀ,୧୧।୮: ଜମ୍ମୁ-କଶ୍ମୀରରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଏଠାରେ ଚାକିରି ସମୟ ଶେଷ ହେବା ପୂର୍ବରୁ ଜଣେ ଆଇପିଏସଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବା ପରେ ଏବେ ସେ ଭାରତୀୟ ଜନତା ପାର୍ଟି(ଭାଜପା)ର ଅନଲାଇନ ମେମ୍ବରଶିପ ପୋଷ୍ଟ ସୋସିଆଲ ମିଡିଆରେ ସେୟାର…
ଇନ୍ଷ୍ଟାଗ୍ରାମରେ ସର୍ବାଧିକ ଆୟ କରୁଥିବା ଭାରତୀୟଙ୍କ ମଧ୍ୟରେ ବିରାଟ କୋହଲି ୧ ନମ୍ବର
ନୂଆଦିଲ୍ଲୀ,୧୧।୮:ଇନଷ୍ଟାଗ୍ରାମରେ ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଲୋକପ୍ରିୟତା ଏବଂ ବ୍ରାଣ୍ଡ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ବର୍ଷ ସେ ଇନଷ୍ଟାଗ୍ରାମ ମାଧ୍ୟମରେ ସର୍ବାଧିକ ରୋଜଗାର କରୁଥିବା ଭାରତୀୟ। ହପର୍ ଏଚ୍କ୍ୟୁର ରିପୋର୍ଟ ଅନୁଯାୟୀ, କୋହଲି…
ରାଜ୍ୟ ସଭାରୁ ଏଏପି ନେତା ରାଘବ ଚଡ୍ଡା ନିଲମ୍ବିତ
ନୂଆଦିଲ୍ଲୀ,୧୧।୮: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍ପି ରାଘବ ଚଡ୍ଡାଙ୍କୁ ନକଲି ଦସ୍ତଖତ ମାମଲାରେ ରାଜ୍ୟ ସଭାରୁ ନିଲମ୍ବିତ କରାଯାଇଛି। ରାଜ୍ୟ ସଭାରେ ଏଏପି ନେତା ରାଘବ ଚଡ୍ଡାଙ୍କ ବିରୋଧରେ ଏକ ପ୍ରସ୍ତାବ ଆଗତ କରାଯାଇଛି। ଗୃହରେ ତାଙ୍କର ଆଚରଣକୁ…
‘ତ୍ରିରଙ୍ଗା ଘରେ ନୁହେଁ, ହୃଦୟରେ ରହିବା ଆବଶ୍ୟକ’
ନୂଆଦିଲ୍ଲୀ,୧୧।୮: ସ୍ବାଧୀନତା ଦିବସରେ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଲଗାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଏଏନେଇ ସମାଜବାଦୀ ପାର୍ଟିର ବରିଷ୍ଠ ଏମ୍ପି ଶଫିକୁର ରେହମାନ ବାର୍କ କହିଛନ୍ତି ଯେ, ତ୍ରିରଙ୍ଗା ଘରେ ନୁହେଁ, ହୃଦୟରେ ରହିବା ଆବଶ୍ୟକ। ଗଣମାଧ୍ୟମ…
ରାଜ୍ୟ କ୍ୟାବିନେଟ୍ ବୈଠକ: ୧୯ ପ୍ରସ୍ତାବ ଉପରେ ଲାଗିଲା ମୋହର
ଭୁବନେଶ୍ୱର,୧୧ା୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୯ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ଏଥିରେ ନୂଆ ଓଡ଼ିଶା ଯୋଜନାକୁ ମଞ୍ଜୁରୀ ମିଳିଛି। ଯୁବବର୍ଗଙ୍କ ପାଇଁ ନୂତନ ଦକ୍ଷତା ଏବଂ ଛାତ୍ରୀଛାତ୍ରଙ୍କ ପାଇଁ ଆଡ୍…
ଜର୍ମାନୀରେ କଷ୍ଟଡିରେ ଥିବା ୨୯ ମାସର ଶିଶୁକୁ ଉଦ୍ଧାର କରିବାକୁ ମୋଦି ସରକାରଙ୍କୁ ଗୁହାରି କଲେ ମାଆ
ନୂଆଦିଲ୍ଲୀ,୧୧।୮: ଜର୍ମାନୀରେ ଜଣେ ଭାରତୀୟ ଶିଶୁ ଆରିହା ଶାହା କଷ୍ଟଡିରେ ଥିବା ବିଷୟ ଏବେ ଖୁବ ଚର୍ଚ୍ଚାରେ। ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଆରିହାଙ୍କୁ ଜର୍ମାନୀର ଫୋଷ୍ଟର କେୟାରରେ ଗତ ୨୨ ମାସ ହେଲା ରଖାଯାଇଛି। ବର୍ତ୍ତମାନ…
ବିଳାସପୂର୍ଣ୍ଣ ମହଲ କିଣିଲେ ବିଶ୍ୱର ୩ ନମ୍ବର ଧନୀ ବ୍ୟକ୍ତି: ଦାମ୍ ରହିଛି
ଫ୍ଲୋରିଡା,୧୧।୮: ଆମାଜନ୍ର ମୁଖ୍ୟ ତଥା ବିଶ୍ୱର ୩ ନମ୍ବର ଧନୀ ଜେଫ ବେଜୋସ ରିଏଲ ଇଷ୍ଟେଟ କ୍ଷେତ୍ରରେ ପାଦ ରଖିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ସେ ଆମେରିକାର ଫ୍ଲୋରିଡା ଉପକୂଳରେ ଏକ ବିଳାସପୂର୍ଣ୍ଣ ମହଲ କିଣିଛନ୍ତି। ବ୍ଲୁମବର୍ଗରେ ପ୍ରକାଶିତ ଏକ ରିପୋର୍ଟ…
ଦେଶ ସ୍ବାଧୀନତା ପାଇବାର ୨୩ ଦିନ ପୂର୍ବରୁ ପ୍ରସ୍ତୁତ ହୋଇଥିଲା ଜାତୀୟ ପତାକା, ଜାଣନ୍ତୁ ପତାକା ପଛର ଆଉ କିଛି କଥା…
ନୂଆଦିଲ୍ଲୀ,୧୧ା୮: ସ୍ବାଧୀନତା ସଂଗ୍ରାମୀ ତଥା ବିପ୍ଳବୀମାନେ ଦେଶକୁ ବ୍ରିଟିଶ ଶାସନରୁ ମୁକ୍ତ କରିବା ପାଇଁ ଦୀର୍ଘବର୍ଷ ଧରି ସଂଗ୍ରାମ କରିଥିଲେ। କିନ୍ତୁ ଦୀର୍ଘବର୍ଷ ଧରି ସେମାନଙ୍କର ଭାରତର ପତାକା ନ ଥିଲା। ଅବଶ୍ୟ ୧୮୫୭ର ବିପ୍ଳବ ପରେ ବ୍ରିଟିଶ ସରକାର ଆନୁଷ୍ଠାନିକ…
ବସ୍ରେ ଗୁଳିମାଡ଼: ୨୦ ମୃତ, ଅନେକ ଆହତ
ବିରୁଟ୍,୧୧ା୮: ପୂର୍ବ ସିରିଆର ଏକ ବସ୍ରେ କିଛି ଦୁର୍ବୃତ୍ତ ଗୁଳି ଚଳାଇବା ପରେ ଅତିକମ୍ରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ବିରୋଧୀ କାର୍ଯ୍ୟକର୍ତ୍ତାମାନେ କହିଛନ୍ତି, ଶୁକ୍ରବାର ସକାଳେ ଦେଶର ପୂର୍ବ ଭାଗରେ ସିରିଆର ସୈନ୍ୟମାନଙ୍କୁ ନେଇ…
Archives


