Home

ଛତିଶଗଡ଼ର ୟୁଟ୍ୟୁବରଙ୍କ ଗାଁ: ରହିଛନ୍ତି ୧୧୦୦ରୁ ଅଧିକ ୟୁଟ୍ୟୁବର…

ରାୟପୁର,୩୦।୯ : ସମ୍ପ୍ରତି ୟୁଟ୍ୟୁବ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆୟର ଉତ୍ସ ପାଲଟିଛି। ଛତିଶଗଡର ଏକ ଗାଁରେ ଜଣେ କିମ୍ବା ଦୁଇ ଅବା ଡଜନେ ୟୁଟ୍ୟୁବର ନୁହେଁ, ଅଛନ୍ତି ୧୧୦୦ରୁ ଅଧିକ ୟୁଟ୍ୟୁବର୍‌। ଛତିଶଗଡର ରାଜଧାନୀ ରାୟପୁରଠାରୁ ୪୫ କିଲୋମିଟର…

ଏହା ହେଉଛି ଦୁନିଆର ସବୁଠାରୁ ଛୋଟ ନଦୀ, ଲମ୍ବା କେବଳ ୬୧ ମିଟର

ଦୁନିଆର ସବୁଠାରୁ ଛୋଟ ନଦୀର ନାମ ‘ରୋ ନଦୀ’ ଅଟେ। ଏହା ଆମେରିକାର ମୋଣ୍ଟାନା ରାଜ୍ୟରେ ପ୍ରବାହିତ ହେଉଛି। ଏହା ମାତ୍ର ୬୧ ମିଟର ଲମ୍ବ। ସେହିଭଳି ଏହା ୧.୮-୨.୪ ମିଟର ଗଭୀର। ଲିଟିଲ୍‌ ବେଲ୍ଟ ପର୍ବତରୁ ଏହାର ଉତ୍ପତ୍ତି ହୋଇଛି।…

ଏସିଆନ ଗେମ୍ସ ୨୦୨୩: ଟେବୁଲ ଟେନିସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଲେ ରୋହନ -ଋତୁଜାଙ୍କ ଯୋଡି…

ହାଙ୍ଗଝୋ,୩୦।୯ : ଏସିଆନ ଗେମ୍ସ ୨୦୨୩ରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ମିଳିଛି। ଟେବୁଲ ଟେନିସରେ ରୋହନ ବୋପାନ୍ନା ଏବଂ ଋତୁଜା ଭୋସଲେଙ୍କ ଯୋଡି ମିଶ୍ରିତ ଡବଲ୍ସ ଇଭେଣ୍ଟରେ ଭାରତ ପାଇଁ ସ୍ବର୍ଣ୍ଣ ଜିତିଛନ୍ତି। ଭାରତୀୟ ଯୋଡି ଫାଇନାଲରେ ତାଇପେଇ…

ଟସ୍‌ ଜିତି ଟିମ୍‌ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି, ବର୍ଷା ଯୋଗୁ ଅଟକିଛି ମ୍ୟାଚ୍‌

ଗୁଆହାଟି,୩୦।୯: ଆଇସିସି ଦିନିକିଆ ବିଶ୍ୱକପ୍‌ ପୂର୍ବରୁ ପ୍ରଥମ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଇଂଲଣ୍ଡକୁ ଭେଟିବ ଭାରତ। ଶନିବାର ଖେଳାଯିବାକୁ ଥିବା ଏହି ମୁକାବିଲାରେ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ବର୍ଷା ହେବା କାରଣରୁ…

ଜମ୍ମୁ-କଶ୍ମୀରର ମାଛିଲ ସେକ୍ଟରରେ ଦୁଇ ଅନୁପ୍ରବେଶକାରୀ ନିହତ

ଜମ୍ମୁ,୩୦।୯: ଜମ୍ମୁ-କଶ୍ମୀରର କୁଓ୍ବାଡାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ୨ ଆତଙ୍କବାଦୀ ନିହତ ହୋଇଛନ୍ତି।ଯେତେବେଳେ ସେନା ଯବାନ ଏଠାରେ ଥିବା ମାଛିଲ ସେକ୍ଟରରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଆତଙ୍କବାଦୀଙ୍କୁ ଘେରି ରହିବାକୁ ଚେଷ୍ଟା କରିଥିଲେ, ସେତେବେଳେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।…

ଉଦ୍ଧବ ସମର୍ଥକଙ୍କ ସହ ମେଣ୍ଟ କରିବାକୁ ଚାହୁନି କଂଗ୍ରେସ: ପ୍ରକାଶ ଆମ୍ବେଡକର

ନୂଆଦିଲ୍ଲୀ,୩୦।୯: ୨୦୨୪ ଲୋକସଭା ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବଞ୍ଚିତ ବହୁଜନ ଅଗାଡି(ଭିବିଏ)। ନିର୍ବାଚନରେ ୪୮ଟି ଲୋକସଭା ଆସନରେ ବିବିଏ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ସଭାପତି ପ୍ରକାଶ ଆମ୍ବେଡକର ଘୋଷଣା କରିଛନ୍ତି। ଦଳ ନିର୍ବାଚନରେ ଏକାକୀ ଲଢିବ ଓ ସେଥିପାଇଁ…

ଛୋଟିଆ ଗାଁ ପରେ ହୋଇଥିଲା କାନାଡା ଦେଶ, ଜାଣନ୍ତୁ କ’ଣ ଥିଲା ନାମ…

ଭାରତ ସହ ବିବାଦକୁ ନେଇ ଚର୍ଚ୍ଚାରେ ରହିଛି କାନାଡା। ହେଲେ ବେଶ କମ୍‌ ଲୋକ ଏଭଳି ଅଛନ୍ତି ଯିଏ କି କାନାଡାର ଅତୀତ ବିଷୟରେ ଅବଗତ। ଏକଦା କାନାଡା ଏକ ଛୋଟ ଗାଁ ଥିଲା, ଯାହାର ନାଁ ରହିଥିଲା ‘ଷ୍ଟାଡାକୋନା’। ପରେ…

ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କୁ ଶୀଘ୍ର ହଟାଯାଉ: ସିବଲ…

ନୂଆଦିଲ୍ଲୀ,୩୦।୯ : ମଣିପୁରର ପରିସ୍ଥିତି ସମ୍ପର୍କରେ ରାଜ୍ୟସଭା ସାଂସଦ କପିଲ ସିବଲ ଶନିବାର କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି ଭାଜପା ଏକ ବେପରୁଆ ସରକାର। ସେ କହିଛନ୍ତି ଯେ କେନ୍ଦ୍ର ତୁରନ୍ତ ମୁଖ୍ୟମନ୍ତ୍ରୀ ଏନ। ବିରେନ ସିଂଙ୍କୁ ହଟାଇବା ଉଚିତ ଏବଂ…

ବିଚାରଧୀନ ମାମଲା ଲମ୍ବିତ ହେଲେ ଅଭିଯୁକ୍ତଙ୍କୁ ଅଧିକ ଦିନ ଜେଲରେ ରଖି ହେବ ନାହିଁ: ହାଇକୋର୍ଟ…

ମୁମ୍ବାଇ,୩୦।୯ : ଦୁଇଥର ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରି ବମ୍ବେ ହାଇକୋର୍ଟ କହିଛନ୍ତି ଭାରତର ସମ୍ବିଧାନରେ ଦର୍ଶାଯାଇଥିବା ମୌଳିକ ଅଧିକାରର ଉଲ୍ଲଂଘନ ହେଉଥିବାରୁ ଜଣେ ବ୍ୟକ୍ତିଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜେଲରେ ରଖାଯାଇପାରିବ ନାହିଁ। ଏହା ସହିତ ଜଷ୍ଟିସ…

ଜାଣନ୍ତି କି ମଣିଷର ହାତ ଲାଲ୍‌ ଆଉ ଶିରା କାହିଁକି ନୀଳ

ଆମ ଶରୀର ମଧ୍ୟ ଏକ ପଜଲଠାରୁ କମ୍‌ ନୁହେଁ। ଶରୀରରେ ଏପରି ଅନେକ ଜିନିଷ ଦେଖିଥିବେ ଯାହା ସାଧାରଣ ଦେଖାଯାଏ, କିନ୍ତୁ ଏହା ପଛରେ ଥିବା ତର୍କଟି ଅଲଗା ଏବଂ ଆଶ୍ଚର୍ଯ୍ୟଜନକ। ଆପଣ କେବେ ନିଜ ହାତରେ ଥିବା ଶିରାକୁ ଲକ୍ଷ୍ୟ…

ଜନ୍ମ ପ୍ରମାଣପତ୍ରରୁ କ୍ଷୁଦ୍ର ସଞ୍ଚୟ ଯୋଜନା ଯାଏ… ଅକ୍ଟୋବରରୁ ବଦଳିବ ଏହି ୫ ନିୟମ; ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୩୦।୯: ରବିବାରଠାରୁ ଅକ୍ଟୋବର ୨୦୨୩ ଆରମ୍ଭ ହେବ। ସବୁ ମାସ ପରି ଏହି ନୂଆ ମାସରେ ଅନେକ କିଛି ବଦଳିବାକୁ ଯାଉଛି। ଏହାର ପ୍ରଭାବ ଆପଣଙ୍କ ପର୍ସ ଉପରେ ପଡ଼ିପାରେ। ବିଶେଷକରି ଏଲ୍‌ପିଜିଠାରୁ ଆରମ୍ଭ କରି ସ୍ମଲ ସେଭିଂ ସ୍କିମ୍‌ ଆଦିରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri