ଏମିତି ଗାଁ, ଯେଉଁଠି ପ୍ରଥମେ ରାକ୍ଷସଙ୍କୁ କରାଯାଏ ପୂଜା, ପରେ ଦେବତା
ଆମ ଦେଶରେ ଏମିତି ଏକ ଗାଁ ରହିଛି, ଯେଉଁଠି ପ୍ରଥମେ ରାକ୍ଷସଙ୍କୁ ଏବଂ ପରେ ଦେବତାଙ୍କୁ ପୂଜା କରାଯାଇଥାଏ। ଏପରି ଗାଁ ବିହାରରେ ରହିଛି। ବିହାରର ସିଓ୍ବାନ ଜିଲାର ଦାରୁଲି ଗାଁ। ଏଠାରେ ଦୁଇ ଚାରି ବର୍ଷ ନୁହେଁ, ଶତାବ୍ଦୀ ଧରି…
୨୬୦୦ କୋଟି କ୍ଷତି, ୯୦ ଟଙ୍କାରେ ବିକ୍ରି ହେଲା ବିଶ୍ୱର ଦ୍ୱିତୀୟ ବୃହତ୍ତମ ମଦ ନିର୍ମାତା କମ୍ପାନୀ ହେନକେନ!
ଆମଷ୍ଟରଡାମ,୨୭।୮: ବିଶ୍ୱର ଦ୍ୱିତୀୟ ବୃହତ୍ତମ ମଦ କମ୍ପାନୀ ହେନକେନ ରୁଷିଆରେ ଏହାର ବ୍ୟବସାୟକୁ ଦୃଢ କରିପାରିଛି। ମସ୍କୋ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିବାର ୧୮ ମାସ ପରେ, ଡଚ ମଦ ନିର୍ମାତା ହେନେକେନ ରୁଷିଆରୁ ତା’ର ପ୍ରତ୍ୟାହାର ଶେଷ କରିଛି।…
ଧୋନୀଙ୍କ ପାଦ ଛୁଇଁଲେ ପ୍ରଶଂସକ: ଏମିତି ପ୍ରତିକ୍ରିୟା ଦେଲେ ମାହି
ରାଞ୍ଚି,୨୭।୮:ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ ପରଠାରୁ ବିରତିରେ ଅଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ସେ ଅଧିକାଂଶ ସମୟ ଘରେ ବିତାଇଥାନ୍ତି। ବେଳେବେଳେ ସେ ମଧ୍ୟ ବୁଲିବାକୁ ବାହାରକୁ ଯାଆନ୍ତି।…
ଆତଙ୍କବାଦୀ ଓସାମା ବିନ ଲାଡେନଙ୍କୁ ମାରିଥିବା ପୂର୍ବତନ ଆମେରିକୀୟ କମାଣ୍ଡର ଗିରଫ
ଓ୍ବାଶିଂଟନ୍,୨୭।୮: ଆମେରିକାର ନୌସେନା ସିଲ କମାଣ୍ଡର ରବର୍ଟ ଜେ ଓନିଲ ଗିରଫ ହୋଇଛନ୍ତି। ମଦ୍ୟପାନରେ ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ପୂର୍ବତନ କମାଣ୍ଡରଙ୍କୁ ଟେକ୍ସାସ ସିଟିରେ ଗିରଫ କରାଯାଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିଲ ଗିରଫ ହେବାର କିଛି ଘଣ୍ଟା ପରେ…
ବାବର ଆଜମ ୪ କୋଟି ଟଙ୍କାର ବଡ ଚୁକ୍ତି କଲେ ପ୍ରତ୍ୟାଖ୍ୟାନ…
ଇସଲାମାବାଦ,୨୭।୮ : ବାବର ଆଜମ ବର୍ତ୍ତମାନ ଏକଦିବସୀୟ କ୍ରିକେଟରେ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ। ତାଙ୍କ ଅଧିନାୟକତ୍ୱରେ ପାକିସ୍ତାନର ଦଳ ମଧ୍ୟ ଏକ ନମ୍ବର ଏକଦିବସୀୟ ଦଳ ହୋଇପାରିଛି। ସମ୍ପ୍ରତି ବାବର ୪ କୋଟି ଟଙ୍କାର ବଡ ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରି…
ପ୍ରଥମରେ ୧୫, ଦ୍ୱିତୀୟରେ ୨୬, ମୁମ୍ବାଇରେ ହେବାକୁ ଥିବା ତୃତୀୟ ବୈଠକରେ ବଢିବକି ବିରୋଧୀ ମେଣ୍ଟର ସଂଖ୍ୟା
ନୂଆଦିଲ୍ଲୀ,୨୭।୮: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଅଗାମୀ ବୈଠକ ମୁମ୍ବାଇରେ ହେବାକୁ ଯାଉଛି। ଅଗଷ୍ଟ ୩୧ରେ ଏହି ବୈଠକ ଅନୁଷ୍ଠିତ ହେବ। ଜୁନ ୨୩ରେ ପାଟନାରେ ‘ଇଣ୍ଡିଆ’ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ମୋଟ ୧୫ ଟି ଦଳ ମିଳିତ ମଞ୍ଚରେ…
ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଦିଲ୍ଲୀରେ ଷ୍ଟେଶନରେ ଖଲିସ୍ତାନ ସମର୍ଥନ ଲେଖା…
ନୂଆଦିଲ୍ଲୀ,୨୭।୮ : ଜି -୨୦ ଶିଖର ସମ୍ମିଳନୀ କିଛି ଦିନ ପରେ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ଯେଉଁଠାରେ ସାରା ବିଶ୍ୱରୁ ବହୁ ବିଦେଶୀ ଅତିଥି ଦିଲ୍ଲୀ ଗସ୍ତ କରିବାକୁ ଯାଉଛନ୍ତି। ଏହି ସମୟରେ ଅନେକ ଦେଶର ଜାତୀୟ ରାଷ୍ଟ୍ରପତି…
ଅଜିତ ପାଓ୍ବାରଙ୍କୁ ସ୍ବାଗତ କରିବାକୁ କ୍ରେନରେ ୪୫ ମିନିଟ ଲଟକି ରହିଲେ ସମର୍ଥକ
ମୁମ୍ବାଇ,୨୭।୮: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଅଜିତ ପାଓ୍ବାର ପ୍ରଥମଥର ଲାଗି ପିମ୍ମରି-ଛିଂଦଓ୍ବାଡା ପହଞ୍ଚିଥିଲେ, ସେଠାରେ ତାଙ୍କ ସମର୍ଥକମାନେ ତାଙ୍କୁ ଜୋରସୋରରେ ସ୍ବାଗତ କରିଥିଲେ। ତାଙ୍କୁ ସ୍ବାଗତ କରିବାକୁ ସମର୍ଥକମାନେ ଅନେକ ପ୍ରସ୍ତୁତି କରିଥିଲେ। ତାଙ୍କ ସମର୍ଥକମାନେ ପିମ୍ମରିରେ ପହଞ୍ଚିବା…
ଖୁବଶୀଘ୍ର ରିଲିଜ ହେବ ଡିଡିଏଲଜିର ରିମେକ୍, ଫିଲ୍ମରେ ଲିଡ୍ ରୋଲ୍ରେ ନଜର ଆସିବେ କାଜୋଲ ଓ ଶାହାରୁଖଙ୍କ ଝିଅ-ପୁଅ
ମୁମ୍ବାଇ: ଲୋକପ୍ରିୟ ଫିଲ୍ମ ଦିଲ୍ ବାଲେ ଦୁଲହନିଆ ଲେ ଜାଏଙ୍ଗେକୁ ବା ଡିଡିଏଲଜିକୁ ବଲିଉଡର ମାଇଲଖୁଣ୍ଟ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଏଥିରେ କାଜୋଲ ଓ ଶାହାରୁଖ ଖାନ୍ଙ୍କ ଅଭିନୟ ଦର୍ଶକଙ୍କ ହୃଦୟରେ ଏବେ ବି ସତେଜ ରହିଛି। ସୂଚନା…
ଭିଏଚ୍ପିର ଘୋଷଣା: ପ୍ରତି ଜିଲାରେ ବାହାରିବ ଜଳାଭିଷେକ ଯାତ୍ରା
ଚଣ୍ଡିଗଡ,୨୭।୮: ହରିୟାଣା ସରକାର ଅଗଷ୍ଟ ୨୮ରେ ପୁନର୍ବାର ଜଳାଭିଷେକ ଯାତ୍ରା କରିବାକୁ ଅନୁମତି ଦେଇନାହାଁନ୍ତି। ତେବେ କେତେକ ସଂଗଠନ ଏହି ଯାତ୍ରାକୁ ନେଇ ଜିଦ ଧରିଛନ୍ତି। ଅନ୍ୟପକ୍ଷରେ, ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ ବ୍ରିଜମଣ୍ଡଳ ଜଳାଭିଷେକ ଯାତ୍ରା ସମ୍ବନ୍ଧରେ…
ଚନ୍ଦ୍ରୟାନ-୩ର ସଫଳତା ପରେ ମନ୍ଦିରରେ ପହଞ୍ଚିଲେ ଇସ୍ରୋ ମୁଖ୍ୟ
ଥିରୁଭାନନ୍ତପୁରମ୍,୨୭।୮: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ମୁଖ୍ୟ ଏସ ସୋମନାଥ ଚନ୍ଦ୍ରୟାନ-୩ର ସଫଳତା ପରେ ରବିବାର କେରଳର ଏକ ମନ୍ଦିରରେ ପହଞ୍ଚିଥିଲେ। ଏଠାରେ ସେ ପୂଜା-ଅର୍ଚ୍ଚନା କରିଥିଲେ। ଇସ୍ରୋ ମୁଖ୍ୟ ସୋମନାଥ ଥିରୁଭାନନ୍ତପୁରମର ପୁର୍ଣ୍ଣାମିକାଭୁ ଭଦ୍ରକାଳୀ ମନ୍ଦିରରେ ପ୍ରାର୍ଥନା କରିଥିଲେ।…
ନେତାନ୍ୟାହୁଙ୍କୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ୧ଲକ୍ଷ ଲୋକ, ମୁସଲମାନଙ୍କ ସମର୍ଥନରେ ବାହାରିଲେ ୟହୁଦି
ଜେରୁଜେଲମ,୨୭।୮: ସାତ ମାସରୁ ଅଧିକ ସମୟ ଧରି ଇସ୍ରାଏଲରେ ବେଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ନିକଟରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଦେଶର ଆଇନରେ କିଛି ବଡ ପରିବର୍ତ୍ତନ କରିଛନ୍ତି। ଏହି ନିୟମ ଅନୁଯାୟୀ କୋର୍ଟରେ ବିଚାରପତିଙ୍କ ନିଯୁକ୍ତି କରିବା…
Archives


