କଂଗ୍ରେସର ଅର୍ଥ ଦୁର୍ନୀତି-କମିଶନ-ସାମ୍ପ୍ରଦାୟିକ ଦଙ୍ଗା: ଶାହା…
ଭୋପାଳ,୪।୧୧ : ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ ଏକ ସାଧାରଣ ସଭାକୁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସମ୍ବୋଧିତ କରିଛନ୍ତି। ତାଙ୍କ ଭାଷଣରେ ସେ କଂଗ୍ରେସ ପାର୍ଟିକୁ କଡ଼ା ସମାଲୋଚନା କରିବା ସହ ଦୁର୍ନୀତି, କମିଶନ, ସାମ୍ପ୍ରଦାୟିକ ଦଙ୍ଗା ଏବଂ…
କେବେ ବାନ୍ଧିଥିଲେ ରାଖୀ, ଏବେ ଆଦିଲଙ୍କୁ ଡେଟ୍ କରୁଛନ୍ତି ଶର୍ଲିନ
ବମ୍ବେ: କେବେ ବାନ୍ଧିଥିଲେ ରାଖୀ,ଏବେ କରୁଛନ୍ତି ଡେଟିଂ। ଆମେ କହୁଛୁ ବୋଲ୍ଡନେସକୁ ନେଇ ଚର୍ଚ୍ଚାରେ ରହୁଥିବା ଶର୍ଲିନ ଚୋପ୍ରାଙ୍କ ବିଷୟରେ। ଏକଦା ସେ ଡ୍ରାମା କୁଇନ୍ ରାଖୀ ସାଓ୍ବନ୍ତଙ୍କ ପୂର୍ବ ସ୍ବାମୀ ଆଦିଲ ଖାନ ଦୁରାନୀଙ୍କୁ ରାଖୀ ବାନ୍ଧିଥିବା ବେଳେ ଏବେ…
ଦିବ୍ୟାଙ୍ଗ ଯୁବକଙ୍କୁ ମାଡ଼ ମାରି ଲହୁଲୁହାଣ କଲା ପୋଲିସ, ଭାଇରାଲ ହେଉଛି ଫଟୋ
ଛତ୍ରପୁର,୪ା୧୧(ଦିଲ୍ଲୀପ ସାମଲ): ପୋଲିସର ବର୍ବରତା। ମାନବିକତାର ସୀମା ଟପିଛି ପୋଲିସ। ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ମାଡ଼ ମାରି ଲହୁଲୁହାଣ କରିଛି ପୋଲିସ। ଏମିତି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁରରେ। ଦୀପାବଳି ପାଇଁ ପ୍ରତ୍ୟେକ ବର୍ଷ…
ଇଣ୍ଡିଆ ମେଣ୍ଟ କଳି ପଦାରେ ପଡ଼ିଲା, ସିପିଆଇଏମ-ଟିଏମସି ମୁହାଁମୁହିଁ…
କୋଲକାତା,୪।୧୧ : ଭାରତରେ ହେବାକୁ ଥିବା ଲୋକସଭା ନିର୍ବାଚନରେଭାଜପାକୁ ଚ୍ୟାଲେଞ୍ଜ କରିବା ପାଇଁ ଗଠିତ ବିରୋଧୀ ମେଣ୍ଟ ଇଣ୍ଡିଆରେ ମତଭେଦର ଜାରି ରହିଛି। ସହଯୋଗୀ ଦଳଗୁଡିକ ଜାତୀୟ ନିର୍ବାଚନରେ ଏକାଠି ଲଢ଼ିବାକୁ ଇଚ୍ଛା ପ୍ରକାଶ କରୁଥିବାବେଳେ ଆଭ୍ୟନ୍ତରୀଣ ସ୍ତରରେ ବିବାଦ ଦେଖାଦେଇଛି।…
ଡିଏଲଏସ ନିୟମରେ ୨୧ ରନରେ ଜିତିଲା ପାକିସ୍ତାନ, ନ୍ୟୁଜିଲାଣ୍ଡ ପରାଜିତ…
ବେଙ୍ଗାଲୁରୁ,୪।୧୧: ତାମିଲନାଡୁର ଚେନ୍ନାଇର ଏମ.ଚିନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୩୫ତମ ମ୍ୟାଚରେ ପାକିସ୍ତାନ ଡିଏଲଏସରେ ୨୧ ରନରେ ଜିତିଛି। ନ୍ୟୁଜିଲାଣ୍ଡ ପରାଜିତ ହୋଇଛି। ନ୍ୟୁଜିଲାଣ୍ଡ ୫୦ ଓଭରରେ ୬ ଓ୍ବିକେଟ ହରାଇ ୪୦୧ ରନ କରିଥିଲା। ଫଳାରେ ପାକିସ୍ତାନ ପାଇଁ…
ହମାସର ଲକ୍ଷ୍ୟ ଗାଜାରେ ଇସ୍ରାଏଲ ପାଇଁ ସମସ୍ୟା ସୃଷ୍ଟି: ୪୦ ହଜାର ଯୋଦ୍ଧା ସାମିଲ, ମାଟିତଳେ ସୁଡଙ୍ଗ ସହର…
ଜେରୁଜେଲମ,୪।୧୧ : ଗାଜା ଷ୍ଟ୍ରିପରେ ହମାସ ଟାର୍ଗେଟ ଉପରେ ଏୟାର ଷ୍ଟ୍ରାଇକ ସହିତ ଇସ୍ରାଏଲ ସେନା ମଧ୍ୟ ସ୍ଥଳ ଆକ୍ରମଣ କରୁଛି । ଏଠାରେ ହମାସ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଦାବି କରୁଛି। ପାଲେଷ୍ଟାଇନ ସମର୍ଥିତ ସଂଗଠନର ନେତୃତ୍ୱର ସୂତ୍ର…
୩ ପୁରୁଷଙ୍କୁ ବିବାହ କରି ବେଶ୍ ଆରାମରେ ରହୁଥିଲେ ମହିଳା, ଏମିତି ପଡ଼ିଲେ ଧରା…
ଆଜିକାଲି ଚାଇନାର ଜଣେ ମହିଳା ଚର୍ଚ୍ଚାରେ ରହିଛନ୍ତି। ସେ ଗୋଟିଏ କି ଦୁଇଟି ନୁହେଁ, ଏକା ସାଙ୍ଗରେ ୩ ଜଣଙ୍କୁ ବିବାହ କରି ସ୍ତ୍ରୀ ସାଜିଛନ୍ତି। ଚାଇନାର ଜଣେ ୩୫ ବର୍ଷୀୟା ମହିଳା ପୂର୍ବରୁ ଜଣଙ୍କୁ ବିବାହ କରିଥିଲେ। ପରେ ଆଉ…
ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅଣଦେଖା, ପୁଣି ଚାଲିଲା କ୍ଷମତା ଲଢ଼େଇ…
ବେଙ୍ଗାଲୁରୁ,୪।୧୧ : ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ମହାସଚିବ ରଣଦୀପ ସୁରଜେୱାଲା ଦଳର ବିଧାୟକ, ନେତା ଓ ମନ୍ତ୍ରୀମାନଙ୍କୁ ଚେତାବନୀ ଦେଇଛନ୍ତି କର୍ନାଟକରେ କ୍ୟାବିନେଟ ପୁନର୍ଗଠନ ଏବଂ ନେତୃତ୍ୱ ପରିବର୍ତ୍ତନ ଭଳି ପ୍ରସଙ୍ଗରେ ଜନସାଧାରଣଙ୍କୁ ମତାମତ ନ ଦିଅନ୍ତୁ, ଯଦି…
ହମାସ୍ ମୁଖ୍ୟଙ୍କ ଘରେ କ୍ଷେପଣାସ୍ତ୍ର ମାଡ଼
ଜେରୁଜେଲମ୍,୪ା୧୧: ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଶନିବାର ଗାଜାରେ ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀର ରାଜନୈତିକ ମୁଖ୍ୟ ଇସ୍ମାଇଲ୍ ହନିୟେଙ୍କ ଘରେ କ୍ଷେପଣାସ୍ତ୍ର ମାଡ଼ କରିଛି। ତେବେ ଆକ୍ରମଣ ସମୟରେ ଇସ୍ମାଇଲ ଘରେ ନ ଥିଲେ। ରିପୋର୍ଟରେ କୁହାଯାଇଛି ଯେ, ଉତ୍ତର ଗାଜାର…
ଇସ୍ରୋ ଅଧ୍ୟକ୍ଷ ହେବାକୁ ବାଧା ଦେଇଥିଲେ ସିଭନ, ଅଭିଯୋଗ ଆଣିଲେ ସୋମନାଥ…
ହାଇଦ୍ରାବାଦ,୪।୧୧ : ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ର ଅଧ୍ୟକ୍ଷ ଏସ ସୋମନାଥଙ୍କ ଦ୍ୱାରା ପ୍ରକାଶିତ ଏକ ଅଭିଯୋଗ ଆଲୋଡ଼ନ ସୃଷ୍ଟି କରିଛି। ସେ ତାଙ୍କ ପୁସ୍ତକରେ ପ୍ରକାଶ କରିଛନ୍ତି ଇସ୍ରୋର ପୂର୍ବତନ ମୁଖ୍ୟ କେ. ସିଭନ ତାଙ୍କୁ ସ୍ପେସ…
ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ଅନ୍ତସତ୍ତ୍ୱା କରିଥିଲେ ଯୁବକ: ଏବେ ୨୦ ବର୍ଷ ଭୋଗିବେ ଜେଲ୍ଦଣ୍ଡ
କେନ୍ଦୁଝର,୪ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ୍ଟ୍ରାକ୍ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ଶନିବାର ଜଣେ ନାବାଳିକା ବଳାତ୍କାରୀଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ତାଙ୍କୁ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ…
ରନଓ୍ବେରେ ଚେତକ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ, ଜଣେ ମୃତ…
କୋଚି,୪।୧୧: ଶନିବାର କେରଳର କୋଚିସ୍ଥିତ ନାଭାଲ ଏୟାର ଷ୍ଟେଶନ ଆଇଏନଏସ ଗରୁଡର ରନୱେରେ ଏକ ଚେତକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ନିୟମିତ ଟ୍ରେନିଂ ଡ୍ରିଲ ସମୟରେ ଏହି ଦୁର୍ଘଟଣା ଘଟିଛି। ସୂତ୍ରରୁ ପ୍ରକାଶ ଦୁର୍ଘଟଣା ସମୟରେ ହେଲିକପ୍ଟରରେ ଦୁଇଜଣ…
Archives


