Home

ଧର୍ମର ଉପହାସ ଠିକ ନୁହେଁ: ମହାକାଳ ଲୋକ,ମୂର୍ତ୍ତି ଭାଙ୍ଗିବା ଉପରେ ଭିଡିଓ ପୋଷ୍ଟ କରି ଅଡୁଆରେ କଂଗ୍ରେସ..

.ନୂଆଦିଲ୍ଲୀ,୭।୬ : ଉଜ୍ଜୟନୀରେ ମହାକାଳ ଲୋକରେ ମୂର୍ତ୍ତିଗୁଡ଼ିକର ଭାଙ୍ଗିବା ସହ ଜଡିତ ଏକ ଭିଡିଓ ସାଧୁମାନଙ୍କୁ ଅସନ୍ତୁଷ୍ଟ କରିଛି। ଏହି ଭିଡିଓରେ ମହାକାଳ ଲୋକରେ ମୂର୍ତ୍ତିଗୁଡିକର ପତନ ବିଷୟରେ ଭଗବାନ ଶିବ ଏବଂ ନାରଦ ମୁନିଙ୍କ ଚରିତ୍ରମାନଙ୍କ ମଧ୍ୟରେ ଏକ ବାର୍ତ୍ତାଳାପ…

ଚାଇନାର ମୁକାବିଲା କରିବା ଲାଗି ଭାରତ-ଆମେରିକା ମିଳିତ ଭାବେ କାମ କରିବା ଜରୁରୀ…

ଓ୍ବାଶିଂଟନ,୭।୬ : ଭାରତୀୟ-ଆମେରିକୀୟ କଂଗ୍ରେସ କର୍ମୀ କହିଛନ୍ତି ଚାଇନା କମ୍ୟୁନିଷ୍ଟ ପାର୍ଟି ସାମ୍ନାରେ ଗଣତାନ୍ତ୍ରିକ ଅନ୍ତର୍ଜାତୀୟ ଶୃଙ୍ଖଳା ବଜାୟ ରଖିବା ପାଇଁ ଭାରତ ଏବଂ ଆମେରିକା ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ଏଥି ସହିତ, କ୍ଷମତାଶାଳୀ ଚାଇନାର ମଡେଲ ପାଇଁ…

କିମ୍‌ଙ୍କ ଗୁପ୍ତଚର ଉପଗ୍ରହକୁ ନେଇ ଚିନ୍ତା ପ୍ରକଟ କଲା ଆମେରିକା…

ଓ୍ବାଶିଂଟନ,୭।୬ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କ ଗୁପ୍ତଚର ଉପଗ୍ରହକୁ ନେଇ ଆମେରିକା ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ବର୍ତ୍ତମାନ ଆମେରିକା ନିଜେ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ କରିବାକୁ ଯୋଜନା କରିଛି। ମହାକାଶରେ ରୁଷିଆ ଏବଂ ଚାଇନାର…

ମୃତଦେହ ଗଦାରେ ହଜି ଯାଉଛି ମାନବିକତା, ନକଲି ଦାବିଦାରଙ୍କ ସଂଖ୍ୟା ବଢୁଛି, ଏବେ ଅସଲି ପ୍ରିୟପରିଜନଙ୍କ ଚିହ୍ନଟ ପାଇଁ ହେବ ଡିଏନଏ ଟେଷ୍ଟ…

ବାହାନଗା,୭।୬ : ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେକୁ ନେଇ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। ମୃତଦେହ ଗଦାରେ ମାନବିକତା, ହଜି ଯାଉଛି। ଟଙ୍କା ଲୋଭରେ ନକଲି ଦାବିଦାରଙ୍କ ସଂଖ୍ୟା ବଢୁଛି। ଏଭଳି ସମ୍ବେଦନଶୀଳ ଘଟଣାରେ କିଏ ଅସଲି ଅବା…

ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ପୂର୍ବରୁ ଭାରତ ଆସିବେ ଆମେରିକା ଏନ୍‌ଏସ୍‌ଏ

ନୂଆଦିଲ୍ଲୀ,୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସପ୍ତାହରେ ଆମେରିକା ଗସ୍ତ କରିବେ। ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାରତ ଆସିବେ ବୋଲି ସୂଚନା ମିଳିଛି। ଆମେରିକୀୟ ଏନ୍‌ଏସ୍‌ଏ…

ଭାରତରେ ୪୦ କୋଟିର ଆୟକର ଚୋରି କରିଥିବା ସ୍ବୀକାର କଲା ବିବିସି…

ନୂଆଦିଲ୍ଲୀ,୭।୬ : ବ୍ରିଟିଶ ବ୍ରୋଡକାଷ୍ଟିଂ କର୍ପୋରେଶନ (ବିବିସି) ଭାରତରେ ୪୦ କୋଟି ଟଙ୍କା କମ ଆୟକର ଦେଇଥିଲା। ମିଡିଆ ରିପୋର୍ଟ ଅନୁଯାୟୀ, ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) କୁ ପଠାଯାଇଥିବା ଚିଠିରେ ବିବିସି ଏହି ଚୋରିକୁ ସ୍ବୀକାର କରିଛି।…

ଭାଜପାର ମିଶନ ୨୦୨୪: କେନ୍ଦ୍ର,ରାଜ୍ୟ ପାଇଁ ହେବ ନୂଆ ଟିମ୍‌…

ନୂଆଦିଲ୍ଲୀ,୭।୬ : ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ଭାଜପା ଏହାର କେନ୍ଦ୍ରୀୟ ଏବଂ ରାଜ୍ୟ ଟିମରେ ଆବଶ୍ୟକ ପରିବର୍ତ୍ତନ ଆଣିବ। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସୋମବାର ଓ ମଙ୍ଗଳବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ସଂଗଠନର…

୨୦୩୦ ସୁଦ୍ଧା ବିଲୁପ୍ତ ହୋଇଯିବ ସମର ସି ଆଇସ୍‌…

ଓ୍ବାଶିଂଟନ,୭।୬ : ପ୍ରକୃତିର ପରିବର୍ତ୍ତନ ହେତୁ ପରିବେଶ ବହୁତ ପ୍ରଭାବିତ ହୋଇଛି। ଶହ ଶହ ବିଶ୍ୱସ୍ତରୀୟ ଆଲୋଚନା ଏବଂ ଅନେକ ପ୍ରୟାସ ପରେ ମଧ୍ୟ ପରିବେଶ ନିୟନ୍ତ୍ରଣ ହୋଇପାରୁ ନାହିଁ। ନୂତନ ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଆର୍କଟିକ ମହାସାଗରର ଗ୍ରୀଷ୍ମ…

ହାଇପରସୋନିକ ମିଶାଇଲ ବିକଶିତ କରିଥିବା ଦାବି: ଚାଇନା,ଇରାନ,ହଂକଂ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା…

ଓ୍ବାଶିଂଟନ,୭।୬ : ଇରାନର ବାଲିଷ୍ଟିକ ହାଇପରସୋନିକ ମିଶାଇଲ କାର୍ଯ୍ୟକ୍ରମ ସହ ଜଡିତ ଥିବା ଇରାନ, ଚାଇନା ଏବଂ ହଂକଂର ଗୋଷ୍ଠୀ ତଥା ସଂସ୍ଥା ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଟ୍ରେଜେରୀ ବିଭାଗ ଅନୁଯାୟୀ, ଇରାନର ହାଇପରସୋନିକ ମିଶାଇଲ ବିକାଶ କାର୍ଯ୍ୟକ୍ରମ ପାଇଁ…

ଚାଇନାର ସାମରିକ ଉଗ୍ରତା ବିପଜ୍ଜନକ

ଓ୍ବାଶିଂଟନ୍‌,୭ା୬: ତାଇଓ୍ବାନ୍‌ ପ୍ରଣାଳୀ ଏବଂ ଦକ୍ଷିଣ ଚାଇନା ସାଗର (ଏସ୍‌ସିଏସ୍‌)ରେ ବେଜିଂର କ୍ରମବଦ୍ଧିଷ୍ଣୁ ସାମରିକ ଉଗ୍ରତାକୁ ଆମେରିକା ନିନ୍ଦା କରିଛି। ଓ୍ବାଶିଂଟନ୍‌ ଓ ବେଜିଂ ମଧ୍ୟରେ ବଢ଼ୁଥିବା ତିକ୍ତତା ପରିପ୍ରେକ୍ଷୀରେ ହ୍ବାଇଟ୍‌ ହାଉସ୍‌ ମୁଖପାତ୍ର ଜନ୍‌ କିର୍ବି କହିଛନ୍ତି, ଚାଇନାର ଆକ୍ରମଣାମତ୍କ…

ଡିସେମ୍ବର ସୁଦ୍ଧା ଖୋଲିବ ୨୦୦୦ ଜନ ଔଷଧୀ କେନ୍ଦ୍ର…

ନୂଆଦିଲ୍ଲୀ,୬।୬ : ଦୁଇ ହଜାର ପ୍ରାଥମିକ କୃଷି କ୍ରେଡିଟ ସୋସାଇଟିକୁ ପ୍ରଧାନ ମନ୍ତ୍ର ଜନ ଔଷଧୀ କେନ୍ଦ୍ର ଖୋଲିବାକୁ ଅନୁମତି ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ସମବାୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ନୂଆଦିଲ୍ଲୀରେ ରାସାୟନିକ ପଦାର୍ଥ ଏବଂ…

ମନରେଗା କାମ କରି ଚର୍ଚ୍ଚାରେ ସରପଞ୍ଚ

କେନ୍ଦୁଝର,୬।୬(ସ୍ବ.ପ୍ର): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବରଦାପାଳ ପଞ୍ଚାୟତ ସମାଜସେବୀ ତଥା ଯୁବ ସରପଞ୍ଚ ଶ୍ରମିକଙ୍କ ସାଧିରେ ମନରେଗା କାମ କରି କେନ୍ଦୁଝର ଜିଲାରେ ଚର୍ଚ୍ଚାକୁ ଆସିଥିଲେ। ଏବେ ହାଣ୍ତିଭଙ୍ଗା ପଞ୍ଚାୟତର ସରପଞ୍ଚ ପୂର୍ଣ୍ଣମୀ ସର୍ଦ୍ଧାର ଶ୍ରମିକଙ୍କ ସାଥିରେ ମନରେଗା କାମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri