Home

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ‘ଜଷ୍ଟ ଲୁକିଂ ଲାଇକ୍‌ ଏ ଓ୍ବାଓ’, ଜାଣନ୍ତୁ କିଏ ଆରମ୍ଭ କରିଥିଲେ…

ସୋସିଆଲ ମିଡିଆରେ ଆଜିକାଲି ‘ଜଷ୍ଟ ଲୁକିଂ ଲାଇକ୍‌ ଏ ଓ୍ବାଓ’ର ଟ୍ରେଣ୍ଡ ଚାଲିଛି। କଳାକାରଙ୍କଠାରୁ ଆରମ୍ଭ କରି କ୍ରିକେଟରମାନେ ଏଥିରେ ରିଲ୍ସ କରି ନିଜ ଆକାଉଣ୍ଟରେ ଶେୟାର କରୁଛନ୍ତି। ହେଲେ ହଠାତ୍‌ ଏହି ଟ୍ରେଣ୍ଡ କେଉଁଠୁ ଆସିଲା ଏବଂ କିଏ ଆରମ୍ଭ…

୧୧ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେବେ ଅଭିନେତ୍ରୀ

ବମ୍ବେ: ସ୍ବାମୀଙ୍କଠାରୁ ଅଲଗା ହେବେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ କନିକା ମାହେଶ୍ୱରୀ। ‘ଦିୟା ଔର ବାତୀ ହମ୍‌’ରେ ମିନାକ୍ଷୀ ଚରିତ୍ରରେ ଅଭିନୟ କରି ହୃଦୟ ଜିତିଥିବା କନିକା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ବିବାହର ୧୧…

୯ ବର୍ଷ ପରେ ଟି୨୦ ବିଶ୍ୱକପ୍‌ ଲାଗି ଯୋଗ୍ୟତା ଅର୍ଜନ କଲା ନେପାଳ

ନୂଆଦିଲ୍ଲୀ,୩।୧୧: ନେପାଳ କ୍ରିକେଟ ଟିମ୍‌ ଟି୨୦ ବିଶ୍ୱକପ୍‌ ଲାଗି ପୁଣିଥରେ ଯୋଗ୍ୟତା ହାସଲ କରିଛି। ଟିମ୍‌ ଦୀର୍ଘ ୯ ବର୍ଷ ପରେ ବିଶ୍ୱକପ୍‌ରେ ଖେଳୁଥିବା ନଜର ଆସିବ। ଏହାପୂର୍ବରୁ ନେପାଳ ଟିମ୍‌ ୨୦୧୪ରେ ବିଶ୍ୱକପ୍‌ ଲାଗି କ୍ୱାଲିଫାଏ କରିଥିଲା। ହେଲେ ସେଥିରେ…

ସାମ୍ବାଦିକାଙ୍କ ଉପରକୁ ହାତ ଉଠାଇଲେ ପ୍ରଯୋଜକ ଟୁଟୁ ନାୟକ

ଭୁବନେଶ୍ୱର,୩।୧୧(ସତ୍ୟଜିତ ରାଉତ): ଗତ କିଛିଦିନ ଧରି ଲାଗି ରହିଥିବା ଓଲିଉଡ କଳି ଥମି ନ ଥିବାବେଳେ ପୁଣି ଏକ ବିବାଦ ମୁଣ୍ଡ ଟେକିଛି। ପ୍ରଯୋଜକ ଟୁଟୁ ନାୟକ ଜଣେ କାର୍ଯ୍ୟରତ ସାମ୍ବାଦିକାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ଶୁକ୍ରବାର ‘ପ୍ରଥା’ ଫିଲ୍ମର…

ନିର୍ବାଚନ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ‘ପେନସନ ଭେଟି’ ଦେଇପାରନ୍ତି ମୋଦି ସରକାର, ଯୋଜନାରେ ବଡ଼ ପରିବର୍ତ୍ତନ ନେଇ…

ନୂଆଦିଲ୍ଲୀ,୩।୧୧: ମୋଦି ସରକାର ଚଳିତ ବର୍ଷ ଶେଷ ଆଡକୁ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର ଦେଇପାରନ୍ତି । ତଦନୁଯାୟୀ ସରକାର ନ୍ୟାଶନାଲ ପେମେଣ୍ଟ ସିଷ୍ଟମ(ଏନ୍‌ପିଏସ୍‌) ନିୟମରେ ବଡ଼ ପରିବର୍ତ୍ତନ କରିପାରନ୍ତି, ଯାହାଦ୍ୱାରା କର୍ମଚାରୀଙ୍କୁ ଏକ ନିର୍ଦ୍ଧାରିତ ପେନସନ୍‌ ରାଶିର ଗ୍ୟାରେଣ୍ଟି ମିଳିଯିବ।…

ଆସନ୍ତା ସପ୍ତାହରେ ଭାରତ ଆସିବେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩।୧୧: ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଜେ ଅଷ୍ଟିନ ଭାରତ-ପ୍ରଶାନ୍ତ ମହାସାଗରରେ ତାଙ୍କର ନବମ ସରକାରୀ ଗସ୍ତର ଅଂଶ ଭାବରେ ଆସନ୍ତା ସପ୍ତାହରେ ଭାରତ ଗସ୍ତ କରିବେ। ତାଙ୍କର ଭାରତ ଗସ୍ତ ପରେ ଅଷ୍ଟିନ ଦକ୍ଷିଣ କୋରିଆ ଏବଂ ଇଣ୍ଡୋନେସିଆ ଗସ୍ତ…

ସେମିଫାଇନାଲରେ ଭାରତକୁ ହରାଇବ ପାକିସ୍ତାନ

ନୂଆଦିଲ୍ଲୀ,୩।୧୧: ବିଶ୍ୱକପ ୨୦୨୩ରେ ଏପର୍ଯ୍ୟନ୍ତ ପାକିସ୍ତାନ ଦଳର ପ୍ରଦର୍ଶନ ହାରାହାରି ହୋଇଛି । ଦଳ ୭ ଟି ମ୍ୟାଚ ମଧ୍ୟରୁ ୪ଟିରେ ହାରିଛି। କିନ୍ତୁ ନ୍ୟୁଜିଲ୍ୟାଣ୍ଡର କ୍ରମାଗତ ୩ପରାଜୟ ପରେ ବାବର ଆଜାମ ଏବଂ ସେମିଫାଇନାଲରେ ପ୍ରବେଶ କରିବାର ଆଶା ଏବେ…

ଝିଅର ସ୍ପିଚ ଦେଖି ଚିନ୍ତାରେ ପଡି ଯାଇଥିଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ୧ ନଭେମ୍ବରରେ ତାଙ୍କର ୫୦ତମ ଜନ୍ମଦିନ ପାଳନ କରିଥିଲେ। ଏହି ଉତ୍ସବକୁ ପାଳନ କରିବା ପାଇଁ ସେ ମୁମ୍ବାଇରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଯେଉଁଥିରେ ତାଙ୍କୁ ଗଣମାଧ୍ୟମ ସହ ତାଙ୍କ…

ଲୋକ ସଭା ନିର୍ବାଚନ ଲଢିବେ କଙ୍ଗନା!

ମୁମ୍ବାଇ: ବଲିଉଡର ଆଗଧାଡିର ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କର ବ୍ୟକ୍ତିତ୍ୱ ପାଇଁ ପ୍ରସିଦ୍ଧ। ରାଜନୈତିକ କିମ୍ବା ସାମାଜିକୁ, ସେ ପ୍ରତ୍ୟେକ ପ୍ରସଙ୍ଗରେ ସାହସର ସହିତ ନିଜର ମତ ପ୍ରକାଶ କରନ୍ତି। ରାଜନୀତିରେ ପ୍ରବେଶ କରିବା ବିଷୟରେ କଙ୍ଗନାଙ୍କୁ ଅନେକ ସମୟରେ ପ୍ରଶ୍ନ…

ସୁପ୍ରିମକୋର୍ଟ ଗଲେ ସଞ୍ଜୟ 

ନୂଆଦିଲ୍ଲୀ,୩।୧୧: ଦିଲ୍ଲୀ ମଦ ନୀତି ସହ ଜଡିତ ଟଙ୍କା ହେରଫେର ମାମଲାରେ ଗିରଫ ହେବା ବିରୋଧରେ ଆମ ଆଦମୀ ପାର୍ଟି (ଏଏପି) ଏମପି ସଞ୍ଜୟ ସିଂ ଶୁକ୍ରବାର ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ସିଂଙ୍କ ଆବେଦନକୁ ୨୦ ଅକ୍ଟୋବରରେ ଦିଲ୍ଲୀ ହାଇକୋର୍ଟ ଖାରଜ କରିଥିଲେ।…

ମିଛର କାରଖାନା ଖୋଲିଛନ୍ତି ମୋଦି: ମଲ୍ଲିକାର୍ଜୁନ

ନୂଆଦିଲ୍ଲୀ,୩।୧୧: ନଭେମ୍ବର ୭ରେ ଛତିଶଗଡ ବିଧାନସଭାର ୨୦ଟି ଆସନରେ ନିର୍ବାଚନ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନର ତାରିଖ ପାଖେଇ ଆସୁଥିବାରୁ ଶାସକ କଂଗ୍ରେସର ବରିଷ୍ଠ ନେତାମାନେ ଏହି ଅଭିଯାନରେ ନିଜର ସମସ୍ତ ଶକ୍ତି ଲଗାଇ ଦେଇଛନ୍ତି। କଂଗ୍ରେସ ରାଷ୍ଟ୍ରୀୟ ସଭାପତି…

ବିବାହିତ ମହିଳାଙ୍କୁ ବର୍ଷକୁ ୧୨ ହଜାର ଟଙ୍କା ସହ ୫ଶହ ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର

ରାୟପୁର,୩।୧୧: ଛତିଶଗଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ କୁ ନେଇ ଭାରତୀୟ ଜନତା ପାର୍ଟି ଶୁକ୍ରବାର ନିଜର ମନିଫେଷ୍ଟୋ ଜାରି କରିଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରାୟପୁରରେ ଥିବା ଭାଜପା କାର୍ଯ୍ୟାଳୟର କୁଶଭାଉ ଠାକରେ କମ୍ପ୍ଲେକ୍ସରେ ଭାଜପାର ରିଜୋଲ୍ୟୁସନ ଚିଠି ଉନ୍ମୋଚନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri