Home

ଓଡ଼ିଶା ଆସିବେ ରାଷ୍ଟ୍ରପତି

କଟକ,୧୩ା୭: ଚଳିତମାସ ୨୬ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏଥିସହ ରାଷ୍ଟ୍ରପତି ମା’ କଟକ ଚଣ୍ଡୀଙ୍କ ଦର୍ଶନ…

ଛତିଶଗଡ଼ କୋଲ ବ୍ଲକ ଆବଣ୍ଟନ ମାମଲାରେ ସମସ୍ତ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ୧୮ ଜୁଲାଇରେ ଦଣ୍ଡ ବିଧାନ

ରାୟପୁର,୧୩।୭: ଛତିଶଗଡ଼ରେ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ମାମଲାରେ ଦିଲ୍ଲୀର ସ୍ପେଶାଲ କୋର୍ଟ ସମସ୍ତ ଅଭିଯୁ୍‌କ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ରାଜ୍ୟ ସଭା ଏମପି ବିଜୟ ଦର୍ଡା, ତାଙ୍କ ପୁଅ ଦେବେନ୍ଦ୍ର ଦର୍ଡା, ପୂର୍ବତନ କୋଇଲା…

ଟମାଟୋ ଫସଲ ଜମିରେ କଡ଼ା ପହରା, ଚୋରଙ୍କୁ ଭୟ !…

ଶ୍ରୀନଗର,୧୩।୭ : ଟମାଟୋ ବର୍ତ୍ତମାନ ମୂଲ୍ୟବାନ ହୋଇଛି। ଏହାର ମୂଲ୍ୟ ସାଧାରଣ ଲୋକଙ୍କ ହାତ ପାଆନ୍ତ ବାହାରକୁ ଚାଲିଯାଇଛି। ଦୁଇ ସପ୍ତାହ ପୂର୍ବରୁ କିଲୋଗ୍ରାମ ପିଛା ୨୦ ରୁ ୩୦ ଟଙ୍କାରେ ବିକ୍ରି ହୋଇଥିବା ଟମାଟୋ ଏବେ ୨୦୦ଟଙ୍କା ଅତିକ୍ରମ କରିଛି।…

ଦୁଧଓ୍ବାରେ ପରସ୍ପର ମଧ୍ୟରେ ଲଢ଼େଇ, ସଂକ୍ରମଣ ଯୋଗୁ ହୋଇଥିଲା ୪ ବାଘଙ୍କ ମୃତ୍ୟୁ: ରିପୋର୍ଟ…

ଲକ୍ଷ୍ନୌ,୧୩।୭ : ଉତ୍ତରପ୍ରଦେଶର ଦୁଧୱା ଟାଇଗର ରିଜର୍ଭରେ ଦୁଇମାସ ମଧ୍ୟରେ ମୃତ୍ୟୁ ଘଟିଥିବା ୪ ବାଘଙ୍କ ପୋଷ୍ଟମର୍ଟମ ଅନୁସନ୍ଧାନ ରିପୋର୍ଟରେ ସେମାନଙ୍କ ମୃତ୍ୟୁର କାରଣ ଜଣାପଡିଛି। ଜଣେ ବନ ଅଧିକାରୀ କହିଛନ୍ତି ୨୧ ଏପ୍ରିଲ ୨୦୨୩ରୁ ୯ ଜୁନ ୨୦୨୩ ମଧ୍ୟରେ…

ମଧ୍ୟପ୍ରଦେଶ ଗସ୍ତରେ ରାଷ୍ଟ୍ରପତି: ସିନ୍ଧିଆ ପରିବାର ସହ କରିବେ ମଧ୍ୟାହ୍ନଭୋଜନ

ଭୋପାଳ,୧୩।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ମଧ୍ୟପ୍ରଦେଶ ଗସ୍ତ କରିଛନ୍ତି। ପ୍ରଥମେ ସେ ଗ୍ବାଲିଅରର ଆଇଆଇଆଇଏମ୍‌ଟି କଲେଜକୁ ଆସିବେ। ପରେ ସେ ଜୟ ବିଳାସ ମହଲକୁ ଯିବେ। ରାଷ୍ଟ୍ରପତିଙ୍କ ଆଗମନ ପାଇଁ ଜୟ ବିଳାସରେ ବଡ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ମନ୍ତ୍ରୀ…

ଭୂମିହୀନ ମହିଳାଙ୍କ ସହ ଡ୍ୟାନ୍ସ କରି ଧନୀ-ଗରିବ ଭେଦଭାବ ଦୂର କଲେ ଯୁବତୀ, ଭିଡିଓ ଦେଖିଲେ…

ମଣିଷ ଭିତରେ ମାନବିକତା ରହିବା ଆଜିର ସମୟରେ ଏକ ବିରଳ ଘଟଣା ହୋଇଗଲାଣି। ଲୋକମାନେ ନିଜକୁ ଧନୀ-ଗରିବ ଏବଂ ବିଭିନ୍ନ ସ୍ତରରେ ବିଭକ୍ତ କରିଛନ୍ତି। ତେଣୁ ସେମାନେ ଯେ କୌଣସି ସମୟରେ ପରସ୍ପର ସହ ଯୋଗାଯୋଗ କରିବାକୁ ଦ୍ୱିଧା କରନ୍ତି। ଧନୀ…

ବନ୍ୟା ପ୍ରଭାବିତ ଅଞ୍ଚଳରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୩।୭: ରାଜଧାନୀ ଦିଲ୍ଲୀରେ ଯମୁନାର ଜଳସ୍ତର ବେଳକୁ ବେଳ ବଢିବାରେ ଲାଗିଛି। ସେଥିପାଇଁ ନଦୀ ନିକଟରେ ଥିବା ଅଞ୍ଚଳରେ ପାଣି ପଶିବାରେ ଲାଗିଛି। ଦିଲ୍ଲୀ ସରକାର ଏବେ କେନ୍ଦ୍ର ସରକାରଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିବା ବେଳେ ତଳିଆ ଅଞ୍ଚଳରୁ ଲୋକଙ୍କୁ…

ଏଠାରେ ମଦ ପିଇଲେ ମିଳିବ ଫାଶୀ

ଦୁନିଆରେ ଅନେକ ଦେଶ ଅଛି, ଯେଉଁଠାରେ ମଦ୍ୟପାନ କରିବା ନିଷେଧ। ଅନେକ ଦେଶରେ ଏହା ଉପରେ କଡା ପ୍ରତିବନ୍ଧକ ରହିଛି। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ମଦ୍ୟପାନ କଲେ ମୃତ୍ୟୁଦଣ୍ଡର ବ୍ୟବସ୍ଥା…

ସ୍ବିଡେନରେ କୁରାନ ଜଳେଇବା ଘଟଣା: ଜାତିସଂଘରେ ପାକିସ୍ତାନକୁ ସମର୍ଥନ କଲା ଭାରତ, ବିରୋଧ କଲା ଆମେରିକା

ନ୍ୟୁୟର୍କ,୧୩।୭: ସ୍ବିଡେନରେ କୁରାନ ଜଳେଇବା ଘଟଣାରେ ପାକିସ୍ତାନକୁ ସମର୍ଥନ କରିଛି ଭାରତ। ଜାତିସଂଘର ମାନବାଧିକାର ପରିଷଦରେ ଏହି ଘଟଣାରେ ଭାରତ ପାକିସ୍ତାନକୁ ସମର୍ଥନ କରିଛି। କୁରାନ ଜଳେଇବା ଘଟଣାକୁ ବିରୋଧ କରି ପାକିସ୍ତାନ ଜାତିସଂଘରେ ୟୁଏନଏଚଆରସିରେ ଏକ ପ୍ରସ୍ତାବ ଦେଇଥିଲା। ଯାହାର…

ଚନ୍ଦ୍ରାୟନ-୩ ଉତକ୍ଷେପଣ: ଗୁରୁବାର ଅପରାହ୍ନ ୧ଟାରୁ କାଉଣ୍ଟ ଡାଉନ ଆରମ୍ଭ…

ଶ୍ରୀହରିକୋଟା,୧୩।୭ : ଚନ୍ଦ୍ରାୟନ-୩ ମିଶନର ଗୋଟିଏ ଦିନ ପୂର୍ବରୁ ଗୁରୁବାର ଅପରାହ୍ନ ୧ ଟାରୁ କାଉଣ୍ଟଡାଉନ ଆରମ୍ଭ ହେବ। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଆଇଏସଆରଓ) ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି। ଇସ୍ରୋ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ…

ଘର ସାମ୍ନାରେ ମହିଳାଙ୍କୁ କଚାଡ଼ି ମାରିଲା ଦନ୍ତା

ଟେନ୍‌ସା,୧୩ା୭(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା ବରସୁଆଁ ରେଞ୍ଜ ଅନ୍ତର୍ଗତ କୋଇଡ଼ା ବ୍ଲକ ଡେଙ୍ଗୁଳା ଗ୍ରାମରେ ଜଣେ ମହିଳାଙ୍କୁ କଚାଡ଼ି ମାରିଲା ଦନ୍ତା। ସ୍ବାମୀ ପରମା ମୁଣ୍ଡା ଓ ସ୍ତ୍ରୀ ସୀତା ମୁଣ୍ଡା ରାତିରେ ଦୁଇ ଛୁଆଙ୍କ ସହ ଘରେ ଶୋଇଥିଲେ।…

କମଳ ନାଥଙ୍କ ଫୋନ୍‌ ହ୍ୟାକ୍‌

ଭୋପାଳ,୧୩।୭:: କଂଗ୍ରେସର ମଧ୍ୟପ୍ରଦେଶ ୟୁନିଟ ସଭାପତି କମଲ ନାଥଙ୍କ ମୋବାଇଲ ଫୋନ ହ୍ୟାକ ହୋଇଯାଇଛି। ଦୁଇ ଜଣ ଠକ ତାଙ୍କ ଫୋନ୍‌ ହ୍ୟାକ୍‌ କରି ଦଳର ୪ ନେତାଙ୍କୁ ଲକ୍ଷ ଟଙ୍କା ମାଗିଥିଲେ। ଦଳର ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ମୁଖପାତ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri