Home

ମାଲାବାରର ସ୍ବତନ୍ତ୍ର ଦୀପାବଳି ଅଫର୍‌

ଭୁବନେଶ୍ୱର,୭।୧୧ (ଅନୁରାଧା ମହାରଣା): ଦେଶର ଅନ୍ୟତମ ଅଗ୍ରଣୀ ଅଳଙ୍କାର ରିଟେଲ୍‌ କମ୍ପାନି ମାଳାବାର ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡସ୍‌ ପକ୍ଷରୁ ଦୀପାବଳି ଅବସରରେ ସ୍ବତନ୍ତ୍ର ଅଫର ଘୋଷଣା କରାଯାଇଛି। ସୁନା, ହୀରା, ପୋଲକୀ, ଆଣ୍ଟିକ୍‌, ରୂପାରୂ ସ୍ବତନ୍ତ୍ର ଡିଜାଇନର ଅଳଙ୍କାର ଗ୍ରାହକଙ୍କ ପାଇଁ…

ୟୁକୋ ବ୍ୟାଙ୍କର ଦ୍ୱିତୀୟ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର, ୭।୧୧: ୟୁକୋ ବ୍ୟାଙ୍କର ନିର୍ଦ୍ଦେଶକମଣ୍ଡଳୀ ବୋର୍ଡ ବୈଠକ ନିକଟରେ ଶେଷ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଅନ୍ୟାନ୍ୟ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲାବେଳେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଏବଂ ପ୍ରଥମ ୬ମାସର ଆର୍ଥିକ ଫଳାଫଳ…

ଶେୟାର ବଜାର କାରବାରରେ ଉତ୍ସାହ

ଭୁବନେଶ୍ୱର, ୭।୧୧: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢାଇଛନ୍ତି। ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ…

ବକ୍ସାଇଟ୍‌ ବିଶୋଧନ ପ୍ରକ୍ରିୟାରେ ବେଦାନ୍ତର ଅଭିନବ ସଫଳତା

ଭୁବନେଶ୍ୱର,୭।୧୧ (ଅଭୟ ଦାଶ): ବେଦାନ୍ତ ଆଲୁମିନିୟମ ଲିମିଟେଡକୁ ନିକଟରେ ଆଉ ଏକ ଉଲ୍ଲେଖନୀୟ ସଫଳତା ମିଳିଛି। ବିଶେଷ କରି ଦେଶର ଆଲୁମିନିୟମ ନିର୍ମାତା ବକ୍ସାଇଟ ଅବଶିଷ୍ଟ ଉପତ୍ାଦକୁ ବହୁମାତ୍ରାରେ ହ୍ରାସ କରିବା ଲାଗି ଏକ ନୂତନ ବିଶୋଧନ ପ୍ରକ୍ରିୟାର ଶୁଭାରମ୍ଭ କରିଛି,…

ସିଆଇସି ଭାବେ ଶପଥ ନେଲେ ହୀରାଲାଲ୍‌ ସମରିୟା

ନୂଆଦିଲ୍ଲୀ,୭ା୧୧: ଭାରତର ମୁଖ୍ୟ ସୂଚନା କମିଶନର (ସିଆଇସି) ଭାବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ହୀରାଲାଲ୍‌ ସମରିୟା ସୋମବାର ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ୬୩ ବର୍ଷୀୟ ହୀରାଲାଲ୍‌ଙ୍କୁ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି…

ସ୍ତ୍ରୀ ଡ୍ରାଇଭର,ସ୍ବାମୀ କଣ୍ଡକ୍ଟର

ଲକ୍ଷ୍ନୌ,୭।୧୧: ଉତ୍ତରପ୍ରଦେଶ ପରିବହନ ନିଗମରେ କାର୍ଯ୍ୟ କରୁଥିବା ଏକ ସ୍ବାମୀ-ସ୍ତ୍ରୀ ଯୋଡି ଏବେ ଚର୍ଚ୍ଚାରେ ଅଛନ୍ତି। ଉତ୍ତରପ୍ରଦେଶ ପରିବହନ ନିଗମର ଲୋନି ଡିପୋର ରୋଡୱେ ବସ୍‌ରେ ସ୍ବାମୀ ଓ ସ୍ତ୍ରୀଙ୍କୁ ପୋଷ୍ଟ କରାଯାଇଛି। କୌତୁହଳର ବିଷୟ ହେଉଛି ସ୍ତ୍ରୀଙ୍କ ହାତରେ ରୋଡୱେ…

ପୋଲିଂ ପାର୍ଟିକୁ ମାଓବାଦୀଙ୍କ ଟାର୍ଗେଟ

ରାୟପୁର,୭ା୧୧: ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ମତଦାନର ଦିନକ ପୂର୍ବରୁ କଙ୍କେର୍‌ ଜିଲାରେ ପୋଲିଂ ପାର୍ଟିକୁ ଟାର୍ଗେଟ କରି ମାଓବାଦୀମାନେ ଆଇଇଡି ବିସ୍ଫୋରଣ ଘଟାଇଛନ୍ତି। ଏଥିରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଜଣେ କନ୍‌ଷ୍ଟେବଲ ଏବଂ ଦୁଇଜଣ ପୋଲିଂ କର୍ମଚାରୀ ଆହତ ହୋଇଛନ୍ତି।…

ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କ: ୧୫୬ ସ୍ଥାନରେ ପାଲେଷ୍ଟାଇନ୍‌

ରିପୋର୍ଟର୍ସ ଓ୍ବିଦାଉଟ୍‌ ବର୍ଡର୍ସ ପକ୍ଷରୁ ପ୍ରତିବର୍ଷ ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ଦିବସ ମେ’ ୩ରେ ପ୍ରେସ୍‌ ଫ୍ରିଡମ୍‌ ଇଣ୍ଡେକ୍ସ ପ୍ରକାଶ ପାଇଥାଏ। ଏଥିରେ ବିଶ୍ୱର ୧୮୦ ରାଷ୍ଟ୍ର ଓ ଭୂଖଣ୍ଡରେ ଜର୍ନାଲିଜମ୍‌ ପାଇଁ ରହିଥିବା ବାତାବରଣର ମୂଲ୍ୟାଙ୍କନ କରାଯାଇଥାଏ। ଚଳିତବର୍ଷ ଯୁଦ୍ଧ…

ସବୁଠୁ ଘାତକ ସମୟ

୨ରେ ପାଲେଷ୍ଟିନୀୟ ଟିଭି ଚ୍ୟାନେଲ ପାଇଁ କାମ କରୁଥିବା ମୋହମେଦ୍‌ ଅବୁ ହତାବ୍‌ ଓ ତାଙ୍କ ପରିବାରର ୧୧ ସଦସ୍ୟଙ୍କୁ ଦକ୍ଷିଣ ଗାଜାର ଖାନ୍‌ ୟୁନିସ୍‌ ସହରରେ ବୋମାମାଡ଼ କରି ହତ୍ୟା କରାଯାଇଥିଲା। ୧୩ରେ ରଏଟର୍ସ ଖବରଦାତା ଇସାମ୍‌ ଅବ୍‌ଦାଲହଙ୍କୁ ଇସ୍ରାଏଲ…

ମୋତେ ଲାଗୁନାହିଁ କୌଣସି ଦଳ ଏମିତି କରିଥାନ୍ତା, ବାଂଲାଦେଶ ଉପରେ ବର୍ଷିଲେ ମାଥ୍ୟୁସ

ନୂଆଦିଲ୍ଲୀ,୭।୧୧: କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଟାଇମ ଆଉଟ୍‌ ହେବା ପରେ ଶ୍ରୀଲଙ୍କାର ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ ସମଗ୍ର ବାଂଲାଦେଶ ଦଳ ଉପରେ ବର୍ଷିଛନ୍ତି। ବାଂଲାଦେଶ-ଶ୍ରୀଲଙ୍କା ବିଶ୍ୱକପ ମ୍ୟାଚ ପରେ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗରେ ଆଲୋଚନା ସେ କହିଛନ୍ତି,…

ଗାଜା ଯୁଦ୍ଧରେ ୩୬ ସାମ୍ବାଦିକ ନିହତ

ତେଲ୍‌ ଆଭିଭ୍‌/ ଗାଜା ସିଟି, ୭ା୧୧ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ସାମ୍ବାଦିକତା ଏକ ବୃତ୍ତି ନୁହେଁ, ମିଶନ। ଏହି ଅଭିଯାନରେ ଥାଇ ଯୁଦ୍ଧ ରିପୋର୍ଟିଂ କରୁଥବା ଖବରଦାତାମାନଙ୍କ ଅନୁଭୂତି ସ୍ବତନ୍ତ୍ର। ଗାଜା ଭିତରେ ରହି ଯୁଦ୍ଧର ଘନଘଟା କଭର କରୁଥିବା ପାଲେଷ୍ଟିନୀୟ…

ଇସ୍ରାଏଲ, ହମାସ ଯୁଦ୍ଧକୁ ପୂରଣ ହେଲା ମାସେ

ଜେରୁଜେଲମ,୭।୧୧: ଆଜି ଅର୍ଥାତ୍‌ ନଭେମ୍ବର ୭ରେ, ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧର ଏକ ମାସ ପୂରଣ ହୋଇଛି। ତଥାପି, ଏହି ଶେଷ ହେବା ପରି ମନେ ହେଉନାହିଁ। ଅକ୍ଟୋବର ୨୦,୨୦୨୩ରେ ହମାସ ହଠାତ୍‌ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri