ଚାଇନା ମୋବାଇଲ ବ୍ରାଣ୍ଡଠାରୁ ଦୂରେଇ ଯାଉଛନ୍ତି ଭାରତୀୟ ଗ୍ରାହକ: ଆଇଡିସି ରିପୋର୍ଟ…
ନୂଆଦିଲ୍ଲୀ,୩୦।୧୦ : ଭାରତୀୟମାନେ ଚାଇନାର ସ୍ମାର୍ଟଫୋନ ବ୍ରାଣ୍ଡଠାରୁ ଦୂରେଇବାରେ ଲାଗିଛନ୍ତି। ଇଣ୍ଟରନ୍ୟାଶନାଲ ଡାଟା କର୍ପୋରେଶନ (ଆଇଡିସି) ରିପୋର୍ଟ ଅନୁଯାୟୀ, ୨୦୨୩ ବର୍ଷର ତୃତୀୟ ତ୍ରୟମାସିକରେ ସାମସଙ୍ଗ ଏବଂ ଆପଲ ବ୍ରାଣ୍ଡେଡ ଫୋନର ବିକ୍ରି ସର୍ବାଧିକ ହୋଇଛି। ବଜାର ଅଂଶଧନ ଦୃଷ୍ଟିରୁ ଏହି…
ବିଷାକ୍ତ ଲୋକ, ବିଷ ବିସ୍ତାର ଜାରି ରଖିବେ: କେନ୍ଦ୍ରମନ୍ତ୍ରୀଙ୍କ ଉପରେ ରାଗିଗଲେ କେରଳ ମୁଖ୍ୟମନ୍ତ୍ରୀ
କୋଚି,୩୦।୧୦: କେରଳର କନ୍ଭେନଶନ୍ ସେଣ୍ଟରରେ ହୋଇଥିବା ବିସ୍ଫୋରଣ ସମ୍ପର୍କରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଉପରେ ଟାର୍ଗେଟ୍ କରିଛନ୍ତି। ରାଜୀବ ଚନ୍ଦ୍ରଶେଖର କହିଥିଲେ, ହମାସ ଆତଙ୍କବାଦୀମାନେ କେରଳରେ ବିସ୍ଫୋରଣ କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଏଠାରେ ଦିଲ୍ଲୀରେ…
‘ଆପଣଙ୍କ ପଗଡିର ଅର୍ଥ ଆତଙ୍କବାଦ ନୁହେଁ’, ଶିଖଙ୍କୁ ଏମିତି କହିଲେ ନ୍ୟୁୟର୍କ ମେୟର
ଓ୍ବାଶିଂଟନ,୩୦।୧୦: ଆମେରିକାର ନ୍ୟୁୟର୍କ ସିଟି ମେୟର ଏରିକ ଆଡମ୍ସ ଶିଖ ସମ୍ପ୍ରଦାୟ ବିରୁଦ୍ଧରେ ହୋଇଥିବା ଆକ୍ରମଣ ତଥା ଘୃଣ୍ୟ ଅପରାଧକୁ ଦେଶ ଉପରେ ଏକ ଦାଗ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଶିଖ ପଗଡି ଆତଙ୍କବାଦର ଅର୍ଥ ନୁହେଁ…
ବଢ଼ିବ କି ମୋବାଇଲ ବିଲ୍ ? ଜିଓ-ଏୟାରଟେଲ-ଭୋଡାଫୋନ ପକ୍ଷରୁ ଏଭଳି ମନ୍ତବ୍ୟ…
ନୂଆଦିଲ୍ଲୀ,୩୦।୧୦ : ଟେଲିକମ କମ୍ପାନୀଗୁଡିକ ପୁଣି ଥରେ ମୋବାଇଲ ବିଲ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଦେଶର ଦୁଇଟି ବଡ ଟେଲିକମ କମ୍ପାନୀ ଏୟାରଟେଲ ଏବଂ ଭୋଡା ଆଇଡିଆ ବ୍ୟବହାରକାରୀଙ୍କ ହାରାହାରି ରାଜସ୍ବ ବୃଦ୍ଧି ପାଇଁ ଶୁଳ୍କ ବୃଦ୍ଧି କରିବାକୁ ଚାହୁଁଛନ୍ତି,…
କତାରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୮ ଭାରତୀୟଙ୍କ ପରିବାରକୁ ଭେଟିଲେ ଏସ ଜୟଶଙ୍କର
ନୂଆଦିଲ୍ଲୀ,୩୦।୧୦: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୋମବାର କତାରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଭାରତୀୟ ନୌସେନାର ପୂର୍ବତନ ଆଠଜଣ କର୍ମଚାରୀଙ୍କ ପରିବାରକୁ ଭେଟିଛନ୍ତି। ଭାରତ ସେମାନଙ୍କ ମୁକ୍ତିକୁ ନିଶ୍ଚିତ କରିବା ପାଇଁ ସମସ୍ତ ଉଦ୍ୟମ ଜାରି ରଖିବ ଜୟଶଙ୍କର କହିଛନ୍ତି। ସୂତ୍ରରୁ…
ଭୋଟ ମାଗିବାକୁ ଯାଇଥିବା ନେତାଙ୍କୁ ହିସାବ ମାଗିଲେ ଜନତା
ଭୋପାଳ,୩୦।୧୦: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୩ରେ ନେତାଙ୍କ ଉପରେ ଜନସାଧାରଣଙ୍କ କ୍ରୋଧ ଖୁବ ଭାରି ପଡିଛି। ଏହି ବିଷୟ ସିଙ୍ଗରୌଲି ଜିଲାର ଦେବସର ବିଧାନସଭା ନିର୍ବାଚନମଣ୍ଡଳୀରେ ଅଛି, ଯେଉଁଠାରେ ବିଧାନସଭା ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ମେଶ୍ରାମ ଭୋଟ ମାଗିବା…
ବିଲ ଭିତରକୁ ପଶିଗଲା ବସ୍, ୧୪ ଆହତ
ଡୁଙ୍ଗୁରିପାଲି,୩୦ା୧୦: ସୋମବାର ସକାଳେ ଏକ ବସ୍ର ଚକା ଫାଟି ଯିବାରୁ ଏହା ବିଲ ଭିତରକୁ ପଶିଯାଇଛି। ଫଳରେ ଏହି ଦୁର୍ଘଟଣାରେ ୧୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ କୁଶାମାଲ ନିକଟରେ ଏହି ଦୁର୍ଘଟଣା ଘଟିଛି।…
ଜବରଦସ୍ତ ବିଜୟ ପରେ ବି ଖୁସି ନାହାନ୍ତି ରୋହିତ ଶର୍ମା: କହିଦେଲେ ଏମିତି କଥା
ଲକ୍ଷ୍ନୌ,୩୦।୧୦: ଚାଲିଥିବା ବିଶ୍ୱକପ ୨୦୨୨ରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରି ପଏଣ୍ଟ ଟେବୁଲର ଶୀର୍ଷରେ ଅଛି। ଭାରତ ସେମିଫାଇନାଲ ରେସ୍କୁ ପ୍ରାୟ ଏକ ଔପଚାରିକତାରେ ପରିଣତ କରିଛି। ଭାରତୀୟ ବୋଲରମାନେ ବିଶେଷକରି ଦ୍ରୁତ ବୋଲରମାନେ ମହମ୍ମଦ ଶାମିଙ୍କ…
ଷ୍ଟାଡିୟମରେ ମ୍ୟାଚ ଦେଖିବାକୁ ଯାଇଥିବା ଭାଜପା ନେତାଙ୍କ ପୁଅଙ୍କୁ ଦେଖି ଫଟୋ ଶେୟାର କରି ବର୍ଷିଲେ ଅଖିଳେଶ
ଲକ୍ଷ୍ନୌ,୩୦।୧୦: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଇକାନା ଷ୍ଟାଡିୟମରେ ମ୍ୟାଚ ଦେଖିବାକୁ ଯାଇଥିବା ନେତାଙ୍କ ଫଟୋ ଶେୟାର କରିଛନ୍ତି। ଏହି ଫଟୋ ମାଧ୍ୟମରେ ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଭାରତୀୟ ଜନତା ପାର୍ଟି ଉପରେ ବର୍ଷିିଛନ୍ତି।…
ବନ୍ୟ ଘୋଡାଙ୍କୁ ଗୁଳି କରି ହତ୍ୟା କରିବାକୁ ନିର୍ଦ୍ଦେଶ ଜାରି କଲେ ଏହି ଦେଶର ସରକାର…
କାନବେରା,୩୦।୧୦ : ଦୁଇ ଦଶନ୍ଧି ପୂର୍ବରୁ ନିଷିଦ୍ଧ ହୋଇଥିବା ବନ୍ୟ ଘୋଡାମାନଙ୍କୁ ହତ୍ୟା କରିବାର ବିବାଦୀୟ ଅଭ୍ୟାସକୁ ଅଷ୍ଟ୍ରେଲିଆ ସରକାର ପୁଣି ଆରମ୍ଭ କରିବାକୁ ଯାଉଛନ୍ତି। ଯେଉଁଥିପାଇଁ ନ୍ୟୁ ସାଉଥ ୱେଲ୍ସର କୋସିସିସ୍କୋ ଜାତୀୟ ଉଦ୍ୟାନରେ ବାୟୁସେନା ଦ୍ୱାରା ବନ୍ୟ ଘୋଡାମାନଙ୍କୁ…
ଏତେଶୀଘ୍ର ଶେଷ ହେବ ନାହିଁ ଏହି ଯୁଦ୍ଧ, ହମାସ୍ ବିରୋଧରେ ଇସ୍ରାଏଲର ଆହୁରି ପ୍ରସ୍ତୁତି ଜୋର୍ଦାର୍
ଜେରୁଜେଲମ୍,୩୦ା୧୦: ସୋମବାର ହେଉଛି ଇସ୍ରାଏଲ-ହମାସ୍ ଯୁଦ୍ଧର ୨୪ତମ ଦିନ। ଉଭୟ ପାର୍ଶ୍ୱରୁ ଲଗାତର ଆକ୍ରମଣ କରାଯାଉଛି। ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୯୫୦୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। କେବଳ ଗାଜାରେ ମୃତ୍ୟୁସଂଖ୍ୟା ୮୦୦୦ ଟପିଛି। ଏଥି ସହିତ ୧୪୦୦ରୁ ଅଧିକ…
ବିଶ୍ୱକପ୍ ଇତିହାସରେ ପ୍ରଥମଥର ଘଟିଲା ଏମିତି…
ଲକ୍ଷ୍ନୌ,୩୦।୧୦: ଦିନିକିଆ ବିଶ୍ୱକପ ୨୦୨୩ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚରେ ବିରାଟ କୋହଲି ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ଏହି ମ୍ୟାଚରେ ସେ ନଅ ବଲର ସମ୍ମୁଖୀନ ହୋଇଥିଲେ ମଧ୍ୟ ତାଙ୍କ ଆକାଉଣ୍ଟ ଖୋଲିପାରି ନ ଥିଲେ। ଡେଭିଡ ୱିଲି…
Archives


