ଆମେଠିରୁ ହାରିବା ପାଇଁ ଟଙ୍କା ନେଇଥିଲେ ରାହୁଲ!
ନୂଆଦିଲ୍ଲୀ,୨।୧୧: ଅଲ ଇଣ୍ଡିଆ ମଜଲିସ-ଇ-ଇନ୍ତେହାଦୁଲ ମୁସଲିମ(ଏଆଇଏମଆଇଏମ) ସଭାପତି ଅସଦୁଦ୍ଦିନ ଓଓ୍ବେସି କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ଟାର୍ଗେଟ କରିଛନ୍ତି। ଏଆଇଏମଆଇଏମ ଭାଜପା ଠାରୁ ଟଙ୍କା ନେଉଥିବା ରାହୁଲ ଅଭିଯୋଗ କରିଥିଲେ। ଏହାକୁ ନେଇ ପ୍ରତି ଆକ୍ରମଣ କରିଛନ୍ତି ଓଓ୍ବେସି। ସେ…
ଡାଇବେଟିସକୁ ଆଉ ଭୟ ନାହିଁ, ବଜାରରେ ମିଳିବ ଇନସୁଲିନ ଓରାଲ ସ୍ପ୍ରେ…
ହାଇଦ୍ରାବାଦ,୨।୧୧ : ଡାଇବେଟିସ ସମସ୍ୟାରେ ପୀଡିତ ଲୋକେ ଏବେ ଆଉ ଇନସୁଲିନ ଇଞ୍ଜେକଶନ ନେବାକୁ ଭୟ କରିବାର ଆବଶ୍ୟକତା ନାହିଁ। ଖୁବ ଶୀଘ୍ର ବଜାରରେ ଇନସୁଲିନ ସ୍ପ୍ରେ ବିକ୍ରି ହେବାକୁ ଯାଉଛି। ଆସନ୍ତା ଦୁଇ-ତିନି ବର୍ଷ ମଧ୍ୟରେ ଇନସୁଲିନ ସ୍ପ୍ରେ ଉପଲବ୍ଧ…
‘ଆମର ଉଦ୍ଦେଶ୍ୟ ଅପହରଣ ନୁହେଁ, କେବଳ ହତ୍ୟା’
ତେଲ୍ ଅଭିଭ୍,୨ା୧୧: ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏକ ରିପୋର୍ଟ ଅନୁଯାୟୀ, ଇସ୍ରାଏଲର କିବୁତଜ୍ କଫର ଅଜାଙ୍କୁ ଲୁଟ୍ କରିବାରେ ସମ୍ପୃକ୍ତ ହମାସ୍ ଆତଙ୍କବାଦୀ କହିଛନ୍ତି, ତାଙ୍କର ଉଦ୍ଦେଶ୍ୟ କେବଳ ହତ୍ୟା କରିବା ଏବଂ ଅପହରଣ ନୁହେଁ।…
ଦୁଇଟି ଗାଡି ମଧ୍ୟରେ ଚାପି ହୋଇଗଲା କାର୍: ଚାଲିଗଲା ୬ ଜୀବନ
ଚଣ୍ଡିଗଡ,୨।୧୧: ପଞ୍ଜାବର ସୁନାମ ଠାରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତେ ଏକ କାରରେ ଯାତ୍ରା କରୁଥିଲେ ଏବଂ ମଲେରକୋଟଲା ଠାରୁ ସୁନାମକୁ ଫେରୁଥିଲେ। ସୂଚନାନୁସାରେ,…
ବୋହୂ ଶ୍ୱଶୁର ରହୁଥିବା ଘରେ ଲଗାଇଲେ ନିଆଁ, ସ୍ବାମୀ କଲେ ଭିଡିଓ ଶୁଟିଂ, ଦେଖନ୍ତୁ ଭାଇରାଲ ଭିଡିଓ…
ମୁମ୍ବାଇ,୨।୧୧ : ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ମହିଳା ଜାଣିଶୁଣି ଘରେ ନିଆଁ ଲଗାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏହା…
ଓଏମଜି ୨ ରିଲିଜ ହେଉ ବୋଲି ଚାହୁଁ ନ ଥିଲେ ସନ୍ନି
ମୁମ୍ବାଇ: ଓଲ୍ଡ ଇଜ୍ ଗୋଲ୍ଡ ପରି ୯୦ଦଶକର ହିରୋ ସନି ଦଓ୍ବେଲ ପ୍ରଶଂସକଙ୍କ ପାଇଁ ସବୁବେଳେ ଖାସ୍। ଗଦର-୨ର ହିଟ୍ ପରେ ସନି ଚର୍ଚ୍ଚାକୁ ଆସିଥିଲେ। ନିକଟରେ ସନି ଓ ବବି ଦଓ୍ବେଲ କଫି ଓ୍ବିଥ କରନର ସେକେଣ୍ଡ ଏପିସୋଡ ଚ୍ୟାଟ…
ସୁନାଠାରୁ ବି ଅଧିକ ମୂଲ୍ୟବାନ ହାତୀଦାନ୍ତ, କିଲୋଗ୍ରାମ ପିଛା ରହିଛି…
ହାତୀଦାନ୍ତ ବିକ୍ରି ଉପରେ ଭାରତ ସମେତ ବିଶ୍ୱର ସମସ୍ତ ଦେଶରେ ନିଷେଧ କରାଯାଇଛି। ୧୯୮୬ରେ ଭାରତ ବନ୍ୟଜନ୍ତୁ ସୁରକ୍ଷା ଆଇନ, ୧୯୭୨ରେ ସଂଶୋଧନ କରି ହାତୀଦାନ୍ତର ଘରୋଇ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲା। ଆଜି ବି ଅନେକ ଲୋକ ବେଆଇନ ଉପାୟରେ…
ଜନ୍ମଦିନରେ ପ୍ରଶଂସକଙ୍କୁ ସରପ୍ରାଇଜ୍ ଦେଲେ ଶାହରୁଖ
ବଲିଉଡ୍ ଶାହାରୁଖ ଖାନ ଆଜି ୫୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଦିନରେ ସେ ପ୍ରଶଂସକଙ୍କୁ ଏକ ବଡ଼ ସରପ୍ରାଇଜ୍ ଦେଇଛନ୍ତି। ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିବା ପରେ ଶେଷରେ ଶାହାରୁଖଙ୍କ ଜନ୍ମଦିନରେ ‘ଜୱାନ’ ଓଟିଟିରେ ମୁକ୍ତିଲାଭ କରିଛି।…
ଖାଉଛନ୍ତି କି ଅଧା ରନ୍ଧା ମାଂସ ? ହୋଇ ଯାଆନ୍ତୁ ସତର୍କ, ହେବ ଏଭଳି ସ୍ବାସ୍ଥ୍ୟ ସମସ୍ୟା…
ନୂଆଦିଲ୍ଲୀ,୨।୧୧ : ସମ୍ପ୍ରତି ଅଧିକାଂଶ ଫାଷ୍ଟ ଫୁଡ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି। ତେବେ ଏଭଳି ଖାଦ୍ୟରେ ଅଳ୍ପ ରନ୍ଧା ଅବା ଅଧା ରନ୍ଧା ହୋଇଥିବା ମାଂସ ଖାଇବା ପ୍ରତି ସାବଧାନ ରହିବା ଜରୁରୀ। ଏଭଳି ଖାଦ୍ୟଠାରୁ ଦୁରେଇ ରହିବା ଆବଶ୍ୟକ…
ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ: ୫୭୦୬ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୨୫୧ କୋଟି ୫୦ ଲକ୍ଷ
ଛତ୍ରପୁର, ୨।୧୧(ଦିଲୀପ ସାମଲ): ରାଜ୍ୟ ସରକାରଙ୍କର ଗ୍ରାମାଞ୍ଚଳର ସାମଗ୍ରିକ ଭିତିଭୂମି ଉନ୍ନୟନ ଏବଂ ଐତିହ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ଦ୍ୱାରା ଓଡିଶାର ରୂପାନ୍ତରଣ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଏଥିପାଇଁ ରାଜ୍ୟ ସରକାର ଆମ ଓଡିଶା ନବୀନ ଓଡିଶା…
କ୍ୟାନସର୍ ଭଲ ହେବା ପାଇଁ ମହିଳାଙ୍କ ଶରୀରରେ ଡାକ୍ତର ଲଗାଇଲେ ସିମେଣ୍ଟ-ଲେମ୍ବୁ ମିଶ୍ରଣ,ଆଉ ତା’ପରେ…
ବେଜିଂ,୨।୧୧: ଚାଇନାରେ ଠକେଇର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ସ୍ବଘୋଷିତ ଟ୍ୟୁମର ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଅନୁସନ୍ଧାନ ଚାଲିଛି। ଏହି ଠକେଇରେ ଜଣେ ମହିଳା ମଧ୍ୟ ଜୀବନ ହରାଇଛନ୍ତି। ଏଠାରେ ଜଣେ ମହିଳା କ୍ୟାନସର୍ ରୋଗରେ ଆକ୍ରାନ୍ତ ମା’ଙ୍କୁ…
ପ୍ରଥମ କରଓ୍ବାଚୌଥ ପାଳିଲେ ପରିଣୀତି-ରାଘବ
ବମ୍ବେ: ବିବାହ ପରେ ପ୍ରଥମ ‘କରଓ୍ବା ଚୌଥ’ ପାଳନ କରିଛନ୍ତି ବଲିଉଡର ନବ ବିବାହିତ ଯୋଡ଼ି ପରିଣୀତି ଚୋପ୍ରା-ରାଘବ ଚଢ୍ଢା। ଏହି ସ୍ବତନ୍ତ୍ର ଦିନ ଲାଗି ଲାଲ ରଙ୍ଗର ଡ୍ରେସ୍କୁ ପରିଣୀତି ବାଛିଥିବା ବେଳେ ରାଘବ ପିନ୍ଧିଥିଲେ ହଳଦିଆ ରଙ୍ଗର କୁର୍ତ୍ତା।…
Archives


