Home

ପାକିସ୍ତାନ ଏୟାର ବେସରେ ଆକ୍ରମଣ, ୩ ଆତଙ୍କବାଦୀ ମୃତ

ଇସଲାମାବାଦ,୪।୧୧: ପାକିସ୍ତାନର ମିଆନୱାଲି ଏୟାରବେସରେ ଏକ ବଡ଼ ଆତ୍ମଘାତୀ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ତେହେରିକ-ଏ-ଜିହାଦ ନିଜକୁ ଦାୟୀ କରିଛି। ଏହାପରେ ଆତଙ୍କବାଦୀଙ୍କ ବିରୋଧରେ ପାକିସ୍ତାନୀ ସେନାର ଅପରେସନ ଚାଲିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମିଆନୱାଲି ଏୟାରବେସରେ…

ଭାରତକୁ ଝଟକା: ବିଶ୍ୱକପରୁ ବାହାରିଲେ ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ,୪।୧୧: ବିଶ୍ୱକପ ୨୦୨୩ରେ ଇଣ୍ଡିଆ ଟିମକୁ ବଡ ଝଟକା ଲାଗିଛି। ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱକପରୁ ବାହାରି ଯାଇଛନ୍ତି। ବିଶ୍ୱକପରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ସେ ଆହତ ହୋଇଥିଲେ। ଏପରିକି ସେହି ମ୍ୟାଚରେ ସେ ମାତ୍ର ୩ଟି ବଲ ବୋଲିଂ…

୧୨୮ରେ ପହଞ୍ଚିଲା ନେପାଳ ମୃତକଙ୍କ ସଂଖ୍ୟା, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୪।୧୧: ପଶ୍ଚିମ ନେପାଳରେ ହୋଇଥିବା ଭୂକମ୍ପରେ ଏପର୍ଯ୍ୟନ୍ତ ୧୨୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ହଜାର ହଜାର ଲୋକ ଆହତ ହୋଇଛନ୍ତି। ଭୂକମ୍ପରେ ଅନେକ ଘର ନଷ୍ଟ ହୋଇଯାଇଛି। ନେପାଳର ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ରୁକୁମ ୱେଷ୍ଟରେ ୩୫ରୁ ଅଧିକ…

ପ୍ରମୋଦଙ୍କୁ ୨ କୋଟି, ସୌନ୍ଦର୍ଯ୍ୟଙ୍କୁ ୧.୫ କୋଟି ସହାୟତା

ଭୁବନେଶ୍ୱର,୪ା୧୧,(ଅନିଲ ଦାସ): ନିକଟରେ ଶେଷ ହୋଇଥିବା ପାରା ଏସିଆନ ଗେମ୍ସରେ ୨ ପଦକ ବିଜେତା ପ୍ରମୋଦ ଭଗତ ଏବଂ ସୌନ୍ଦର୍ଯ୍ୟ କୁମାର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିବା ସହ ଅର୍ଥରାଶି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରମୋଦଙ୍କୁ ୨ କୋଟି…

କାର୍ତ୍ତିକରେ ବଢୁଛି ତାତି

ଭୁବନେଶ୍ୱର,୪ା୧୧,(ଅନିଲ ଦାସ): କାର୍ତ୍ତିକ ମାସ ହେଲା। ରାଜ୍ୟରେ ଶୀତ ବଦଳରେ ତାତି ବିରାଜମାନ କରୁଛି। ସକାଳ ୮ଟା ହେବା ମାତ୍ରେ ମାଡ଼ିଆସୁଛି ଟାଇଁ ଟାଇଁ ଖରା। ପାରଦ ୩୫ ଡିଗ୍ରୀକୁ ଟପିଯାଉଛି। ରାଜ୍ୟରେ ସ୍ବାଭାବିକ ଭାବେ ଦିନର ସର୍ବୋଚ୍ଚ ତାପମାତ୍ରା ୩୦…

ସଙ୍ଗୀତରେ ଭୁବନେଶ୍ୱର…

ଭୁବନେଶ୍ୱର,୪ା୧୧(ଶର୍ମିଷ୍ଠା ପାଣିଗ୍ରାହୀ): ମନ୍ଦିରମାଳିନୀ ସହରରୁ ଏବେ ସ୍ମାର୍ଟସିଟି ଭୁବନେଶ୍ୱର। ଆଶା, ବିଶ୍ୱାସ, ସମ୍ପର୍କ, ଆଉ ବିକାଶର ଏହି ମହାନଗର। ସମୟ ସ୍ରୋତରେ ଏଠି କେତେ ସମ୍ପର୍କ ଗଢ଼ି ଉଠିଛି। ସହର ଛାତିରେ କେତେ କାହାଣୀ, କେତେ ଇତିହାସ ଲେଖାହୋଇଛି। ନାନା ଜାତି,…

ଅଧିକ ମୋବାଇଲ ବ୍ୟବହାରରୁ ଶୁକ୍ରାଣୁ ହ୍ରାସ

ନୂଆଦିଲ୍ଲୀ: ନିକଟରେ ହୋଇଥିବା ଏକ ଅଧ୍ୟୟନ ମୋବାଇଲ ଫୋନ ବ୍ୟବହାର ଏବଂ ପୁରୁଷ ଶୁକ୍ରାଣୁ ସଂଖ୍ୟା ହ୍ରାସ ମଧ୍ୟରେ ସମ୍ଭାବ୍ୟ ଲିଙ୍କ୍‌କୁ ଅନୁଧ୍ୟାନ କରିଛି। ଗତ ଅର୍ଦ୍ଧଶତାବ୍ଦୀରେ ବିଶ୍ୱର ଶୁକ୍ରାଣୁ ସଂଖ୍ୟାରେ ୫୦ ପ୍ରତିଶତରୁ ଅଧିକ ହ୍ରାସ ଘଟିଥିବା ଦେଖାଯାଇଛି। ଯାହା…

ଲାଲ୍‌ଚାନ୍ଦରେ ବିଶ୍ୱର ସର୍ବବୃହତ୍‌ ଅଳଙ୍କାର ମହୋତ୍ସବ

ଭୁବନେଶ୍ୱର,୪।୧୧: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଲାଲ୍‌ଚାନ୍ଦ ଜୁଏଲର୍ସ ପକ୍ଷରୁ ଆଲୋକର ପର୍ବ ଦୀପାବଳି ଏବଂ ଧନ୍‌ତେରସ୍‌ ଉପଲକ୍ଷେ ଆକର୍ଷଣୀୟ ଅଫର ଦିଆଯାଉଛି। ଏପରିକି ଏଠାରେ ସମସ୍ତ ଏଚ୍‌ୟୁଆଇଡି ହଲ୍‌ମାର୍କଯୁକ୍ତ ସୁନାଗହଣାର ଗଢ଼ା ମୂଲ୍ୟ ପ୍ରତି ଗ୍ରାମ୍‌ ପିଛା ଫ୍ଲାଟ୍‌ ୬୨୫…

କୃଷିଭିତ୍ତିକ ଷ୍ଟାର୍ଟଅପ୍‌ ବୃଦ୍ଧିକୁ ଗୁରୁତ୍ୱ

ଭୁବନେଶ୍ୱର,୪।୧୧: ଜମ୍ମୁ-କଶ୍ମୀରର ଲ୍ୟୁଟ୍‌ନାଣ୍ଟ ଗଭର୍ନର ମନୋଜ ସିହ୍ନା ଶୁକ୍ରବାର ଉଭୟ ଓଡ଼ିଶା ଓ ଜମ୍ମୁ କଶ୍ମୀରର ବରିଷ୍ଠ ଅଧିକାରୀଙ୍କ ସହ ଓ-ହବ୍‌ଠାରେ ଷ୍ଟାର୍ଟଅପ୍‌ ଓଡ଼ିଶା ପରିଦର୍ଶନ କରିଛନ୍ତି। ଏପରିକି ଷ୍ଟାର୍ଟଅପ୍‌ ଓଡ଼ିଶାର ନିମନ୍ତ୍ରଣ କ୍ରମେ ଅହମ୍ମଦାବାଦ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପଙ୍କଜ…

କାର୍ଯ୍ୟକ୍ଷମ ଦକ୍ଷତା କ୍ଷେତ୍ରରେ ଉତ୍କର୍ଷ ହାସଲ

ଭୁବନେଶ୍ୱର,୪।୧୧, (ଅଭୟ ଦାଶ): ଭାରତର ସର୍ବବୃହତ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ନିର୍ମାତା ‘ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌’ (ଜେଏସ୍‌ଏଲ୍‌) ନିକଟରେ ଆଉ ଏକ ସମ୍ମାନଜନକ ମାନ୍ୟତା ହାସଲ କରିଛି। ବିଶେଷକରି ଗୁଣାତ୍ମକ ପରିଚାଳନାରେ ଉକତ୍ର୍ଷ ପାଇଁ ଅନ୍ତର୍ଜାତୀୟ କନ୍‌ଭେନଶନ ଅଫ୍‌ କ୍ୱାଲିଟି କନ୍‌ସେପ୍ଟସ୍‌ (ଆଇସିକ୍ୟୁସି)-୨୦୨୩ରେ…

ଭିସାଜ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୪।୧୧: ରାଜ୍ୟର ପ୍ରମୁଖ ଘରୋଇ ଷ୍ଟାର୍ଟଅପ୍‌ ୟୁନିଟ୍‌ ତଥା ଭିସାଜ୍‌ ବିଉଟି ସାଲୁନ୍‌ ଆଣ୍ଡ ଏକାଡେମୀର ଏକ୍ସକ୍ଲୁସିଭ ଆଉଟଲେଟ (ନୂତନ ଶାଖା) ‘ଭିସାଜ୍‌ ବେଷ୍ଟ ଇନ୍‌ ବିଉଟି ୟୁନିସେକ୍ସ ସେଲୁନ୍‌’ ଶୁକ୍ରବାର ଜୟଦେବ ବିହାରସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା…

ଦୋଛକିରେ ଆଫଗାନ୍‌

ଇସ୍‌ଲାମାବାଦ/କାବୁଲ,୪ା୧୧: ବେଆଇନ ପ୍ରବାସୀ ଅକ୍ଟୋବର ୩୧ ସୁଦ୍ଧା ପାକିସ୍ତାନ ଛାଡ଼ି ଚାଲିଯାଅ। ଅନ୍ୟଥା ଗିରଫ ପରେ ଜବରଦସ୍ତି ବିତାଡ଼ିତ କରାଯିବ ବୋଲି ପାକିସ୍ତାନ ମାସିକିଆ ମହଲତ ସହ ଚେତାବନୀ ଦେଇଥିଲା। ଏହି ପ୍ରତ୍ୟାବର୍ତ୍ତନ ନିର୍ଦ୍ଦେଶ ସମସ୍ତ ବିଦେଶୀଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri